Home

ଗାଧୋଇବାବେଳେ ପାଣିରେ ବୁଡ଼ି ଚାଲିଗଲା କିରାଣିଙ୍କ ଜୀବନ

ବାଲିଗୁଡ଼ା,୨୦ା୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ଟିକାବାଲିସ୍ଥିତ ଭୋଇ ସାହିର ଶିବ ପ୍ରସାଦ ଭୋଇ ପାଣିରେ ବୁଡ଼ି ମୃତ୍ୟୁ ଘଟିଛି। ଶିବ ଟିକାବାଲି ବ୍ଲକ ଅଧିନସ୍ଥ ବୁର୍ବୀନାଜୁ ଗ୍ରାମ ପଞ୍ଚାୟତ ରିସୁ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟରେ କିରାଣି…

NDA ବୈଠକରେ ମୋଦିଙ୍କ ବଡ଼ ଘୋଷଣା: ଆଗାମୀ ୨ ବର୍ଷ ଭିତରେ ଯେଉଁଠି ନିର୍ବାଚନ ହେବ ସେଠି ଜିତିବୁ

ନୂଆଦିଲ୍ଲୀ,୨୦।୨: ଦିଲ୍ଲୀରେ ଗୁରୁବାର ନୂତନ ସରକାରଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ମୋଦଙ୍କ ସମେତ ବହୁ ବରିଷ୍ଠ ଭାଜପା ନେତା ଏବଂ ଏନଡିଏ ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ଥିଲେ। ଶପଥ ଗ୍ରହଣ…

IND vs PAK: ଲାଗୁନି ପାକିସ୍ତାନ ଜିତିବ…ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ପରାଜୟ ସ୍ବୀକାର କଲେ ଏହି ପାକିସ୍ତାନ କ୍ରିକେଟର୍‌

କରାଚୀ,୨୦।୨: ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନକୁ ନ୍ୟୁଜିଲାଣ୍ଡ ୬୦ ରନ୍‌ର ବୃହତ ବ୍ୟବଧାନରେ ପରାସ୍ତ କରିଛି। ଏହି ପରାଜୟ ପରେ, ଭାରତ ବିପକ୍ଷରେ ଆୟୋଜକ ପାକିସ୍ତାନ ପାଇଁ ଏହା କର ବା ମର ମ୍ୟାଚ ହେବ। ମହମ୍ମଦ ରିଜୱାନଙ୍କ ଅଧିନାୟକତ୍ୱରେ…

ବିବାହ ପରେ ମହିଳାମାନେ ଗୁଗ୍‌ଲରେ ସବୁଠୁ ଅଧିକ ସର୍ଚ୍ଚ କରନ୍ତି ଏହି ଜିନିଷ, ଉତ୍ତର ଜାଣିଲେ…

ସାଧାରଣତଃ ଲୋକମାନେ ସର୍ଚ୍ଚ ଇଞ୍ଜିନ ଗୁଗ୍‌ଲରେ ଅନେକ ପ୍ରକାରର ଜିନିଷ ଖୋଜନ୍ତି। କିନ୍ତୁ ଏକ ସାମ୍ପ୍ରତିକ ଅଧ୍ୟୟନରୁ ଜଣାପଡିଛି ଯେ, ଜଣେ ବିବାହିତ ମହିଳା ପ୍ରକୃତରେ ଗୁଗ୍‌ଲରେ କ’ଣ ସର୍ଚ୍ଚ କରନ୍ତି। ଗୁଗ୍‌ଲରେ ମହିଳାମାନେ କରିଥିବା ସର୍ଚ୍ଚର ଫଳାଫଳ ଜାଣି ଆପଣ…

ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ପାକିସ୍ତାନକୁ ଶକ୍ତ ଝଟ୍‌କା

କରାଚୀ,୨୦।୨: ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନର ଆରମ୍ଭ ଭଲ ହୋଇନାହିଁ। ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ପାକିସ୍ତାନକୁ ୬୦ ରନ୍‌ରେ ବିଶାଳ ବ୍ୟବଧାନରେ ପରାସ୍ତ କରିଥିଲା। ଏବେ ପାକିସ୍ତାନକୁ ଏକ ବଡ଼ ଝଟକା ଲାଗିଛି। ପାକିସ୍ତାନର ଓପନର ଫଖର ଜମାନ ଟୁର୍ନାମେଣ୍ଟରୁ ବାହାର ହୋଇଯାଇଛନ୍ତି।…

ପନାମା ହୋଟେଲରେ ସୁରକ୍ଷିତ ଅଛନ୍ତି ଭାରତୀୟ

ନୂଆଦିଲ୍ଲୀ,୨୦।୨: ଡୋନାଲ୍ଡ ଟ୍ରମ୍ପଙ୍କ ଅବୈଧ ପ୍ରବାସୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଭାରତୀୟଙ୍କ ସମେତ ପ୍ରାୟ ୩୦୦ ପ୍ରବାସୀଙ୍କୁ ଆମେରିକାରୁ ବାହାର କରାଯାଇଛି। ଏହି ନିର୍ବାସିତମାନଙ୍କୁ ପନାମାର ଏକ ହୋଟେଲରେ ରଖାଯାଇଛି ଯେଉଁଠାରୁ ସେମାନେ କାଗଜରେ ଲେଖାଯାଇଥିବା ବାର୍ତ୍ତା ମାଧ୍ୟମରେ ସାହାଯ୍ୟ ପାଇଁ…

ମନରେଗାରେ ମିଳୁନି ପାଉଣା, ସମସ୍ୟା ସମାଧାନ ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ଶ୍ରମିକ

ଛତ୍ରପୁର,୨୦ା୨(ଦିଲ୍ଲୀପ ସାମଲ/ସନ୍ତୋଷ ପାଢ଼ୀ): ଶ୍ରମିକଙ୍କୁ କାମ ଯୋଗାଇ ଦେବାରେ ଡବଲ ଇଞ୍ଜିନ ସରକାର ବିଫଳ ହୋଇଛନ୍ତି। ମନରେଗା ମହାଦୁର୍ନୀତି କେବେ ବନ୍ଦ ହେବ ଏହାର ଜବାବ ଦିଅ ବୋଲି ନାରାବାଜି ସହ ୧୫ ଦଫା ଦାବିନେଇ ରାଜରାସ୍ତାକୁ ଓହ୍ଲାଇଛି ଓଡିଶା ମନରେଗା…

ଉପ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିକୁ ବୋମାରେ ଉଡାଇ ଦେବାକୁ ଧମକ

ମୁମ୍ବାଇ,୨୦।୨: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ହତ୍ୟା ଧମକ ମିଳିଛି। ମୁମ୍ବାଇର ଗୋରେଗାଓଁ ପୋଲିସକୁ ଜଣେ ଅଜଣା ବ୍ୟକ୍ତିଙ୍କ ଠାରୁ ଏକ ଇମେଲ ମିଳିଥିଲା, ଯେଉଁଥିରେ ଶିବସେନା ମୁଖ୍ୟଙ୍କ କାରକୁ ବୋମା ମାଡ଼ କରିବାକୁ ଧମକ ଦିଆଯାଇଥିଲା। ଧମକପୂର୍ଣ୍ଣ ଇମେଲ ଗୋରେଗାଓଁ…

ମେଦ ବହୁଳତା କମାଇବାକୁ ଆପଣାନ୍ତୁ ଏହି ଉପାୟ

ଏବେ ପ୍ରାୟ ସମସ୍ତେ ସ୍ବାସ୍ଥ୍ୟକୁ ନେଇ ବେଶ ସଚେତନ ହୋଇ ଗଲେଣି। ଅନେକ ଲୋକ ଆୟୁର୍ବେଦ ପଦ୍ଧତିକୁ ଆପଣେଇ ନେଉଥିବା ବେଳେ ଏହା ଖୁବ ଭଲ କାମ କରୁଥିବା ବି କୁହାଯାଉଛି। ତେବେ ଆମ ବାଡି ବଗିଚାରେ ମିଳୁଥିବା ଏମିତି କିଛି…

KIITକୁ ନେଇ ତାରାଙ୍କ ବିସ୍ଫୋରକ ବୟାନ, କହିଲେ ବହୁ IAS-IPSଙ୍କ ସ୍ତ୍ରୀ…

ଭୁବନେଶ୍ୱର,୨୦ା୨: ସାରା ଦେଶରେ ଚର୍ଚ୍ଚାରେ ରହିଥିବା KIITକୁ ନେଇ ଏବେ କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ତାରା ପ୍ରସାଦ ବାହିନୀପତି ବିସ୍ଫୋରକ ବୟାନ ଦେଇଛନ୍ତି। ତାରା କହିଛନ୍ତି, କିଟ୍‌ରେ ବହୁ ଆଇଏଏସ୍‌ ଏବଂ ଆଇପିଏସ୍‌ଙ୍କ ସ୍ତ୍ରୀ କାର୍ଯ୍ୟରତ ଅଛନ୍ତି। କିଟ୍‌…

ପୁଅର ପାଠପଢାକୁ ନେଇ ଏମିତି ଏଗ୍ରିମେଣ୍ଟ କଲେ ପିତା ଇଣ୍ଟରନେଟରେ ହେଉଛି ଭାଇରାଲ

ନୂଆଦିଲ୍ଲୀ: ଛାତ୍ରୀଛାତ୍ରମାନେ ପରୀକ୍ଷା ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ପ୍ରଧାନମନ୍ତ୍ରୀ ପରୀକ୍ଷା ବିଷୟରେ ଆଲୋଚନା କରି ଛାତ୍ରୀଛାତ୍ରମାନଙ୍କୁ ଉତ୍ସାହିତ ମଧ୍ୟ କରୁଛନ୍ତି। ଏ ଦିଗରେ ଯଦି ଆମେ ଲକ୍ଷ୍ୟ କରିବା, ପରିବାରର ପ୍ରେରଣା ଦେବାର ଉପାୟ ଟିକେ ଭିନ୍ନ। ଆମ ସମସ୍ତଙ୍କ…

ଶପଥ ଗ୍ରହଣ ପାଇଁ କାହିଁକି ଗେରୁଆ ଶାଢି ବାଛିଲେ ରେଖା? ନିଜେ କହିଲେ ଏହାର କାରଣ

ନୂଆଦିଲ୍ଲୀ,୨୦।୨: ଭାଜପା ବିଧାୟକ ଦଳର ବୈଠକ ପରେ, ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାମ ଚୂଡ଼ାନ୍ତ ହୋଇଥିଲା। ରେଖା ଗୁପ୍ତା ୨୦ ଫେବୃଆରୀ ଦିନ ୧୨ଟାରେ ଦିଲ୍ଲୀର ରାମଲିଲି ମଇଦାନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହି କାର୍ଯ୍ୟକ୍ରମ ପାଇଁ ରାମଲୀଳା ମଇଦାନ ଗେରୁଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?