Home

Champions Trophyରେ ବୁମ୍‌ରା ନ ଖେଳିବା ପଛରେ ଅସଲ କାରଣ ଆଘାତ ନୁହେଁ, ରୋହିତଙ୍କୁ ନେଇ BCCI ମଧ୍ୟ ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୫।୨: ଜସପ୍ରିତ ବୁମ୍‌ରା ଟିମ ଇଣ୍ଡିଆର ଜଣେ ସର୍ବଶ୍ରେଷ୍ଠ ବୋଲର। ତାଙ୍କ ପାଖରେ ଯେକୌଣସି ମ୍ୟାଚ୍‌ର ବାଜି ପଲଟାଇବା ତଥା ଟୁର୍ନାମେଣ୍ଟ ଜିତିବାର କ୍ଷମତା ରହିଛି। ହେଲେ ଆଘାତ ଯୋଗୁ ବିସିସିଆଇ ତାଙ୍କୁ ଚାମ୍ପିଅନ୍ସ ଟ୍ରଫିରୁ ବାଦ୍‌ ଦେଇଛି ବୋଲି କୁହାଯାଉଥିଲା।…

Jio Coin: ଗୋଟିଏ ଜିଓ କଏନ୍‌ ବଦଳରେ ମିଳିବ ଏତିକି ଟଙ୍କା!  ଏମିତି ରୋଜଗାର କରି ହୁଅନ୍ତୁ ମାଲାମାଲ…

ନୂଆଦିଲ୍ଲୀ,୧୫।୨: Bitcoin ଭଳି ଭାରତରେ ଏବେ Jio Coinକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ମୁକେଶ ଅମ୍ବାନୀଙ୍କ କମ୍ପାନୀ Reliance Jio ର ଏହି କଏନ୍‌ ବହୁତ ଦିନ ଧରି ‘ହଟ୍‌ ଟପିକ୍‌’ ପାଲଟିଛି। ସମସ୍ତଙ୍କ ମନରେ ବାରମ୍ବାର ପ୍ରଶ୍ନ ଉଠୁଛି…

Video: ଚିଡିଆଖାନାର ତାରବାଡ଼ ଭିତରୁ ଝାମ୍ପିଲା ବାଘ, ଡରିବା ବଦଳରେ ପିଲାଟି କହିଲା- ଶାର୍ଟ ଫାଟିଗଲେ ମାମା ମାରିବ… 

ସାଧାରଣତଃ ପିଲାମାନେ ମା’ଙ୍କୁ ବହୁତ ଡରିଥାନ୍ତି। ପିଲାଟିଦିନରୁ ମା’ ହିଁ ତାର ସନ୍ତାନର ପ୍ରଥମ ଗୁରୁ ପାଲଟିଥାଏ। ଏହି ସମ୍ପର୍କକୁ ନେଇ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଏବେ ସେଭଳି ଏକ ଭିଡିଓ ଚର୍ଚ୍ଚାରେ ରହିଛି। ଭିଡିଓରେ ଚିଡିଆଖାନାକୁ…

କୀଟନାଶକ ପିଇ ତୋଟାରେ ଜୀବନ ହାରିଲେ ବ୍ୟକ୍ତି, ପାଖରୁ ପୋଲିସ ଜବତ କଲା…

ହିଞ୍ଜିଳିକାଟୁ,୧୫ା୨(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଖାଜିପଲ୍ଲୀ-ମୋହନାପଲ୍ଲୀ ମଧ୍ୟବର୍ତ୍ତୀ ଏକ ତୋଟାରେ ଶନିବାର ବ୍ୟକ୍ତି କୀଟନାଶକ ସେବନ କରି ଆତ୍ମହତ୍ୟା କରିଛନ୍ତି। ମୃତକ ଜଣଙ୍କ ହେଲେ ହିଞ୍ଜିଳିକାଟୁ ବ୍ଲକ ଦାରୁଭଦ୍ରା ପଞ୍ଚାୟତ ସାପୁଆପଲ୍ଲୀ ଗ୍ରାମର ଗୋବିନ୍ଦ ସେଠୀ (୪୦)। ଖବର…

୨୮ ବର୍ଷ ପରେ ମିଳିଲା ପାପର ସଜା! କରିଥିଲେ ଏମିତି ଅପରାଧ ଶୁଣିଲେ ଲୋମ ଟାଙ୍କୁରି ଉଠିବ

ଫ୍ଲୋରିଡା,୧୫।୨: ୧୯୯୭ ମସିହାରେ ଏକ ଦମ୍ପତିଙ୍କୁ ହତ୍ୟା କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ଫ୍ଲୋରିଡାର ଜଣେ ୬୪ ବର୍ଷୀୟ ବ୍ୟକ୍ତି ଜେମ୍ସ ଡେନିସ ଫୋର୍ଡଙ୍କୁ ଗୁରୁବାର ଦିନ ଫାଶୀ ଦିଆଯାଇଥିଲା। ଏହା ଚଳିତ ବର୍ଷ ରାଜ୍ୟରେ ପ୍ରଥମ ଫାଶୀ…

ରୁଷିଆର ରିଓ୍ବର୍ଟ ବ୍ରାଣ୍ଡ ବିୟର କ୍ୟାନ୍‌ରେ ମହାତ୍ମା ଗାନ୍ଧୀଙ୍କ ଫଟୋ, Viral Photo ଦେଖି ତାତିଲେ ଭାରତୀୟ, କାର୍ଯ୍ୟାନୁଷ୍ଠାନ ଦାବି…

ନୂଆଦିଲ୍ଲୀ,୧୫।୨: ରୁଷିଆର ଏକ ବିୟର ବ୍ରାଣ୍ଡ ବୋତଲରେ ମହାତ୍ମା ଗାନ୍ଧୀଙ୍କ ଫଟୋ। ଏହାର କିଛି ଫଟୋ ସୋସିଆଲ ମିଡିଆରେ ଆସିବା ପରେ ଲୋକମାନଙ୍କ ମଧ୍ୟରେ ଆକ୍ରୋଶ ବୃଦ୍ଧି ପାଇଛି। ଓଡ଼ିଶାର ସାମାଜିକ ତଥା ରାଜନେତା ସୁପର୍ଣ୍ଣୋ ଶତପଥୀ ଦ୍ୱାରା ମହାତ୍ମାଙ୍କ ଫଟୋ…

ତାରାଙ୍କୁ ଚ୍ୟାଲେଞ୍ଜ କଲେ କୃଷ୍ଣ ପାତ୍ର, କହିଲେ ଭୋକ ବିକଳରେ…

ଭୁବନେଶ୍ୱର,୧୫ା୨: ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି ଯୋଗାଣ ବିଭାଗ ମନ୍ତ୍ରୀ କୃଷ୍ଣ ପାତ୍ର ଏବଂ କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି। କୃଷ୍ଣପାତ୍ର କଲେକ୍ସନରେ ମାତିଥିବା ତାରା ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ଦେଖାଦେଇଛି। ରାଜ୍ୟର ଯେତେ ମହିଳା ଥିଲେ, ସମସ୍ତଙ୍କୁ…

ଆପକୁ ଆଉ ଏକ ଝଟକା, ଦିଲ୍ଲୀରେ ‘ଟ୍ରିପଲ ଇଞ୍ଜିନ’ ସରକାର ପାଇଁ ପ୍ରସ୍ତୁତି ଜୋରଦାର

ନୂଆଦିଲ୍ଲୀ,୧୫।୨: ଶନିବାର ୩ ଜଣ ଆମ ଆଦମୀ ପାର୍ଟି (ଆପ) କାଉନସିଲର ଭାଜପାରେ ଯୋଗ ଦେଇଛନ୍ତି। ଏହିପରି, ଆଗାମୀ ଏମସିଡି ମେୟର ନିର୍ବାଚନରେ ତାଙ୍କର ବିଜୟ ସମ୍ଭାବନା ବୃଦ୍ଧି ପାଇଛି। କାଉନସିଲରମାନଙ୍କୁ ସ୍ବାଗତ କରି ଦିଲ୍ଲୀ ଭାଜପା ସଭାପତି ବୀରେନ୍ଦ୍ର ସଚଦେବ…

ସ୍ଥିର ହେଲା ତାରିଖ, ଏହିଦିନ ଶପଥ ନେବେ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ! ଚମକାଇ ଦେବ ନୂଆ ନାମ

ନୂଆଦିଲ୍ଲୀ,୧୫।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଆମେରିକା ଗସ୍ତ ଶେଷ କରି ସ୍ବଦେଶ ଫେରିଛନ୍ତି ଏବଂ ଦିଲ୍ଲୀର ନୂଆ ସରକାର ପାଇଁ ସମ୍ଭାବ୍ୟ ଚେହେରା ବିଷୟରେ ତାଙ୍କ ସହିତ ଆଲୋଚନା କରାଯିବ। ଏହା ପରେ ହିଁ ଚୂଡ଼ାନ୍ତ ନାମ ସ୍ଥିର କରାଯିବ।…

ଏକା ସାଙ୍ଗରେ ଦଉଡ଼ି ଲଗାଇ ଝୁଲିପଡ଼ିଲେ ବାପ-ଝିଅ-ନାତି

ଢେଙ୍କାନାଳ,୧୫ା୨(ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଚାଉଳିଆ ଖମାର ଗ୍ରାମରେ ଶନିବାର ଅପରାହ୍ନରେ ଗୋଟିଏ ପରିବାରର ୩ ଜଣ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ୩ ଜଣଙ୍କ ମୃତଦେହ ଉଦ୍ଧାର…

Odisha Congress: ଫେରିଲେ ସୁର, ଆସିବେ ଏହି ନେତା…ଓଡ଼ିଶା ରାଜନୀତିରେ ହଇଚଇ

ଭୁବନେଶ୍ୱର,୧୫।୨: ରାଜ୍ୟ କଂଗ୍ରେସର ମଙ୍ଗ ଦରିଛନ୍ତି Bhakta Das। ଦାୟିତ୍ୱ ସମ୍ଭାଳୁ ସମ୍ଭାଳୁ ଆକ୍ସନ ମୁଡ୍‌କୁ ଆସିଛନ୍ତି ଭକ୍ତ। Congress ହାତର ହାତମୁଠା ଶକ୍ତ କରିବା ଶୁକ୍ରବାର କ୍ଷମା ପତ୍ର ଜାରି କରିଛନ୍ତି। ଯାହାପରେ ଦଳରୁ ବିଦା ହୋଇଥିବା Sura routray…

‘ଟ୍ରମ୍ପଙ୍କୁ କେମିତି ଡିଲ କରିବା ଦରକାର, ବିଶ୍ୱର ସବୁ ନେତା ଶିଖିବା ଉଚିତ,’ଆମେରିକା ମିଡିଆ କହିଲା ମୋଦିଙ୍କ ସହ ବୈଠକ…

ଓ୍ବାଶିଂଟନ,୧୫।୨: ଆମେରିକୀୟ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୱାଶିଂଟନ ଗସ୍ତକୁ ଉଚ୍ଚ ପ୍ରଶଂସା କରାଯାଉଛି। ଦୁଇ ଦିନିଆ ଆମେରିକା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ଦୁଇ ନେତା ପ୍ରତିରକ୍ଷା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?