ପୂଜାରୀଙ୍କୁ ପ୍ରତି ମାସରେ ମିଳିବ ୧୮ ହଜାର ଟଙ୍କା
ନୂଆଦିଲ୍ଲୀ,୩୦।୧୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଆଉ ଏକ ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣାରେ ସେ ଦିଲ୍ଲୀର ପୁରୋହିତ ଏବଂ ଗୁରୁଦ୍ୱାରରେ ଥିବା ମନ୍ଦିରଗୁଡ଼ିକର ଯତ୍ନ ନେଉଥିବା ବ୍ୟକ୍ତିଙ୍କୁ ତାଙ୍କ…
ମେଲବୋର୍ନ ଟେଷ୍ଟ ହାରିବାର ବଡ଼ କାରଣ କହିଲେ ରୋହିତ ଶର୍ମା, ନୀତୀଶ ରେଡ୍ଡୀଙ୍କୁ ଦେଲେ ସ୍ପେଶାଲ ବାର୍ତ୍ତା
ନୂଆଦିଲ୍ଲୀ,୩୦।୧୨: ଅଷ୍ଟ୍ରେଲିଆ ମାଟିରେ କ୍ରମାଗତ ତୃତୀୟ ଟେଷ୍ଟ ସିରିଜ ଜିତିବାର ଭାରତୀୟ ଦଳର ସ୍ବପ୍ନ ସୋମବାର ଭାଙ୍ଗି ଯାଇଛି। ବକ୍ସିଂ ଡେ ଟେଷ୍ଟର ଶେଷ ଦିନରେ କଙ୍ଗାରୁ ଦଳ ଭାରତୀୟ ଦଳକୁ ୧୮୪ ରନରେ ପରାସ୍ତ କରିଛି। ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ…
ମଣ୍ଡିରୁ ଉଠୁନି ଧାନ, ଜିଲାପାଳଙ୍କ ଅଫିସ ଆଗରେ ଚାଷୀଙ୍କ ଧାରଣା
ବରଗଡ଼,୩୦ା୧୨(ପ୍ରେମାନନ୍ଦ ଖମାରୀ: ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ୫ସପ୍ତାହରୁ ଅଧିକ ସମୟ ବିତି ଯାଇଛି। କିନ୍ତୁ ଧାନ ସଂଗ୍ରହ ପ୍ରକ୍ରିୟାରେ ଦେଖାଯାଇଥିବା ସମସ୍ୟା ଅସମାହିତ ହୋଇ ରହିଯାଇଛି। ଚାଷୀମାନେ ବିକ୍ରି ପାଇଁ ମଣ୍ଡିକୁ ଧାନ ଆଣୁଛନ୍ତି। କିନ୍ତୁ ମଣ୍ଡିରୁ…
ଯୁବକଙ୍କୁ ମାରି ବ୍ରିଜ୍ ଉପରେ ଫିଙ୍ଗିଦେଲେ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
ବଲାଙ୍ଗୀର,୩୦ା୧୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର- ସମ୍ବଲପୁର ୨୬ ନମ୍ବର ଜାତୀୟ ରାଜପଥ ସତ୍ୟନାରାୟଣପଡ଼ା ଲକ୍ଷ୍ମୀ ଜୋର ବ୍ରିଜ୍ ଉପରୁ ଜଣେ ଯୁବକଙ୍କ ମୃତଦେହକୁ ଟାଉନ ଥାନା ପୋଲିସ ଉଦ୍ଧାର କରିଛି। ମୃତ ଯୁବକ ଜଣକ ସ୍ଥାନୀୟ ଗେଟସରୋବରପଡ଼ାର ଚିଣ୍ଟୁ କରଣ (୨୬)…
ନଦୀକୁ ଖସିଲା ଟ୍ରକ, ୬୦ ଜଣଙ୍କ ମୃତ୍ୟୁ ଆଶଙ୍କା
ଅଦିସ ଅବାବା,୩୦।୧୨: ଆଫ୍ରିକୀୟ ଦେଶ ଇଥିଓପିଆରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଯାତ୍ରୀ ଭରା ଏକ ଟ୍ରକ ନଦୀରେ ଖସିପଡଛି। ଏହି ଦୁର୍ଘଟଣାରେ ୬୦ ଜଣ ପ୍ରାଣ ହରାଇଛନ୍ତି। ଦକ୍ଷିଣ ସିଡାମା ଅଞ୍ଚଳର ଅଧିକାରୀଙ୍କ ଅନୁଯାୟୀ, ଏହି ଭୟଙ୍କର…
ଇତିହାସ ରଚିବାକୁ ଯାଉଛି ଇସ୍ରୋ: ଆଜି ରାତିରେ ହେବ…
ନୂଆଦିଲ୍ଲୀ,୩୦।୧୨: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ସୋମବାର ଆଜି ରାତିରେ ଦୁଇଟି ଉପଗ୍ରହ ଉତକ୍ଷେପଣ କରିବ। ଏହି ଉପଗ୍ରହଗୁଡିକର ଉଦ୍ଦେଶ୍ୟ ହେଉଛି ମହାକାଶରେ ଯୋଡିବା ଏବଂ ପୃଥକ କରିବା (ଡକିଂ ଏବଂ ଅନ୍ଡକିଂ) ପ୍ରଯୁକ୍ତିବିଦ୍ୟା ପରୀକ୍ଷା କରିବା । ଯଦି…
ଭାରତୀୟ ବ୍ୟାଟ୍ସମ୍ୟାନ୍ ଫେଲ୍: ଅଷ୍ଟ୍ରେଲିଆର ଚମକପ୍ରଦ ବିଜୟ
ମେଲବୋର୍ନ,୩୦।୧୨: ମେଲବୋର୍ନରେ ଚାଲିଥିବା ବକ୍ସିଂ ଡେ ଟେଷ୍ଟରେ ଅଷ୍ଟ୍ରେଲିଆ ୧୮୪ ରନ୍ରେ ଭାରତକୁ ପରାସ୍ତ କରିଛି। ଜିତିବା ପାଇଁ ୩୪୦ ରନର ଲକ୍ଷ୍ୟକୁ ପଛରେ ପକାଇ ଭାରତର ଦ୍ୱିତୀୟ ଇନିଂସକୁ ୧୫୫ ରନ୍ରେ ଅଲଆଉଟ୍ ହୋଇଥିଲା। ଭାରତୀୟ ଦଳ ଆଜି ଲକ୍ଷ୍ୟ…
ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ପର୍ଯ୍ୟଟକଙ୍କ ଜମୁଛି ଭିଡ଼, ସୁଧୁରୁନି ସମସ୍ୟା
ପଞ୍ଚଲିଙ୍ଗେଶ୍ୱର,୩୦ା୧୨(ଲେଲିନ କୁମାର ଦେ): ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡର ପଞ୍ଚଲିଙ୍ଗେଶ୍ୱର ଶୈବପୀଠକୁ ଓଡ଼ିଶାର ବିଭିନ୍ନ ଜିଲା ତଥା ଓଡ଼ିଶା ବାହାରୁ ନୂତନ ବର୍ଷ ଏବଂ ଶୀତକାଳୀନ ପର୍ଯ୍ୟଟକଙ୍କ ଭିଡ଼ ଜମିବା ଦେଖାଦେଇଥିବାବେଳେ ପୀଠସ୍ଥଳରୁ ଆରମ୍ଭ କରି ପଞ୍ଚଲିଙ୍ଗେଶ୍ୱର ଛକ ପର୍ଯ୍ୟନ୍ତ ଛୋଟ…
ବିମ୍ବାଧର ମୁଦୁଲି ସ୍ବାଧୀନତା ସଂଗ୍ରାମୀ ସମିତି ସଭାପତି:ପୃଥ୍ବୀରାଜ ହରିଚନ୍ଦନ ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ
ଭୁବନେଶ୍ୱର,୩୦ା୧୨ (ବନ୍ଦନା ସେଠୀ):ଓଡ଼ିଶା ରାଜ୍ୟ ସ୍ବାଧୀନତା ସଂଗ୍ରାମୀ ସମିତି ସଭାପତି ଭାବେ କେନ୍ଦ୍ରାପଡା ଜିଲାର ସ୍ବାଧୀନତା ସଂଗ୍ରାମୀ ବିମ୍ବାଧର ମୁଦୁଲି ମନୋନୀତ ହୋଇଛନ୍ତି। ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ଦେହାନ୍ତ ପରେ ରାଜ୍ୟ ସଭାପତି ପଦ ଖାଲି ରହିଥିଲା। ଅଖିଳ ଭାରତୀୟ…
ବାଂଲାଦେଶର ସନ୍ଦେହ, କେବେବି ହାସିନାଙ୍କୁ ନ ଫେରାଇପାରେ ଭାରତ, ଜାଣନ୍ତୁ ଏହାର କାରଣ
ଢାକା/ନୂଆଦିଲ୍ଲୀ,୩୦।୧୨: ଅଗଷ୍ଟରେ ହୋଇଥିବା ବିକ୍ଷୋଭ ପରେ ଶେଖ ହସିନା ବାଂଲାଦେଶରେ କ୍ଷମତାରୁ ବହିଷ୍କୃତ ହୋଇଥିଲେ ଏବଂ ଏହା ପରେ ସେ ଭାରତକୁ ପଳାଇ ଆସିଥିଲେ। ବର୍ତ୍ତମାନ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ମଧ୍ୟବର୍ତ୍ତୀକାଳୀନ ସରକାର ଦାବି କରିଛନ୍ତି ଯେ ଶେଖ ହସିନାଙ୍କୁ ପ୍ରତ୍ୟର୍ପଣ…
ଆମେରିକାର ସବୁଠାରୁ ବୟସ୍କ ରାଷ୍ଟ୍ରପତିଙ୍କର ଭାରତ ସହ ରହିଛି ସ୍ବତନ୍ତ୍ର ସମ୍ପର୍କ
ଓ୍ବାଶିଂଟନ,୩୦।୧୨: ଆମେରିକାର ସବୁଠାରୁ ବୟସ୍କ ରାଷ୍ଟ୍ରପତି ଜିମି କାର୍ଟରଙ୍କ ରବିବାର ରାତିରେ ମୃତ୍ୟୁ ଘଟିଛି। ସେ ଆମେରିକାର ୩୯ତମ ରାଷ୍ଟ୍ରପତି ଏବଂ ଭାରତ ଗସ୍ତରେ ଆସିଥିବା ତୃତୀୟ ଆମେରିକୀୟ ନେତା ଥିଲେ। ୧୦୦ ବର୍ଷୀୟ କାର୍ଟର ୧୯୭୭ରେ ଆର ଫୋର୍ଡଙ୍କୁ ପରାସ୍ତ…
କଳିଙ୍ଗ ଷ୍ଟାଡିୟମ ଟ୍ରାକ୍ରେ ଗାଡ଼ି ବୁଲିବାକୁ ନେଇ ରାଜନୀତି
ଭୁବନେଶ୍ୱର, ୩୦ା୧୨(ସୁନିତ୍ ମିଶ୍ର):କଳିଙ୍ଗ ଷ୍ଟାଡିୟମର ରନିଂ ଟ୍ରାକ୍ରେ ସରକାରୀ ଗାଡ଼ି ବୁଲିବା ଘଟଣାକୁ ନେଇ ରାଜନୀତି ଜୋର୍ ଧରିଛି। ଏ ସମ୍ପର୍କରେ ପୂର୍ବତନ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ନିଜ ‘ଏକ୍ସ’ ହ୍ୟାଣ୍ଡେଲରେ ଉଦ୍ବେଗ ପ୍ରକାଶ କରିବା ପରେ ଏହାକୁ ନେଇ ବର୍ତ୍ତମାନର…
Archives


