ବିଧାନସଭାକୁ ମୋବାଇଲ ମନା, ବିଧାୟକଙ୍କୁ ରୋକଠୋକ ଶୁଣାଇଦେଲେ ବାଚସ୍ପତି ସୁରମା
ଭୁବନେଶ୍ୱର,୨୮।୮: ବିଧାନସଭାକୁ ମୋବାଇଲ ଓ ପାଣି ବୋତଲ ବ୍ୟବହାରକୁ ମନା। କୌଣସି ବିଧାୟକ ଏବଂ ମନ୍ତ୍ରୀ ବିଧାନସଭା ଭିତରକୁ ମୋବାଇଲ କିମ୍ବା ପାଣି ବୋତଲ ନେଇ ଯାଇପାରିବେ ନାହିଁ । ଏ ନେଇ ରୋକଠୋକ ଶୁଣାଇ ଦେଇଛନ୍ତି ବାଚସ୍ପତି ସୁରମା ପାଢୀ…
ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଏହି ଦିନ ଆସିବ ସିଏମ କିଷାନ ଯୋଜନା ଟଙ୍କା, ଭୂମିହୀନ ଚାଷୀଙ୍କୁ ୩ଟି କିସ୍ତିରେ ମିଳିବ…
ଭୁବନେଶ୍ୱର,୨୮।୮: ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ସିଏମ କିଷାନ ଯୋଜନା। ବୁଧବାର ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କେଭି ସିଂହଦେଓ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ବର୍ଷକୁ ୨ଟି କିସ୍ତିରେ ମିଳିବ ଦୁଇ ହଜାର ଲେଖାଏ ୪ ହଜାର…
ପୀଡିତା ପରିବାରକୁ ‘ସରି’ କହିଲେ ମମତା, ଜାଣନ୍ତୁ କାହିଁକି
କୋଲକାତା,୨୮।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର କୋଲକାତା ସ୍ଥିତ ଆରଜି ମେଡିକାଲ କଲେଜରେ ହୋଇଥିବା ମହିଳା ଡାକ୍ତରଙ୍କୁ ଭୟାନକ ବଳାତ୍କାର ପରେ ହତ୍ୟା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ନିଜ ସୋସିଆଲ ମିଡିଆ ଏକ୍ସରେ ମମତା ପୀଡିତା ପରିବାରଙ୍କୁ ‘ସରି’…
ମଣିଷକୁ ଡେଇଁଲା ବାର୍ଡ ଫ୍ଲୁ ! ପରୀକ୍ଷା ପାଇଁ ଗଲା ରକ୍ତନମୁନା
ପିପିଲି,୨୮।୮ (ଦୁର୍ଗା ମାଧବ ମିଶ୍ର): କୁକୁଡା ପରେ ଏବେ ବାର୍ଡ ଫ୍ଲୁ ମଣିଷକୁ ଡେଇଁଥିବା ଆଲୋଚନା ହେଉଛି। ରାଜ୍ୟରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା କୁହାଯାଉଛି। ସମ୍ପୃକ୍ତ ବ୍ୟକ୍ତି ରାପିଡ଼ ରିସେପ୍ସନ ଟିମର ଜଣେ ବ୍ୟକ୍ତି ବୋଲି ଜଣାପଡିଛି। ତାଙ୍କ ଠାରେ…
ସ୍କୁଟି ଚାଳକଙ୍କୁ ଚାପିଦେଲା ଟ୍ରକ୍
ଭବାନୀପାଟଣା,୨୮।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ମ୍ୟୁନସିପାଲଟି ଅଫିସ ସମ୍ମୁଖରେ ବୁଧବାର ସକାଳରେ ଟ୍ରକ ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇଛି। ମୃତ ଚାଳକଙ୍କ ନାମ ସୁନୀଲ ପଣ୍ଡା(୬୪) ଓ ତାଙ୍କ ଘର ଜୁନାଗଡ଼ ବ୍ଲକ ଚାରବହାଲ ବୋଲି…
ମହାରାଷ୍ଟ୍ରରେ ହେବ ବଡ଼ ଖେଳ: ଡକାଗଲା ଜରୁରୀ ବୈଠକ
ମୁମ୍ବାଇ,୨୮।୮: ଶିବସେନା ନେତା ଉଦ୍ଧବ ଠାକୁରଙ୍କ ବଙ୍ଗଳା ମାତୋଶ୍ରୀ ଠାରେ ମହାବିକାଶ ଅଗାଡି(ଏମ୍ଭିଏ) ପକ୍ଷରୁ ଏକ ଜରୁରୀ ବୈଠକ ଡକାଯାଇଛି। ଏହି ବୈଠକରେ ଉଦ୍ଧବ ଠାକରେ, ଶରଦ ପାୱାର ଏବଂ ନାନା ପାଟୋଲଙ୍କ ସମେତ ଏମ୍ଭିଏର ବିଶିଷ୍ଟ ନେତାମାନେ ଯୋଗଦେବେ। ଯଦିଓ…
ଜମ୍ମୁ କଶ୍ମୀର ନିର୍ବାଚନ ପୂର୍ବରୁ ମେଣ୍ଟରେ ଫାଟ, କଂଗ୍ରେସ ସହ ମେଣ୍ଟ କରିବାରୁ ସ୍ବାଧୀନ ଲଢିବେ ଏନସି ନେତା
ଶ୍ରୀନଗର,୨୮।୮: ଆଗକୁ ଜମ୍ମୁ କଶ୍ମୀର ନିର୍ବାଚନ ଥିବାବେଳେ କଂଗ୍ରେସ ଏବଂ ନ୍ୟାଶନାଲ ପ୍ରୋଗେସିଭ୍ ଦଳ ମେଣ୍ଟ କରିବାକୁ ନିଷ୍ପତ୍ତି ଦେଇଛନ୍ତି। ତେବେ ଏହାକୁ ନେଇ ଦଳ ଭିତରେ ବିବାଦ ଦେଖାଯାଇଛି। ନ୍ୟାଶନାଲ ପ୍ରୋଗେସିଭ୍ର ଅସନ୍ତୋଷ ନେତାମାନେ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର…
ଭାଜପା ଏମ୍ପିଙ୍କୁ ହାଇକୋର୍ଟଙ୍କ ନୋଟିସ୍
କଟକ,୨୮ା୮ (କାର୍ତ୍ତିକ ସାହୁ):ଯାଜପୁର ଏମ୍ପି ରବୀନ୍ଦ୍ର ନାରାୟଣ ବେହେରାଙ୍କୁ ହାଇକୋର୍ଟ ମଙ୍ଗଳବାର ନୋଟିସ ଜାରି କରିଛନ୍ତି। ତାଙ୍କ ବିରୋଧରେ ଆଗତ ନିର୍ବାଚନୀ ଅନିୟମିତତା ମାମଲାକୁ ବିଚାର ପାଇଁ ଗ୍ରହଣ କରି ହାଇକୋର୍ଟ ଜବାବ ଦାଖଲ ନିମନ୍ତେ ଆଦେଶ ଦେଇଛନ୍ତି। ଆସନ୍ତା ସେପ୍ଟେମ୍ବର…
ଭାଜପାର ସଦସ୍ୟତା କର୍ମଶାଳାରେ ମାରପିଟ: ପୁରୁଣାଙ୍କୁ ବାଡ଼େଇଲେ ନୂଆ
ରାଜନଗର, ୨୮ା୮(ଭାସ୍କର ରାଉତରାୟ):ନିର୍ବାଚନ ସରିବାର ଅଢ଼େଇ ମାସ ପରେ କେନ୍ଦ୍ରାପଡ଼ା ଜିଲା ରାଜନଗର ନିର୍ବାଚନମଣ୍ଡଳୀ ଭାଜପାରେ ଗଣ୍ଡଗୋଳ ଆରମ୍ଭ ହୋଇଛି। ନିର୍ବାଚନ ପରଠାରୁ ବିଭିନ୍ନ କାର୍ଯ୍ୟକ୍ରମ ସମାନ୍ତରାଳ ଭାବେ ଚାଲୁଥିବା ବେଳେ ମଙ୍ଗଳବାର ମାରପିଟ୍ ହୋଇଛି। ପୁରୁଣା କାର୍ଯ୍ୟକର୍ତ୍ତାଙ୍କୁ କାହିଁକି ସଦସ୍ୟତା…
‘ମୁଁ ସିଜେଆଇ କହୁଛି, ମୋତେ ୫୦୦ ଟଙ୍କା ପଠାଅ’: ଆସିଲା ଏମିତି ମେସେଜ, ତା’ପରେ…
ନୂଆଦିଲ୍ଲୀ,୨୮।୮: ସାଇବର ଠକେଇ ମାମଲା ଦିନକୁ ଦିନ ବଢିବାରେ ଲାଗିଛି। ଏହି ସମୟରେ ଦିଲ୍ଲୀରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଏକ ସ୍କାମର ନିଜକୁ ଚିଫ୍ ଜଷ୍ଟିସ ଅଫ ଇଣ୍ଡିଆ(ସିଜେଆଇ) କହି ୫୦୦ ଟଙ୍କାର ଠକେଇ କରିବାର ଚେଷ୍ଟା…
ମୋହନ ଭାଗବତଙ୍କ ସୁରକ୍ଷା ବଢିଲା: ଏଣିକି ମୋଦି-ଶାହାଙ୍କ ଭଳି ମିଳିବ ସୁରକ୍ଷା
ନୂଆଦିଲ୍ଲୀ,୨୮।୮:କେନ୍ଦ୍ର ସରକାର ରାଷ୍ଟ୍ରିୟ ସ୍ବୟଂସେବକ ସଂଗଠନ (ଆରଏସଏସ) ମୁଖ୍ୟ ମୋହନ ଭଗବତଙ୍କ ସୁରକ୍ଷାକୁ ଆହୁରି ମଜଭୁତ କରିଛନ୍ତି। ଗୃହ ମନ୍ତ୍ରଣାଳୟ ତାଙ୍କ ସୁରକ୍ଷାକୁ ଜେଡ୍ ପ୍ଲସ୍ରୁ ଏଏସ୍ଏଲ୍ (ଆଡଭାନ୍ସ ସିକ୍ୟୁରିଟି ଲାଏସନ୍)କୁ ବୃଦ୍ଧି କରିଛି। ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ଏବଂ…
ପଶ୍ଚିମବଙ୍ଗ ବନ୍ଦ ଭିତରେ ତେଜିଲା ହିଂସା, ଭାଜପା ନେତାଙ୍କ କାର୍ ଉପରକୁ ୬ରାଉଣ୍ଡ ଗୁଳି ଚଳାଇଲେ ଆକ୍ରମଣକାରୀ
କୋଲକାତା,୨୮।୮: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ନବାନ୍ନ ଅଭିଯାନ ସମୟରେ ବିକ୍ଷୋଭକାରୀଙ୍କ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ ବିରୋଧରେ ଭାଜପା ବୁଧବାର ରାଜ୍ୟବ୍ୟାପୀ ବନ୍ଦ ଘୋଷଣା କରିଛି। ବନ୍ଦ ସମୟରେ ଅନେକ ସ୍ଥାନରେ ଅନେକ ବିଶୃଙ୍ଖଳା ଦେଖିବାକୁ ମିଳୁଛି। ଏହି ସମୟରେ ଭାଜପା ନେତା…
Archives


