Home

ଚେତାବନୀ ଜାରି କଲା ପାଣିପାଗ ବିଭାଗ, ହିମାଚଳରେ ଆସିବ ନୂଆ ବିପର୍ଯ୍ୟୟ

ନୂଆଦିଲ୍ଲୀ,୧୫।୩: ହିମାଚଳର ଅନେକ ଜିଲାରେ ପାଗ ଖରାପ ହେବାକୁ ଯାଉଛି। ପାଣିପାଗ ବିଭାଗ ଆଗାମୀ ୨୪ଘଣ୍ଟା ପାଇଁ ହିମାଚଳ ପ୍ରଦେଶର କିଛି ଉଚ୍ଚ ଅଞ୍ଚଳରେ ହିମସ୍ଖଳନ ସତର୍କତା ଜାରି କରିଛି। ଏହା ସହିତ, ମଙ୍ଗଳବାର ବ୍ୟତୀତ ଗୁରୁବାର ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା…

ଚୋରି ଘଟଣାର ପର୍ଦ୍ଦାଫାଶ କଲା ପୋଲିସ, ମହିଳାଙ୍କ ସମେତ ୩ ଗିରଫ

ପାରଳାଖେମୁଣ୍ଡି,୧୫ା୩(ଗିରିଧାରୀ ପରିଚ୍ଛା): ଦୀର୍ଘ ଦେଢ଼ମାସ ପରେ ରେଖନା ସାହି ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ଗଜପତି ଜିଲା ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ। ଚୋରି କରିଥିବା ମହିଳାଙ୍କ ସମେତ ୩ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୪୩.୫୪ଗ୍ରାମ ସୁନା ଓ…

ପାଣିଟାଙ୍କିରେ ଗାମୁଛା ଲଗାଇ ଝୁଲି ପଡ଼ିଲେ ଯୁବକ

ସନ୍ତ୍ରୀ ଛକ,୧୫ା୩(ସନ୍ତୋଷ ପରିଡ଼ା): ଅନୁଗୋଳ ଜିଲା ବଅଁରପାଳ ଥାନା ଅନ୍ତର୍ଗତ ଗୋତମରା ଗ୍ରାମରେ ବେକରେ ରଶି ଲଗାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନାନୁଯାୟୀ, ଗ୍ରାମବାସୀଙ୍କ କହିବା ଅନୁସାରେ ମୃତକ ଜଣଙ୍କ ହେଲେ ଢେଙ୍କାନାଳ ଜିଲା ନାଉପାଳ ଗ୍ରାମର ରବି ଝାଙ୍କରଙ୍କ…

ସ୍ବାମୀଙ୍କ ପରକୀୟା ପ୍ରୀତିକୁ ବିରୋଧ କରିବାରୁ ସ୍ତ୍ରୀଙ୍କ ଜୀବନ ନେଇଗଲେ

କୁଳିଅଣା,୧୫ା୩(ଗୋପୀନାଥ ବେହେରା):ମୟୂରଭଞ୍ଜ ଜିଲା ଚାନ୍ଦୁଆଥାନା ଅଧିନସ୍ଥ ଟଙ୍ଗାଶୋଳ ଗ୍ରାମରେ ସ୍ବାମୀଙ୍କ ପରକୀୟା ପ୍ରୀତି ସନ୍ଦେହରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ। ନିଜ ସ୍ତ୍ରୀକୁ ଜୀବନରୁ ମାରିଦେଲେ ରାକ୍ଷସ ସ୍ବାମୀ। ଚାନ୍ଦୁଆ ଥାନା ଅନ୍ତର୍ଗତ ଟଙ୍ଗାଶୋଳ ଗ୍ରାମରେ ଅଘଟଣ। ମୃତକ ମହିଳା ହେଲେ ସବିତା…

ପରିବାର ସହ ଫାର୍ମହାଉସ୍‌ରେ ଭୋଜି କରୁଥିଲେ, ଗାଧୋଇବାକୁ ଯାଇ…

ଭବାନୀପାଟଣା,୧୫ା୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଶନିବାର ହୋଲି ପରେ ପୁଣି ସାମ୍ନାକୁ ଆସିଲା ଏକ ଦୁଃଖଦ ଘଟଣା। ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କଷାକେନ୍ଦୁ ନିକଟସ୍ଥ ଯମୁନାସାଗରରେ ବୁଡ଼ି ଯାଇ ମଧ୍ୟାହ୍ନରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ…

ଆସୁଛି ବର୍ଷା: ଏହି ଦୁଇ ଦିନ ଛେଚିବ

ଭୁବନେଶ୍ୱର,୧୫।୪: ରାଜ୍ୟରେ କିଛିଦିନ ହେଲା ତାପମାତ୍ରା ଉପର ମୁହାଁ ରହିଛି। ଏଭଳି ସ୍ଥିତିରେ ଶନିବାର ପଶ୍ଚିମ ଓଡ଼ିଶାରେ ପ୍ରବଳ ଖରା ଅନୁଭୂତ ହୋଇଛି। ଶନିବାର ଦିନ ସାଢେ ୨ଟା ସୁଦ୍ଧା ସମ୍ବଲପୁରରେ ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ କରାଯାଇଛି। ଏହି ପରିପ୍ରେକ୍ଷୀରେ…

ସନ୍ୟାସ ନେବାର ସଙ୍କେତ ଦେଲେ ବିରାଟ, Retirement ପରେ କ’ଣ କରିବେ କୋହଲି? ଖୋଲାଖୋଲି କହିଲେ…

ନୂଆଦିଲ୍ଲୀ,୧୫।୩: ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି IPL ୨୦୨୫ ପୂର୍ବରୁ ଚମକାଇବା ଭଳି ବୟାନ ଦେଇ ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ବିରାଟ ଟେଷ୍ଟ କ୍ରିକେଟରୁ ଅବସର ଏବଂ ଟି-୨୦ କ୍ରିକେଟରୁ ଅବସର ନେବା ଉପରେ ୟୁ-ଟର୍ଣ୍ଣ ନେବାର…

ରାସ୍ତାରେ ଗାଡ଼ିକୁ ଅଟକାଇ ବଟି ଆଦାୟ କରୁଥିଲେ ୩ ଯୁବକ, ପୋଲିସ ପହଞ୍ଚି…

ପୁରୁଷୋତ୍ତମପୁର,୧୫ା୩(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭୂତସରସିଙ୍ଗିଠାରେ ରାସ୍ତାରେ ଯାଉଥିବା ଗାଡ଼ିକୁ ଅଟକାଇ ବଟି ଆଦାୟ କରିବା ବେଳେ ତିନିଜଣ ଯୁବକଙ୍କୁ ପୁରୁଷୋତ୍ତମପୁର ପୋଲିସ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ଗିରଫ ଯୁବକମାନେ ହେଲେ ଭୂତସରସିଙ୍ଗି…

କାନ୍ଦିଲେ ରୋହିତ ଶର୍ମା! ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୧୫।୩: ଭାରତୀୟ ଅଧିନାୟକ ରୋହିତ ଶର୍ମା କାର ବହୁତ ପସନ୍ଦ କରନ୍ତି। ରୋହିତଙ୍କୁ ପ୍ରାୟତଃ ମୁମ୍ବାଇରେ ତାଙ୍କ କାରରେ ବୁଲୁଥିବାର ଦେଖାଯାଏ, ପ୍ରଶଂସକମାନେ ତାଙ୍କ କାର କଲେକସନ ସହିତ ପରିଚିତ। ତଥାପି, ଏବେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସେ…

ହୋଲିରେ ଅଘଟଣ: ରଙ୍ଗ ଖେଳି ଗାଧୋଇବା ବେଳେ ନଦୀରେ ବୁଡ଼ି ଯୁବକଙ୍କ ଜୀବନ ଗଲା

ଭବାନୀପାଟଣା,୧୫ା୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ସହରରେ ଶନିବାର ହୋଲି ପର୍ବରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସହର ନିକଟିସ୍ଥ ହାତୀ ନଦୀକୁ ଗାଧୋଇବାକୁ ଯାଇଥିବା ଜଣେ ଯୁବକ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ମୃତ ଯୁବକଙ୍କ ନାମ…

୨୦ ବର୍ଷ ପରେ…ଫେରିଲା ଜାହିର ଖାନଙ୍କ ପୁରୁଣା ପ୍ରେମ

ନୂଆଦିଲ୍ଲୀ,୧୫।୩: ପୂର୍ବତନ ଭାରତୀୟ କ୍ରିକେଟର ଜାହିର ଖାନ ଲକ୍ଷ୍ନୌ ସୁପରଜାଏଣ୍ଟସରେ ଯୋଗଦେବା ପାଇଁ ଲକ୍ଷ୍ନୌ ପହଞ୍ଚିଛନ୍ତି। ଏହି ସମୟରେ, ଜାହିର ଖାନଙ୍କ ସହିତ ଏକ ରୋମାଞ୍ଚକର ଘଟଣା ଘଟିଗଲା। ଏଲଏସଜି ପରାମର୍ଶଦାତା ଜାହିର ୨୦ବର୍ଷ ପରେ ତାଙ୍କର ପୁରୁଣା ମହିଳା ପ୍ରଶଂସକଙ୍କୁ…

ହୋଲିରେ ଗୋଷ୍ଠୀ ସଂଘର୍ଷ: ୫ ଆହତ

ଦିଗପହଣ୍ଡି,୧୫ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ତିତିଖଣ୍ଡିି ଗ୍ରାମରେ ଶନିବାର ମଧ୍ୟାହ୍ନରେ ହୋଲିଖେଳକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ ଘଟିଛି। ଗ୍ରାମର ଦଳିତ ସାହିର ନିଶାସକ୍ତ ଦୁଇ ଗୋଷ୍ଠୀ ଯୁବକଙ୍କ ମଧ୍ୟରେ ପ୍ରଥମେ ବଚସାରୁ ସଂଘର୍ଷ ଘଟିଥିଲା। ଏଥିରେ ଉଭୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri