Home

ନଭେମ୍ବର ୨୦ରୁ ସରକାର କିଣିବେ ଖରିଫ ଧାନ

କେନ୍ଦୁଝର,୧୯।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପା କୃଷକ ମୋର୍ଚ୍ଚା ତରଫରୁ ଆଜି କେନ୍ଦୁଝର ଜିଲା ଭାଜପା କାର୍ଯ୍ୟାଳୟଠାରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶର ସାହୁ କହିଛନ୍ତି, ଆସନ୍ତା ନଭେମ୍ବର ୨୦ଠାରୁ…

ଆମେରିକାକୁ ପାନେ ଦେବ ରୁଷିଆ! ନୂଆ ପରମାଣୁ ନୀତିରେ ଦସ୍ତଖତ କଲେ ପୁଟିନ

ମସ୍କୋ,୧୯।୧୧: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ସଂଶୋଧିତ ପରମାଣୁ ନୀତିରେ ଦସ୍ତଖତ କରିଛନ୍ତି। ଏହି ନୂତନ ନୀତି ଅନୁଯାୟୀ, ଯଦି କୌଣସି ଦେଶ ଆଣବିକ ସଶସ୍ତ୍ର ଦେଶ ସାହାଯ୍ୟରେ ରୁଷିଆ ଉପରେ ଆକ୍ରମଣ କରେ, ତେବେ…

ଜନବସତି ମୁହାଁ ବାଘ:ପାଦଚିହ୍ନ ଦେଖି ଲୋକେ ଭୟଭୀତ

ବାରିପଦା,(ନୀଳାଦ୍ରି ବିହାରୀ ଦଣ୍ଡପାଟ)/ ଉଦଳା,(ସନ୍ତୋଷ ବାଚ୍ଛିନୀ),୧୮ା୧୧-ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ କପ୍ତିପଦା ରେଞ୍ଜ ଅଧୀନ ଅସନବଣି ଗ୍ରାମରେ ବାଘ ପାଦଚିହ୍ନକୁ ନେଇ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ବାଘ ଉପସ୍ଥିତିକୁ ନେଇ ବନ ବିଭାଗ ପକ୍ଷରୁ ସତର୍କତା ଅବଲମ୍ବନ କରିବାକୁ ଗ୍ରାମବାସୀଙ୍କୁ ସଚେତନ…

ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ ନେଲେ ବଡ଼ ନିଷ୍ପତ୍ତି, ଅନ୍‌ଲାଇନରେ ଚାଲିବ କୋର୍ଟ

ନୂଆଦିଲ୍ଲୀ,୧୯।୧୧: ଦିଲ୍ଲୀ-ଏନସିଆରରେ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ନେଲେ ବଡ଼ ନିଷ୍ପତ୍ତି। ସବୁ କୋର୍ଟଙ୍କୁ ଯଥାସମ୍ଭବ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଜର ହେବାକୁ ଆଇନଜୀବୀ ଏବଂ ଲୋକଙ୍କୁ ଅନୁମତି ଦେଇଛନ୍ତି। ଏନେଇ ପ୍ରଧାନ ବିଚାରପତି…

ଶେଷରେ ହାର୍‌ ମାନିବ ପାକିସ୍ତାନ! ଭାରତ କଥା ମାନି…

ନୂଆଦିଲ୍ଲୀ,୧୯।୧୧:ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାକିସ୍ତାନ ଦ୍ୱାରା ଆୟୋଜିତ ହେବ। କିନ୍ତୁ ଏହି ଟୁର୍ନାମେଣ୍ଟ ବିଷୟରେ ଏପର୍ଯ୍ୟନ୍ତ କୌଣସି ସମାଧାନ ମିଳିନାହିଁ। ଭାରତୀୟ କ୍ରିକେଟ ଦଳ ପଡୋଶୀ ଦେଶ ଭ୍ରମଣ କରିବାକୁ ମନା କରିସାରିଛି। ଏଥି ସହିତ ପାକିସ୍ତାନ ମଧ୍ୟ ହାଇବ୍ରିଡ…

ମୃତ ଛୁଆକୁ ୨୬ ଘଣ୍ଟା ଧରି ଜଗି ରହିଲା ମା’ କୁକୁର

ପାଟଣା,୧୯।୧୧(ବୀର କିଶୋର ଦାଶ): ପଶୁ ହେଉ କି ମଣିଷ, ମା’ର ମମତା ସବୁ କ୍ଷେତ୍ରରେ ସମାନ। ଏହାର ନିଚ୍ଛକ ଉଦାହରଣ କେନ୍ଦୁଝର ଜିଲା ପାଟଣା ବ୍ଲକ ଛକ ରାସ୍ତାରେ ଦେଖିବାକୁ ମିଳିଛି। ଏଠାରେ ଅଜଣା ବାଇକ ଧକ୍କାରେ ଏକ ବୁଲା କୁକୁର…

କେମିକାଲ ଆଳୁ ଖାଉଥିଲେ ସାବଧାନ, ହୋଇପାରେ ସ୍ବାସ୍ଥ୍ୟହାନୀ

ନୂଆଦିଲ୍ଲୀ,୧୯।୧୧: ବର୍ତ୍ତମାନ ସୁଦ୍ଧା ଆପଣ ଅମଳ ବୃଦ୍ଧି, ପନିପରିବା ସତେଜ ରଖିବା, ଲାଉ, କଖାରୁ ଆଦି ଶୀଘ୍ର ବଢିବା ଏବଂ ଫଳ ପାଚିବା ପାଇଁ ରାସାୟନିକ ପଦାର୍ଥ ବ୍ୟବହାର କରିବା ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ। କିନ୍ତୁ ଆପଣ ରାସାୟନିକ ପଦାର୍ଥ…

ଭାଜପା ନିକଟରେ ‘ବାଣ୍ଟିବା’ ଛଡା ଅନ୍ୟ ବିକଳ୍ପ ନାହିଁ: ମନୋଜ ଝା

ପାଟନା,୧୯।୧୧: ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ର ନିର୍ବାଚନକୁ ନେଇ ଆରଜେଡି ଏମପି ମନୋଜ ଝା ମଙ୍ଗଳବାର କହିଛନ୍ତି ଯେ ସେଠାରେ ଏକପାଖିଆ ବାତାବରଣ ରହିଛି। ଭାଜପା ସେଠାରେ ପରାଜୟର ସମ୍ମୁଖୀନ ହେବ। ଝାଡ଼ଖଣ୍ଡ ନିର୍ବାଚନ ସମ୍ପର୍କରେ ସେ କହିଛନ୍ତି ଯେ ଏଠାରେ ଏକପାଖିଆ…

ଫିଟୁଛି ବୈକୁଣ୍ଠ ଧାମର ଗୁମର: ‘ଶ୍ରୀ’ ଲେଖା ଉପରେ ମାଟି ବୋଳିଲେ ମହିଳା

ଭୁବନେଶ୍ୱର,୧୯ା୧୧: ଭରତପୁର ଥାନା ଅନ୍ତର୍ଗତ ଖଣ୍ଡଗିରି ବାରି ଅଞ୍ଚଳରେ ଥିବା ଶ୍ରୀ ବୈକୁଣ୍ଠଧାମ ଆଶ୍ରମରେ ଜଣେ ନାବାଳକଙ୍କୁ କଳ୍‌କୀ ଅବତାର କହି ତାଙ୍କ ପାଦ ଉପରେ ତୁଳସୀ ଥୋଇ ପୂଜା କରିବା ପ୍ରସଙ୍ଗ ଭିନ୍ନ ମୋଡ଼ ନେବାରେ ଲାଗିଛି। ଦିନ ଗଡ଼ୁଥିବାବେଳେ…

ଅଧିକାରୀଙ୍କୁ ରୋକଠୋକ୍‌ ଶୁଣାଇଦେେଲେ ସୋଫିଆ ଫିର୍ଦ୍ଦୋସ୍‌: କାମ କରିବାର ଇଚ୍ଛା ନ ଥିଲେ କଟକ ଛାଡ଼…

କଟକ,୧୯ା୧୧(ଶିଳ୍ପା ପ୍ରିୟଦର୍ଶିନୀ):ବାଲିଯାତ୍ରାରେ ଲିଚୁଲାଇଟ୍‌ ଧରିପକାଇବାରୁ ଜଗତ୍‌ସିଂହପୁର ଅଞ୍ଚଳର ଛାତ୍ର ବିଶ୍ୱପ୍ରକାଶ ମନ୍ଥନଙ୍କ ମୃତ୍ୟୁ ଘଟିଛି। ଏସ୍‌ସିବି ମେଡିକାଲରେ ତାଙ୍କ ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ୍‌ ମେଡିକାଲରେ ପହଞ୍ଚତ୍ ମୃତ ବିଶ୍ୱପ୍ରକାଶଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି। ସୋଫିଆ କହିଛନ୍ତି,…

ଉପଜିଲାପାଳ ଗିରଫ: ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୧୯ା୧୧: ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଜିଲାପାଳ ନାରାୟଣ ଚନ୍ଦ୍ର ନାୟକ ଶେଷରେ ଗିରଫ ହୋଇଛନ୍ତି। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କୁ ଭିଜିଲାନ୍ସ ଗିରଫ କରିଛି। ସୋମବାର ନାରାୟଣଙ୍କ ବିଭିନ୍ନ ଜାଗାରେ ଚଢ଼ାଉ କରିଥିଲା। ଏହି ଚଢ଼ାଉରେ ତାଙ୍କ ୩ଟି…

ଓଡ଼ିଶା ଆସିବେ ମୋଦି-ଶାହା: ଜାଣନ୍ତୁ କାହିଁକି

ଭୁବନେଶ୍ବର,୧୯।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି। ଉଭୟ ଡିଜିପି ସମ୍ମିଳନୀରେ ଯୋଗ ଦେବେ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ନଭେମ୍ବର ୨୯ରୁ ପ୍ରଥମ ଥର ପାଇଁ ଭୁବନେଶ୍ବରରେ ଡିଜିପି ସମ୍ମିଳନୀ ଅନୁଷ୍ଠିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri