Home

ଅନୁମାନ ଥିଲା ପହଞ୍ଚିବେ ୨ ଲକ୍ଷ, ପହଞ୍ଚିଗଲେ ୬ ଲକ୍ଷ, RCB Victory Paradeରେ କେଉଁଠି ହେଲା ଭୁଲ? ଜାଣନ୍ତୁ…

ବେଙ୍ଗାଲୁରୁ,୪।୬: ୧୮ ବର୍ଷର ଅପେକ୍ଷା, ଆଇପିଏଲ ଟ୍ରଫି ଏବଂ ସହର ସାରା ଉତ୍ସବ ପାଇଁ ପ୍ରସ୍ତୁତି, କିନ୍ତୁ ଆରସିବିର ଐତିହାସିକ ବିଜୟର ଏହି ଉତ୍ସବ ବୁଧବାର ଏକ ଦୁଃଖଦ ଦୁର୍ଘଟଣାରେ ପରିଣତ ହେଲା, ଯେତେବେଳେ ଚିନ୍ନାସ୍ବାମୀ ଷ୍ଟାଡିୟମ ବାହାରେ ଭିଡ଼ ନିୟନ୍ତ୍ରଣ…

ଥାନା ନିକଟରୁ ଚାଷୀଙ୍କ ଡିକି ଭାଙ୍ଗି ଦୁର୍ବୃତ୍ତ ଲୁଟିନେଲେ ସାଢ଼େ ୩ ଲକ୍ଷ

ବରଗଡ଼,୪ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ନିକଟ ଜଣେ ଚାଷୀଙ୍କ ସ୍କୁଟି ଡିକିରୁ ସାଢ଼େ ୩ଲକ୍ଷ ଟଙ୍କା ଦୁର୍ବୃତ୍ତ ଲୁଟି ନେଇ ଯାଇଥିବା ପୋଲିସରେ ଅଭିଯୋଗ ହୋଇଛି। ଭେଡେନ ଥାନା ବୁର୍ଦ୍ଦା ଗ୍ରାମର ଜନୈକ ଚାଷୀ ସଚ୍ଚିଦାନନ୍ଦ ପଣ୍ଡା ବରଗଡ଼ ଷ୍ଟେଟ୍‌ବ୍ୟାଙ୍କରୁ…

Axar Patel Retirement: ସନ୍ୟାସ ନେଲେ ଅକ୍ଷର ପଟେଲ? Retirement ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୪।୬: ଗୋଟିଏ ପଟେ, RCB ପ୍ରଥମ ଥର ପାଇଁ IPL ଚାମ୍ପିୟନ ହେବାର ଉତ୍ସବ ପାଳନ କରୁଛି। ଅନ୍ୟପଟେ, ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଅକ୍ଷର ପଟେଲ ଅବସର ନେଇଛନ୍ତି। ପଟେଲ କହିଛନ୍ତି ଯେ ସେ କ୍ରିକେଟକୁ ଅଲବିଦା କହିବାକୁ ନିଷ୍ପତ୍ତି ନେଇଛନ୍ତି।…

ଗଞ୍ଜାମର ଗର୍ବ-ଗୌରବ କୃଷ୍ଣସାର ମୃଗ: ଭରି ରହିଛି ଲୋକଙ୍କ ଆଧ୍ୟାତ୍ମିକ ବିଶ୍ୱାସ

ଭଞ୍ଜନଗର,୪ା୬(ବାବୁଲା ପ୍ରଧାନ): ବୈଦିକ ଯୁଗରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ କୃଷ୍ଣସାର ମୃଗ ସମ୍ପର୍କିତ ମାହାତ୍ମ୍ୟ ପ୍ରସଙ୍ଗମାନ ଉଲ୍ଲେଖ ରହିଛି। ବେଦ, ଉପନିଷଦ, ରାମାୟଣ, ମହାଭାରତ ଓ ସଂସ୍କୃତ ତଥା ଭଞ୍ଜ ସାହିତ୍ୟରେ ମଧ୍ୟ ଉକ୍ତ ମୃଗ ସମ୍ପର୍କରେ ବର୍ଣ୍ଣନା ଅଛି।…

କପି କରୁ କରୁ ଏମିତି ବେଇଜ୍ଜତ ହେଲେ ପାକିସ୍ତାନ ମନ୍ତ୍ରୀ, ମଞ୍ଚ ଉପରେ ମାଗିଲେ ପାଣି

ଇସଲାମାବାଦ,୪।୬: ଭାରତର ବରିଷ୍ଠ ଏମପି ଏବଂ କଂଗ୍ରେସ ନେତା ଶଶି ଥରୁରଙ୍କୁ ନକଲ କରିବା ବେଳେ ପ୍ରଥମ ପ୍ରୟାସରେ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀ ସମ୍ପୂର୍ଣ୍ଣ ଭାବେ ପରାସ୍ତ ହୋଇଥିଲେ। ଶଶି ଥରୁରଙ୍କ ପରି, ବିଲାୱଲ ମଧ୍ୟ…

ଖୁସିରେ ଗଦଗଦ ହେଉଛି ପାକିସ୍ତାନ, IMF ପରେ ଏବେ କାହାକୁ ନେଇ ଏତେ ଖୁସି ହେଉଛି ପାକ୍‌, ଜାଣନ୍ତୁ ଅସଲ କାରଣ

ଇସଲାମାବାଦ,୪।୬: ଅପରେଶନ ସିନ୍ଦୁର ଅନ୍ତର୍ଗତ ଭାରତର କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନକୁ ବଡ଼ କ୍ଷତି ସହିବାକୁ ପଡ଼ିଛି। ଏହା ପରେ ପୁଣି ଥରେ ପାକିସ୍ତାନ ସାହାଯ୍ୟ ନାମରେ ଭିକ୍ଷା କରିବାକୁ ବିଶ୍ୱର ଦେଶମାନଙ୍କ ପାଖରେ ପହଞ୍ଚିଛି। ଏହି ସମୟରେ, ଏସୀୟ ବିକାଶ ବ୍ୟାଙ୍କ…

ଏକ୍ସପ୍ରେସ୍‌ ଇଞ୍ଜିନରେ ଲାଗିଲା ନିଆଁ

ବସ୍ତା,୪ା୬(ହରିଶଙ୍କର ପାଢ଼ୀ): ବସ୍ତା ଦକ୍ଷିଣ କ୍ୟାବିନ ରେଳ ଫାଟକ ନିକଟରେ ବାଲେଶ୍ୱର ପଟରୁ ହାଓ୍ବଡା ଅଭିମୁଖେ ଆସୁଥିବା ଏକ ଏକ୍ସପ୍ରେସ ଇଞ୍ଜିନ ଉପରେ ନିଆଁ ଲାଗିଛି। ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାଉଥିବା ୨୨୮୧୧ ତେଜସ ଏକ୍ସପ୍ରେସ ବୋଲି ଜଣାପଡ଼ିଛି। ତେବେ ଟ୍ରେନ୍‌ ଡ୍ରାଇଭର…

ଦେଢ଼ ମାସ ତଳେ କରିଥିଲେ ପ୍ରେମ ବିବାହ, ଗୋଟିଏ ଗଛରେ ଝୁଲିପଡ଼ିଲେ ନବଦମ୍ପତି

ରାୟଗଡ଼ା,୪ା୬(ଆଶିଷ ରଞ୍ଜନ ପଣ୍ଡା): ଗଛରୁ ଝୁଲନ୍ତା ଅବସ୍ଥାରେ ନବଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି। ରାୟଗଡ଼ା ଜିଲା ଅଣ୍ଡିରାକଞ୍ଚ ଥାନା ଅନ୍ତର୍ଗତ ପାଇକକୁପାଖାଲ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ୍ୟୁର କାରଣ ଏଯାଏ ସ୍ପଷ୍ଟ ହୋଇନଥିବା ବେଳେ ଅଣ୍ଡିରାକଞ୍ଚ ଥାନା…

ଚାଷୀଙ୍କ ପାଇଁ କ୍ଷତିପୂରଣ ଦାବି କଲା ବିଜେଡି: ଜିଲାପାଳଙ୍କ ଚ୍ୟାମ୍ବରରେ ଧସେଇ ପଶିଲେ, କଥା କଟାକଟି ନେଇ…

ବରଗଡ଼,୪ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଅଦିନିଆ ବର୍ଷା ଯୋଗୁ ଚାଷୀଙ୍କୁ ବ୍ୟାପକ କ୍ଷତି ସହିବାକୁ ପଡ଼ିଛି। ଧାନ ଅମଳ ଓ ସଂଗ୍ରହ ସମୟରେ ବର୍ଷା ହେବା ଯୋଗୁ କ୍ଷେତ, ଖଳାରେ ରହିଥିବା ଧାନ ଉଜୁଡି ଯାଇଛି। ଏଭଳି ସ୍ଥିତିରେ ଏପର୍ଯ୍ୟନ୍ତ କ୍ଷତିଗ୍ରସ୍ତ…

‘ଉତ୍ତମ ସ୍ବାସ୍ଥ୍ୟ ଗଠନରେ ପାରମ୍ପରିକ ଖାଦ୍ୟର ଆବଶ୍ୟକତା ରହିଛି’

ଦାରିଙ୍ଗବାଡ଼ି,୪ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସମନ୍ବିତ ଶିଶୁ ଓ ମହିଳା ବିକାଶ କାର୍ଯ୍ୟାଳୟ ପରିସର ମଧ୍ୟରେ ବୁଧବାର ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ମେଳା ଓ ପ୍ରତିଯୋଗିତା ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଦାରିଙ୍ଗବାଡ଼ି…

ଜିତିବା ପରେ ରୋହିତଙ୍କୁ କମେଣ୍ଟ ମାରିଲେ କୋହଲି! କହୁ କହୁ କହିଦେଲେ ଏମିତି

ନୂଆଦିଲ୍ଲୀ,୪।୬: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୫ ଟ୍ରଫି ଜିତିଛି। RCB ଫାଇନାଲ ମ୍ୟାଚରେ ପଞ୍ଜାବ କିଙ୍ଗସ ବିପକ୍ଷରେ ବିଜୟୀ ହୋଇଥିଲା। ଫାଇନାଲ ମ୍ୟାଚରେ ଆରସିବିର ସମସ୍ତ ଖେଳାଳି ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ…

IPL 2025 ଫାଇନାଲ ଜିତିବା ପରେ RCBକୁ ମିଳିଲା ୨୦ କୋଟିର ପ୍ରାଇଜ ମନି, ଜାଣନ୍ତୁ ଏହା ଉପରେ କେତେ ଲାଗିବ ଟ୍ୟାକ୍ସ

ନୂଆଦିଲ୍ଲୀ,୪।୬: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପ୍ରଥମ ଥର ପାଇଁ IPL ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରି ବେଙ୍ଗାଲୁରୁ ଟ୍ରଫି ଜିତିଛି। IPL ବିଜେତା ହେବା ପାଇଁ ଦଳକୁ ପୁରସ୍କାର ରାଶିରେ ୨୦ କୋଟି ଟଙ୍କା ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?