ଶୌଚ ହେବାକୁ ଯାଇଥିଲେ, ୧୦ ଫୁଟ ଟାଣିନେଲା କୁମ୍ଭୀର: ଆଉ ତା’ପରେ…
ମହାକାଳପଡ଼ା,୪।୧୨(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ ଅଧିନ ସ୍ଥାନୀୟ ଉପକୂଳ ଅଞ୍ଚଳ ରାମଚଣ୍ଡି ଗଳିଆ ନଦୀରେ ବୁଧବାର ସକାଳୁ କୁମ୍ଭୀର ଆକ୍ରମଣରେ ଶୌଚ ହେବାକୁ ଯାଇଥିବା ତୁଷାର ମଣ୍ଡଳ(୩୮) ଆହତ ହୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିବା ଜଣାପଡିଛି।…
ବଢିବ ଭାଜପାର ଟେନସନ, ନିର୍ବାଚନ ହାରିବା ପରେ ଉଦ୍ଧବଙ୍କ ନୂଆ ପ୍ଲାନ
ମୁମ୍ବାଇ,୪।୧୨: ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଉଦ୍ଧବ ଠାକରେଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା ଏବଂ ତାଙ୍କ ଦଳ ମାତ୍ର ୨୦ ଟି ଆସନ ଜିତିବାରେ ସଫଳ ହୋଇଥିଲା। ତେବେ ବର୍ତ୍ତମାନ ଲାଗୁଛି ଯେ ଶିବସେନା (ୟୁବିଟି) ସଭାପତି ଉଦ୍ଧବ ଠାକରେ ବିଧାନସଭା…
ରାଜଧାନୀରେ ଚାଞ୍ଚଲ୍ୟ: ମର୍ନିଂ ଓ୍ବାର୍କରେ ଯାଇଥିଲା ପୁଅ, ମା’-ବାପାଙ୍କ ସହ ଝିଅଙ୍କ ଗଳା କାଟିଦେଲେ…
ନୂଆଦିଲ୍ଲୀ,୪।୧୨: ରାଜଧାନୀ ଦିଲ୍ଲୀରେ ବୁଧବାର ଟ୍ରିପଲ୍ ମର୍ଡରକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ଦକ୍ଷିଣ ଦିଲ୍ଲୀର ନେବ ସରାୟର ଦେବଲିରେ ସ୍ବାମୀ-ସ୍ତ୍ରୀ ଏବଂ ଝିଅଙ୍କୁ ଛୁରି ଭୂସି ହତ୍ୟା କରାଯାଇଛି। ଘଟଣା ସମୟରେ ପୁଅ ମର୍ନିଂ ଓ୍ବାର୍କରେ ଯାଇଥିଲେ। ସେ ଫେରି ଆସିବା…
ଆଖିବୁଜିଲେ ଧରିତ୍ରୀ ଖବରଦାତା
ବାରିପଦା,୪।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଧରିତ୍ରୀ ଖବରଦାତା ଦେବ ରଞ୍ଜନ ବେହେରାଙ୍କ ପରଲୋକ ଘଟିଛି। ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତଖାନାରେ ଚିକିତ୍ସାଧିନ ଅବସ୍ଥାରେ ମଙ୍ଗଳବାର ରାତି ୨ଟାରେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ଖୁଣ୍ଟା ତଥା ଆଖପାଖ…
ମୁମ୍ବାଇ ଇଣ୍ଡିଆନ୍ସଙ୍କୁ ବଡ଼ ଝଟ୍କା, ପ୍ରଥମ ମ୍ୟାଚ ଖେଳିପାରିବେନି ହାର୍ଦ୍ଦିକ ପାଣ୍ଡ୍ୟା
ନୂଆଦିଲ୍ଲୀ,୪।୧୨: ଆଇପିଏଲ ୨୦୨୫ର ମେଗା ନିଲାମ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ସ୍ପଷ୍ଟ କରି ଦେଇଛି ଯେ ଆସନ୍ତା ସିଜନରେ ମଧ୍ୟ ଦଳର କମାଣ୍ଡ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ହାତରେ ରହିବ। କିନ୍ତୁ, ଏହା ପୂର୍ବରୁ ମୁମ୍ବାଇ ପାଇଁ ଏକ ଖରାପ ଖବର ଆସିଛି…
ସାର୍ ଡନ୍ ବ୍ରାଡମ୍ୟାନଙ୍କ ଟୋପି ଏତିକି କୋଟି ଟଙ୍କାରେ ବିକ୍ରି
ସିଡ୍ନୀ, ୩ା୧୨ (ପି.ଟି.): ସାର୍ ଡନ୍ ବ୍ରାଡମ୍ୟାନଙ୍କ ଆଇକନିକ ବ୍ୟାଗି ଗ୍ରୀନ କ୍ୟାପ୍ ୨.୬୩ କୋଟି ଟଙ୍କା ମୂଲ୍ୟରେ ନିଲାମ ହୋଇଛି। ନିଲାମକାରୀ ସଂସ୍ଥା ବନହାମାସ କହିଛି, ବ୍ରାଡ୍ମ୍ୟାନ ତାଙ୍କର ଏହି ଟୋପିକୁ ୮୦ ବର୍ଷ ପୂର୍ବେ ଅର୍ଥାତ ୧୯୪୭-୪୮ରେ ଭାରତର…
ଲୋକ ସଭାରେ ଆସନକୁ ନେଇ INDIA ମେଣ୍ଟ-କଂଗ୍ରେସ ମଧ୍ୟରେ ଫାଟ: ସମସ୍ତେ ଚାହାନ୍ତି ‘୮ମ ଧାଡ଼ି’ରେ ସିଟ୍; କାରଣ…
ନୂଆଦିଲ୍ଲୀ,୪।୧୨: ଲୋକ ସଭାରେ ଜାରି ଶୀତକାଳୀନ ଅଧିବେଶନ ସମୟରେ ତେଲୁଗୁ ଦେଶମ ପାର୍ଟିର ବରିଷଠ ଏମ୍ପି ମଙ୍ଗୁଟା ଶ୍ରୀନିବାସୁଲୁ ରେଡ୍ଡି ଗୃହରେ ତାଙ୍କୁ ମିଳିଥିବା ଆସନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ ୫ଥରର ଏମ୍ପି। ହେଲେ ତାଙ୍କୁ ୮ମ ଧାଡ଼ିରେ…
ହୋଟେଲ ଓ୍ବେଟରରୁ ସଫଳ ଅଭିନେତା
ମୁମ୍ବାଇ: ବଲିଉଡ୍ର ପ୍ରତିଭାବାନ କଳାକାରଙ୍କ ମଧ୍ୟରେ ଅଭିନେତା ବୋମନ ଇରାନୀ ଅନ୍ୟତମ। ମଙ୍ଗଳବାର ଏକ ସାକ୍ଷାତ୍କାର ଦେଇ ବୋମନ ତାଙ୍କ ନିଜ ଜୀବନର ଅନେକ କାହାଣୀ ସମ୍ପର୍କରେ ପ୍ରଘଟ କରିଛନ୍ତି। ସେ ମୁମ୍ବାଇର ମିଠିବାଇ କଲେଜରୁ ସ୍ନାତକ ପଢ଼ା ସାରି ବୋମନ…
ସିଇସି ନିଯୁକ୍ତି ମାମଲା ଶୁଣାଣିରୁ ଓହରିଲେ ସିଜେଆଇ
ନୂଆଦିଲ୍ଲୀ,୪ା୧୨(ପି.ଟି.):ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଏବଂ ନିର୍ବାଚନ କମିଶନର (ଇସି) ଚୟନ ପାଇଁ ଉଦ୍ଦିଷ୍ଟ କମିଟିରୁ ଭାରତର ପ୍ରଧାନ ବିଚାରପତିଙ୍କୁ ବାଦ୍ ଦିଆଯାଇଥିବାରୁ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଅନେକ ପିଟିଶନ ଦାଏର କରାଯାଇଥିଲା। ଏହି ପିଟିଶନଗୁଡ଼ିକର ଶୁଣାଣିରୁ ସିଜେଆଇ ସଞ୍ଜୀବ…
ଭୂକମ୍ପ ଝଟ୍କାରେ ଥରିଲା ତେଲେଙ୍ଗାନା-ହାଇଦ୍ରାବାଦ-ମହାରାଷ୍ଟ୍ର
ହାଇଦ୍ରାବାଦ,୪।୧୨: ତେଲେଙ୍ଗାନା-ଆନ୍ଧ୍ରପ୍ରଦେଶର ଅନେକ ଅଞ୍ଚଳରେ ବୁଧବାର ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୩ ରହିଥିଲା। କେବଳ ଏତିକି ନୁହେଁ ମହାରାଷ୍ଟ୍ରର ଅନେକ ଅଞ୍ଚଳରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି। ସକାଳ ୭.୨୦ରୁ ୭.୨୬ ମଧ୍ୟରେ ଲୋକେ …
କୋହଲିଙ୍କୁ ଦେଖି ଭୟ ଲାଗୁଛି, ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଚିନ୍ତାରେ ଅଷ୍ଟ୍ରେଲିଆ
ନୂଆଦିଲ୍ଲୀ,୪।୧୨: ବର୍ଡର-ଗାଭାସ୍କର ଟ୍ରଫି ୨୦୨୪ର ବିଷୟ ଭାରତ ଅପେକ୍ଷା ଅଷ୍ଟ୍ରେଲିଆରେ ଅଧିକ ଆଲୋଚନା କରୁଛି। ପର୍ଥ ଟେଷ୍ଟରେ ଭାରତର ୨୯୫ ରନ ବିଜୟ ପରେ ଆଡିଲେଡରେ ହେବାକୁ ଥିବା ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିଛି। ଏଠାରେ ଉଭୟ ଦଳ ପିଙ୍କ୍…
ଅମୃତସର ସ୍ବର୍ଣ୍ଣ ମନ୍ଦିର ବାହାରେ ସୁଖବୀର ସିଂ ବାଦଲଙ୍କ ଉପରେ ଫାୟାରିଂ
ଅମୃତସର,୪।୧୨: ପଞ୍ଜାବର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଶିରୋମଣି ଅକାଳୀ ଦଳ ନେତା ସୁଖବୀର ସିଂ ବାଦଲଙ୍କ ଉପରେ ଆକ୍ରମଣ। ଅମୃତସରର ସ୍ବର୍ଣ୍ଣ ମନ୍ଦିର ବାହାରେ ସୁରକ୍ଷାକର୍ମୀ ଭାବେ ସେବା ଯୋଗାଉଥିବା ବେଳେ ତାଙ୍କ ଉପରେ କେହି ଗୁଳି ଚଳାଇଥିଲେ। ହେଲେ ସେ…
Archives


