Home

ପକେଟରେ ସ୍ତ୍ରୀଙ୍କ ନାମର କାଗଜ ଚିଠା, ପାର୍କ ବୁଲାଇବାକୁ କହି ରେଳ ଲାଇନ୍‌ରେ ୪ ପୁଅଙ୍କ ସହ ଜୀବନ ହାରିଲେ ଶ୍ରମିକ

ଗୁରୁଗ୍ରାମ,୧୨ା୬: ଜଣେ ଶ୍ରମିକଙ୍କ ହାତରେ ଚିପ୍ସ ଓ କୋଲା ଥାଏ। ସେ ନିଜ ୪ ପୁଅଙ୍କୁ ରେଳ ଟ୍ରାକ୍‌ରେ ଧରି ଯାଉଥାଆନ୍ତି ଟ୍ରେନ୍‌ ଆସିବା ଯାଏ। ଶେଷରେ ଏକ୍ସପ୍ରେସ୍‌ ଟ୍ରେନ୍‌ ଆସି ସେମାନଙ୍କୁ ଧକ୍କାଦେଲା। ଏଥିରେ ୫ ଜଣ ଯାକ ପ୍ରାଣ…

ବ୍ୟାଙ୍କରେ ଆତଙ୍କ ଖେଳାଇ ୧୦ ଲକ୍ଷ ଟଙ୍କା ସହ ସୁନାଗହଣା ଲୁଟିନେଲେ ଡକାୟତ

ଯୋଡ଼ା,୧୨ା୬: କେନ୍ଦୁଝର ଜିଲା ଯୋଡ଼ା ସହରସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି ହୋଇଛି। ୫ ଜଣ ଦୁର୍ବୃତ୍ତ ବ୍ୟାଙ୍କରେ ପଶି ବନ୍ଧୁକ ଦେଖାଇ ଆତଙ୍କ ସୃଷ୍ଟି କରି ୧୦ ଲକ୍ଷ ଟଙ୍କା ଓ ସୁନାଗହଣା ଲୁଟିନେଇଛନ୍ତି। ଘଟଣାସ୍ଥଳରେ ଯୋଡ଼ା ପୋଲିସ…

ତୁଚ୍ଛାଟାରେ ଡିଣ୍ଡିମ ପିଟୁଥିଲା ପାକିସ୍ତାନ: ଆମେରିକାକୁ ଆସିମ ମୁନିରଙ୍କୁ ମିଳିନାହିଁ ନିମନ୍ତ୍ରଣ, ୨୪ ଘଣ୍ଟାରେ…

ଇସଲାମାବାଦ,୧୨।୬: ପାକିସ୍ତାନର ଆଉ ଏକ ମିଛ ସାମ୍ନାକୁ ଆସିଛି। ପାକିସ୍ତାନ ବିଶ୍ୱରେ ନିଜର ପତିଆରାକୁ ଦେଖାଇବା ଲାଗି ସମସ୍ତ ପ୍ରକାର ଚେଷ୍ଟା କରିଆସିଛି। ଏବେ ସେଭଳି କିଛି ଚେଷ୍ଟାର ପର୍ଦ୍ଦାଫାଶ ହୋଇଛି। ବୁଧବାର ପାକିସ୍ତାନ ସୂଚନା ଦେଇଥିଲା ଯେ ପାକିସ୍ତାନର ସେନା…

ଶୋଇଥିବାବେଳେ ସ୍ତ୍ରୀ-ସ୍ବାମୀଙ୍କୁ ଚୋଟ ମାରିଲା ବିଷାକ୍ତ ସାପ, ଚାଲିଗଲା ଦୁହିଁଙ୍କ ଜୀବନ

କେନ୍ଦୁଝର,୧୨ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସାପ କାମୁଡ଼ା ଦମ୍ପତିଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ନାମ ନନ୍ଦୀ ଜରେଇ ( ୩୫) ଓ ବବିତା ଜରେଇ (୩୦) ବୋଲି ଜଣାପଡ଼ିଛି। ସେମାନଙ୍କ ଘର ଚମ୍ପୁଆ ସୀମାନ୍ତ ଝାରଖଣ୍ଡ…

ଘରେ କେହି ନ ଥିବାବେଳେ ଲୁଟୁଥିଲେ ଲୁଟେରା, ହଠାତ୍‌ ଗୃହକର୍ତ୍ତା ପହଞ୍ଚିଯିବାରୁ…

ଜଳେଶ୍ୱର,୧୨ା୬(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଥାନା ଅଧିନସ୍ଥ ମ୍ୟୁନିସିପାଲିଟିରେ ଘରେ କେହି ନ ଥିବାବେଳେ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଲୁଟେରା। ଏହି ସମୟରେ ଗୃହକର୍ତ୍ତା ପହଞ୍ଚିଯିବାରୁ ଜଣେ ଲୁଟେରା ତାଙ୍କୁ ଆକ୍ରମଣ କରିଛନ୍ତି। ଅନ୍ନପୂର୍ଣ୍ଣା ରାଇସ୍‌ ମିଲର ହିମାଂଶୁ…

ଚଳନ୍ତା ଟ୍ରେନ୍‌ ଆଗରେ ପଡିଗଲେ ଦିବ୍ୟାଙ୍ଗ: ଆଉ ତା’ପରେ ଘଟିଲା ଯାହା ସହଜେ କରିବେନି ବିଶ୍ୱାସ

ମୁମ୍ବାଇ,୧୨।୬: ମହାରାଷ୍ଟ୍ରର ଅମ୍ବରନାଥ ରେଳ ଷ୍ଟେଶନରେ ମହାରାଷ୍ଟ୍ର ସୁରକ୍ଷା ବାହିନୀର ଯବାନ ଜଣେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଛନ୍ତି। ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯାହାକୁ ଦେଖିବା ପରେ ଲୋକମାନେ MSF ଯବାନଙ୍କ ପ୍ରଶଂସା କରୁଛନ୍ତି। ଭିଡିଓରେ,…

ବ୍ରାହ୍ମଣୀଗାଁ ମୁଖ୍ୟ ରାସ୍ତାରେ ଡ୍ରେନ୍‌ ଜାମ୍‌, ବର୍ଷା ହେଲେ ରାସ୍ତାରେ ଭାସୁଛି ଆବର୍ଜନା

ଦାରିଙ୍ଗବାଡ଼ି,୧୨ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ପଞ୍ଚାୟତର ମୁଖ୍ୟ ବଜାରରେ ଡ୍ରେନ୍‌ ଜାମ୍‌ ହୋଇ ବର୍ଷାଜଳ ନିଷ୍କାସନ ହୋଇପାରୁନି। ଫଳରେ ବର୍ଷାଜଳ ମୁଖ୍ୟ ପିଚୁ ରାସ୍ତା ଉପରେ ଯାଉଥିବା ବେଳେ ଅଳିଆ ଆବର୍ଜନା, ଅଇଁଠା ଖଲିପତ୍ର, ପ୍ଲାଷ୍ଟିକ ବୋତଲ,…

ସ୍ବାମୀଙ୍କୁ ମାରିବାର ଦୁଃଖ ଆଦୌ ନାହିଁ…ପୋଲିସକୁ ଭୂଆଁ ବୁଲାଉଛନ୍ତି ସୋନମ, କହିଲେ ମୁଁ…

ଶିଲଂ,୧୨।୬: ହନିମୁନ୍‌ରେ ସୋନମ ରଘୁବଂଶୀ ତାଙ୍କ ସ୍ବାମୀ ରାଜା ରଘୁବଂଶୀଙ୍କୁ ହତ୍ୟା ମାମଲାରେ ପୋଲିସ ରିମାଣ୍ଡରେ ଅଛନ୍ତି। ସୂତ୍ର ଅନୁଯାୟୀ, ସୋନମ ପ୍ରାରମ୍ଭିକ ପଚରାଉଚରା ସମୟରେ ମେଘାଳୟ ପୋଲିସକୁ ଭ୍ରମିତ କରୁଛନ୍ତି। ରାଜା ରଘୁବଂଶୀଙ୍କୁ ହତ୍ୟା କରିବା ପରେ, ସୋନମ ତାଙ୍କ…

କିଏ ସେ ବିମଲ ପାରେଖ? ଯିଏ ଗୋଟିଏ ସେକେଣ୍ଡରେ ଆମିର ଖାନଙ୍କୁ କରିଦେଇପାରନ୍ତି କାଙ୍ଗାଳ 

ମୁମ୍ବାଇ: ପ୍ରତିବର୍ଷ ଅଭିନେତାମାନେ କୋଟି କୋଟି ଟଙ୍କା ରୋଜଗାର କରନ୍ତି। ଯେତେବେଳେ ସୁପରଷ୍ଟାର ଆମିର ଖାନଙ୍କ କଥା ଆସେ, ତାଙ୍କ ଫିଲ୍ମ କୋଟି କୋଟି ଟଙ୍କା ରୋଜଗାର କରେ। ଏମିତିରେ ତାଙ୍କ ରୋଜଗାର ମଧ୍ୟ କୋଟିରେ ହୋଇଥାଏ। ଏହି ଟଙ୍କାକୁ କିଭଳି…

୩୦ ବର୍ଷ ପରେ ଘଟିବ ଏମିତି: ଏହି ୩ ରାଶିର ଭାଗ୍ୟ ସୁନା ପରି ଚମକିବ

ନୂଆଦିଲ୍ଲୀ,୧୨।୬: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସମସ୍ତ ଗ୍ରହ ସମୟ ସମୟରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ପ୍ରବେଶ କରନ୍ତି। ଯାହା ସମସ୍ତ ୧୨ଟି ରାଶିର ଲୋକଙ୍କୁ ପ୍ରଭାବିତ କରେ। ସେହିପରି, ଏହି ସମୟରେ ମଧ୍ୟ ମଙ୍ଗଳ ଏବଂ ଶନି ସେମାନଙ୍କର…

ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥମୁନି ପ୍ରସୂତି-ଶିଶୁ ମୃତ୍ୟୁ ସଂଖ୍ୟା, ଚିକିତ୍ସାରେ ଅବହେଳା ଅଭିଯୋଗ ଆଣି…

ଦାରିଙ୍ଗବାଡ଼ି,୧୨ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପୁଣି ଜଣେ ଶିଶୁକନ୍ୟାଙ୍କ ଚିକିତ୍ସା ଅବହେଳାରୁ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଚିକିତ୍ସାରେ ଅବହେଳା କରିଥିବା ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ମୃତ ଶିଶୁକନ୍ୟାଙ୍କ ବାପା ହନି ସିମନ…

ମୋଦି ଯିବା ପୂର୍ବରୁ ସତର୍କ ହୋଇଗଲେ କାନାଡା ପ୍ରଧାନମନ୍ତ୍ରୀ: ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୨।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି G7 ସମ୍ମିଳନୀରେ ଅଂଶଗ୍ରହଣ କରିବାକୁ କାନାଡା ଯାଉଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତ ପୂର୍ବରୁ, କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ସରକାର ଖଲିସ୍ତାନମାନଙ୍କ ବିରୋଧରେ ଏକ ଅଭିଯାନ ଚଳାଇଛନ୍ତି। ଭାରତ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଖଲିସ୍ତାନମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?