Home

ଦିନେ ପରସ୍ପରର ଜିଗିରୀ ସାଙ୍ଗ ହୋଇଥିବାବେଳେ କେମିତି ଶତ୍ରୁ ହୋଇଗଲେ ଇରାନ-ଇସ୍ରାଏଲ? ପଢନ୍ତୁ ରିପୋର୍ଟ

ଇଂରାଜୀରେ ଏକ ପ୍ରସିଦ୍ଧ ଉକ୍ତି ଅଛି ‘There are no permanent enemies, and no permanent friends, only permanent interests’। ଏହି ଉକ୍ତି ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବହୁତ ଭଲ ଭାବରେ ଫିଟ ହୁଏ, କାରଣ ଇସ୍ରାଏଲ…

ପାକିସ୍ତାନ ସହିତ ସିନ୍ଧୁ ଜଳ ଚୁକ୍ତିକୁ ନେଇ ଏମିତି ଉତ୍ତର ଦେଲେ ଶାହା, ଶୁଣିଲେ ଶେହବାଜଙ୍କ ହୋସ୍‌ ଉଡିଯିବ

ନୂଆଦିଲ୍ଲୀ,୨୧।୬: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ସ୍ପଷ୍ଟ କରିଛନ୍ତି ଯେ ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥାୟୀ ଭାବରେ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ଏବଂ ଏବେ ଏହି ଚୁକ୍ତିନାମା ପୁନଃସ୍ଥାପିତ ହେବ ନାହିଁ। ସେ ଅଭିଯୋଗ କରିଛନ୍ତି ଯେ ପାକିସ୍ତାନ…

ପାକିସ୍ତାନକୁ ଖଣ୍ଡ ଖଣ୍ଡ କରିଦିଅ….ନିଜ ଲୋକ ବଢାଇଲେ ଶେହବାଜଙ୍କ ଟେନ୍‌ସନ୍‌

ଇସଲାମାବାଦ୍‌,୨୧।୬: ପାକିସ୍ତାନ ନ୍ୟାଶନାଲ ଆସେମ୍ବ୍ଲିରେ ନିଜ ଲୋକ ଶେହବାଜ ଶରିଫ ସରକାରଙ୍କ ଟେନସନକୁ ବୃଦ୍ଧି କରିଛନ୍ତି। ଶେହବାଜଙ୍କ ଦଳ ପିଏମଏଲ-ଏନ ଏବଂ ବିଲାୱାଲ ଭୁଟ୍ଟୋ ଜର୍ଦାରୀଙ୍କ ଦଳ ପିପିପି ଦୁଇଟି ପୃଥକ ପ୍ରଦେଶ ଦାବି କରିଛନ୍ତି। ଭୁଟ୍ଟୋଙ୍କ ଦଳର ଜଣେ ସାଂସଦ…

କାମରେ ଆସୁନି ମାଲିଗୁଡ଼ା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ

ଲାଞ୍ଜିଗଡ଼,୨୧ା୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ୍‌ ଲାଞ୍ଜି ପଞ୍ଚାୟତ କାଣ୍ଡମାଠାରେ ମାଲିଗୁଡ଼ା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଚାଷୀଙ୍କ କାମରେ ଆସୁନାହିଁ। ସୂଚନାନୁସାରେ ୨୦୦୩ ମସିହାରେ ପ୍ରକଳ୍ପ କାମ ଆରମ୍ଭ ହୋଇଥିବାବେଳେ ୨୦୦୪ ସୁଦ୍ଧା ପ୍ରାୟ ୭୦ ପ୍ରତିଶତ ଶେଷ…

ଦୋକାନରୁ ଜିନିଷ କିଣି ଘରକୁ ଫେରିବାବେଳେ ନାବାଳିକାଙ୍କୁ ଯୌନ ଅସଦାରଣ, ଅଭିଯୁକ୍ତଙ୍କୁ ୪ ବର୍ଷ ଜେଲ

ସମ୍ବଲପୁର/ଜମନକିରା,୨୧ା୬ (ପ୍ରମୋଦ ବହିଦାର/ରବିନ୍ଦ୍ର ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ଅନ୍ତର୍ଗତ ମାଧଡିହୀ ଗ୍ରାମରେ ନାବାଳିକାଙ୍କୁ ଯୌନ ଅସଦାଚରଣ ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି। ସମ୍ବଲପୁର ଅତିରିକ୍ତ ଜିଲା ଜଜ୍‌ ତଥା ପୋକ୍‌ସୋ ଅଦାଲତ ସ୍ବତନ୍ତ୍ର ବିଚାରପତି ଅଭିଳାଷ ସେନାପତି…

ସଙ୍ଗୀତ: ମନରେ ଭରିଦିଏ ଆନନ୍ଦ

ସଙ୍ଗୀତ, ମନରେ ଭରିଦିଏ ଆନନ୍ଦ। ଆଉ ଏହି ସଙ୍ଗୀତର ବିବିଧତାର ପ୍ରଚାର ପ୍ରସାର ପାଇଁ ପ୍ରତ୍ୟେକ ବର୍ଷ ଜୁନ ୨୧ରେ ପାଳିତ ହୋଇ ଆସୁଛି ବିଶ୍ବ ସଙ୍ଗୀତ ଦିବସ। ୧୯୮୨ମସିହା ଜୁନ୍‌ ୨୧ରେ ଫ୍ରାନ୍ସର ପ୍ୟାରିସଠାରେ ପ୍ରଥମଥର ପାଇଁ ବିଶ୍ବ ସଙ୍ଗୀତ…

୨୦୨୪ ନିର୍ବାଚନରେ ଏମିତି ଟଙ୍କା ବ୍ୟୟ କରିଛି ଭାଜପା: ଜାଣନ୍ତୁ କଂଗ୍ରେସ କେତେ?

ନୂଆଦିଲ୍ଲୀ,୨୧ା୬:୨୦୨୪ ଲୋକ ସଭା ନିର୍ବାଚନ ଏବଂ ଏକସଙ୍ଗେ ହୋଇଥିବା ବିଧାନସଭା ନିର୍ବାଚନଗୁଡ଼ିକରେ ଭାଜପା ପାଖାପାଖି ୧,୪୯୪ କୋଟି ଟଙ୍କା ବ୍ୟୟ କରିଛି, ଯାହାକି ମୋଟ ନିର୍ବାଚନ ବ୍ୟୟର ୪୪.୫୬ ପ୍ରତିଶତ। ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫମର୍‌ସ (ଏଡିଆର୍‌) ପକ୍ଷରୁ ଶୁକ୍ରବାର ପ୍ରକାଶିତ…

ବିଶ୍ୱରେ ବଡ଼ ହଲଚଲ, ଅଚାନକ ଥରିଲା ଇରାନ, କଲା ପରମାଣୁ ଟେଷ୍ଟ!

ତେହେରାନ, ୨୧।୬: ଇରାନରେ ଶୁକ୍ରବାର ଏକ ୫.୧ ମାତ୍ରାର ଭୂମିକମ୍ପ ଅନୁଭୂତ ହୋଇଛି, ଯାହାର କେନ୍ଦ୍ରସ୍ଥଳ ଥିଲା ସେମନାନ ପ୍ରଦେଶ, ରାଜଧାନୀ ତେହେରାନଠାରୁ ପ୍ରାୟ ୧୪୫ ମାଇଲ ପୂର୍ବରେ। ଏହି ଭୂମିକମ୍ପ ରାତି ୯:୧୯ ସମୟରେ ଅନୁଭୂତ ହୋଇଥିଲା ଏବଂ ଏହାର…

ମଣ୍ଡିରେ ନାଁକୁ ସିସି କ୍ୟାମେରା

ସୋନପୁର,୨୧।୬(ମୃତ୍ୟୁଞ୍ଜୟ ଶତପଥୀ): ଧାନ ସଂଗ୍ରହରେ ସ୍ବଚ୍ଛତା ରକ୍ଷା ଲାଗି ସମସ୍ତ ସରକାରୀ ମଣ୍ଡିରେ ସିସି କ୍ୟାମେରା ଲଗାଇବା ପାଇଁ ବିଧାନସଭା ଷ୍ଟାଣ୍ଡିଂ କମିଟି ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିଲା। ତଦନୁଯାୟୀ ସୁବର୍ଣ୍ଣପୁର ଜିଲାରେ ୨୦୨୪ ଖରିଫ୍‌ ଋତୁଠାରୁ ମଣ୍ଡିଗୁଡିକରେ ସିସି କ୍ୟାମେରା…

୯୩ ବର୍ଷ ଭିତରେ ଯାହା ଘଟି ନ ଥିଲା, ତାହା କରିଦେଖାଇଲେ ଯଶସ୍ବୀ ଜୟସ୍ବାଲ: ରଚିଲେ ଇତିହାସ

ଲିଡ୍ସ,୨୧।୬: ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଯଶସ୍ବୀ ଜୟସ୍ବାଲ ଏକ ଚମତ୍କାର ଶତକ ମାରିଛନ୍ତି। ଜୟସ୍ବାଲ ଶତକ ମାରିବା ମାତ୍ରେ ଇତିହାସ ପୃଷ୍ଠାରେ ନିଜ ନାମ ସାମିଲ କରିଛନ୍ତି। ଜୟସ୍ବାଲ ଏପରି ଏକ କୃତିତ୍ୱ କରିଛନ୍ତି, ଯାହା ଅନ୍ୟ କୌଣସି ଭାରତୀୟ…

ଅଧିନାୟକ ଭାବେ ପ୍ରଥମ ମ୍ୟାଚ୍‌ରେ ବଡ଼ କାରନାମା କରିଦେଲେ ଶୁବମନ ଗିଲ

ନୂଆଦିଲ୍ଲୀ,୨୧।୬: ଇଂଲଣ୍ଡ ବିପକ୍ଷ ସିରିଜର ପ୍ରଥମ ମ୍ୟାଚ୍‌ରେ ଶୁବମନ ଗିଲ ଶତକ ହାସଲ କରିଛନ୍ତି। ଅଧିନାୟକ ଭାବରେ ଏହା ତାଙ୍କର ପ୍ରଥମ ଟେଷ୍ଟ ଇନିଂସ ଥିଲା। ଏଥିରେ ସେ ଶତକ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ଅଧିନାୟକ ଭାବରେ ତାଙ୍କର…

‘ଯୋଗ ଦ୍ୱାରା ମାନସିକ-ଶାରୀରିକ ବିକାଶ ହୋଇଥାଏ’

କେସିଙ୍ଗା,୨୧ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱାରା ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ନେତୃତ୍ୱରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଖେଳ ଭବନଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ଶନିବାର ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳ ୬ାରେ ନାମ ପଞ୍ଜୀକୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?