Home

ଅବସର ପରେ କ’ଣ କରିବେ ସିଜେଆଇ ଚନ୍ଦ୍ରଚୂଡ଼? ଜାଣନ୍ତୁ ଭବିଷ୍ୟତର ପ୍ଲାନିଂକୁ ନେଇ କ’ଣ କହିଲେ

ନୂଆଦିଲ୍ଲୀ,୧୦।୧୧: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ ଶନିବାର ନଭେମ୍ବର ୧୦ରେ ଅବସର ନେବେ। ନଭେମ୍ବର ୧୧ରେ ଜଷ୍ଟିସ ସଞ୍ଜୀବ ଖାନ୍ନା ଦେଶର ୫୧ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିବେ। ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ ବୁଲଡୋଜର ଜଷ୍ଟିସଙ୍କ…

ଡମ୍ପର ଚଢ଼ାଇ ୨ ଜଣଙ୍କୁ ହତ୍ୟା ଅଭିଯୋଗ

କେନ୍ଦୁଝର/ଆନନ୍ଦପୁର,୧୦ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ/ସୁଶାନ୍ତ ସାହୁ): କେନ୍ଦୁଝର ଜିଲା ଘଷିପୁରା ଥାନା ନଦିଆଁ ଗ୍ରାମରେ ରବିବାର ଅପରାହ୍ନରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ଡମ୍ପର ଚଢ଼ାଇ ଜଣେ ବୃଦ୍ଧା ଓ ଜଣେ ମହିଳାଙ୍କୁ ହତ୍ୟା କରିବା ଅଭିଯୋଗ ଘଟଣା ଚର୍ଚ୍ଚାର…

ପେଚକସ୍‌ରେ ଆକ୍ରମଣ କରି ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା, ଲହୁ ଲୁହାଣ ଅବସ୍ଥାରେ ମିଳିଲା ମୃତଦେହ

ବିଜନୌର,୧୦।୧୧: ଉତ୍ତର ପ୍ରଦେଶ ବିଜନୋରର ଖାଲିଫା କଲୋନୀରେ ହୋଇଥିବା ଟ୍ରିପଲ ମର୍ଡର ଘଟଣାରେ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ସ୍ବାମୀ, ସ୍ତ୍ରୀ ଏବଂ ପୁଅକୁ ଏକ ସ୍କ୍ର୍ରିଡ୍ରାଇଭର ବା ପେଚକସ୍‌ରେ ଭୂଷି ହତ୍ୟା କରାଯାଇଥିଲା। ପୋଲିସ ଏବଂ ଫୋରେନସିକ ଟିମ…

ମହାରାଷ୍ଟ୍ରରେ କିଏ ହେବେ ମୁଖ୍ୟମନ୍ତ୍ରୀ ଚେହେରା, ବଡ ସୂଚନା ଦେଲେ ଅମିତ ଶାହା!

ମୁମ୍ବାଇ,୧୦।୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଘଣ୍ଟି ବାଜି ସାରିଛି। ଏହି କ୍ରମରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରବିବାର ମହାରାଷ୍ଟ୍ରରେ ଭାଜପାର ମନିଫେଷ୍ଟୋ ପ୍ରକାଶ କରିଛନ୍ତି। ଏହି ସମୟରେ ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, ରାଜ୍ୟ ଭାଜପା ମୁଖ୍ୟ ଚନ୍ଦ୍ରଶେଖର ବାୱାନକୁଲେ,…

ପର୍ଥରେ ମାଟି କାମୁଡିଲା ଅଷ୍ଟ୍ରେଲିଆ, ୨୨ ବର୍ଷ ପରେ ଇତିହାସ ରଚିଲା ପାକିସ୍ତାନ

ପର୍ଥ,୧୦।୧୧: ୨୨ ବର୍ଷ ପରେ ଇତିହାସ ରଚିଲା ପାକିସ୍ତାନ। ପର୍ଥରେ ଖେଳାଯାଉଥିବା ଅନ୍ତିମ ଦିନିକିଆରେ ଦଳ ଅଷ୍ଟ୍ରେଲିଆକୁ ୮ ଉଇକେଟରେ ପରାସ୍ତ କରିଛି। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୧୪୧ ରନ୍‌ ସ୍କୋର କରିଥିଲା। ଏହାକୁ ମହମ୍ମଦ ରିଜଓ୍ବାନ ୨୬.୫ ଓଭରରେ…

ଆଉ ନାହାନ୍ତି ଲୋକପ୍ରିୟ ତାମିଲ ଅଭିନେତା ଦିଲ୍ଲୀ ଗଣେଶ

ଚେନ୍ନାଇ,୧୦।୧୧: ପରପାରିରେ ଭେଟେରାନ ତାମିଲ ଅଭିନେତା ଦିଲ୍ଲୀ ଗଣେଶ। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା। ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ଅଭିନେତାଙ୍କ ମୃତ୍ୟୁ ନେଇ ପୁଅ ମହାଦେବନ୍‌ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ନିଜର ପୋଷ୍ଟରେ ମହାଦେବନ୍‌…

ସାକ୍ଷୀଗୋପାଳ ମନ୍ଦିରରେ ଅଁଳା ନବମୀ: ରାଧାପାଦ ଦର୍ଶନ କରୁଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ

ସାକ୍ଷୀଗୋପାଳ,୧୦।୧୧: (କିଶୋର ମହାପାତ୍ର/ ପ୍ରଶାନ୍ତ କୁମାର ବାରିକ): କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥି ରବିବାର ସାକ୍ଷୀଗୋପାଳ ମନ୍ଦିରରେ ଅଁଳାନବମୀ ଉପଲକ୍ଷେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଏହି ଅବସରରେ ବର୍ଷକୁ ଗୋଟିଏ ଦିନ ଶ୍ରୀରାଧା ଓଡିଆଣୀ ବେଶ ଦର୍ଶନ…

ନୂଆ ପଞ୍ଚାୟତ ଗଠନ ଦାବିରେ ରାସ୍ତାରେ ବସିଲେ ଅଞ୍ଚଳବାସୀ

ବାଲିଗୁଡ଼ା,୧୦ା୧୧(ସଞ୍ଜୟ କୁମାର ପାଣିଗ୍ରାହୀ): ନୂଆ ପଞ୍ଚାୟତ ଗଠନ ଦାବିରେ ତେଜୁଛି ଜନଅସନ୍ତୋଷ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଯାଇଛନ୍ତି ଅଞ୍ଚଳବାସୀ। ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହେବା ପରେ ନୂଆ ପଞ୍ଚାୟତ ଗଠନ ନିମନ୍ତେ ଆବେଦନ କରିଛନ୍ତି  ମଗଡ଼ିଙ୍ଗିଆ ଅଞ୍ଚଳବାସୀ। କନ୍ଧମାଳ…

‘ସିକନ୍ଦର’ ସେଟରେ ବଢିଲା ସଲମାନଙ୍କ ସୁରକ୍ଷା, ଲରେନ୍ସ ଗ୍ୟାଙ୍ଗର ଧମକ ପରେ…

ମୁମ୍ବାଇ,୧୦।୧୧: ବଲିଉଡ ଦବଙ୍ଗ ସଲମାନ ଖାନ ଏବଂ ରଶ୍ମିକା ମନ୍ଦାନା ଆଗାମୀ ଫିଲ୍ମ ‘ସିକନ୍ଦର’ର ସୁଟିଂ ପାଇଁ ହାଇଦ୍ରାବାଦର ଫାଲକନୁମା ପ୍ୟାଲେସରେ ପହଞ୍ଚିଛନ୍ତି। ଫିଲ୍ମର ସୁଟିଂ ଆରମ୍ଭ ହୋଇସାରିଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଧମକ ଯୋଗୁଁ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥା କଡାକଡି…

ରାଜଧାନୀରେ ମାତିଲେ ଲୁଟେରା, ବୃଦ୍ଧ ଦମ୍ପତିଙ୍କୁ ଭିତରପଟୁ ତାଲା ପକାଇ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର

ଭୁବନେଶ୍ୱର,୧୦ା୧୧: ରାଜଧାନୀରେ ପୁଣି ମାତିଲେ ଲୁଟେରା। ଝରକା ତାଡ଼ି ଭୁବନେଶ୍ୱର ଇନଫୋସିଟି ଶ୍ରୀଗଣେଶ ବିହାର ଅଞ୍ଚଳରେ ରହୁଥିବା ଅବସରପ୍ରାପ୍ତ କର୍ମଚାରୀ ବଂଶୀଧର ଗୌଡ଼ଙ୍କ ଘରେ ଲୁଟେରା କଳାକନା ବୁଲାଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖବର ଅନୁଯାୟୀ, ଲୁଟେରାମାନେ…

ଆମେ ଏବେ ବି ପରିବାର, ୫ ମାସ ହେବ ହାର୍ଦ୍ଦିକଙ୍କଠାରୁ ଅଲଗା ହେବା ପରେ ନତାଶା ନେଲେ ୟୁଟର୍ନ!

ନୂଆଦିଲ୍ଲୀ,୧୦।୧୧: ଅଭିନେତ୍ରୀ ନତାଶା ଷ୍ଟାନକୋଭିକ ଏବଂ ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମ ଅତୀତରେ ଅନେକ ଚର୍ଚ୍ଚାରେ ଥିଲା। ପ୍ରାୟ ୫ମାସ ପୂର୍ବେ, ଏହି ଦମ୍ପତି ଛାଡପତ୍ର ମାଧ୍ୟମରେ ସେମାନଙ୍କର ୪ବର୍ଷର ବିବାହ ସମାପ୍ତ କରିଥିଲେ। ଏହା ପରେ…

ସରକାରୀ ରାସ୍ତା ଉଚ୍ଛେଦ ଦାବି, ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

କେସିଙ୍ଗା,୧୦ା୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଶିରୋଲ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଶିରୋଲ ମୌଜାରେ ବିଶ୍ୱନାଥ ରାଇସ୍‌ ମିଲ୍‌ ସରକାରୀ ଗୋଚର ଓ ମୁଣ୍ଡା ଜମି ଉପରେ ବେନିୟମ ଭାବେ ରାସ୍ତା ନିର୍ମାଣ କରିଥିବାରୁ ଗ୍ରାମବାସୀ ଜିଲାପାଳଙ୍କ ନିକଟରେ ଅଭିଯୋଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri