Home

ରାଜନୀତିରେ ହଇଚଇ; NDAକୁ ବଡ଼ ଝଟ୍‌କା! CJP ସମର୍ଥନରେ ଜଗନ ରେଡ୍ଡୀ

ନୂଆଦିଲ୍ଲୀ,୧୯।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ କକ୍‌ରୋଚ୍‌ ଜନତା ପାର୍ଟି (CJP)ର ନେତା ଓ ସମର୍ଥକମାନେ ଜୋରଦାର ପ୍ରତିବାଦ କରୁଛନ୍ତି । CJP ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଥିବା ବେଳେ…

୧୦୨ ବର୍ଷ ପରେ ଟେଷ୍ଟ କ୍ରିକେଟ୍‌ରେ ବିରଳ ରେକର୍ଡ, ୮ ଖେଳାଳି…

ନୂଆଦିଲ୍ଲୀ,୧୯।୧୦: ଟେଷ୍ଟ କ୍ରିକେଟ୍‌ରେ ସାଧାରଣତଃ ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ସହ ଭବିଷ୍ୟତ ପାଇଁ ଦଳ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦିଆଯାଏ। କିନ୍ତୁ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ବୟସକୁ ନେଇ ଏକ ବିରଳ…

ନେତାନ୍ୟାହୁଙ୍କ ପାଇଁ ପ୍ରଚାର କଲେ ଟ୍ରମ୍ପ

ଜେରୁଜେଲମ,୧୯।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଖୁବ ପ୍ରଶଂସା କରିଛନ୍ତି। ଇସ୍ରାଏଲ ନିର୍ବାଚନ ପୂର୍ବରୁ ନେତାନ୍ୟାହୁଙ୍କ ପାଇଁ ପ୍ରଚାର କରିବା ସମୟରେ, ଟ୍ରମ୍ପ ତାଙ୍କୁ ଜଣେ ‘ସାହସୀ’ ପ୍ରଧାନମନ୍ତ୍ରୀ ବୋଲି ବର୍ଣ୍ଣନା କରିଛନ୍ତି। ଟ୍ରମ୍ପ ସୋସିଆଲ…

ଅଭିଷେକ ଶର୍ମାଙ୍କ ସହ ବିବାହ, ଶୁବମନ ଗିଲଙ୍କ ସହ ଡେଟ, ଆଉ ଶ୍ରେୟସ ଆୟରଙ୍କ ବିଷୟରେ କ’ଣ? ନିଜ ମନକଥା ଖୋଲି କହିଲେ ଅନାୟା ବାଙ୍ଗର

ନୂଆଦିଲ୍ଲୀ,୧୯।୧୦: ପୂର୍ବତନ ଭାରତୀୟ କ୍ରିକେଟର ସଞ୍ଜୟ ବାଙ୍ଗରଙ୍କ ଝିଅ ଅନାୟା, ନିଜର ରୂପ ଏବଂ ଫ୍ୟାଶନ ଶୈଳୀ ପାଇଁ ପ୍ରାୟତଃ ଚର୍ଚ୍ଚାରେ ରୁହନ୍ତି। ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ଏକ ସାକ୍ଷାତକାରରେ, ଅନାୟା ଏକ ‘ରାପିଡ-ଫାୟାର୍‌’ (ଦ୍ରୁତ ପ୍ରଶ୍ନୋତ୍ତର) ରାଉଣ୍ଡରେ ଭାଗ…

ସକାଳୁ ସକାଳୁ ଝାରସୁଗୁଡ଼ାରେ ଏନକାଉଣ୍ଟର, ପୋଲିସ୍‌କୁ ଦେଖି ପ୍ରଥମେ ଗୁଳି….

ଝାରସୁଗୁଡ଼ା/ବ୍ରଜରାଜନଗର,୧୯ା୧୦(ଆଶିଷ ରଞ୍ଜନ ଦାଶ /ବିଜୟ ବରାଡ଼ ): ଝାରସୁଗୁଡ଼ାରେ ଦୁର୍ଦ୍ଦାନ୍ତ ଅପରାଧୀ ବଣ୍ଟି ପ୍ରସାଦକୁ ଏନ୍‌କାଉଣ୍ଟର । ଝାରସୁଗୁଡ଼ା ଜିଲା ଓରିଏଣ୍ଟ ଥାନା ଅନ୍ତର୍ଗତ ଆମଦରହ ଜଙ୍ଗଲ ନିକଟରେ ସୋମବାର ପ୍ରତ୍ୟୁଷରେ ପୋଲିସ ଓ ଦୁର୍ଦ୍ଦାନ୍ତ ଅପରାଧୀ ବଣ୍ଟି ପ୍ରସାଦ ମଧ୍ୟରେ…

ଶେଫାଳୀ ବର୍ମା କଲେ ନୂଆ ବିଶ୍ୱ ରେକର୍ଡ, ପଛରେ ପଡ଼ିଗଲେ ସ୍ମୃତି ମନ୍ଧାନା

ନୂଆଦିଲ୍ଲୀ,୧୯।୧୦: ରବିବାର ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତ ଜିମ୍ବାୱେକୁ ୯ ୱିକେଟରେ ପରାସ୍ତ କରିଛି। ରାୟପୁରରେ ଅନୁଷ୍ଠିତ ଏହି ମ୍ୟାଚରେ ଶେଫାଲି ବର୍ମା ଏକ ଐତିହାସିକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି; ସେ ଗୋଟିଏ କ୍ୟାଲେଣ୍ଡର ବର୍ଷ ମଧ୍ୟରେ ଟି-୨୦ ଆନ୍ତର୍ଜାତୀୟ…

ନିଜର Best playing XI ବାଛିଲେ ଚେତେଶ୍ୱର ପୂଜାରା; ବାଦ ପଡ଼ିଲେ ଏହି ଖେଳାଳି

ନୂଆଦିଲ୍ଲୀ,୧୯।୧୦: ଭାରତୀୟ କ୍ରିକେଟ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବାକୁ ଯାଉଛି। ଏହି ଗସ୍ତ T20 ମ୍ୟାଚରୁ ଆରମ୍ଭ ହୋଇ ଦିନିକିଆ (ODI) ମ୍ୟାଚଗୁଡ଼ିକ ପର୍ଯ୍ୟନ୍ତ ଚାଲିବ, କିନ୍ତୁ ଏବେଠାରୁ ହିଁ ଟେଷ୍ଟ ସିରିଜକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି, ଯାହା ଗସ୍ତର…

ପଶୁ ବିରୋଧୀ ନିଷ୍ପତ୍ତି

ପୃଥିବୀବ୍ୟାପୀ ମଣିଷଙ୍କ ପାଇଁ ଉଦ୍ଦିଷ୍ଟ ଔଷଧଗୁଡ଼ିକୁ ପଶୁଙ୍କ ଉପରେ ପରୀକ୍ଷା କରାଯାଉଥିଲା। ଅଧିକାଂଶ ଦେଶରେ ଆଇନ ଅଣାଯାଇ ଏହି ପଦ୍ଧତିକୁ କିଛି ଦଶନ୍ଧି ଧରି ବନ୍ଦ କରାଯାଇଆସୁଛି। ଯେତେବେଳେ ବଡ଼ ଫାର୍ମା ବା ଔଷଧ କମ୍ପାନୀ ଦେଖିଲେ ଯେ, ପଶୁଙ୍କ ଉପରେ…

ରାତି ଅଧରେ ଟାଇଗର ଶ୍ରଫଙ୍କ ଘରେ ପହଞ୍ଚିଲେ ଦିଶା ପଟାନୀ, ହାତରେ ଥିଲା….

ମୁମ୍ବାଇ,୧୯ା୧୦: ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ୍‌ଙ୍କ କାର୍‌ ଉପରେ ଗୁଳିମାଡ଼ ଘଟଣାକୁ ନେଇ ଫିଲ୍ମ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଜୋର୍‌ ଧରିଛି। ରବିବାର ସନ୍ଧ୍ୟାରେ ମୁମ୍ବାଇର ଜୁହୁ ଅଞ୍ଚଳରେ ଏହି ଘଟଣା ଘଟିବାର କିଛି ଘଣ୍ଟା ପରେ ଅଭିନେତ୍ରୀ ଦିଶା ପଟାନୀ ରାତି…

କେନ୍ଦ୍ରକୁ ରାଜ୍ୟ ତଥ୍ୟ ଦେଉ ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୯ା୧୦(ପି.ଟି.): ସମ୍ବିଧାନର ଅନୁଚ୍ଛେଦ ୨୧ ଅଧୀନରେ ଋତୁସ୍ରାବ ବା ମାସିକ ଧର୍ମ ସ୍ବଚ୍ଛତାକୁ ମୌଳିକ ଅଧିକାରର ଏକ ଅଂଶବିଶେଷ ବୋଲି ସୁପ୍ରିମକୋର୍ଟ ରାୟ ଦେଇଥିଲେ। ଏହି ରାୟ କିଭଳି କାର୍ଯ୍ୟକାରୀ ହେଉଛି, ସେନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ କେନ୍ଦ୍ର ସରକାରଙ୍କୁ…

ଚାଇନା ଏଜେଣ୍ଟଙ୍କୁ ସମ୍ବେଦନଶୀଳ ତଥ୍ୟ ଦେଇଛନ୍ତି ସେନା ଅଧିକାରୀଙ୍କ ସ୍ତ୍ରୀ

ଜମ୍ମୁ,୧୯ା୧୦(ପି.ଟି.): ଚାଇନା ସହ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ସମେତ ବିଦେଶୀ ଗୋଇନ୍ଦା ଏଜେଣ୍ଟଙ୍କୁ ପ୍ରତିରକ୍ଷା ସମ୍ପର୍କିତ ସମ୍ବେଦନଶୀଳ ତଥ୍ୟ ଶେୟାର କରିବା ଅଭିଯୋଗରେ ଜମ୍ମୁ-କଶ୍ମୀର ପୋଲିସ ଜଣେ ସେନା ଅଫିସରଙ୍କ ସ୍ତ୍ରୀଙ୍କ ନାମରେ ମାମଲା ରୁଜୁ କରିଛି। ସେ କିଛି ଗବେଷଣା ସମ୍ବନ୍ଧୀୟ…

ଆର୍‌ଏସ୍‌ଏସ୍‌ ନେତାଙ୍କ ସମ୍ପର୍କୀୟ ପରିଚୟ ଦେଇ ୨.୪୧ କୋଟି ଠକେଇ

ନୂଆଦିଲ୍ଲୀ,୧୯ା୧୦(ପି.ଟି.): ନିଜକୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର ଜଣେ ବରିଷ୍ଠ ଅଧିକାରୀ ଏବଂ ପୂର୍ବତନ ଉପରାଷ୍ଟ୍ରପତିଙ୍କ ସମ୍ପର୍କୀୟ ପରିଚୟ ଦେଇ ହରିୟାଣାର କେତେଜଣ ନିଯୁକ୍ତି ଆଶାୟୀଙ୍କଠାରୁ ୨.୪୧ କୋଟି ଟଙ୍କା ଠକିନେବା ଅଭିଯୋଗରେ ୫ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?