Home

ବନ୍ୟାରେ ଅନ୍ତିମ ସଂସ୍କାର ପାଇଁ ବାହାରିଲେ ପରିବାର ସଦସ୍ୟ: ଦୌଡ଼ି ଆସି ବିଧାୟକ ଦେଲେ କାନ୍ଧ

ଭୋପାଳ,୧୭।୮: ମଧ୍ୟପ୍ରଦେଶରେ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ନଦୀରେ ବନ୍ୟା ଆସିଛି। ସ୍ଥାନୀୟ ରୟୋପୁରରେ ପାର୍ବତୀ ନଦୀରେ ବନ୍ୟା ଜଳ ଆସିଛି। ଫଳରେ ମାଧୋପୁରକୁ ସଂଯୋଗ କରୁଥିବା ରାସ୍ତା ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ଏଠାରେ ଥିବା ପାଲି ଜାତୀୟ…

ରାଜନାଥଙ୍କ ଘରେ ଗ୍ରୁପ ଅଫ୍‌ ମିନିଷ୍ଟର୍ସ ବୈଠକ ଆରମ୍ଭ

ନୂଆଦିଲ୍ଲୀ,୧୭।୮: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଘରେ ଶନିବାର ଗ୍ରୁପ ଅଫ୍‌ ମିନିଷ୍ଟର୍ସ ବୈଠକ ଆରମ୍ଭ ହୋଇଛି। ଏଥିରେ ଯୋଗଦେବା ଲାଗି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ଅର୍ଥମନ୍ତ୍ରୀ ନିର୍ମଳା ସିଥାରମଣ, କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ରାଜନାଥଙ୍କ ଘରେ ପହଞ୍ଚିବା…

ଭାଜପାରେ ଯୋଗ ଦେଲେ ଏଏପି ନେତା କପିଲ

ନୂଆଦିଲ୍ଲୀ,୧୭।୮: ପୂର୍ବତନ ଆମ ଆଦମୀ ପାର୍ଟି(ଏଏପି) ନେତା କପିଲ ମିଶ୍ରା ଶନିବାର ଭାଜପାରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀଠାରେ ଭାଜପା ନେତା ମନୋଜ ତିଓ୍ବାରୀ ଓ ବିଜୟ ଗୋଏଲଙ୍କ ଉପସ୍ଥିତିରେ ସେ ଭାଜପାରେ ଯୋଗ ଦେଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ପୂର୍ବରୁ ଏଏପିର ଏହି…

ରାଉରକେଲା ଏନ୍‌ଆଇଟି କ୍ୱାଟର୍ସରୁ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର

ରାଉରକେଲା ଅଫିସ, ୧୭।୮: ରାଉରକେଲାସ୍ଥିତ ଜାତୀୟ ବୈଷୟିକ ଶିକ୍ଷାନୁଷ୍ଠାନ(ଏନ୍‌ଆଇଟି) କ୍ୱାଟର୍ସରୁ ଶନିବାର ଏକ ଦମ୍ପତ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ସେମାନେ ହେଲେ ଏନ୍‌ଆଇଟିର ସହକାରୀ ପ୍ରଫେସର ଆର୍‌. ଜୟବାଲାନ(୪୫) ଓ ସ୍ତ୍ରୀ ମାଳିନୀ। ଜୟ ବାଲାନ ଲାଇଫ ସାଇନ୍ସରେ ବୈଜ୍ଞାନିକ ଭାବେ…

୨୪ ଘଣ୍ଟାରେ ୩୧ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛନ୍ତି ସିରିଆ ବିଦ୍ରୋହୀ: ରୁଷିଆ

ମସ୍କୋ,୧୭।୮: ଗତ ୨୪ ଘଣ୍ଟା ମଧ୍ୟରେ ସିରିଆ ବିଦ୍ରୋହୀ ୩୧ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛନ୍ତି। ଏନେଇ ଶନିବାର ରୁଷିଆ ସୈନ୍ୟ ବାହିନୀ ପକ୍ଷରୁ ସୂଚନା ଦିଆଯାଇଛି। ହାମା, ଇଦ୍‌ଲିବ୍‌, ଆଲେପ୍ପୋ, ଲଟାକିଆ ଆଦି ପ୍ରଦେଶରେ ବିଦ୍ରୋହୀ ଏପରି କରିଥିବା କୁହାଯାଉଛି।…

ଭୁଟାନରେ ମୋଦି: ପାରୋ ବିମାନ ବନ୍ଦରରେ ଗାର୍ଡ ଅଫ୍‌ ଅନର୍‌

ଥିମ୍ପୁ, ୧୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଭୁଟାନ ଗସ୍ତରେ ଆସି ପାରୋ ବିମାନ ବନ୍ଦରରେ ପହଞ୍ଚିଛନ୍ତି। ସେଠାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭୁଟାନ ପ୍ରତିପକ୍ଷ ଲୋଟେ ଶେରିଙ୍ଗ୍‌ ପାଛୋଟି ନେବା ସହିତ ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଣାଇଥିଲେ। ପରେ ମୋଦିଙ୍କୁ…

ପିକ୍‌ନିକ୍‌ ପାଇଁ ଯାଉଥିଲେ: ଗାଡ଼ି କାଚ ଭାଙ୍ଗି ସୁନା ଅଳଙ୍କାର, ମୋବାଇଲ ଲୁଟିନେଲେ ଦୁର୍ବୃତ୍ତ

ନିରାକାରପୁର, ୧୭।୮(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ନୂଆ ଜଗନ୍ନାଥ ସଡ଼କର ଏକ ଇଟା କମ୍ପାନୀ ନିକଟରେ ଶନିବାର ଭୋର ସମୟରେ ଏକ ପିକ୍‌ନିକ୍‌ ଗାଡ଼ି କାର ଭାଙ୍ଗି ଦୁର୍ବୃତ୍ତମାନେ ସୁନା ଅଳଙ୍କାର ଓ…

ପୋଖରୀରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର ଅଫିସ, ୧୭।୮: ଗଞ୍ଜାମ ଜିଲା ଗେଟବଜାର ନିକଟ ପାୟଲ ସିନେମା ହଲ ସମ୍ମୁଖରେ ଥିବା ଏକ ପୋଖରୀରୁ ଶନିବାର ସକାଳେ ୨ ଦିନ ହେବ କେଉଁଆଡ଼େ ନିଖୋଜ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ଗେଟବଜ଼ାର ଗୋଲାପଲ୍ଲୀ…

ସ୍ବାଧୀନତାର ୭୨ ବର୍ଷ ପରେ ବି ସରେୟା ଗାଁ ବାସିନ୍ଦା କୌଣସି ବିବାଦରେ ମାଡ଼ି ନାହାଁନ୍ତି ଥାନା

ପାଟନା,୧୭।୮: ଲୋକଙ୍କ ମଧ୍ୟରେ ବେଳେବେଳେ ଉପୁଜୁଥିବା ବିବାଦର ସମାଧାନ ପାଇଁ ଆଇନର ଆଶ୍ରୟ ନିଆଯାଇଥାଏ। ଏଥିଲାଗି ଥାନାରେ ମାମଲା ରୁଜୁ କରାଯାଇଥାଏ। ତେବେ ବିହାରର କୈମୁର ଜିଲାରେ ଥିବା ସରେୟା ଗାଁ ବାସିନ୍ଦା ସ୍ବାଧୀନତାର ୭୨ ବର୍ଷ ବିତିଥିଲେ ମଧ୍ୟ ଏପର୍ଯ୍ୟନ୍ତ…

ମାଡ଼ି ଆସୁଛି ବିପଦ: ଡାଇନୋସରସ୍‌ଙ୍କ ବିନାଶ କରିଥିବା ଗ୍ରହାଣୁ ୨୦୨୭ରେ ହେବ ପୃଥିବୀ ମୁହାଁ

ଓ୍ବାଶିଂଟନ,୧୭।୮: ପୃଥିବୀ ପୃଷ୍ଠରୁ ୬୬ ନିୟୁତ ବର୍ଷ ତଳେ ଡାଇନୋସରସ୍‌ଙ୍କ ବିନାଶ କରିଥିବା ଗ୍ରହାଣୁ ୧୯୯୦-ଏମ୍‌ୟୁ ଆସନ୍ତା ୨୦୨୭ରେ ପୃଥିବୀ ମୁହାଁ ହେବ। ଏବେ ଏହି ଗ୍ରହାଣୁ ସୂର୍ଯ୍ୟ ଚାରିପଟେ ଘୁରିବୁଲୁଛି। ୪ରୁ ୯ କିଲୋମିଟର ବ୍ୟାସ ଥିବା ଏହି ଗ୍ରହାଣୁ…

ବନ୍ୟାଞ୍ଚଳ ପରିଦର୍ଶନ କଲେ ରାଜ୍ୟପାଳ ବିଶ୍ୱଭୂଷଣ

ଅମରାବତୀ,୧୭।୮: ଚଳିତ ବର୍ଷ ବନ୍ୟାରେ ଆନ୍ଧ୍ର ପ୍ରଦେଶର ଅଧିକାଂଶ ଜିଲା ଜଳମଗ୍ନ ହୋଇଥିବା ବେଳେ ଏହାଦ୍ୱାରା ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଶନିବାର ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଆକଶମାର୍ଗରୁ ବନ୍ୟା ପରିସ୍ଥିତିର ସର୍ବେକ୍ଷଣ କରିଛନ୍ତି। ସୂଚନାଯୋଗ୍ୟ, ଚଳିତ…

ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା: ଜିରୋ ବାଲାନ୍ସ୍‌ ଖାତାରେ ଜମା ହୋଇଛି ଏକ ଲକ୍ଷ କୋଟିରୁ ଅଧିକ

ନୂଆଦିଲ୍ଲୀ,୧୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନାରେ ଜିରୋ ବାଲାନ୍ସ୍‌ ଖାତାରେ ଇତିମଧ୍ୟରେ ଏକ ଲକ୍ଷ କୋଟିରୁ ଅଧିକ ଟଙ୍କା ଜମା ହୋଇଛି। ସୂଚନା ଅଧିକାର ଅନ୍ତର୍ଗତ କରାଯାଇଥିବା ଏକ ଆବେଦନ ରିପୋର୍ଟରୁ ଏହା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri