Home

ଅମୃତାଙ୍କୁ ଛାଡ଼ପତ୍ର ପରେ ସୈଫ ଦେଇଥିଲେ ଏତିକି ଟଙ୍କା

ସୈଫ୍‌ ଅଲ୍ଲୀ ଖାନ୍‌ ଆଜି ଅର୍ଥାତ ଶୁକ୍ରବାର ୪୯ ତମ ଜନ୍ମଦିବସ ପାଳନ କରୁଛନ୍ତି। ଶର୍ମିଳା ଟାଗୋର ଏବଂ ମନ୍‌ସୁର ଅଲ୍ଲୀ ଖାନ୍‌ଙ୍କ ପୁଅ ସୈଫ୍‌ ୧୬ ଅଗଷ୍ଟ ୧୯୭୦ରେ ଦିଲ୍ଲୀରେ ଜନ୍ମ ନେଇଥିଲେ। ୧୯୯୧ରେ ବଲିଉଡ୍‌ ଅଭିନେତ୍ରୀ ଅମୃତା ସିଂହଙ୍କୁ…

ସିଆଚିନ୍‌ରେ ପହଞ୍ଚିଲେ ଧୋନୀ

ଶ୍ରୀନଗର, ୧୬।୮: ୭୩ତମ ସ୍ବାଧୀନତା ଦିବସରେ ଲଦାଖରେ ପତାକା ଉତ୍ତୋଳନ କରିବା ପରେ ସିଆଚିନ୍‌ରେ ପହଞ୍ଚିଛନ୍ତି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ସେଠାରେ ଥିବା ସିଆଚିନ୍‌ ଓ୍ବାର୍‌ ମୋମୋରିଆଲ୍‌ରେ ପହଞ୍ଚି ଶହୀଦଙ୍କୁ ସେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।…

କେବିସିରେ ଭାଗ ନେଇ ପାରିବେ ନାହିଁ ଅମିତାଭଙ୍କ ପରିବାର

ଅମିତାଭ ବଚ୍ଚନ ଖୁବ୍‌ଶୀଘ୍ର ଲୋକପ୍ରିୟ ରିଅଲିଟି ଶୋ’ ‘କୌନ୍‌ ବନେଗା କରୋଡ଼ପତି’(କେବିସି) ସିଜିନ୍‌ ୧୧ରେ ପୁଣି ଟିଭି ପରଦାକୁ ଫେରିବେ। ମୁମ୍ବାଇରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଶୋ’ ସହିତ ଜଡ଼ିତ କିଛି ପ୍ରଶ୍ନର ଉତ୍ତର ଦେଇଛନ୍ତି ଅମିତାଭ। ସେ କହିଛନ୍ତି, ତାଙ୍କ…

ଡକାୟତଙ୍କୁ ସାମ୍ନା କରିଥିବା ବୃଦ୍ଧ ଦମ୍ପତିଙ୍କୁ ମିଳିଲା ସାହସିକତା ପୁରସ୍କାର

ଚେନ୍ନାଇ,୧୬।୯: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏଡାପାଡି କେ ପଲାନିସ୍ବାମୀ ଗୁରୁବାର ସ୍ବାଧୀନତା ଦିବସରେ ଚେନ୍ନାଇର ବୃଦ୍ଧ ଦମ୍ପତି ଏସ୍‌ ଶାନମୁଗଭେଲ ଓ ସେନ୍ଥାମାରାଇଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ, ଏମାନେ ଘରେ ଥିବା ଅଗଣାରେ ବସିଥିବା ବେଳେ ଡକାୟତି ଯୋଜନା କରି…

ମୁହଁ ଖୋଲିଲେ ପ୍ରଭାସ, କହିଲେ ‘ଅନୁଷ୍କା କେବଳ ଜଣେ ବନ୍ଧୁ’

ମୁମ୍ବାଇ: ଚଳଚ୍ଚିତ୍ର ବାହୁବଳୀର ସଫଳତା ପରେ ବଢ଼ିଛି ଦକ୍ଷିଣ ଭାରତୀୟ ସୁପରଷ୍ଟାର ପ୍ରଭାସଙ୍କ ଚାହିଦା। ଏଥିସହ ଫିଲ୍ମରେ ତାଙ୍କ ବିପକ୍ଷରେ ନାୟିକା ସାଜିଥିବା ଅନୁଷ୍କାଙ୍କ ସହ ସମ୍ପର୍କ ଥିବା ନେଇ ମଧ୍ୟ ଚର୍ଚ୍ଚା ହୋଇ ଆସୁଛି। ଏସବୁ ମଧ୍ୟରେ ଅନୁଷ୍କାଙ୍କୁ ନିଜର…

ଗିନିଜ ଓ୍ବାର୍ଲଡ ରେକର୍ଡରେ ସ୍ଥାନ ପାଇବାକୁ ଏକକାଳୀନ ହଜାରେ ଲୋକ କେଶ ରଙ୍ଗ କଲେ

ଚେନ୍ନାଇ,୧୬।୮: ସ୍ବାଧୀନତା ଦିବସ ଅବସରରେ ଚେନ୍ନାଇର ଚେମ୍ବାରମବାକମ ଅଞ୍ଚଳରେ ଥିବା ଏକ ଷ୍ଟାଡିୟମରେ ୧ହଜାର ଲୋକ ଏକାଠି ହୋଇଥିଲେ। ଏମାନଙ୍କର ଉଦ୍ଦେଶ୍ୟ ଥିଲା ଗିନିଜ ଓ୍ବାର୍ଲଡ ରେକର୍ଡରେ ସ୍ଥାନ ପାଇବା। ଏଥିପାଇଁ ଏମାନେ ଏକାକାଳୀନ ନିଜ ନିଜର କେଶ ରଙ୍ଗ କରିଥିଲେ।…

ସ୍ବାଧୀନତା ଦିବସ ଶୁଭେଚ୍ଛା ବାର୍ତ୍ତାରେ ଉନ୍ନାଓ ବଳାତ୍କାରୀଙ୍କ ଫଟୋ

ଲକ୍ଷ୍ନୌ,୧୬।୮: ଉନ୍ନାଓ ବଳାତ୍କାର ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ଭାଜପାର ବହିଷ୍କୃତ ବିଧାୟକ କୁଲଦୀପ ସିଂ ସେନଗାରଙ୍କ ଫଟୋକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି। ସ୍ବାଧୀନତା ଦିବସ ଅବସରରେ ଉନ୍ନାଓ ନଗର ପଞ୍ଚାୟତର ଏକ ବିଜ୍ଞାପନ ସ୍ଥାନୀୟ ଖବର କାଗଜରେ…

ଟଳିଳା ବନ୍ୟା ସମ୍ଭାବନା: ସଚିବ

ଭୁବନେଶ୍ୱର,୧୬।୮(ବ୍ୟୁରୋ): ରାଜ୍ୟରେ ବନ୍ୟା ସମ୍ଭାବନା ନାହିଁ। ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ଜଳ ସମ୍ପଦ ସଚିବ ପ୍ରଦୀପ ଜେନା ଏହି ସୂଚନା ଦେଇଛନ୍ତି। ତାଙ୍କ ସୂଚନା ମୁତାବକ, ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ବର୍ଷା ପରିମାଣ କମ ରହିଛି। ଫଳରେ…

ମେହବୁବାଙ୍କ ଝିଅ ଶାହଙ୍କୁ ଲେଖିଲେ ଚିଠି, ଆମକୁ ଜୀବଜନ୍ତୁଙ୍କ ଭଳି ବ୍ୟବହାର କରାଯାଉଛି

ଶ୍ରୀନଗର, ୧୬।୮: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ଝିଅ ଇଲ୍ଲିଜା ଜାଭେଦ ଆଉ ଏକ ଅଡିଓ ମେସେଜ ଜାରି କରିଛନ୍ତି। ସେ କହିଛନ୍ତି, ମୋ ମା’ଙ୍କୁ ଗିରଫ କରାଯିବାର କିଛିଦିନ ପରେ ମୋତେ ମଧ୍ୟ ଗୃହରେ ନଜରବନ୍ଦୀ କରାଯାଇଛି। ଏନେଇ…

୨୩ରୁ ଭିତରକନିକାରେ ପକ୍ଷୀଗଣନା ଆରମ୍ଭ

ରାଜନଗର,୧୬।୮(ଡି.ଏନ୍‌.ଏ.): ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ସମାଗମ ହୋଇଥିବା ଦେଶୀୟ ପକ୍ଷୀଙ୍କ ଗଣନା ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ। ୭ ଦିନ ଧରି ଏହି ଗଣନା ଚାଲିବ। ଜାତୀୟ ଉଦ୍ୟାନ ଦାୟିତ୍ୱରେ ଥିବା ଅତିରିକ୍ତ ବନ ସଂରକ୍ଷକ ସୁବ୍ରତ କୁମାର…

ସୁପ୍ରିମକୋର୍ଟରେ ଅନୁଚ୍ଛେଦ ୩୭୦ ଉପରେ ଶୁଣାଣି ଟଳିଲା

ନୂଆଦିଲ୍ଲୀ, ୧୬।୮: ସୁପ୍ରିମକୋର୍ଟରେ ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ନେଇ ଦାଏର ମାମଲାର ଶୁଣାଣି ଟଳିଛି। ଏମଏଲ ଶର୍ମାଙ୍କ ଦ୍ୱାରା ଦାଏର କରାଯାଇଥିବା ଏହି ମାମଲାରେ ଅନେକ କିଛି ତ୍ରୁଟି ରହିଛି ତାକୁ ସୁଧାରି ପୁଣି ଥରେ ମାମଲା ଦାଏର କରିବାକୁ…

ଜେଟଲୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର, ଏମ୍ସ ଯିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୬।୮: ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କୁ ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା(ଏମ୍ସ)ରେ ଭର୍ତ୍ତି କରାଯାଇଛି। ଜେଟଲୀଙ୍କ ସାସ୍ଥ୍ୟବସ୍ଥା ସ୍ଥିର ରହିଛି ଏବଂ ଏବେ ସେ ଆଇସିୟୁରେ ଅଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri