ମାଡ଼ି ଆସୁଛି ‘ବାରୀ’ ପ୍ରବଳ ବର୍ଷା ସହ ହେବ ଭୂସ୍ଖଳନ
ଓ୍ବାଶିଂଟନ,୧୪।୭: ଆମେରିକାର ଲୁଇସିଆନା ସହରରେ ଘୂର୍ଣ୍ଣିବାତ୍ୟା ‘ବାରୀ’ର ପ୍ରଭାବରେ ପ୍ରବଳ ବର୍ଷା ହୋଇଛି। ଦିନେ ଦୁଇ ଦିନ ମଧ୍ୟରେ ଏହା ଭୟଙ୍କର ରୂପ ଧାରଣ କରିବା ଅନୁମାନ କରାଯାଇଥିବା ବେଳେ ଏହାକୁ ନେଇ ସତର୍କ ସୂଚନା ଜାରି କରାଯାଇଛି। ଆଟଲାଣ୍ଟିକ ସିଜନର…
ଅଷ୍ଟ୍ରେଲିଆରେ ଭୂକମ୍ପ
କାନ୍ବେରା,୧୪।୭: ଅଷ୍ଟ୍ରେଲିଆର ଉପକୂଳ ଅଞ୍ଚଳ ରିସୋର୍ଟ ଟାଉନ୍ ବ୍ରୁମ୍ଠାରେ ରବିବାର ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୯ ଥିଲା ବୋଲି ଆମେରିକା ଭୂବିଜ୍ଞାନ ଗବେଷଣା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। ଭୂକମ୍ପର କେନ୍ଦ୍ର ଭୂଗର୍ଭର ୩୩ କିଲୋମିଟର…
ମେସେଜ୍ରେ ଅପଶବ୍ଦ ବ୍ୟବହାରକାରୀଙ୍କୁ ଚିହ୍ନଟ କରିବ ହ୍ବାଟ୍ସଆପ, ପ୍ରତିମାସରେ ୨୦ ଲକ୍ଷ ୟୁଜରଙ୍କୁ କରାଯିବ ବ୍ଲକ୍
ବିଶ୍ୱରେ ପ୍ରାୟ ୧୫୦କୋଟି ଲୋକ ହ୍ବାଟ୍ସଆପ ବ୍ୟବହାର କରୁଛନ୍ତି। ଏଥିରେ ଅପଶବ୍ଦ ବ୍ୟବହାର କରୁଥିବା ଲୋକଙ୍କୁ ଖୁବ୍ଶୀଘ୍ର ଚିହ୍ନଟ କରାଯିବ। ୨୦୧୯ ଡିସେମ୍ବର ସୁଦ୍ଧା ଏପରି ପଦକ୍ଷେପ ନେବ ହ୍ବାଟ୍ସଆପ କମ୍ପାନୀ। ପ୍ରତି ମାସରେ ୨୦ ଲକ୍ଷ ୟୁଜରଙ୍କୁ ବାଦ୍ କରାଯିବ।…
ମନ୍ତ୍ରୀପଦରୁ ଇସ୍ତଫା ଦେଲେ ସିଦ୍ଧୁ
ଚଣ୍ଡିଗଡ଼,୧୪।୭: କ୍ରିକେଟରରୁ ରାଜନେତା ହୋଇଥିବା କଂଗ୍ରେସର ନବଜୋତ ସିଂ ସିଦ୍ଧୁ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି। ରବିବାର ଟୁଇଟ୍ କରି ସେ ଏହି ସୂଚନା ଦେଇଛନ୍ତି। ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସମ୍ବୋଧନ କରି ସେ ଯେଉଁ ଇସ୍ତଫା ପତ୍ର ଜୁନ୍…
ବୁଢ଼ୀ ହେଲେ ଏମିତି ଦିଶିବେ ସୋନମ..
ମୁମ୍ବାଇ: ବଲିଉଡର ଫ୍ୟାଶନ ଡିଭା କହିଲେ ବୁଝାଯାଏ ସୋନମ କପୁରଙ୍କୁ। ଅନେକାଂଶରେ ଏହା ସତ ମଧ୍ୟ। ବିମାନବନ୍ଦର ହେଉ ଅଥବା କୌଣସି ପାର୍ଟି, ସବୁଥିରେ ସୋନମ୍ଙ୍କ ଫ୍ୟାଶନ୍ ସେନ୍ସ ବାରି ହୋଇପଡେ। ସବୁବେଳେ କିଛି ନୂଆ ଲୁକ୍ରେ କ୍ୟାମେରାରେ କଏଦ ହେବାକୁ…
ପୋଲିସ ସୁରକ୍ଷାରେ ନବଦମ୍ପତି ସାକ୍ଷୀ-ଅଜିନେଶ୍: ସୋମବାର ହାଇକୋର୍ଟରେ ହେବେ ହାଜର
ଲକ୍ଷ୍ନୌ,୧୪।୭: ବରେଲିର ଭାଜପା ବିଧାୟକ ରାଜେଶ ମିଶ୍ରାଙ୍କ କନ୍ୟା ସାକ୍ଷୀ ମିଶ୍ରା ଏବଂ ତାଙ୍କ ସ୍ବାମୀ ଅଜିନେଶ୍ଙ୍କୁ ହାଇକୋର୍ଟରେ ହାଜର କରାଇବା ପାଇଁ ଏକ ୩ ଜଣିଆ ପୋଲିସ ଦଳ ପହଞ୍ଚିଛନ୍ତି। ଦଳରେ ଜଣେ ସବ୍-ଇନସ୍ପେକ୍ଟର, ଜଣେ କନଷ୍ଟେବଳ ଏବଂ ଜଣେ…
ପୁଣି ସାମ୍ନାକୁ ଆସିଲେ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଛାଡିବାକୁ ଆସିଥିବା ମହିଳା
ନୂଆଦିଲ୍ଲୀ,୧୪।୭: ପାକିସ୍ତାନର ଓ୍ବାଘା ସୀମାରେ ଭାରତ-ପାକିସ୍ତାନ ମଧ୍ୟରେ କରତାରପୁର କରିଡରକୁ ନେଇ ଆରମ୍ଭ ହୋଇଥିବା ବୈଠକରେ ଉପସ୍ଥିତ ଥିବା ମହିଳାଙ୍କୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ଅତିତରେ ବାଲାକୋଟ ଆକ୍ରମଣ ପରେ ଭାରତୀୟ ବାୟୁସେନାର ଓ୍ବିଙ୍ଗ କମାଣ୍ଡର…
ଫାଷ୍ଟଫୁଡ୍ ଖାଉଥିଲେ କିଛି କଥା ପ୍ରତି ଦିଅନ୍ତୁ ଧ୍ୟାନ, ରହିବେ ସୁସ୍ଥ
ବଜାରରେ ମିଳୁଥିବା ଫାଷ୍ଟଫୁଡ୍ ଖାଇବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ। ଏହା ପାଟିକୁ ସୁଆଦିଆ ମାତ୍ର ଦେହ ପ୍ରତି କ୍ଷତିକାରକ। ଫାଷ୍ଟଫୁଡ୍ ଖାଇବା ପରେ କିଛି କଥା ପ୍ରତି ଧ୍ୟାନ ଦେଲେ ପେଟ ଭାରି ଭାରି ଲାଗି ନ ଥାଏ। ଫାଷ୍ଟଫୁଡ୍…
ଚାଚା ନେହେରୁ ମଦ୍ରାସାରେ ନିର୍ମାଣ ହେବ ମନ୍ଦିର ଓ ମସଜିଦ୍
ଅଲୀଗଡ଼,୧୪।୭: ଉତ୍ତରପ୍ରଦେଶ ଅଲୀଗଡ଼ସ୍ଥିତ ଚାଚା ନେହେରୁ ମଦ୍ରାସାରେ ଉଭୟ ମନ୍ଦିର ଏବଂ ମସଜିଦ୍ ନିର୍ମାଣ କରାଯିବା ପାଇଁ ଯୋଜନା ହୋଇଛି। ପୂର୍ବତନ ଉପରାଷ୍ଟ୍ରପତି ହମିଦ୍ ଅନସାରୀଙ୍କ ସ୍ତ୍ରୀ ସଲମା ଅନସାରୀ ଏହି ମଦ୍ରାସାର ସଞ୍ଚାଳିକା ଦାୟିତ୍ୱରେ ରହିଛନ୍ତି। ଏସମ୍ପର୍କରେ ସଲମା ସୂଚନା…
କ୍ୟାଟ୍ରିନାଙ୍କ ପୋଷ୍ଟରେ ଅର୍ଜୁନଙ୍କ ମଜାଦାର କମେଣ୍ଟ
ବଲିଉଡ୍ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ସୋସିଆଲ ମିଡିଆରେ ବେଶୀ ଆକ୍ଟିଭ୍ ରୁହନ୍ତିନି। କେତେବେଳେ କେମିତି ଫ୍ୟାନମାନଙ୍କ ପାଇଁ କିଛି ଫଟୋ ଶେୟାର କରନ୍ତି। ଏବେ କିଛି ଫଟୋ କ୍ୟାଟ୍ରିନା ଇନ୍ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ସମୁଦ୍ର କୂଳରେ ଠିଆ ହୋଇଥିବା ଏକ ଫଟୋ…
ଆତଙ୍କବାଦୀ ସଂଗଠନଗୁଡ଼ିକୁ ପାଣ୍ଠି ଯୋଗାଣ: ପାକିସ୍ତାନ କରୁଛି ଚୋରା ନିଶାଦ୍ରବ୍ୟ କାରବାର
ନୂଆଦିଲ୍ଲୀ,୧୪।୭: ଭାରତରେ ଥିବା ଆତଙ୍କବାଦୀ ସଂଗଠନଗୁଡ଼ିକୁ ପାଣ୍ଠି ଯୋଗାଇବା ପାଇଁ ପାକିସ୍ତାନ ଏବେ ଚୋରା ନିଶାଦ୍ରବ୍ୟ କାରବାର କରୁଛି। ବିଗତ ଦିନରେ ସୀମାପାରରୁ ଆସୁଥିବା ବିପୁଳ ପରିମାଣର ବିଭିନ୍ନ ନିଶାଦ୍ରବ୍ୟ ଜବତ ହୋଇଛି। ଭାରତୀୟ ସୁରକ୍ଷା ସଂସ୍ଥା ଅନୁସାରେ ଜୁଲାଇ ୧୦ରେ…
୫୨ ଦିନ ପରେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ପାର୍ଶ୍ୱରେ ପହଞ୍ଚିବ ଚନ୍ଦ୍ରାୟନ-୨
ନୂଆଦିଲ୍ଲୀ,୧୪।୭: ଭାରତର ଚନ୍ଦ୍ର ମିଶନ ଅନ୍ତର୍ଗତ ଚନ୍ଦ୍ରାୟନ-୨ ଜୁଲାଇ ୧୪-୧୫ ଭୋର୍ ୨ଟା ୫୧ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାସ୍ଥିତ ଇସ୍ରୋର ସତୀଶ ଧାଓ୍ବନ ମହାକାଶ କେନ୍ଦ୍ରରୁ ଉତ୍କ୍ଷେପଣ କରାଯିବ। ଜିଏସ୍ଏଲ୍ଭି ମାର୍କ-୩ ବାହୁବଳୀ ରକେଟରେ ଏହାର ଉତ୍କ୍ଷେପଣ କରାଯିବ। ୫୨ ଦିନ ପରେ…
Archives


