କିମ୍ବଦନ୍ତୀ ସଙ୍ଗୀତକାର ଖାୟମ୍ଙ୍କ ପରଲୋକ
ମୁମ୍ବାଇ,୨୦ା୮- ଜାତୀୟ ପୁରସ୍କାରପ୍ରାପ୍ତ ବଲିଉଡ ସଙ୍ଗୀତ ନିର୍ଦ୍ଦେଶକ ମହମ୍ମଦ ଜାହିର ହାଶ୍ମି ସୋମବାର ଏକ ଘରୋଇ ହସ୍ପିଟାଲ୍ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୯୨ବର୍ଷ ହୋଇଥିଲା। ସେ ସଙ୍ଗୀତ ଦୁନିଆରେ ଖାୟମ୍ ଭାବେ ସୁପରିଚିତ। ବଲିଉଡ୍ ଶାସ୍ତ୍ରୀୟ ସଙ୍ଗୀତଭିତ୍ତିକ ‘କଭି…
ସ୍କୁଲ ଖୋଲିଲା: ଉପସ୍ଥାନ କମ
ଶ୍ରୀନଗର,୨୦ା୮: ଅନୁଚ୍ଛେଦ ୩୭୦ ହଟିବା ପରେ ଜମ୍ମୁ-କଶ୍ମୀରରେ ଲାଗୁ ହୋଇଥିବା କଟକଣାକୁ କୋହଳ କରାଯାଇଛି। ସୋମବାର ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶିକ୍ଷାନୁଷ୍ଠାନ ଖୋଲିଥିବାବେଳେ ଉପସ୍ଥାନ ବହୁତ କମ୍ ଥିବା ଦେଖିବାକୁ ମିଳିଛି। ବହୁ ସ୍କୁଲରେ କେବଳ ଶିକ୍ଷକ ଓ କର୍ମଚାରୀ ଆସିଥିବାବେଳେ…
ଶୁଣିଲାନି ପ୍ରଶାସନ: ଜମିରୁ ବର୍ଷାଜଳ ନିଷ୍କାସିତ କଲେ ଚାଷୀ
ବିିଞ୍ଝାରପୁର,୨୦।୮ (ଡି.ଏନ.ଏ)- ବିଞ୍ଝାରପୁର ଅଞ୍ଚଳରେ ଗତ ସପ୍ତାହରେ ୩୦୦ ମି.ଲି.ରୁ ଊର୍ଦ୍ଧ୍ୱ ବର୍ଷା ହୋଇଥିଲା। ଏହି ବର୍ଷା ଯୋଗୁ ଘଣ୍ଟିଆଳି- ଗୁହାଳୀ ଅଞ୍ଚଳ ଚାଷଜମିରେ ବର୍ଷାଜଳ ଜମି ରହିଥିବାରୁ ଧାନ ଫସଲ ପ୍ରଭାବିତ ହୋଇଥିଲା। ଏହି ସମସ୍ୟାକୁ ନେଇ ସ୍ଥାନୀୟ ଚାଷୀମାନେ…
୪ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କଲା ବାୟୁସେନା
ଜମ୍ମୁ,୨୦ା୮(ପି.ଟି.): ଜମ୍ମୁରେ ପ୍ରବାହିତ ତାଓ୍ବି ନଦୀରେ ବନ୍ୟା ଆସିଥିବାବେଳେ ସେଠାରେ ଫସିରହିଥିବା ୪ ମତ୍ସ୍ୟଜୀବୀଙ୍କୁ ସୋମବାର ବାୟୁସେନା ଉଦ୍ଧାର କରିଛି। ଖରାପ ପାଗ ଓ ବନ୍ୟାଜଳର ପ୍ରଖର ସ୍ରୋତକୁ ଖାତିର ନ କରି ବାୟୁସେନା ଦୁଃସାହସର ସହିତ ହେଲିକପ୍ଟର ଯୋଗେ ମତ୍ସ୍ୟଜୀବୀମାନଙ୍କୁ…
ଟ୍ରମ୍ପଙ୍କ ସହ ଫୋନ୍ରେ କଥାହେଲେ ମୋଦି: ଭାରତ ବିରୋଧୀ ହିଂସା ଅଶାନ୍ତି ବଢ଼ାଉଛି
ନୂଆଦିଲ୍ଲୀ,୨୦ା୮(ପି.ଟି.): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସୋମବାର ଅଧଘଣ୍ଟା ଧରି ଟେଲିଫୋନରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହୋଇଥିଲା। ବିଶେଷକରି ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ପରେ କଶ୍ମୀରର ସାମ୍ପ୍ରତିକ ସ୍ଥିତିକୁ ନେଇ…
ଯୁଦ୍ଧ ପାଇଁ ପ୍ରସ୍ତୁତ ଥିଲା ସେନା
ନୂଆଦିଲ୍ଲୀ,୨୦ା୮(ପି.ଟି.): ବାଲାକୋଟ ଏୟାରଷ୍ଟ୍ରାଇକ୍ ପରେ ପାକିସ୍ତାନ ଭିତରେ ପଶି ପାରମ୍ପରିକ ଯୁଦ୍ଧ ପାଇଁ ଭାରତୀୟ ସେନା ପୂରା ଦମ୍ରେ ପ୍ରସ୍ତୁତ ଥିଲା। ସେନାଧ୍ୟକ୍ଷ ଜେନେରାଲ ବିପିନ ରାଓ୍ବତ ଏ ସମ୍ପର୍କରେ ସରକାରଙ୍କୁ ଜଣାଇଥିଲେ ବୋଲି ଉଚ୍ଚସ୍ତରୀୟ ସାମରିକ ସୂତ୍ରରୁ ଜଣାପଡିଛି। ପୁଲ୍ଓ୍ବାମା…
ବ୍ୟାସନଗର ପୌରାଞ୍ଚଳରେ ପ୍ରଥମ ଜନଶୁଣାଣି
ଯାଜପୁର ରୋଡ,୨୦୮(ନି.ପ୍ର.)- ବ୍ୟାସନଗର ପୌର ପରିଷଦର ସଭା ଗୃହରେ ସୋମବାର ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ ଓ ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମିନାଙ୍କ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ତେବେ ପୌର ପରିଷଦରରେ ପ୍ରଥମ ଥର…
ଉତ୍ତର ଭାରତରେ ବନ୍ୟା
ନୂଆଦିଲ୍ଲୀ/ହରିଦ୍ୱାର/ରୂପନଗର, ୨୦ା୮(ପି.ଟି.): ଉତ୍ତର ଭାରତରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟିହୋଇଛି। ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷାଜନିତ ବନ୍ୟା ପରିସ୍ଥିତି ଯୋଗୁ ସୋମବାର ସୁଦ୍ଧା ୩୮ ଜଣଙ୍କ ପ୍ରାଣହାନି ଘଟିଥିବା ଜଣାପଡ଼ିଛି। ହରିୟାଣା, ପଞ୍ଜାବ, ଜମ୍ମୁ-କଶ୍ମୀରରେ ବନ୍ୟା ଯୋଗୁ ଲୋକେ…
ସୁଧାଂଶୁ ଷଡ଼ଙ୍ଗୀ ପୋଲିସ କମିଶନର: ସତ୍ୟଜିତ୍ ମହାନ୍ତି ହେଲେ ଜେଲ ଏଡିଜି
ଭୁବନେଶ୍ୱର,୨୦।୮(ବ୍ୟୁରୋ): ରାଜ୍ୟ ସରକାର ସୋମବାର ଆଇପିଏସ୍ ଅଫିସର ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। କଟକ-ଭୁବନେଶ୍ୱର ଟ୍ବିନ୍ ସିଟି ପୋଲିସ କମିଶନର ଥିବା ୧୯୮୮ ବ୍ୟାଚର ଆଇପିଏସ୍ ଅଫିସର ସତ୍ୟଜିତ୍ ମହାନ୍ତିଙ୍କୁ ଜେଲ ଏଡିଜି ଭାବେ ବଦଳି କରାଯାଇଥିବା ବେଳେ ରାଜ୍ୟ ଅପରାଧ…
ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଏମିତି: ଶିକ୍ଷକ କରୁଛନ୍ତି କିରାଣି କାମ
ଅନୁଗୋଳ ଅଫିସ, ୨୦।୮- ଗୁଣାତ୍ମକ ଶିକ୍ଷା ଉପରେ ଗୁରୁତ୍ୱ ଦେଉଥିବା ରାଜ୍ୟ ସରକାର ଅନୁଗୋଳ ଜିଲାରେ ୩ ବର୍ଷ ହେଲା ଶିକ୍ଷକ ନିଯୁକ୍ତି ଦେଇନାହାନ୍ତି। ଏପରି କି ଜିଲା ଖଣିଜ ପାଣ୍ଠି (ଡିଏମ୍ଏଫ୍)ରେ ୮୩ ଶିକ୍ଷକଙ୍କ ନିଯୁକ୍ତିକୁ ମଧ୍ୟ ବନ୍ଦ କରିଛନ୍ତି।…
ଗମ୍ଭୀର ହେଉଛି ବନ୍ୟା ପରିସ୍ଥିତି
ବାଲେଶ୍ୱର ଅଫିସ/ବସ୍ତା, ୨୦।୮(ସ୍ବ.ପ୍ର.)-ଉତ୍ତରଓଡ଼ିଶାରେ ଗତ ୫ଦିନ ଧରି ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲାରେ ବନ୍ୟା ପରିସ୍ଥିତି ଧୀରେ ଧୀରେ ଗମ୍ଭୀର ହେବାରେ ଲାଗିଛି। ସଦର ବ୍ଲକର ୨ ପଞ୍ଚାୟତ, ରେମୁଣା ବ୍ଲକର ୩ ପଞ୍ଚାୟତ ଓ ବସ୍ତା ବ୍ଲକର ୧୦ପଞ୍ଚାୟତର…
ରାତିରେ ହେଉନି ନିଦ; ତେବେ ପିଅନ୍ତୁ ଏହି ଜୁସ୍…
ବ୍ୟସ୍ତବହୁଳ ଜୀବନରେ କ୍ଲାନ୍ତି ଆସିବା ସ୍ବାଭାବିକ କଥା। ଏହା ସହିତ ବିଭିନ୍ନ ଚିନ୍ତାରେ ଯୋଗୁ କେତେକଙ୍କୁ ରାତିରେ ନିଦ ଆସେନାହିଁ। ନିଦ ଶରୀର ପାଇଁ ଅତି ଜରୁରୀ। ଶରୀରକୁ ଆରାମ ନ ମିଳିଲେ ନାନାପ୍ରକାର ରୋଗ ସୃଷ୍ଟି ହୋଇଥାଏ। ଅନିଦ୍ରା ସମସ୍ୟା…
Archives


