Home

ନର୍ମାଲ ଡେଲିଭରି ଚାହୁଁଥିଲେ ଗର୍ଭାବସ୍ଥାରେ କରନ୍ତୁ ଏହି ଯୋଗ

ଆଜିକାଲି ନର୍ମାଲ ଡେଲିଭରି ସମ୍ପର୍କରେ ଖୁବ୍‌ କମ୍‌ ଶୁଣିବାକୁ ମିଳେ। ଏହାର କାରଣ ହେଲା ଦୈନନ୍ଦିନ ଜୀବନଶୈଳୀରେ ପରିବର୍ତ୍ତନ, ଖାଦ୍ୟପେୟରେ ଅନିୟମିତତା ଇତ୍ୟାଦି। ଅଧିକାଂଶ ଅପରେଶନ ମାଧ୍ୟମରେ ଡେଲିଭରି କରାଉଛନ୍ତି। ଫଳରେ ମହିଳାମାନେ ପରବର୍ତ୍ତୀ ସମୟରେ ନାନା ସମସ୍ୟାରେ ପଡୁଛନ୍ତି। ଯଦି…

ସେନା ସାଜିଲା ଦେବଦୂତ

ଜମ୍ମୁ-କଶ୍ମୀର,୧୯।୮: ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜମ୍ମୁରେ ପ୍ରାୟ ସମସ୍ତ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ଏଥିରେ ଭାରତୀୟ ବାୟୁସେନାର ସାହସିକତା କାର୍ଯ୍ୟ ଦେଖିବାକୁ ମିଳିଛି। ଏବେ ଜମ୍ମୁରୁ ଆସିଥିବା ଏକ ଭିଡିଓ ଦେଖିଲେ ଚମକିଲା ଭଳି ଲାଗୁଛି।…

ପିଲାଦିନେ ଫ୍ରିଜ୍‌ ଭିତରେ ଲୁଚୁଥିଲେ ଏହି ଅଭିନେତା, ନିକଟରେ ପାଇଛନ୍ତି ଜାତୀୟ ପୁରସ୍କାର

ପିଲାଦିନେ ବହୁତ ଦୁଷ୍ଟ ଥିଲେ ଜଣେ ଅଭିନେତା। ଯିଏ କି, ନିକଟରେ ଜାତୀୟ ପୁରସ୍କାର ପାଇଛନ୍ତି। ସେ ଆଉ କେହି ନୁହନ୍ତି, ଅଭିନେତା ବିକି କୌଶଲ। ପିଲାଦିନେ ଏମିତି ଦୁଷ୍ଟ ଥିଲେ କେହି ଗାଳି ଖାଇଲେ ଫ୍ରିଜ୍‌ ଭିତରେ ଲୁଚି ଯାଉଥିଲେ।…

କଳାହାଣ୍ଡିର ଦୁର୍ନୀତିଗ୍ରସ୍ତ ୫ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର, ୨ ଅଧିକାରୀଙ୍କ ପେନ୍‌ସନ୍‌ ବନ୍ଦ

ଭବାନୀପାଟଣା, ୧୯।୮ (ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାରୁ ଦୁର୍ନୀତି ମୁକ୍ତ କରିବା ପାଇଁ ବର୍ତ୍ତମାନ ନୂଆ ଅଭିଯାନ ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଦୁର୍ନୀତିି ଅଭିଯୋଗରେ ଦୋଷୀସାବ୍ୟସ୍ତ ହୋଇଥିବା କଳାହାଣ୍ଡି ଜିଲାର ୫ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ବେଳେ…

ଶିକ୍ଷକଙ୍କ ବଦଳି ଶୁଣି ବିକଳରେ କାନ୍ଦିଲେ ଛାତ୍ରୀଛାତ୍ର: ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଭୋପାଳ,୧୯।୮: ସରକାରୀ ଚାକିରିରେ ବଦଳି ହେବା ଏକ ସାଧାରଣ ଘଟଣା। ତେବେ ମଧ୍ୟପ୍ରଦେଶ କଟନିରେ ଥିବା ଏକ ସ୍କୁଲରେ ଶିକ୍ଷକଙ୍କ ବଦଳି ଖବର ଶୁଣି ଛାତ୍ରୀଛାତ୍ର ସାର୍‌ଙ୍କୁ ଧରି ବିକଳରେ ବାହୁନି ବାହୁନି କାନ୍ଦିଥିଲେ। ସ୍ଥାନୀୟ ଖେମରଖେଡ଼ା ଅଞ୍ଚଳରେ ଥିବା ତିଲମନ୍‌…

ଏକଦିବସୀୟ ମ୍ୟାଚ୍‌ରେ ୧୦ ହଜାର ରନ ସହ ୧୦୦ ଉଇକେଟ, ୧୦୦ କ୍ୟାଚ୍‌ ନେଇଛନ୍ତି ବିଶ୍ୱର ଏହି ୬ ଖେଳାଳି

ବିଶ୍ୱରେ ଏମିତି କିଛି ଖେଳାଳି ଅଛନ୍ତି ଯେଉଁମାନଙ୍କ ରେକର୍ଡ ଭାଙ୍ଗିବା କଷ୍ଟକର। କିଛି ଖେଳାଳି କେବଳ ବ୍ୟାଟିଂରେ ନୁହେଁ, ବୋଲିଂ ଏବଂ ଫିଲ୍ଡିଂରେ ମଧ୍ୟ କ୍ରିକେଟ୍‌ ଜଗତରେ ପ୍ରସିଦ୍ଧି ହାସଲ କରିଛନ୍ତି। ସେହିଭଳି ୬ ଜଣ ଖେଳାଳି ଅଛନ୍ତି, ଯେଉଁମାନେ ଏକଦିବସୀୟ…

ନେଟ୍‌ ଜୋନ୍‌ରେ ଆର୍‌ପିଏଫ୍‌ ପକ୍ଷରୁ ଚଢ଼ାଉ, ନକଲି ରେଳ ଟିକେଟ ଜବତ

ଅତାବିରା,୧୯।୮(ଡି.ଏନ୍‌.ଏ.): ବରଗଡ଼ ଜିଲା ଅତାବିରା ଥାନା ଗୋଡ଼ଭଗା-ଲହଣ୍ଡା ରାସ୍ତା ପାଶର୍‌ବରେ ଥିବା ଏକ ନେଟ୍‌ ଜୋନ ଉପରେ ସୋମବାର ପୂର୍ବାହ୍ନରେ ବରଗଡ଼ ଆର୍‌ପିଏଫ୍‌ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉରେ ଉକ୍ତ ନେଟ୍‌ ଜୋନ୍‌ରୁ ନକଲି ରେଳ ଟିକେଟ ଆଦି ଜବତ ହୋଇଛି।…

ଉଛୁଳିଲାଣି ଯମୁନା: ଆସିପାରେ ସବୁଠାରୁ ବଡ଼ ବନ୍ୟା

ନୂଆଦିଲ୍ଲୀ,୧୯।୮: ଆଗକୁ ଅଛି ଜନ୍ମାଷ୍ଟମୀ। ହେଲେ ଏବେଠାରୁ ଉଛୁଳିଲାଣି ଯମୁନା। ଲଗାଣ ବର୍ଷା ଫଳରେ ଯମୁନା ନଦୀର ଜଳସ୍ତର ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଆଉ ଯମୁନା ଯହି ରୋଷ କରେ ତେବେ ୪୦ ବର୍ଷ ମଧ୍ୟରେ ରାଜଧାନୀ…

ଗଧ ଭାରି ବୁଦ୍ଧିଆ; ସ୍ମରଣ ଶକ୍ତି ବି ଅଧିକ ଥାଏ

ଓ୍ବାଶିଂଟନ୍‌,୧୯।୮: ଗଧ ଘୋଡ଼ା ପ୍ରଜାତିର ଉଚ୍ଚତାରେ ସବୁଠାରୁ ଛୋଟ ପ୍ରାଣୀ। ଗଧମାନେ ଭାରି ବୁଦ୍ଧିଆ। ସେମାନଙ୍କର ସ୍ମରଣ ଶକ୍ତି ଅଧିକ ରହିଥାଏ। ଅଧିକ ଦିନ ଧରି ସେମାନେ କୌଣସି କଥାକୁ ମନେ ରଖିପାରିଥାନ୍ତି ବୋଲି ଆମେରିକା ମେକ୍ସିକୋରେ ହୋଇଥିବା ଏକ ଗବେଷଣାରୁ…

ଗାଡ଼ିରେ ନୁହେଁ, ଉଡ଼ିଉଡ଼ି ଅଫିସ ଯାଇଥାନ୍ତି ଏହି ବ୍ୟକ୍ତି

ସାଧାରଣତଃ ଲୋକେ ଅଫିସକୁ ଗାଡ଼ିମୋଟରରେ ଯାଇଥାନ୍ତି। କିନ୍ତୁ ଜଣେ ଲୋକ ପ୍ରତିଦିନ ଉଡ଼ିଉଡ଼ି ଅଫିସ ଯାଇଥାନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଇଂଲଣ୍ଡର ଟମ୍‌-ପ୍ରାଇନୋ-ବ୍ରୁନ୍‌ ପ୍ରତିଦିନ ଉଡ଼ି କରି ଅଫିସ ଯାଇଥାନ୍ତି। କାରଣ ଟମ୍‌ କେତେଥର ଟ୍ରାଫିକ୍‌ରେ ଫସିବା ପରେ ଏମିତି…

ଅଯୋଧ୍ୟା ମାମଲା: ୮ମ ଦିନରେ ସୁପ୍ରିମ୍‌କୋର୍ଟରେ ହେଲାନି ଶୁଣାଣି

ନୂଆଦିଲ୍ଲୀ,୧୯।୮: ଅଯୋଧ୍ୟା ମାମଲାର ଶୁଣାଣି ୮ମ ଦିନରେ ବନ୍ଦ ରହିଛି। ସୋମବାର ୫ ଜଣିଆ ଖଣ୍ଡପୀଠ ମଧ୍ୟରୁ ବିଚାରପତି ଏସ୍‌.ଏ. ବୋବ୍‌ଦେ ଅନୁପସ୍ଥିତ ରହିବାରୁ ଶୁଣାଣି ବନ୍ଦ ରହିଛି। ଏହି ମାମଲାର ଶୁଣାଣି ପ୍ରତିଦିନ ଜାରି ରହିଥିବାବେଳେ ଅଗଷ୍ଟ ୧୬ରେ ରାମଲଲାଙ୍କ…

ପ୍ରେମ ସମ୍ପର୍କକୁ ନେଇ ମୁହଁ ଖୋଲିଲେ କେ.ଏଲ ରାହୁଲ

ଟିମ୍‌ ଇଣ୍ଡିଆର ଷ୍ଟାର୍‌ ଖେଳାଳି କେ.ଏଲ ରାହୁଲ କ୍ରିକେଟ ଅପେକ୍ଷା ନିଜ ପ୍ରେମକ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହୁଛନ୍ତି। ବଲିଉଡର ଅନେକ ଅଭିନେତ୍ରୀଙ୍କ ସହ ତାଙ୍କ ନାଁ ଯୋଡାଯାଇଛି। ନିକଟରେ ତାଙ୍କ ନାମ ସୁନୀଲ ସେଟ୍ଟୀଙ୍କ ଝିଅ ଆଥିଆ ସେଟ୍ଟୀଙ୍କ ସହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri