ପାକିସ୍ତାନକୁ ଶକ୍ତ ଝଟ୍କା: ୪୪୦ ନିୟୁତ ଡଲାର ସହାୟତା କମାଇଲା ଆମେରିକା
ନୂଆଦିଲ୍ଲୀ,୧୮ା୮: ଗୁରୁତର ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ପାକିସ୍ତାନକୁ ଆଉ ଏକ ବଡ଼ ଝଟକା ଲାଗିଛି। ଆମେରିକା ପାକିସ୍ତାନକୁ ଯୋଗାଉଥିବା ଆର୍ଥିକ ସହାୟତାକୁ ୪୪୦ ନିୟୁତ ଡଲାର ହ୍ରାସ କରିଛି। ପାକିସ୍ତାନ ବର୍ଦ୍ଧିତ ସହଭାଗିତା ରାଜିନାମା (ପିଇପିଏ),୨୦୧୦ ଅନୁଯାୟୀ ଆମେରିକା…
ଜମାକାରୀଙ୍କଠୁ ସୁନା ଜମା ରଖିପାରିବେ ବ୍ୟାଙ୍କ
ନୂଆଦିଲ୍ଲୀ,୧୮-୮: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ଶୁକ୍ରବାର ସୁନା ମୁଦ୍ରୀକରଣ ଯୋଜନା,୨୦୧୫ର ନିୟମକୁ କୋହଳ କରିଛନ୍ତି। ନୂତନ ନିୟମ ଅନୁଯାୟୀ, ଜମାକାରୀ ନିଜର ଗଚ୍ଛିତ ସୁନାକୁ ବ୍ୟାଙ୍କ, ରିଫାଇନର କିମ୍ବା କଲେକ୍ସନ ଓ ପିଓରିଟି ଟେଷ୍ଟିଙ୍ଗ ସେଣ୍ଟର(ସିପିଟିସି)ରେ ଜମା କରିପାରିବେ। ପୂର୍ବରୁ ଏହି…
ଲୋକଙ୍କ ପାଖରେ ପହଞ୍ଚିଲା ଲୋକାୟୁକ୍ତ
ବ୍ରହ୍ମପୁର ଅଫିସ,୧୮ା୮-ଗଞ୍ଜାମ ଜିଲା ଆଇନ ସେବା ପ୍ରାଧିକରଣ (ଡିଏଲଏସ୍ଓ) ତରଫରୁ ହିଲପାଟଣାସ୍ଥିତ ସାଂସ୍କୃତିକ ଭବନରେ ଶନିବାର ଲୋକାୟୁକ୍ତ ଆଇନ-୨୦୧୪କୁ ନେଇ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟବକ୍ତା ଭାବେ ଓଡ଼ିଶା ଲୋକାୟୁକ୍ତ ସଦସ୍ୟ (ବିଚାରପତି) ଜଷ୍ଟିସ୍ ବି.କେ.…
ଦୁଆରେ ପେଟ୍ରୋଲ ପହଞ୍ଚାଇବେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ; ଡିଜେଲ ଯୋଗାଣ ଆଉ ୨୦ ସହରକୁ ବ୍ୟାପିବ
ନୂଆଦିଲ୍ଲୀ,୧୮ -୮: ଦେଶର ୩୫ ସହରରେ ଘର ଦୁଆରେ ଡିଜେଲ ଯୋଗାଣରେ ସଫଳତା ହାସଲ ପରେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକ ଆଗାମୀ ଦିନରେ ପେଟ୍ରୋଲ ଯୋଗାଇବାକୁ ସ୍ଥିର କରିଛନ୍ତି। ସେହିପରି ଡିଜେଲ ଯୋଗାଣକୁ ଆହୁରି ୨୦ ସହରକୁ ବୃଦ୍ଧି କରିବାକୁ ନିଷ୍ପତ୍ତି…
ଦୀପାବଳି ସୁଦ୍ଧା ସୁନା ୪୦ ହଜାର ଛୁଇଁବ
ନୂଆଦିଲ୍ଲୀ,୧୮ -୮: ବିଶ୍ୱରେ ଭୂ-ରାଜନୈତିକ ଓ ବାଣିଜ୍ୟ ଯୁଦ୍ଧ କାରଣରୁ ସୁନା ଦର ହୁହୁ ହୋଇ ବଢ଼ିବାରେ ଲାଗିଛି। ଦୀପାବଳି ସୁଦ୍ଧା ସୁନା ଦର ପ୍ରତି ୧୦ ଗ୍ରାମ ୪୦ ହଜାର ଟଙ୍କା ଛୁଇଁବ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି। ସାଧାରଣତଃ…
ଆଇଏଲ୍ଆଣ୍ଡଏଫ୍ଏସ୍ ଦୁର୍ନୀତି: ୫୭୦ କୋଟି ଜବତ;ପ୍ରଥମଥର ଚାର୍ଜଶିଟ୍ ଫାଇଲ କଲା ଇଡି
ନୂଆଦିଲ୍ଲୀ,୧୮-୮: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଇଏଲ୍ଆଣ୍ଡଏଫ୍ଏସ୍ ମାମଲାରେ ପ୍ରଥମଥର ଚାର୍ଜଶିଟ୍ ଦାଖଲ କରିଛି। ଏହି ମାମଲାରେ ଇଡି ୫୭୦ କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରିଥିବା ଶନିବାର ପ୍ରକାଶ କରିଛି। ଯାଞ୍ଚ ଏଜେନ୍ସି ପକ୍ଷରୁ ଦାଏର ଚାର୍ଜଶିଟ୍ରେ ଆଇଏଲ୍ଆଣ୍ଡଏଫ୍ଏସ୍ ଗ୍ରୁପ୍ କମ୍ପାନୀଙ୍କ କେତେକ…
କାମରେ ଲାଗୁନି କ୍ରସ ବନ୍ଧ
କେନ୍ଦୁଝର, ୧୮ା୮ (ସ୍ବ.ପ୍ର.) କୃଷିର ବିକାଶ ପାଇଁ ଜଳସେଚନର ବିକାଶ କରାଯାଉଛି ା ତେବେ ଜଳସେଚନ ପାଇଁ ବହୁ ଟଙ୍କା ବ୍ୟୟରେ ବିଭିନ୍ନ ନାଳ ଓ ନଦୀରେ କ୍ରସ ବନ୍ଧ ନିର୍ମାଣ କରାଯାଉଥିଲେ ହେଁ ସେସବୁ କାମରେ ଲାଗୁ ନ ଥିବାରୁ…
ରାଜ୍ୟର ଗୌରବ ପ୍ରମୋଦ
ଭୁବନେଶ୍ୱର,୧୮।୮(ସ୍ପୋଟର୍ସ ବ୍ୟୁରୋ)- ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି। ସେ ଅର୍ଜୁନ ପୁରସ୍କାର ପାଇବା ଲାଗି ମନୋନୀତ ହୋଇଛନ୍ତି। ରାଜ୍ୟ ଲାଗି ପୂର୍ବରୁ ଏକାଧିକ ଖେଳାଳି ଅର୍ଜୁନ ପୁରସ୍କାର ପାଇଛନ୍ତି। ତେବେ ପାରା ଆଥଲେଟ ହିସାବରେ…
ଅଭ୍ୟାସ ମ୍ୟାଚ୍: ପୂଜାରାଙ୍କ ଶତକ
ଆଣ୍ଟିଗୁଆ,୧୮।୮(ପି.ଟି.)- ସ୍ଥାନୀୟ କୁଲିଜ କ୍ରିକେଟ ଗ୍ରାଉଣ୍ଡରେ ଓ୍ବେଷ୍ଟଇଣ୍ଡିଜ ଏ ଓ ଭ୍ରମଣକାରୀ ଭାରତ ମଧ୍ୟରେ ଏକ ୩ ଦିନିକିଆ ଅଭ୍ୟାସ ମ୍ୟାଚ୍ ଶନିବାର ଆରମ୍ଭ ହୋଇଛି। ଟସ୍ ଜିତି ଭାରତ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଦିବସ ଚା’ପାନ ବିରତି…
ପ୍ଲାଷ୍ଟିକ୍ କପ୍ରେ ଚା’ ପିଉଥିଲେ ହୁଅନ୍ତୁ ସାବଧାନ…
କେତେକଙ୍କର ଚା’ ପିଇବା ଅଭ୍ୟାସ ଥାଏ। ତେବେ ବାହାରେ ପ୍ଲାଷ୍ଟିକ୍ କପ୍ରେ ଚା’ ପିଉଥିଲେ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ। କାରଣ ଏହା ମଧ୍ୟରେ ଥିବା ପ୍ଲାଷ୍ଟିକ୍ କୋଟିଂ ତାପମାତ୍ରା ଯୋଗୁ ଏକ ପ୍ରକାର ପ୍ରତିକ୍ରିୟା କରିଥାଏ। ଏଥିରୁ ସୃଷ୍ଟି ହେଉଥିବା…
ତ୍ୱଚାରେ ରହିଛି ପେନ୍ ରାଡାର୍
ସ୍ବିଡେନର କାରୋଲିନ୍ସ୍କା ଇନ୍ଷ୍ଟିଚ୍ୟୁଟର ବୈଜ୍ଞାନିକମାନେ ଶରୀରର ଯନ୍ତ୍ରଣାକୁ ଅନୁଭବ କରିପାରୁଥିବା ତ୍ୱଚାର ଏକ ସୂକ୍ଷ୍ମ ଉପାଦାନ ଠାବ କରିଛନ୍ତି । ଏହାକୁ ବୈଜ୍ଞାନିକମାନେ କହୁଛନ୍ତି ପେନ୍ ରାଡାର । ନେଟ୍(ଜାଲ) ଆକାରରେ ତ୍ୱଚା ମଧ୍ୟରେ ରହିଥିବା ଏହି ଉପାଦାନ ଗ୍ଲିଆଲ ସେଲ୍…
ନାବାଳିକାଙ୍କୁ ଅସଦାଚରଣ ମାମଲା : ଗିରଫ ଅଭିଯୁକ୍ତ କୋର୍ଟରୁ ଫେରାର
ରୂପ୍ସା, ୧୭ା୮(ଡ଼ି.ଏନ.ଏ.): ବାଲେଶ୍ୱର ଜିଲା ସିଂଲା ଥାନା ଅଞ୍ଚଳର ଏକ ନାବାଳିକାଙ୍କୁ ଅସଦାଚରଣ ମାମଲାରେ ଗିରଫ ହୋଇଥିବା ନିମାଇଁ ଦଳାଇ ନାମକ ଯୁବକ ଶନିବାର କୋର୍ଟ ପରିସରରେ ପୋଲିସ ହେପାଜତ୍ରୁ ଫେରାର ହୋଇଯାଇଛନ୍ତି। ତାଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ଆଇଆଇସି…
Archives


