Home

ଅଯୋଧ୍ୟା ମାମଲା: ବିବାଦୀୟ ସ୍ଥଳରେ ପୂର୍ବରୁ ଥିଲା ରାମମନ୍ଦିର

ନୂଆଦିଲ୍ଲୀ,୨୦।୮: ଅଯୋଧ୍ୟା ମାମଲାର ଶୁଣାଣି ମଙ୍ଗଳବାର ସୁପ୍ରିମ୍‌କୋର୍ଟରେ ପୁଣି ଆରମ୍ଭ ହୋଇଛି। ରାମଲଲାଙ୍କ ପକ୍ଷରୁ ଆଇନଜୀବୀ ସି.ଏସ୍‌. ବୈଦନାଥନ୍‌ କହିଥିଲେ ଯେ, ବିବାଦୀୟ ସ୍ଥଳରେ ପୂର୍ବରୁ ରାମମନ୍ଦିର ଥିଲା। ୧୯୯୨ ଡିସେମ୍ବର ୬ରେ ବିବାଦୀୟ ନିର୍ମାଣର ଭଙ୍ଗା ସମୟରେ ଏଠାରୁ ମିଳିଥିବା…

ବସ ଚଳାଚଳ ଦାବିରେ ଉପଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ

ବ୍ରହ୍ମପୁର ଅଫିସ,୨୦।୮: ଗଞ୍ଜାମ ଜିଲା ଜଗଦଳପୁର, ନିମଖଣ୍ଡି ଲୋଚାପଡା ଅଞ୍ଚଳକୁ ଟାଉନ୍‌ ବସ୍‌ ଚଳାଚଳ ନେଇ ଅଞ୍ଚଳବାସୀ ଦାବି କରିଛନ୍ତି। ଏ ନେଇ ଗ୍ରାମବାସୀ ବ୍ରହ୍ମପୁର ଉପଜିଲାପାଳ ସିନ୍ଦେ ଦତାତ୍ରୟ ଭାଉସାହେବଙ୍କୁ ସାକ୍ଷାତକରି ମଙ୍ଗଳବାର ଦାବିପତ୍ର ପ୍ରଦାନ କରିଛନ୍ତି । ବ୍ରହ୍ମପୁର…

କେନ୍ଦୁଝରରେ ଡବଲ ମର୍ଡର: ଅନ୍ଧବିଶ୍ୱାସରୁ ହତ୍ୟାକାଣ୍ଡ

କେନ୍ଦୁଝର,୨୦।୮(ସ୍ବ.ପ୍ର.): ଅନ୍ଧବିଶ୍ୱାସରୁ ହତ୍ୟାକାଣ୍ଡ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲାରେ। ଗୁଣିଗାରେଡ଼ି କରୁଥିବା ସନ୍ଦେହରେ କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ନୟାଗଡ଼ ମୁଣ୍ଡା ସାହିରେ ଡବଲ ମର୍ଡର ହୋଇଛି। ସଂଘବଦ୍ଧ ଭାବେ ଏହି ହତ୍ୟା କରାଯାଇଛି, ଯାହାକୁ…

ରାଗିଲେ ଦିଦି: ୪ଶହ ଲୋକଙ୍କ ପାଇଁ ୨ ଶୌଚାଳୟ

କୋଲକାତା,୨୦।୮: ଆଲୋଚନା ହେଉଛି ଏବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ପଡିଲାଣି ଷ୍ଟ୍ରାଟେଜି ମେକର ପ୍ରଶାନ୍ତ କିଶୋରଙ୍କ ଇଫେକ୍ଟ। କାରଣ ପ୍ରଶାନ୍ତ ଆସିଲେ ‘ଦିଦି କେ ବୋଲ୍‌’ମାଧ୍ୟମରେ ମମତାକୁ ବଦଳାଇବେ ବୋଲି ଅନୁମାନ କରାଯାଉଥିଲା। ଆଉ ଏବେ ଏହା ଦେଖିବାକୁ…

ତିକ୍ତତା ଭିତରେ ଆଜି ଭାରତର ଜ୍ୱାଇଁ ହେବେ ପାକିସ୍ତାନ କ୍ରିକେଟର ହସନ ଅଲ୍ଲୀ

ଜମ୍ମୁ-କଶ୍ମୀର ବିଭାଜନ ଓ ଧାରା ୩୭୦ର ଉଚ୍ଛେଦ ନେଇ ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ଆହୁରି ବଢିବାରେ ଲାଗିଛି। ଏସବୁ ଭିତରେ ଉଭୟ ଦେଶର ଲୋକଙ୍କ ପାଇଁ ଏକ ଖୁସି ଖବର ରହିଛି। ପାକିସ୍ତାନର ଦମଦାର ବୋଲର୍‌ ହସନ ଅଲ୍ଲୀ ମଙ୍ଗଳବାର ଭାରତର…

ଓଡଗାଁ, ରଣପୁର ପୋଲିସର ମିଳିତ ଚଢ଼ାଉ: ୨ ଅଟକ; ଗାଡ଼ି, ମାଉଜର, ଜୀବନ୍ତ ବୋମା ଜବତ

ରଣପୁର, ୨୦।୮(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ନୂଆ ସୁକଲ ଗ୍ରାମରେ ଓଡଗାଁ ଓ ରଣପୁର ପୋଲିସ ସୋମବାର ରାତ୍ରରେ ମିଳିତ ଭାବେ ଚଢ଼ାଉକରି ଦୁଇ ଆନ୍ତଃରାଜ୍ୟ ଡକାୟତଙ୍କୁ କାବୁ କରିଛି। ସେମାନଙ୍କୁ ରଣପୁର ଥାନାରେ ଅଟକରଖି ପୋଲିସ ପଚରାଉଚରା ଚଳାଇଛି।…

ଦବିଲା ପରମହଂଶ ନିକଟ ମାଛଗାଁ କେନାଲ ବନ୍ଧ: ମରାମତି କାର୍ଯ୍ୟ ଆରମ୍ଭ

କଟକ ସଦର, ୧୯।୮(ଡି.ଏନ୍‌.ଏ.): କଟକ ମାଛଗାଁ କେନାଲର ପରମହଂସ ନିକଟ ବାମପାର୍ଶ୍ୱ ବନ୍ଧଟି ସୋମବାର ରାତିରେ ହଠାତ୍‌ ଦବିଯାଇଥିଲା। ଫଳରେ ଜଗତ୍‌ସିଂହପୁର ଜଳ ସେଚନ ଡିଭିଜନର ଯନ୍ତ୍ରୀମାନେ ଘଟଣାସ୍ଥଳରେ ପହଞ୍ଚି ବିରିବାଟୀ ଲକ୍‌ ନିକଟରେ ଜଳ ପ୍ରବାହକୁ ହ୍ରାସ କରିଥିଲେ। ତେଣୁ…

ନିୟନ୍ତ୍ରଣ ରେଖାରେ ପାକିସ୍ତାନୀ ଡ୍ରୋନ୍‌: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଶ୍ରୀନଗର,୨୦।୮: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଏବେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଆର.ଏସ୍‌.ପୁରା ସେକ୍ଟରରେ କିଛି ସମୟ ପାଇଁ ଭାରତୀୟ ସୀମା ଭିତରକୁ ପ୍ରବେଶ କରିଥିବା ଏକ ପାକିସ୍ତାନୀ ଡ୍ରୋନ୍‌କୁ ନେଇ ନିୟନ୍ତ୍ରଣ ରେଖାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି…

ଡ୍ୟାନ୍ସିଂ ଡାକ୍ତରଙ୍କ ଭିଡିଓ ଭାଇରାଲ

ବିଶାଖାପଟନମ୍‌,୨୦।୮:ପ୍ରତିଭା ଆଗରେ ହାର୍‌ ମାନିଲା ବୟସ। ପରିଣତ ବୟସରେ ପହଞ୍ଚିି ମଧ୍ୟ ଏପରି ଡ୍ୟାନ୍ସ କରିଛନ୍ତି ଜଣେ ବ୍ୟକ୍ତି, ଯେ କି ରାତାରାତି ପାଲଟିଯାଇଛନ୍ତି ସୋସିଆଲ ମିଡିଆର ଷ୍ଟାର। ବ୍ୟକ୍ତି ଜଣକ ହେଉଛନ୍ତି ବିଶାଖାପଟନମର ଜଣେ ଡାକ୍ତର ଜି.ସୂର୍ଯ୍ୟନାରାୟଣ। ସ୍ବାଧୀନତା ଦିବସରେ…

କର୍ନାଟକ ମନ୍ତ୍ରିମଣ୍ଡଳର ହେଲା ସମ୍ପ୍ରସାରଣ

ବେଙ୍ଗାଲୁରୁ,୨୦।୮: କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପାଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ମଙ୍ଗଳବାର କରାଯାଇଛି। ଏଥିରେ ୧୭ ଜଣ ମନ୍ତ୍ରୀଭାବେ ଶପଥ ଗ୍ରହଣ କରିଛନ୍ତି। ଜୁଲାଇ ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ୟେଦୁରପ୍ପା ପ୍ରାୟ ୨୪ ଦିନ ପରେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ…

ଚନ୍ଦ୍ରର କକ୍ଷପଥରେ ସଫଳତାର ସହ ପ୍ରବେଶ କଲା ଚନ୍ଦ୍ରୟାନ-୨

ଶ୍ରୀହରିକୋଟା,୨୦।୮: ଚନ୍ଦ୍ରୟାନ-୨ ମଙ୍ଗଳବାର ଭାରତୀୟ ସମୟ ପୂର୍ବାହ୍ନ ୯ଟା ୨ରେ ଚନ୍ଦ୍ରର କକ୍ଷପଥରେ ସଫଳତାର ସହିତ ପ୍ରବେଶ କରିଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ପକ୍ଷରୁ ଏନେଇ ସୂଚନା ପ୍ରଦାନ କରାଯାଇଛି। ଚନ୍ଦ୍ରୟାନ-୨ରେ ଥିବା ମୋଟରକୁ ଫାୟାରିଂ କରିବା ପରେ…

ବିବାହ କରିବାକୁ ଯାଉଛନ୍ତି ଆଦିତ୍ୟ ରୟ କପୁର

ବଲିଉଡର ଆଉ ଜଣେ ଅଭିନେତା ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଆଶିକ୍‌-୨ ଫେମ୍‌ ଆଦିତ୍ୟ ରୟ କପୁର ଗର୍ଲଫ୍ରେଣ୍ଡ୍‌ ଦିଭା ଧାଓ୍ବନଙ୍କ ବିବାହ କରିବାକୁ ଯାଉଛନ୍ତି। ଉଭୟଙ୍କ ବିବାହ ୨୦୨୦ ଆରମ୍ଭରେ ଅନୁଷ୍ଠିତ ହେବ। ଏହାପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri