ଜେଜେମା’ଙ୍କ ନିଷ୍ଠୁରତା, ପଡୋଶୀ ଘରେ ଖାଇବାରୁ ମା’ଛେଉଣ୍ଡ ନାତୁଣୀଙ୍କୁ ନିର୍ଦ୍ଧୁମ୍ ପିଟିଲେ
ବନ୍ତଳା, ୪।୮(ଡି.ଏନ.ଏ): ଜେଜେମା’ଙ୍କ ନିଷ୍ଠୁରତା। ପଡୋଶୀ ଘରେ ଯାଇ ଖାଇବାରୁ ତିନି ବର୍ଷର ଶିଶୁ କନ୍ୟାକୁ ଜେଜେମା ମାଡ଼ ମାରି ଘର ଭିତରେ ରଖି ତାଲା ପକାଇବା ଖବର ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ଅନୁଗୋଳ ଜିଲା ବନ୍ତଳା ଥାନା ଗଡ଼…
ଡେଙ୍ଗୁ ଭଲ କରେ ଅମୃତଭଣ୍ଡା ପତ୍ର ଜୁସ୍
ବର୍ଷାଋତୁରେ ଡେଙ୍ଗୁ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ତଥା ଭୟ ରହିଥାଏ। ଏପରିକି ବେଳେବେଳେ ଡେଙ୍ଗୁ ଜୀବନ ମଧ୍ୟ ନେଇଯାଇଥାଏ। ତେବେ ଏହି ମାରାତ୍ମକ ରୋଗରୁ ମୁକ୍ତି ପାଇବା ପାଇଁ ଘରୋଇ ଉପଚାର କଲେ ଫାଇଦା ମିଳିଥାଏ। ଜାଣନ୍ତୁ ଏହାର ଲକ୍ଷଣ ଏବଂ…
ମେଟଲ୍ ମିଟ୍ ଗ୍ରାଣ୍ଡ ଫିନାଲେ : ରାଉଣ୍ଡ ‘ଟିକ୍ଟାକ୍ଟୋ’ରେ ବାଜିମାରିଲା ୟୁନିଟ୍-୮ ଡିଏଭି
ଭୁବନେଶ୍ୱର,୪।୮(ବ୍ୟୁରୋ): ମେଟଲ୍ ମିଟ୍ ଜୁନିୟର ଗ୍ରୁପ୍ ଗ୍ରାଣ୍ଡ ଫିନାଲେ ଦ୍ୱିତୀୟ ରାଉଣ୍ଡ ତଥା ରାଉଣ୍ଡ୍ ‘ଟିକ୍ଟାକ୍ଟୋ’ରେ ବାଜି ମାରିଛି ୟୁନିଟ୍-୮ ଡିଏଭି ପବ୍ଲିକ୍ ସ୍କୁଲ୍। ସର୍ବାଧିକ ୭୩ ସ୍କୋର୍ କରି ଆଗରେ ରହିଛି ୟୁନିଟ୍-୮ ଡିଏଭି। ତେବେ ମଦର୍ସ ପବ୍ଲିକ୍ସ୍କୁଲ୍ସେହି ୭୦ରେ…
ଜୋତା କିଣିବାକୁ ଟଙ୍କା ନ ଥିଲା, ଏବେ ଭାରତ ପାଇଁ ଆଣିଲେ ସଫଳତା
ଲଡରହିଲ,୪।୮:ବିଶ୍ୱକପ ବିପର୍ଯ୍ୟୟ ପରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ସିରିଜର ପ୍ରଥମ ମ୍ୟାଚ ଖେଳି ବିଜୟ ହାସଲ କରିଛି। ଏହି ମ୍ୟାଚରେ ଭାରତ ପାଇଁ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଖେଳି ବେଶ ଚମତ୍କାର ପ୍ରଦର୍ଶନ କରିଥିବା ଯୁବ ଦ୍ରୁତ…
ମେଟଲ୍ ମିଟ୍ ଗ୍ରାଣ୍ଡ ଫିନାଲେ ଜୁନିୟର ଗ୍ରୁପ୍ ରାଉଣ୍ଡ-୧: ଆଗରେ ମଦର୍ସ ପବ୍ଲିକ ସ୍କୁଲ
ଭୁବନେଶ୍ୱର,୪।୮(ବ୍ୟୁରୋ): ମେଟଲ୍ ମିଟ୍-୨୦୧୯ ଜୁନିୟର ଗ୍ରୁପ୍ ଗ୍ରାଣ୍ଡ ଫିନାଲେର ରାଉଣ୍ଡ-୧ ଏହା ମଧ୍ୟରେ ଶେଷ ହୋଇଛି। ଏହି ‘ଇନ୍ଫିନାଇଟ୍’ ରାଉଣ୍ଡରେ ୧୬ଟି ପ୍ରଶ୍ନ ରହିଥିବା ବେଳେ ଏଥିରେ ସର୍ବାଧିକ ୭୦ ସ୍କୋର୍ କରି ଆଗରେ ରହିଛି ଭୁବନେଶ୍ୱରର ମଦର୍ସ ପବ୍ଲିକ୍ ସ୍କୁଲ।…
ସିଲିକନ ଭ୍ୟାଲି ଡବ୍ଲ୍ୟୁଟିଏ : ଝେଙ୍ଗ୍- ସାବାଲେଙ୍କା ଫାଇନାଲ
କାର୍ଲିଫର୍ନିଆ,୪।୮: ଏଠାରେ ଚାଲିଥିବା ସିଲିକନ ଭ୍ୟାଲି ଡବ୍ଲ୍ୟୁଟିଏ ଟୁର୍ନାମେଣ୍ଟରେ ଚାଇନାର ଝେଙ୍ଗ୍ ସାଇସାଇ ଫାଇନାଲରେ ପ୍ରବେଶ କରିଛନ୍ତି। ବିଶ୍ୱର ଏହି ୫୫ ନମ୍ବର ଅଣସିଡ ଖେଳାଳି ଶନିବାର ସେମିଫାଇନାଲରେ ଗ୍ରୀସ୍ର ସପ୍ତମ ସିଡ ଖେଳାଳି ମାରିଆ ସାକାରିଙ୍କୁ ୭-୬, ୬-୨ ସେଟରେ…
୫ ପ୍ୟାକେଟ ବ୍ରାଉନସୁଗାର ଜବତ, ୫ ଗିରଫ
ରଣପୁର,୪।୮(ସ୍ବ.ପ୍ର.) : ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ନୟାଗଡ଼ ଜିଲାର ରଣପୁର ଥାନା ପୋଲିସ ରଣପୁର ବଜାର, ବିଭିନ୍ନ ସାହି, ମଣିନାଗ ପୀଠ ଓ ବ୍ଲକ ଅଞ୍ଚଳରେ ରବିବାର ଚଢ଼ାଉ ଜାରିରଖିଛି। ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ପୋଲିସ ରଣପୁର ସୁଆରସାହିର ବାପି ଖଟେଇ(୩୨)…
ଥାଇଲାଣ୍ଡ ଓପନ୍ ବ୍ୟାଡମିଣ୍ଟନ୍ : ସାତ୍ତ୍ୱିକ୍- ଚିରାଗଙ୍କୁ ଡବଲ୍ଡ ଟାଇଟଲ
ବ୍ୟାଙ୍କକ୍,୪।୮: ଥାଇଲାଣ୍ଡ ଓପନ୍ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟରେ ଭାରତ ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ ଡବଲ୍ସ ଟାଇଟଲ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ପ୍ରଥମ ଭାରତୀୟ ଯୋଡି ଭାବେ ଏହି ଦୁଇ ଖେଳାଳି କୌଣସି ବିଡବ୍ଲ୍ୟୁଏଫ୍ ସୁପର ୫୦୦ ବ୍ୟାଡମିଣ୍ଟନ…
ହାତୀ ଉପଦ୍ରବ : ଫସଲ ଖାଇଲା, ଘର ଭାଙ୍ଗିଲା
ବଡ଼ଗାଁ,୪।୮(ଡି.ଏନ୍.ଏ.) : ସୁନ୍ଦରଗଡ଼ ଜିଲା ବଡ଼ଗାଁ ବନଖଣ୍ଡ ଅଧୀନରେ ମାସେ ହେଲା ରହି ଆସୁଥିବା ହାତୀପଲ ମଧ୍ୟରୁ ଗୋଟିଏ ହାତୀ ଶନିବାର ରାତିରେ ଉପଦ୍ରବ ଘଟାଇଛି। ବିଳମ୍ବିତ ରାତିରେ କୁସୁମଡେଗୀ ନିକଟ ପାହାଡ଼ ଟୋଲିର ବିନୁ ଟପ୍ପୋ ଓ ଜନୁ ଟପ୍ପୋଙ୍କ…
୨୪ ଘଣ୍ଟା ମଧ୍ୟରେ ଆମେରିକାରେ ଦୁଇଟି ବଡ ଧରଣର ଗୁଳିକାଣ୍ଡ
ଓହିଓ,୪।୮: ଆମେରିକାର ଓହିଓରେ ହୋଇଥିବା ଦ୍ୱିତୀୟ ଗୁଳିକାଣ୍ଡରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଗୁଳିକାଣ୍ଡ ଘଟାଇଥିବା ବ୍ୟକ୍ତିଙ୍କର ମଧ୍ୟ ଏଥିରେ ମୃତ୍ୟୁ ହୋଇଥିବା କୁହାଯାଉଛି। ଏଥିରେ ଅନ୍ୟ ୧୬ ଆହତ ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି…
ଆଜି ଶ୍ରାଦ୍ଧବାର୍ଷିକୀ: ଉତ୍କଳ ସମ୍ମିଳନୀ ପକ୍ଷରୁ ନନ୍ଦିନୀ ଶତପଥୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ
ଭୁବନେଶ୍ୱର,୪।୮(ବ୍ୟୁରୋ): ଓଡ଼ିଶାର ପ୍ରଥମ ତଥା ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଶ୍ରାଦ୍ଧଦିବସ ଉପଲକ୍ଷେ ଉତ୍କଳ ସମ୍ମିଳନୀ ପକ୍ଷରୁ ରାଜଭବନ ନିକଟସ୍ଥ ଏଲ୍ଆଇସି ଛକରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଶାଖା ସଭାପତି ଦିଲ୍ଲୀପ ଦାଶବର୍ମାଙ୍କ ସଭାପତିତ୍ୱରେ ସମ୍ମିଳନୀର…
ମୋଦିଙ୍କ ମାନବିକତା ଗଲା କୁଆଡ଼େ ପ୍ରଶ୍ନ କଲେ ମେହବୁବା
ଶ୍ରୀନଗର, ୪।୮: ଜମ୍ମୁ-କଶ୍ମୀରରେ ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଅଜଣା ଆତଙ୍କ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି। ରାଜ୍ୟରେ ସୃଷ୍ଟି ହୋଇଥିବା ଏଭଳି ସ୍ଥିତି ଲାଗି ମୋଦି ହିଁ ଦାୟୀ ବୋଲି ସେ…
Archives


