ସୋମବାର ମୋଦିଙ୍କ ବାସଭବନରେ କ୍ୟାବିନେଟ୍ ବୈଠକ
ନୂଆଦିଲ୍ଲୀ,୪।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ସୋମବାର କ୍ୟାବିନେଟ୍ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି। ପୂର୍ବାହ୍ନ ୯ଟା ୩୦ରେ ମୋଦିଙ୍କ ୭ କଲ୍ୟାଣ ମାର୍ଗ ସ୍ଥିତ ବାସଭବନରେ ଏହି ବୈଠକ ବସିବ। ଏହା ସହିତ ସୁରକ୍ଷା କମିଟି ବୈଠକ ଏବଂ ସଂସଦୀୟ…
ମେଟଲ୍ ମିଟ୍-୨୦୧୯: ଗ୍ରାଣ୍ଡ ଫିନାଲେ ଆରମ୍ଭ
ଭୁବନେଶ୍ୱର,୪।୮(ବ୍ୟୁରୋ): ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ’ ପକ୍ଷରୁ ଆୟୋଜିତ ମେଗା କୁଇଜ୍ ଇଭେଣ୍ଟ ‘ମେଟଲ୍ ମିଟ୍-୨୦୧୯’ର ଗ୍ରାଣ୍ଡ ଫିନାଲେ ହୋଟେଲ ସ୍ବସ୍ତି ପ୍ରିମିୟମ୍ଠାରେ ରବିବାର ଆରମ୍ଭ ହୋଇଛି। ପ୍ରଥମେ ଜୁନିୟର ବିଭାଗର ଟପ୍-୮ଟି ଟିମ୍ ଫିନାଲେ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୋଇଛନ୍ତି।…
କ୍ୱାରସମ୍ର ସଫଳ ପରୀକ୍ଷଣ
ନୂଆଦିଲ୍ଲୀ/ବାଲେଶ୍ୱର,୪।୮: ଓଡ଼ିଶା ବାଲେଶ୍ୱରର ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ଘାଟିରୁ କ୍ୱାରସମ୍ (କୁଇକ୍ ରିଆକସନ୍ ସର୍ଫେସ୍-ଟୁ-ଏୟାର ମିଜାଇଲ୍)ର ସଫଳ ପରୀକ୍ଷଣ ହୋଇଛି। ରବିବାର ପୂର୍ବାହ୍ନ ୧୧ଟା ୫ରେ ଏହି ପରୀକ୍ଷଣ କରାଯାଇଛି। ଏହୀ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୩୦ କିଲୋମିଟର। ଏହା ଭୂପୃଷ୍ଠରୁ ଆକାଶକୁ…
ମହାପୁରୁଷ ଅଚ୍ୟୁତାନନ୍ଦ ପୀଠରୁ ପୋଲିସ ପରିଚୟ ଦେଇ ଭକ୍ତଙ୍କୁ ଉଠାଇନେଲେ ଅଜଣା ଲୋକ
ନିଶ୍ଚିନ୍ତକୋଇଲି,୪।୮(ସ୍ବ.ପ୍ର.): କଟକ ଜିଲା ନେମାଳ ଥାନା ଅଧିନସ୍ଥ ମହାପୁରୁଷ ଅଚ୍ୟୁତାନନ୍ଦ ପୀଠ ନିକଟରୁ ଜଣେ ଭକ୍ତଙ୍କୁ ପୋଲିସ ପରିଚୟ ଦେଇ ଏକ ସ୍କର୍ପିଓ ଗାଡ଼ିରେ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ରବିବାର ପୂର୍ବାହ୍ନରେ ଭୁବନେଶ୍ୱରରୁ ଶୁଭେନ୍ଦୁ ମହାପାତ୍ର ପରିବାର ସହ…
ଶାହଙ୍କ ଉଚ୍ଚସ୍ତରୀୟ ବୈଠକ: ଜମ୍ମୁ-କଶ୍ମୀର ସ୍ଥିିତି ଉପରେ ଆଲୋଚନା
ନୂଆଦିଲ୍ଲୀ,୪।୮: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ରବିବାର ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇ ଜମ୍ମୁ-କଶ୍ମୀର ସ୍ଥିତି ଉପରେ ଆଲୋଚନା କରିଛନ୍ତି। ସଂସଦ ଭବନ ପରିସରରେ ହୋଇଥିବା ଏହି ବୈଠକରେ ସୁରକ୍ଷା ପରାମର୍ଶ ଦାତା ଅଜିତ୍ ଡୋଭାଲ, ଆଇବି ମୁଖ୍ୟ ସାମନ୍ତ କୁମାର, ସ୍ବରାଷ୍ଟ୍ର ସଚିବ…
ଚନ୍ଦ୍ରାୟନ-୨ ପଠାଇଲା ପୃଥିବୀର ଫଟୋ: ସୋସିଆଲ୍ ମିଡ଼ିଆରେ ଇସ୍ରୋ ପକ୍ଷରୁ କରାଗଲା ଶେୟାର
ଶ୍ରୀହରିକୋଟା,୪।୮: ଚନ୍ଦ୍ରାୟନ-୨ ମହାକାଶରୁ ପୃଥିବୀର ପ୍ରଥମ ଫଟୋ ପଠାଇଛି। ଏହାକୁ ଇସ୍ରୋ ପକ୍ଷରୁ ବିଭିନ୍ନ ସୋସିଆଲ୍ ମିଡ଼ିଆରେ ଶେୟାର କରାଯାଇଛି। ଚନ୍ଦ୍ରାୟନ-୨ ସେପ୍ଟେମ୍ବର ୬ରେ ଚନ୍ଦ୍ରର ଦକ୍ଷିଣ ପାର୍ଶ୍ୱରେ ଅବତରଣ କରିବ। ସେଠାରେ ଏହା ଚନ୍ଦ୍ରପୃଷ୍ଠ ସମ୍ପର୍କରେ ବିଶଦ ତଥ୍ୟ ଇସ୍ରୋକୁ…
ଟି୨୦: ଭାରତ ପାକିସ୍ତାନ ବିଶ୍ୱ ରେକର୍ଡର ସମକକ୍ଷ
ନୂଆଦିଲ୍ଲୀ, ୪।୮(ପି.ଟି.): ଶନିବାର ଫ୍ଲୋରିଡାରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍ରେ ଓ୍ବେଷ୍ଟଇଣ୍ଡିଜକୁ ୪ ଉଇକେଟରେ ପରାସ୍ତ କରିବା ପରେ ଭାରତ ପାକିସ୍ତାନ ହାସଲ କରିଥିବା ଏକ ବିରଳ ବିଶ୍ୱ ରେକର୍ଡର ସମକକ୍ଷ ହୋଇଛି। ପୂର୍ବରୁ ପାକିସ୍ତାନ ଏକମାତ୍ର ଦଳ ଭାବେ ବିଦେଶ…
ଇର୍ଫାନ, ୧୦୦ ଅନ୍ୟ କ୍ରିକେଟରଙ୍କୁ ଜମ୍ମୁ-କଶ୍ମୀର ଛାଡିଯିବାକୁ କୁହାଗଲା
ନୂଆଦିଲ୍ଲୀ,୪।୮: ଭାରତୀୟ ଅଲରାଉଣ୍ଡର ଇର୍ଫାନ ପଠାନ ଓ ୧୦୦ ଅନ୍ୟ କ୍ରିକେଟରଙ୍କୁ ଜମ୍ମୁ-କଶ୍ମୀର ଯଥାଶୀଘ୍ର ଛାଡିଯିବାକୁ କୁହାଯାଇଛି। କାଶ୍ମୀର ଉପତ୍ୟାକାରେ ଦେଖାଦେଇଥିବା ହିଂସା ଜନିତ ଅସ୍ଥିରତାକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ତରଫରୁ ସିକ୍ୟୁରିଟି ଆଡଭାଇଜରୀ ବା ସୁରକ୍ଷା ଜନିତ ପରାମର୍ଶ…
ଜଳସେଚନ ବିଭାଗ ଶୁଣିଲାନି, କେନାଲ ସଫେଇ କଲେ ଗ୍ରାମବାସୀ
କର୍ଲାମୁଣ୍ଡା,୪।୮(ଡି.ଏନ୍.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର କର୍ଲାମୁଣ୍ଡା ପାଣି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଆସିଥିବା ଡୁକେରମାଲ କେନାଲ (ସବ୍ମାଇନର -୧)କୁ ରବିବାର ସ୍ବେଚ୍ଛାକୃତ ଭାବେ କର୍ଲାମୁଣ୍ଡା ଗ୍ରାମବାସୀ ସଫେଇ କରିଛନ୍ତି। ଉତେଇ ଜଳସେଚନ ବିଭାଗ ପକ୍ଷରୁ ଜୁନ୍ ମାସ ଭିତରେ…
ପିଲାଦିନ ବନ୍ଧୁଙ୍କୁ ପ୍ରେମ ବିବାହ କଲେ ଯୁବତୀ: ମର୍ମାହତ ହୋଇ ବାପା ବାଣ୍ଟିଲେ ଶ୍ରାଦ୍ଧ କାର୍ଡ
ଭୋପାଳ,୪।୮: ମଧ୍ୟପ୍ରଦେଶ ମନ୍ଦସୋର ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ସ୍ଥାନୀୟ ଅଫଜଲପୁର ଥାନା ଅନ୍ତର୍ଗତ କୁଚଦୌଡ଼ ଗାଁରେ ଜଣେ ୧୯ ବର୍ଷ ବୟସ୍କା ଯୁବତୀ ନିଜ ପିଲାଦିନ ବନ୍ଧୁଙ୍କୁ ପ୍ରେମ ବିବାହ କରିଛନ୍ତି। ଏନେଇ ତାଙ୍କ ପିତାଙ୍କ ପକ୍ଷରୁ ଥାନାରେ…
ବନ୍ଧୁତ୍ୱ ଦିବସରେ ମୋଦିଙ୍କୁ ଟୁଇଟ୍ କଲେ ବେଞ୍ଜାମିନ୍ ନେତାନ୍ୟାହୁ: ଲେଖିଲେ ଶୋଲେ ଫିଲ୍ମର ‘ ୟେ ଦୋସ୍ତି ହମ୍ ନେହିଁ ଛୋଡ଼େଙ୍ଗେ’ ଗୀତର ଧାଡ଼ିଏ
ନୂଆଦିଲ୍ଲୀ,୪।୮: ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସରେ ଇସ୍ରାଏଲ୍ ରାଷ୍ଟ୍ରପତି ବେଞ୍ଜାମିନ୍ ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ଏହି ବନ୍ଧୁତା ଆଗାମୀ ଦିନରେ ଅଧିକ ସଶକ୍ତ ଏବଂ ଗଭୀର ହେବ ବୋଲି ସେ ଆଶା ପୋଷଣ କରିଛନ୍ତି। ଏଥିରେ…
ମୁଖ୍ୟମନ୍ତ୍ରୀଙ୍କୁ ପ୍ଲାଷ୍ଟିକରେ ଉପହାର ଦେଇ ଜରିମାନା ଗଣିଲେ ମେୟର
ବେଙ୍ଗାଲୁରୁ,୪।୮: କର୍ନାଟକ ବେଙ୍ଗାଲୁରୁର ମେୟର ଗଙ୍ଗାମବିକି ମଲ୍ଲିକାର୍ଜୁନ ୫ଶହ ଟଙ୍କା ଜରିମାନା ଦେଇଛନ୍ତି। କାରଣ ନିକଟରେ ସେ କର୍ନାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପାଙ୍କୁ ସାକ୍ଷାତ୍ କରି ଯେଉଁ ଉପହାର ଦେଇଥିଲେ ତାହା ଏକ ପ୍ଲାଷ୍ଟିକ ଜରିରେ କଭର କରାଯାଇଥିଲା। ଏଥିପାଇଁ ତାଙ୍କୁ…
Archives


