ଆହତ ନୀଳ ଗାଈକୁ ମାଟିରେ ପୋତିଲା ପ୍ରଶାସନ: ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଭାଇରାଲ
ପାଟନା,୯।୯: ଦେଶରେ ବନ୍ୟପ୍ରାଣୀଙ୍କ ବିଭିନ୍ନ ପ୍ରଜାତିଙ୍କ ସଂଖ୍ୟା କମିବାରେ ଲାଗିଛି। ଏପରିସ୍ଥଳେ ସେମାନଙ୍କୁ ସୁରକ୍ଷା ଦେବା ବଦଳରେ ବିହାର ପ୍ରଶାସନ ଓଲଟା କାମ କରିଛି। କିଛି ଦିନ ତଳେ ଏଠାରେ ଏକ ଆହତ ନୀଳ ଗାଈକୁ ଖାଲରେ ପକାଇ ପୋତି ଦିଆଯାଇଛି।…
ବରିଷ୍ଠ ସାମ୍ବାଦିକ ଦିଲୀପଙ୍କ ବିୟୋଗରେ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ
ଭୁବନେଶ୍ୱର,୯।୯(ବ୍ୟୁରୋ) : ବରିଷ୍ଠ ସାମ୍ବାଦିକ ଦିଲୀପ ଶତପଥୀଙ୍କ ରବିବାର ବିଳମ୍ବିତ ରାତିରେ ହୃଦ୍୍ଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
ପିଲାଦିନେ ଏହି ଖେଳାଳିଙ୍କ ଭଳି ହେବାକୁ ଚାହୁଁଥିଲେ କୋହଲି
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଏବେ କ୍ରିକେଟର ‘ସୁପର୍ହିରୋ’ ଆଖ୍ୟା ଦିଆଯାଇଛି। ତାଙ୍କ ବ୍ୟାଟିଂ ରେକର୍ଡ ଦେଖିଲେ ମନେ ହେଉଛି ସେ ଖୁବଶିଘ୍ର କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଦେବେ। ଆଜିକାଲି ଯୁବ କ୍ରିକେଟର୍ମାନେ ବିରାଟ…
ଧରାପଡ଼ିଲେ ଚୋର, ଥାନାରେ ଅଟକ
ଆରଡ଼ି,୯।୯(ଡି.ଏନ୍.ଏ.): ଭଦ୍ରକ ଜିଲା ଆରଡ଼ି ଫାଣ୍ଡି ଅନ୍ତର୍ଗତ ମଠଡିହ ଠାରେ ଥିବା ଓଳଗ ଗ୍ରାମର ଅଙ୍କିତ ନାୟକଙ୍କ ମୋବାଇଲ ମରାମତି ଦୋକାନରୁ ରବିବାର ରାତିରେ ଏକ ଲାପଟପ୍, ପ୍ରିଣ୍ଟର ମେଶିନ, କିଛି ନୂଆ ମୋବାଇଲ ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିଲା।…
ସ୍ବା ସ୍ଥ୍ୟ ସୂ ଚ ନା
-ସକାଳୁ ଯେତେ ବ୍ୟସ୍ତ ରହିଲେ ମଧ୍ୟ ସକାଳ ଜଳଖିଆ ବା ବ୍ରେକ୍ଫାଷ୍ଟ କରିବାକୁ ଭୁଲନ୍ତୁ ନାହିଁ। -ସକାଳ ଜଳଖିଆରେ ତଟକା ଫଳମୂଳ, ଜୁସ୍ ସାମିଲ କରନ୍ତୁ। -ଯଦି ବ୍ୟାୟାମକୁ ନିଜର ଦୈନନ୍ଦିନ ତାଲିକାଭୁକ୍ତ କରୁଛନ୍ତି ଜଣେ ବ୍ୟାୟାମ ଏକ୍ସପର୍ଟଙ୍କ ସହ ଆଲୋଚନା…
ଶହେ ବର୍ଷ ଇତିହାସରେ ପ୍ରଥମ ଘଟଣା: ବ୍ରିଟିଶ୍ ଏୟାରଓ୍ବେଜ୍ର ୪ ହଜାର ପାଇଲଟଙ୍କ ଧର୍ମଘଟ, ୧୫ ଶହରୁ ଅଧିକ ଉଡ଼ାଣ ବାତିଲ୍
ନୂଆଦିଲ୍ଲୀ,୯।୯: ବ୍ରିଟିଶ୍ ଏୟାରଓ୍ବେଜ୍ର ୪ ହଜାର ପାଇଲଟଙ୍କ ସୋମବାର ଧର୍ମଘଟ କରିଛନ୍ତି। ଫଳରେ ଭାରତରୁ ବ୍ରିଟେନ୍ ମଧ୍ୟରେ ବହୁ ଉଡ଼ାଣକୁ ବାତିଲ୍ କରାଯାଇଛି। ଯାତ୍ରୀଙ୍କୁ ବିମାନ ବନ୍ଦର ନ ଯିବା ପାଇଁ ବ୍ରିଟିଶ୍ ଏୟାରଓ୍ବେଜ୍ ପକ୍ଷରୁ ସୂଚନା ଦିଆଯାଇଛି। ପାଇଲଟଙ୍କ ଧର୍ମଘଟ…
ହିମେଶଙ୍କ ପରେ ଏବେ ରାନୁଙ୍କୁ ସୁଯୋଗ ଦେଲେ ରାକ୍ଷୀ
ବଲିଉଡ୍ ଅଭିନେତ୍ରୀ ରାକ୍ଷୀ ସାଓ୍ବନ୍ତ ନିଜ ବିବାହକୁ ନେଇ ଏବେ ଖୁବ୍ ଚର୍ଚ୍ଚାରେ। ନିକଟରେ ତାଙ୍କ ବିବାହ ଶେଷ ହୋଇଥିବା ସେ ସୋସିଆଲ ମିଡିଆରେ କହିସାରିଛନ୍ତି। ସ୍ବାମୀ ଜଣେ ଅଣଭାରତୀୟ ହୋଇଥିବା ବେଳେ ତାଙ୍କ ନାମ ରିତେଶ। ଏହି ନିକଟରେ ରାକ୍ଷୀଙ୍କ…
୧୦ଟି କଥା
ଆଜିକାଲିର ବ୍ୟସ୍ତମୟ ଜୀବନରେ ଟେନ୍ସନର ବଶବର୍ତ୍ତୀ ହେବା ନୂଆ କଥା ନୁହେଁ । ଏଥିଯୋଗୁ ଅନେକଙ୍କର ଦୈନନ୍ଦିନ ଜୀବନ ପ୍ରଭାବିତ ହୋଇଥାଏ। ତେବେ ଏହି ସମୟରେ ନିମ୍ନୋକ୍ତ ୧୦ଟି କଥାକୁ ଧ୍ୟାନ ଦେଇପାରନ୍ତି… -ବ୍ୟାୟାମକୁ ଦୈନନ୍ଦିନ ଜୀବନ ତାଲିକାରେ ସାମିଲ କରନ୍ତୁ।…
ଭାରତୀୟ ସେନା ଫରଓ୍ବାର୍ଡ ପୋଷ୍ଟରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିିଛି ଲଶ୍କର
ଶ୍ରୀନଗର,୯।୯: ଜମ୍ମୁ-କଶ୍ମୀର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ଥିବା ଭାରତୀୟ ସେନା ଫରଓ୍ବାର୍ଡ ପୋଷ୍ଟରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚାଯାଇଛି। ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବା ପକ୍ଷରୁ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି।…
ପିତାଙ୍କ ଚା’ ଦୋକାନ, ମା’ ଚରାଉଛନ୍ତି ଗାଈ:ପୁଅ କ୍ରିକେଟ୍ରେ କଲେ କମାଲ୍
ଚେନ୍ନାଇ, ୯।୯: ଲଗାତର ଦ୍ୱିତୀୟଥର ପାଇଁ ତାମିଲନାଡୁ ପ୍ରିମିୟର୍ ଲିଗ୍ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଛି ଚେପକ୍ ସୁପର୍ ଗିଲିଜ୍। ବାମହାତୀ ବୋଲର୍ ଜି.ପେରିୟାସ୍ବାମୀଙ୍କ ଦମ୍ଦାର୍ ବୋଲିଂ ପ୍ରଦର୍ଶନ ବଳରେ ଚେପକ୍ ଦଳ ଏହି ଟୁର୍ନାମେଣ୍ଟରେ ଇତିହାସ ରଚିଛି। ଲାସିଥ୍ ମାଲିଙ୍ଗଙ୍କେ…
ବ୍ୟାକ୍ଟେରିଆ ରୋକିବାର ସରଳ ଉପାୟ
ବ୍ୟାକ୍ଟେରିଆ ନିଜର କାୟାବିସ୍ତାର କଲେ ଆମେ କେତେକ ରୋଗର ସମ୍ମୁଖୀନ ହୋଇଥାଉ। ତେବେ ଏହାକୁ ନିୟନ୍ତ୍ରଣ କରିବାର ଏକ ସରଳ ଉପାୟ ରହିଛି। ଏ ସମ୍ପର୍କିତ ବିଷୟକୁ ନେଇ ଟୋକିଓ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏକ ଚାଞ୍ଚଲ୍ୟକର ତଥ୍ୟ ଲୋକ ଲୋଚନକୁ ଆଣିଛନ୍ତି।…
ଅର୍ଥୋସ୍କୋପିକ୍ ସର୍ଜରି
”ଅର୍ଥୋସ୍କୋପିକ୍ ସର୍ଜରି ଏକ ଆଧୁନିକ ଅସ୍ଥିଶଲ୍ୟ ଚିକିତ୍ସା ପଦ୍ଧତି । ଏଥିରେ ବଡ଼ ଧରଣର କଟାକଟି ନ କରି ଛୋଟ କଣା ମାଧ୍ୟମରେ ଶରୀରର ବିଭିନ୍ନ ଖଞ୍ଜା ମଧ୍ୟରେ ଅର୍ଥୋସ୍କୋପ୍ ପୂରାଯାଇ ବହୁ ରୋଗର ନିଦାନ ଏବଂ ଚିକିତ୍ସା କରାଯାଇଥାଏ।“ ଅର୍ଥୋସ୍କୋପିକ୍…
Archives


