ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲା: ଉଚ୍ଛେଦ କାର୍ଯ୍ୟ ଆଇନ ଅନୁସାରେ କରିବାକୁ ନିର୍ଦ୍ଦେଶ
ପୁରୀ ଅଫିସ,୧୭।୯: ଶ୍ରୀମନ୍ଦିର ସଂସ୍କାର ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ୭୫ମିଟର ପରିଧିରେ ଉଚ୍ଛେଦ ପ୍ରସଙ୍ଗରେ ସମସ୍ତ କାମ ଆଇନ ଅନୁସାରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜଷ୍ଟିସ ଅରୁଣ ମିଶ୍ର। ସେ କହିଛନ୍ତି ଯେ, ଉଦ୍ଦେଶ୍ୟ ଯେତେ ମହତ…
ଭଲ ଫସଲ ପାଇଁ ଯେଉଁଠି ହୁଏ କୁକୁଡ଼ା-ଗଞ୍ଜା ବାହାଘର…
ଭାରତ ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପାଳିତ ହୋଇଥାଏ। ଛତିଶଗଡ଼ର ଜନଜାତି ବହୁଳ ଅଞ୍ଚଳରେ ଲୋକେ ଚାଷବାସ ସରିବା ପରେ କୁକୁଡ଼ା-ଗଞ୍ଜା ବାହାଘର ଉତ୍ସବରେ ସାମିଲ୍ ହୋଇଥାନ୍ତି। ଏପରି କଲେ ଭଲ ଫସଲ ଅମଳ ହୋଇଥାଏ ବୋଲି ସ୍ଥାନୀୟ ଜନଜାତି…
ବରଗଡ଼ରେ ଲଜ୍ଜା: ଲୁଚକାଳି ଖେଳିବାକୁ ଡାକି ନାବାଳିକାଙ୍କୁ ବଳାତ୍କାର
ବରଗଡ଼ ଅଫିସ,୧୭।୯: ବରଗଡ଼ ଜିଲା ପାଇକମାଲ ଥାନା ଅଧୀନ ଏକ ଗ୍ରାମରେ ସୋମବାର ଜଣେ ୯ ବର୍ଷର ନାବାଳିକାଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି। ପୀଡିତା ନାବାଳିକା ଗୁରୁତର ଅସୁସ୍ଥ ହୋଇପଡ଼ିଥିବା ଯୋଗୁ ତାଙ୍କୁ ଚିକିତ୍ସା ପାଇଁ ଭୀମସାର, ବୁର୍ଲା ଡାକ୍ତରଖାନାରେ…
ଭାରତ କଥାକୁ ଏବେ ଗୁରୁତ୍ୱ ଦେଇ ଶୁଣୁଛି ବିଶ୍ୱ: ବୈଦେଶିକ ମନ୍ତ୍ରୀ
ନୂଆଦିଲ୍ଲୀ,୧୭।୯: ବୈଦେଶିକ ମନ୍ତ୍ରୀ ଭାବେ ଏସ୍ ଜୟଶଙ୍କର ଶହେ ଦିନ ପୁରଣ କରିଛନ୍ତି। ଏହି ଅବସରରେ ସେ ଖବରଦାତାଙ୍କ ପ୍ରଶ୍ନର ଉତ୍ତରରେ କହିଛନ୍ତି ଏବେ ଭାରତ ବିଶ୍ୱର ଏକ ନାମୀ ଦେଶର ପରିଚୟ ପାଇଛି। ପୂର୍ବାପେକ୍ଷା ଏବେ ବିଶ୍ୱ ଭାରତର କଥାକୁ…
କାଳିଆ ତାଲିକା: ଅଛନ୍ତି ୨୦ ହଜାର ସରକାରୀ ଚାକିରିଆ; ମନ୍ତ୍ରୀ କହିଲେ ଫେରାଇ ଦିଅ ନଚେତ ଦରମାରୁ ଭରଣା କରାଯିବ
ଭୁବନେଶ୍ୱର,୧୭।୯(ବ୍ୟୁରୋ): କାଳିଆ ଯୋଜନାରେ ଫାଇଦା ଉଠାଇଛନ୍ତି ୨୦ ହଜାର ସରକାରୀ ଚାକିରିଆ ଓ ପେନ୍ସନ୍ ଭୋଗୀ। ଏ ନେଇ କୃଷିମନ୍ତ୍ରୀ ଅରୁଣ ସାହୁ ମଙ୍ଗଳବାର ସ୍ପଷ୍ଟ କରିଛନ୍ତି। ସେମାନଙ୍କୁ ଟଙ୍କା ଫେରାଇବାକୁ କୁହାଯିବ, ନ ହେଲେ ଦରମାରୁ ଭରଣା କରାଯିବ। ଖାଲି…
ବିଦ୍ୟୁତ୍ ଖୁଣ୍ଟତଳୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର
ଝାରସୁଗୁଡା ଅଫିସ/ଲଖନପୁର, ୧୭।୯(ଡି.ଏନ୍.ଏ): ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଥାନା ଅଧୀନ ଇଟାଭଟା ପଡ଼ାର ଏକ ବିଦ୍ୟୁତ୍ ଖୁଣ୍ଟତଳେ ପଡ଼ିଥିବା ଜଣେ ଯୁବକଙ୍କ କ୍ଷତବିକ୍ଷତ ଶରୀରକୁ ମଙ୍ଗଳବାର ସ୍ଥାନୀୟ ପୋଲିସ ଉଦ୍ଧାର କରିଛି। ସେ ହେଲେ ସ୍ଥାନୀୟ ଚୂନାଭଟା ପଡ଼ାର ଅଜୟ କତା(୨୦)।…
ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ ଏମ୍କେସିଜି କନିଷ୍ଠ କିରାଣୀ
ବ୍ରହ୍ମପୁର ଅଫିସ,୧୭।୮: ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର କନିଷ୍ଠ କିରାଣୀଙ୍କ ଘର ସହ ୫ଟି ସ୍ଥାନରେ ମଙ୍ଗଳବାର ସକାଳୁ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। କିରାଣୀ ଅଜିତ କୁମାର ସାହୁଙ୍କ ନାମରେ ଆୟ ବହିର୍ଭୁତ…
ଅକ୍ଟୋବର ୨ରୁ ପ୍ଲାଷ୍ଟିକ ବ୍ୟାନ୍: ମନ୍ତ୍ରୀ
ଭୁବନେଶ୍ୱର, ୧୭।୯(ବ୍ୟୁରୋ): ଆସନ୍ତା ଅକ୍ଟୋବର ୨ରୁ ସାରା ରାଜ୍ୟରେ ପ୍ଲାଷ୍ଟିକ ବ୍ୟାନ୍ ହେବ। ସହରାଞ୍ଚଳ ସମେତ ରାଜ୍ୟରେ ବ୍ୟାନ୍ ହେବ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍। ମଙ୍ଗଳବାର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ସୂଚନା ଦେଇଛନ୍ତି। ସେ…
ଜନ୍ମଦିନରେ ମା’ଙ୍କ ସହିତ ଭୋଜନ କଲେ ମୋଦି: ଫଟୋ ସୋସିଆଲ୍ ମିଡ଼ିଆରେ ଭାଇରାଲ
ଗାନ୍ଧିନଗର,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ନିଜର ୬୯ତମ ଜନ୍ମଦିନ ପାଳନ ଅବସରରେ ଗାନ୍ଧିନଗରରେ ବାସ କରୁଥିବା ମା’ ହୀରାବେନ୍ ମୋଦିଙ୍କୁ ଭେଟିଛନ୍ତି। ମା’ଙ୍କ ପାଦ ଛୁଇଁ ପ୍ରଣାମ କରିବା ସହିତ ମୋଦି କିଛି ସମୟ ମା’ଙ୍କ ସହିତ କଥାବାର୍ତ୍ତା ହୋଇଥିଲେ।…
ରାଷ୍ଟ୍ରପତି ଘାନୀଙ୍କ ନିର୍ବାଚନୀ ସଭାରେ ବିସ୍ଫୋରଣ
କାବୁଲ,୧୭।୯ : ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ ଘାନୀଙ୍କ ନିର୍ବାଚନୀ ସଭାରେ ମଙ୍ଗଳବାର ବିସ୍ଫୋରଣ ଘଟିଛି। ପରଓ୍ବାନ ପ୍ରଦେଶରେ ଘାନିଙ୍କ ନିର୍ବାଚନୀ ସଭାରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏକ କାରରେ ବୋମା ରଖାଯାଇଥିବା ପୋଲିସ କହିଛି।…
ବାଣ ପ୍ରସ୍ତୁତ ବେଳେ ଅଘଟଣ: ନିଆଁ ଲାଗି ୨ ଗୁରୁତର, ବାଣ ପ୍ରସ୍ତୁତ ଘର ସିଲ୍ କଲା ପୋଲିସ
ଚାନ୍ଦବାଲି,୧୭।୯(ଡି.ଏନ୍.ଏ.): ଭଦ୍ରକ ଜିଲା ଚାନ୍ଦବାଲି ଥାନା ମତୋ ପଞ୍ଚାୟତର ଦକ୍ଷିଣ ସାହି ଗ୍ରାମରେ ବାଣ ପ୍ରସ୍ତୁତ ବେଳେ ସୋମବାର ସନ୍ଧ୍ୟାରେ ମଶା ଧୂପରୁ ନିଆଁ ଲାଗି ୨ ଶିଶୁ ଗୁରୁତର ହୋଇଛନ୍ତି। ସେମାନେ ହେଲେ ସୁମନ୍ତ ବେହେରାଙ୍କ ପୁଅ ମନୋଜ(୪) ଓ…
ପ୍ରତିରକ୍ଷା ମନ୍ତ୍ରୀଙ୍କୁ ନେଇ ଉଡ଼ାଣ କରିବ ତେଜସ୍
ବେଙ୍ଗାଲୁରୁ,୧୭।୯: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ନେଇ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧ ବିମାନ ତେଜସ୍ ଉଡ଼ାଣ କରିବ। ସେପ୍ଟେମ୍ବର ୧୯ରେ ବେଙ୍ଗାଲୁରୁରେ ଏହା ଅନୁଷ୍ଠିତ ହେବ। ହିନ୍ଦୁସ୍ତାନ ଏରୋନୋଟିକ୍ସ୍ ଲିମିଟେଡ୍ ଦ୍ୱାରା ଏହାକୁ ନିର୍ମାଣ କରାଯାଇଛି। ୮୩ ତେଜସ୍ ବିମାନ…
Archives


