ମାନସିକ ଶାନ୍ତି ପାଇବାକୁ ଚାହୁଁଛନ୍ତି;ଆପଣାନ୍ତୁ ଏହି ସହଜ ଉପାୟ…
ପ୍ରତିଦିନ ସକାଳେ ସାଇକେଲ ଚଳାଇଲେ ଶରୀର ଫିଟ୍ ରହିବା ସହିତ ମାନସିକ ଚାପ ହ୍ରାସ ପାଇ ଚିନ୍ତା ଦୂରେଇ ଯାଏ। ସାଇକେଲ ଚଳାଇବା ପାଇଁ ଚିକିତ୍ସକ ପରାମର୍ଶ ଦେଇଥାନ୍ତି। ଶିକ୍ଷାର୍ଥୀମାନଙ୍କ କ୍ଷେତ୍ରରେ ଏହା ଆତ୍ମବିଶ୍ୱାସ ବୃଦ୍ଧି କରିଥାଏ। ନିୟମିତ ୨ରୁ ୩…
ଫିଲ୍ମ ପୋଷ୍ଟର ବିବାଦ: ଭାଇରାଲ ଅଡିଓକୁ ନେଇ ଧମକ ଦେଲେ ଦୂତି, ମକଦ୍ଦମା କରିବାକୁ ଫେସ୍ବୁକ୍ରେ ପୋଷ୍ଟ କଲେ
ଭୁବନେଶ୍ୱର,୨୦ା୮(ବ୍ୟୁରୋ)- ଗଣେଶ ପୂଜାରେ ରିଲିଜ ହେବାକୁ ଥିବା ଫିଲ୍ମ ‘ମିଷ୍ଟର କହ୍ନେୟା’ ପୋଷ୍ଟରକୁ ନେଇ ବିବାଦ ଥମି ନ ଥିବାବେଳେ ପୁଣି ଆଉ ଏକ ବିବାଦ ଆରମ୍ଭ ହୋଇଛି। ଅଭିଯୋଗକାରିଣୀ ତଥା ଦୌଡରାଣୀ ଦୂତି ଚାନ୍ଦଙ୍କ ବିରୋଧରେ ବିଶୋଦାଗାର କରାଯାଇଥିବା ଏକ…
ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ ସମୟ ପରିବର୍ତ୍ତନ:ସେପ୍ଟେମ୍ବର ପହିଲାରୁ ଲାଗୁ
ଭୁବନେଶ୍ୱର, ୨୦ା୮(ବ୍ୟୁରୋ): ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ ନଂ.୧୨୮୯୪ର ସମୟକୁ ପରିବର୍ତ୍ତନ କରାଯାଇଛି। କେବଳ ବଲାଙ୍ଗୀରରୁ ଭୁବନେଶ୍ୱର ଯାତ୍ରା ସମୟରେ ପରିବର୍ତ୍ତନ କରାଯାଇଥିବାବେଳେ ଭୁବନେଶ୍ୱରରୁ ବଲାଙ୍ଗୀର ଯାତ୍ରା ସମୟକୁ ସ୍ଥିର ରଖାଯାଇଛି। ଆସନ୍ତା ସେପ୍ଟେମ୍ବର ପହିଲାରୁ ପରିବର୍ତ୍ତିତ ସମୟରେ ଏହି ଏକ୍ସପ୍ରେସ ଚଳାଚଳ…
ଝିଅମାନେ କୌଣସି ଗୁଣରେ ପୁଅଙ୍କଠାରୁ କମ୍ ନୁହନ୍ତି
ଦିଗପହଣ୍ଡି,୨୦ା୮(ଡି.ଏନ.ଏ.)-ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର କନ୍ୟାରତ୍ନ ସୁରକ୍ଷା ଉଦ୍ଦେଶ୍ୟରେ ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ଗ୍ରାମରେ ଜିଲାସ୍ତରୀୟ ମୋ ଗେହ୍ଲା ଝିଅ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର ଏମ୍ପି ଚନ୍ଦ୍ରଶେଖର ସାହୁ, ଆସିକା…
ସ୍ବାସ୍ଥ୍ୟ ପାଇଁ ଉପକାରୀ ଶାଗୁଦାନା
ବ୍ରତ ଉପବାସ ସମୟରେ ହିଁ କେବଳ ଶାଗୁଦାନା ଭିଜେଇ ଖାଇବାକୁ କେତେକେ ପସନ୍ଦ କରନ୍ତି। କିନ୍ତୁ ଜାଣିଛନ୍ତି! ଏସମୟରେ ଶାଗୁଦାନା ଯେତିକି ଆବଶ୍ୟକ ଅନ୍ୟସମୟରେ ବି ସ୍ବାସ୍ଥ୍ୟ ପାଇଁ ତାହା ଅଧିକ ନିରାମୟ ଏବଂ ଲାଭକାରୀ ସାବ୍ୟସ୍ତ ହୋଇଥାଏ। ଧଳା ମୋତି…
ପେଟରୁ ଫ୍ୟାଟ୍ କମାଏ ଏହି ପାନୀୟ
ସୁପର୍ ଫୁଡ୍ ଗାଜରରେ ଅତ୍ୟଧିକ ଫାଇବର୍ ରହିଛି। ଏକ ଗ୍ଲାସ୍ ଗାଜର ରସ ସକାଳୁ ପିଇଲେ ମଧ୍ୟାହ୍ନ ଯାଏ ଭୋକ ଲାଗେନାହିଁ। ଗାଜର ରସରେ ବାଇଲ୍ ଥିବାରୁ ଏହା ପେଟରୁ ଫ୍ୟାଟ କମାଇଦିଏ। ଲେମ୍ବୁରସରୁ ଖୁବ୍ କମ୍ କ୍ୟାଲୋରି ମିଳେ। ଏଣୁ…
ଯେଉଁ ମନ୍ଦିରକୁ ନେତା ଓ ଅଫିସରଙ୍କୁ ପ୍ରବେଶ ମନା…
ଭାରତର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ମନ୍ଦିର ରହିଛି। ଏସବୁ ମନ୍ଦିରର ପରମ୍ପରାରେ ମଧ୍ୟ ପାର୍ଥକ୍ୟ ଦେଖିବାକୁ ମିଳିଥାଏ। ତେବେ ଉତ୍ତରପ୍ରଦେଶ କାନପୁରଠାରେ ରହିଛି ଏକ ନିଆରା ମନ୍ଦିର। ଏଠାରେ ନେତା ଓ ଅଫିସରଙ୍କୁ ପ୍ରବେଶ ମନା କରାଯାଇଥାଏ। ଦେଶର ବଢୁଥିବା…
ଭିଜିଲାନ୍ସ ଜାଲରେ ଗୁଡ଼ଭେଲା ବିଇଓ ଅଫିସ ମୁଖ୍ୟ କିରାଣୀ
ବଲାଙ୍ଗୀର ଅଫିସ, ୨୦ା୮: ବଲାଙ୍ଗୀର ଜିଲା ଗୁଡଭେଲା ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟର ମୁଖ୍ୟ କିରାଣୀ ଡମନ୍ ପ୍ରସାଦ ମିଶ୍ର ଲାଞ୍ଚ ନେବା ଅଭିଯୋଗରେ ମଙ୍ଗଳବାର ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଜଣେ ଅବସରପ୍ରାପ୍ତ ଶିକ୍ଷକ ହାଡୁ ଭୋଇଙ୍କ ଏସିପି ଏରିଅର ବିଲ୍ କରାଇଦେବାକୁ…
୩୦ବର୍ଷ ହେଲା ସାପ ବିଷକୁ ଇଞ୍ଜେକସନ୍ ମାଧ୍ୟମରେ ଶରୀରକୁ ପ୍ରବେଶ କରାଉଛନ୍ତି ଏହି ବ୍ୟକ୍ତି
ଶୀର୍ଷକ ପଢ଼ି ଆଶ୍ଚର୍ଯ୍ୟ ହେଉଥିବେ, ମାତ୍ର ଏହା ସମ୍ପୂର୍ଣ୍ଣ ସତ। ରକ୍ ସିଙ୍ଗର୍ ଷ୍ଟିଭ୍ ଲୁଡ୍ୱିନ୍ ବିଷାକ୍ତ ସାପ ବିଷକୁ ଶରୀରରେ ପ୍ରବେଶ କରାଇ ମଧ୍ୟ ଜୀବିତ ଅଛନ୍ତି। ଆଜକୁ ୩୦ବର୍ଷ ହେବ ସେ ଏହି କାର୍ଯ୍ୟରେ ଲିପ୍ତ। କିନ୍ତୁ ଆଶ୍ଚର୍ଯ୍ୟ,…
ଯୋଗୀଙ୍କୁ ଝଟ୍କା: ୫ ମନ୍ତ୍ରୀ ଦେଲେ ଇସ୍ତଫା
ଲକ୍ଷ୍ନୌ,୨୦।୮: ଉତ୍ତରପ୍ରଦେଶରେ ଯୋଗୀ ସରକାରଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ରାଜନୈତିକ ହଟ୍ଟଚମଟ୍ଟ ସୃଷ୍ଟି ହୋଇଛି। ମଙ୍ଗଳବାର ୫ଜଣ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ପ୍ରଥମେ ପ୍ରଦେଶର ଅର୍ଥ ମନ୍ତ୍ରୀ ରାଜେଶ ଅଗ୍ରଓ୍ବାଲ ଇସ୍ତଫା ଦେଇଥିବା ନେଇ ସୂଚନା ମିଳିଛି। ନିଜର…
ବଲିଉଡରେ ମୋତେ ଆଉ କାମ ମିଳୁନାହିଁ: ନାଶିରୁଦ୍ଦିନ ଶାହ
ବଲିଉଡର ପ୍ରସିଦ୍ଧ କଳାକାର ନାଶିରୁଦ୍ଦିନ ଶାହଙ୍କୁ ଆଉ ସେଠାରେ କାମ ମିଳୁନାହିଁ, ଏକଥା ସେ ନିଜେ ସ୍ବୀକାର କରିଛନ୍ତି। ଦୁଇବର୍ଷ ହେବ ଏକ ଓ୍ବେବ୍ ସିରିଜ୍ ଏବଂ ବଙ୍ଗଳା ଫିଲ୍ମ ଛାଡିଦେଲେ ତାଙ୍କୁ କୌଣସି ବଲିଉଡ ଫିଲ୍ମରେ ଦେଖିବାକୁ ମିଳିନାହିଁ। ଏନେଇ…
ଜମ୍ମୁରୁ ଫେରାଇ ଦିଆଗଲା ଗୁଲାମ ନବି ଆଜାଦଙ୍କୁ
ନୂଆଦିଲ୍ଲୀ,୨୦।୮: କଂଗ୍ରେସର ରାଜ୍ୟ ସଭା ସଦସ୍ୟ ତଥା ବିରୋଧୀ ଦଳ ନେତା ଗୁଲାମ ନବି ଆଜାଦଙ୍କୁ ମଙ୍ଗଳବାର ଜମ୍ମୁ ବିମାନ ବନ୍ଦରରେ ଅଟକାଇ ଦିଆଯାଇଛି। ଏହାପରେ ସେ ଦିଲ୍ଲୀ ଫେରିଆସିବାକୁ ବାଧ୍ୟ ହୋଇଛନ୍ତି। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ଉଚ୍ଛେଦ ପରେ ଏହାକୁ…
Archives


