ବାଲିଘାଟରେ ପୋଲିସକୁ ଅତର୍କିତ ଆକ୍ରମଣ,୨ କନ୍ଷ୍ଟେବଲ ଗୁରୁତର
ଛେନାପଦି,୨୫।୩(ନିରାକାର ପରିଡ଼ା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଧୀନ ଜମ୍ଭିରା ବାଲିପଦା ନିକଟରେ ପ୍ରବାହିତ ବୈତରଣୀ ନଦୀ ବାଲିଘାଟରେ ପୋଲିସକୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଚୋରା ବାଲି ବ୍ୟବସାୟୀଙ୍କ ଆକ୍ରମଣରେ ୨ କନ୍ଷ୍ଟେବଲ ଗୁରୁତର ହୋଇଥିବା ଜଣାପଡ଼ିଛି। ଉଭୟଙ୍କୁ ଆନନ୍ଦପୁର ଉପଖଣ୍ଡ…
IPL ପାଇଁ ଫସିଲା ଟିମ୍ ଇଣ୍ଡିଆ, ଫାଇନାଲ ୪ ଦିନ ପରେ…
ନୂଆଦିଲ୍ଲୀ,୨୫।୩: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୫ ପରେ ଭାରତୀୟ ଦଳକୁ ଇଂଲଣ୍ଡ ଗସ୍ତ କରିବାକୁ ପଡିବ, ଯେଉଁଠାରେ ଏହାକୁ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ପଡିବ। କିନ୍ତୁ ଏହା ପୂର୍ବରୁ ଭାରତ-ଏ ଦଳ ସେଠାରେ ୨ଟି ଅଭ୍ୟାସ ମ୍ୟାଚ୍…
ଫେସବୁକ୍-ଇନଷ୍ଟାଗ୍ରାମ ଡାଉନ୍; ସାରା ବିଶ୍ୱର ହଜାର ହଜାର ବ୍ୟବହାକାରୀ ପ୍ରଭାବିତ
ନୂଆଦିଲ୍ଲୀ,୨୫।୩: ମେଟାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଫେସବୁକ୍’ ଏବଂ ‘ଇନଷ୍ଟାଗ୍ରାମ’ରେ ମଙ୍ଗଳବାର ବ୍ୟାପକ ବିଭ୍ରାଟ ଦେଖାଦେଇଛି। ଏହାକୁ ନେଇ ସାରା ବିଶ୍ୱର ବ୍ୟବହାରକାରୀମାନେ ଆପ୍ ଏବଂ ଓ୍ବେବ୍ସାଇଟ୍ ଠିକ୍ ଭାବେ କାମ କରୁ ନ ଥିବା ଅଭିଯୋଗ କରିଛନ୍ତି। ଅନେକେ ଫେସବୁକ୍ରେ…
କିଏ ସେହି Priyansh Arya? ଗମ୍ଭୀରଙ୍କ ଗୁରୁଙ୍କଠାରୁ ନେଇଛନ୍ତି ଟ୍ରେନିଂ, ୪୩ ଛକା ମାରି ପକାଇଥିଲେ ଚହଳ; ଏବେ କଲେ IPL ଡେବ୍ୟୁ
ନୂଆଦିଲ୍ଲୀ,୨୫।୩: IPL ୨୦୨୫ ରେ ନିଜର ପ୍ରଥମ ମ୍ୟାଚ୍ରେ, ପଞ୍ଜାବ କଙ୍ଗ୍ସ ଦିଲ୍ଲୀ ପ୍ରିମିୟର ଲିଗରେ ବିସ୍ଫୋରକ ବ୍ୟାଟିଂ କରି ଚହଳ ପକାଇଥିବା ଜଣେ ଖେଳାଳିଙ୍କୁ ପ୍ଲେଇଂ ଇଲେଭେନରେ ସୁଯୋଗ ଦେଇଛି। ଏହି ଖେଳାଳି ହେଉଛନ୍ତି ପ୍ରିୟାଂଶ ଆର୍ଯ୍ୟ , ଯିଏ…
ବିଧାନସଭାରେ ଠେଲାପେଲା, ଆହତ ହେଲେ…
ଭୁବନେଶ୍ୱର,୨୫।୩: ବିଧାନସଭାରେ ସୁରକ୍ଷାକର୍ମୀ-କଂଗ୍ରେସ ବିଧାୟକ ମୁହାଁମୁହିଁ ହୋଇଛନ୍ତି। ଲବି ଗେଟ ବନ୍ଦ କରିବାକୁ ନେଇ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ଲବିକୁ ଆସୁଥିବାବେଳେ ଗୃହକୁ ପ୍ରବେଶ କରିବାକୁ ଦେଇନଥିଲେ ସୁରକ୍ଷାକର୍ମୀ। ଯାହାପରେ ସୁରକ୍ଷାକର୍ମୀ କଂଗ୍ରେସ ବିଧାୟକ ମୁହାଁମୁହିଁ ହୋଇଛନ୍ତି। ଏହି ଠେଲାପେଲାରେ…
ବିଧାନସଭାରେ ସୁରକ୍ଷାକର୍ମୀ-ବିଧାୟକ ଠେଲାପେଲା, ତାତିଲା କଂଗ୍ରେସ
ଭୁବନେଶ୍ୱର,୨୫।୩: କଂଗ୍ରେସର ୧୨ ଜଣ ସଦସ୍ୟ ଆସନ୍ତା ୭ଟି କାର୍ଯ୍ୟଦିବସ ଲାଗି ଗୃହରୁ ନିଲମ୍ବିତ ହୋଇଛନ୍ତି। ବିଧାନସଭାରେ ଚରମ ବିଶୃଙ୍ଖଳା କରୁଥିବା ଅଭିଯୋଗ ଅଣାଯାଇ ସେମାନଙ୍କୁ ନିଲମ୍ବନ କରାଯାଇଛି। ମଙ୍ଗଳବାର ଦ୍ୱିତୀୟାର୍ଦ୍ଧରେ ଗୃହକାର୍ଯ୍ୟ ଆରମ୍ଭହେବା ମାତ୍ରେ କଂଗ୍ରେସ ସଦସ୍ୟମାନେ ନାରୀ ସୁରକ୍ଷା…
ବାହାରୁ ମାଟି ଘର, ଭିତରେ ୫ ତାରକା ହୋଟେଲ ଭଳି ଦୃଶ୍ୟ; ଭାଇରାଲ Video ଦେଖିଲେ ଉଡିଯିବ ହୋସ
ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ, ଯାହାକୁ ବିଶ୍ୱାସ କରିବା କଷ୍ଟକର ମନେ ହୋଇଥାଏ। ଏହି କ୍ରମରେ ଏବେ ଏକ ଘରର ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଘରଟିକୁ ପ୍ରଥମ ଦେଖିଲେ ଏହାକୁ ଏକ…
କନସର୍ଟ ବେଳେ Sonu Nigamଙ୍କ ଉପରକୁ ବୋତଲ-ପଥର ଫିଙ୍ଗିଲେ ପ୍ରଶଂସକ, ଅଧାରୁ…
ମୁମ୍ବାଇ: ବଲିଉଡର ଲୋକପ୍ରିୟ ଗାୟକ ସୋନୁ ନିଗମଙ୍କ ଉପରକୁ ବୋତଲ, ପଥର ଫିଙ୍ଗିଲେ ପ୍ରଶଂସକ। କିଛି ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କୁ ଦିଲ୍ଲୀରେ ଏକ କନସର୍ଟ କରିବାକୁ ଥିବା ବେଳେ ଏହାକୁ ଅଧାରେ ରୋକିବାକୁ ପଡ଼ିଛି। ଘଟଣାର…
ଏଠାରେ ଗୋଟିଏରେ ଗୋଟିଏ ମାଗଣା ମିଳୁଛି ମଦ, ଦୋକାନ ଆଗରେ ଅସମ୍ଭାଳ ଭିଡ଼; ପେଟି ଉଠାଇ ନେଉଛନ୍ତି…
ଲକ୍ଷ୍ନୌ,୨୫।୩: ଉତ୍ତର ପ୍ରଦେଶର ମଦ ପ୍ରେମୀଙ୍କ ପାଇଁ ଭଲ ଦିନ ଆସିଥିବା ଭଳି ମନେ ହେଉଛି। କାରଣ ଏବେ ନୋଏଡା ସମେତ ସମସ୍ତ ଜିଲା ଏବଂ ପ୍ରାୟ ସମସ୍ତ ମଦ ଦୋକାନରେ ରିହାତି ମୂଲ୍ୟରେ ମଦ ବିକ୍ରି ହେଉଛି। ଅର୍ଥାତ ଗୋଟିଏ…
ସସ୍ପେଣ୍ଡ ପରେ ସିଧା ଶୁଣାଇଦେଲେ ସୋଫିଆ, ରାଜନୀତିରେ ହଇଚଇ
ଭୁବନେଶ୍ୱର,୨୫।୩: ବିଧାନସଭାରୁ ଆସିଛି ବଡ଼ ଖବର। ନିଲମ୍ବିତ ହୋଇଛନ୍ତି କଂଗ୍ରେସର ୧୨ ଜଣ ବିଧାୟକ। ଗୃହ ଭିତରେ ବିଶୃଙ୍ଖଳିତ ଆଚରଣ ପାଇଁ ୧୨ଜଣ ବିଧାୟକଙ୍କୁ ୭ ଦିନ ପାଇଁ ନିଲମ୍ବିତ କରାଯାଇଛି । ବାଚସ୍ପତିଙ୍କ ପ୍ରତି ଅସମ୍ମାନ, ବିଧାନସଭାରେ ଅଶୋଭନୀୟ ଆଚରଣ…
ବିରୋଧୀଙ୍କୁ ଶାହାଙ୍କ ତେର୍ଚ୍ଛାବାଣ: କହିଲେ ‘୧୫-୨୦ ବର୍ଷ ଯାଏ କାହା ନମ୍ବର ଆସିବ ନାହିଁ,ଯାହା କରିବୁ ଆମେ କରିବୁ’
ନୂଆଦିଲ୍ଲୀ,୨୫।୩: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟ ସଭାରେ ବିପର୍ଯ୍ୟୟ ପରିଚାଳନା (ସଂଶୋଧନ) ବିଲ୍-୨୦୨୪ ଉପରେ ଆଲୋଚନାର ଉତ୍ତର ଦେଇଛନ୍ତି। ସେ କହିଛନ୍ତି ଯେ ଆମ ସମସ୍ତଙ୍କୁ ସ୍ବୀକାର କରିବାକୁ ପଡିବ ଯେ ଗତ ୧୦ ବର୍ଷ ମଧ୍ୟରେ ବିପର୍ଯ୍ୟୟ ପରିଚାଳନା…
ଲାଇଭ୍ ଶୋ’ରେ ଭୋ ଭୋ ହୋଇ କାନ୍ଦିଲେ ନେହା କକ୍କର, ଏହି ଭୁଲ ପାଇଁ…
ମୁମ୍ବାଇ: ବଲିଉଡର ଲୋକପ୍ରିୟ ଗାୟିକାଙ୍କ ମଧ୍ୟରୁ ନେହା କକ୍କର ଜଣେ। ଏକଦା ଇଣ୍ଡିଆନ ଆଇଡଲ୍ ଶୋ’ରେ ପ୍ରତିଯୋଗୀ ଭାବେ ସାମିଲ ହୋଇଥିବା ଏହି ଗାୟିକା ଆଜି ସଫଳତାର ଶୀର୍ଷରେ। ଲୋକପ୍ରିୟତା ଯୋଗୁ ସମାନ ଶୋ’ରେ ବିଚାରପତି ଆସନ ସେ ଅଳଙ୍କୃତ କରିଛନ୍ତି।…
Archives


