ପୁଣିଥରେ ଭାରତ ଉପରେ ଦୋଷ ଲଦିଲା ପାକିସ୍ତାନ, ହେଲେ ମୂଳ ସୂତ୍ରଧର ହେଉଛି ଆମେରିକା!
ଇସଲାମାବାଦ,୩୦।୧୦: ଇସ୍ତାନବୁଲରେ ପାକିସ୍ତାନ-ଆଫଗାନିସ୍ତାନ ଶାନ୍ତି ଆଲୋଚନା ଶେଷରେ ଚାରି ଦିନର ଆଲୋଚନା ପରେ ଭାଙ୍ଗିଗଲା। ଏହି ସମୟରେ, ରିପୋର୍ଟରୁ ଜଣାପଡିଛି ଯେ ଏହି ଅଚଳାବସ୍ଥାର ପ୍ରକୃତ କାରଣ ହେଉଛି ଇସଲାମାବାଦର ଗୁପ୍ତ ଚୁକ୍ତି ଯାହା ଦ୍ୱାରା ଆମେରିକାର ନିଜ ମାଟିରୁ ଡ୍ରୋନ…
Video: ନାବାଳକଙ୍କ ବେପରୁଆ ଗାଡ଼ି ଚାଳନା, ୩ ବର୍ଷ ଝିଅ ଉପରେ ମଡ଼ାଇ ଦେଲେ କାର, ଦେଖନ୍ତୁ ଲୋମ ଟାଙ୍କୁରା ଦୃଶ୍ୟ
ଅହମଦାବାଦ,୩୦।୧୦: ବୁଧବାର (ଅକ୍ଟୋବର ୨୯) ଦିନ ଅହମଦାବାଦର ନୋବଲନଗର ଅଞ୍ଚଳରେ ଜଣେ ନାବାଳକ କାର ଚଳାଉଥିବା ଅଭିଯୋଗରେ ଏକ ତିନି ବର୍ଷର ଝିଅକୁ ଚାପି ଦେଇଥିଲା। ଏହି ଆଶ୍ଚର୍ଯ୍ୟଜନକ ଘଟଣା ସିସିଟିଭିରେ କଏଦ ହୋଇଛି, ଏବଂ ଏହି ଫୁଟେଜ ସୋସିଆଲ ମିଡିଆରେ…
ଭାଜପା ନେତା ଶଙ୍କର ପରିଡ଼ାଙ୍କ ପରଲୋକ
ଭୁବନେଶ୍ୱର,୩୦।୧୦: ପ୍ରସିଦ୍ଧ କବି ତଥା ବରିଷ୍ଠ ଭାଜପା ନେତା ଶଙ୍କର ପରିଡ଼ା ପରଲୋକ। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ଏନେଇ ଗୁରୁବାର ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ସେ ଅତୀତରେ ପୁରୀ ଜିଲା ଜିଲା ପରିଷଦ ଅଧ୍ୟକ୍ଷ…
ଋଷିଆକୁ ଜୋରଦାର ଝଟ୍କା ଦେଲା ଭାରତ, କଲା ବଡ଼ ଘୋଷଣା
ନୂଆଦିଲ୍ଲୀ,୩୦।୧୦: ତୈଳ ଅନ୍ତର୍ଜାତୀୟ ରାଜନୀତିର ଚେସବୋର୍ଡରେ ଏକ ପ୍ରମୁଖ ମୁଦ୍ରା, ଏବଂ ଏହାର ପ୍ରଭାବ ଏବେ ଭାରତ-ରୁଷ ଶକ୍ତି ସମ୍ପର୍କରେ ସ୍ପଷ୍ଟ ଭାବରେ ଦେଖାଯାଉଛି। ପାଶ୍ଚାତ୍ୟ ଦେଶମାନଙ୍କ ଦ୍ୱାରା ରୁଷ ଉପରେ ଲାଗୁ ହୋଇଥିବା କଠୋର ଆର୍ଥିକ ପ୍ରତିବନ୍ଧକର କଠିନତା କଠିନ…
ସାଧାରଣ ନିର୍ବାଚନ ପୂର୍ବରୁ ଡରି ଗଲେଣି ୟୁନୁସ? କହିଲେ…
ଢାକା,୩୦।୧୦: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ପଦରୁ ଇସ୍ତଫା ଦେବା ପରଠାରୁ ଭାରତରେ ରହୁଛନ୍ତି। ବାଂଲାଦେଶ ବର୍ତ୍ତମାନ ନୋବେଲ ଶାନ୍ତି ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ପରିଚାଳିତ ସରକାର ଦ୍ୱାରା ଶାସିତ ହେଉଛି। ବାଂଲାଦେଶ ନିର୍ବାଚନ ପୂର୍ବରୁ, ନିର୍ବାଚନ…
ଧାନବିଲରୁ ଯୁବତୀଙ୍କ ମୃତଦେହ ମିଳିବା ଘଟଣା: ଆଜି ମିଳିଲା ପରିଚୟ
ବଲାଙ୍ଗୀର,୩୦ା୧୦(ସୁନିଲ କୁମାର ମହାନ୍ତି/କୃଷ୍ଣ ପ୍ରସାଦ ପାଣିଗ୍ରାହୀ): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ଗଏଲପିଟା ଗାଁ ନିକଟ ଏକ ଧାନ କିଆରିରୁ ଗତକାଲି ସକାଳେ ଏକ ଯୁବତୀଙ୍କ ଗଳିତ ମୃତଦେହ ଜବତ କରିଥିଲା ଦେଓଗାଁ ପୋଲିସ। ଆଜି ସମ୍ପୃକ୍ତ ଯୁବତୀଙ୍କ ପରିଚୟ…
‘ଲଣ୍ଠନ ଯୁଗର ଲୋକ ବିହାରକୁ ଦେଇ ପାରିବେନି ବିଜୁଳି ବତି’, ଆଜେଡିକୁ ଏମିତି ଟାର୍ଗେଟ କଲେ ମୋଦି
ମୁଜାଫରପୁର,୩୦।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର (ଅକ୍ଟୋବର ୩୦) ବିହାର ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଏବଂ ରାଷ୍ଟ୍ରୀୟ ଜନତା ଦଳକୁ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ ଲଣ୍ଠନ ଯୁଗର ଲୋକମାନେ ବିହାରକୁ ବିଦ୍ୟୁତ ଯୋଗାଇ ପାରିବେ ନାହିଁ। ପ୍ରଧାନମନ୍ତ୍ରୀ…
ନାଳରୁ ମିଳିଲା ମୃତଦେହ, ମୃତକଙ୍କ ଶରୀରରେ ନାହିଁ କ୍ଷତଚିହ୍ନ, ପୋଲିସ କହୁଛି…
ବ୍ରହ୍ମପୁର,୩୦ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ସଦର ଥାନା ଅନ୍ତର୍ଗତ ମାୟାପୁରୀ ନିକଟ ଦେଇ ସାପୁଆନାଳରୁ ଗୁରୁବାର ପୋଲିସ ଏକ ଗଳିତ ମୃତଦେହ ଜବତ କରିଛି। ତେବେ ମୃତକଙ୍କ ପରିଚୟ ମିଳି ନ ଥିବା ବେଳେ ତାଙ୍କର ଆନୁମାନିକ ବୟସ ୬୦ ହେବ ବୋଲି…
ଟିମ ଇଣ୍ଡିଆରୁ ୨ ମାସ ପାଇଁ ବିଦା ହେଲେ ଏହି ଖେଳାଳି, ସାଉଥ ଆଫ୍ରିକା ବିପକ୍ଷ ଓ୍ବାନ ଡେ’ ସିରିଜରୁ OUT
ନୂଆଦିଲ୍ଲୀ,୩୦।୧୦: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ କ୍ୟାଚ ନେବା ସମୟରେ ପଡ଼ିଯାଇଥିବା ଶ୍ରେୟସ ଆୟର ଅତି କମରେ ଦୁଇ ମାସ ପାଇଁ କ୍ରିକେଟରୁ ବାହାରେ ରହିବେ। ଅକ୍ଟୋବର ୨୫ରେ ସିଡନୀରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଦିନିକିଆ ସମୟରେ ଆଭ୍ୟନ୍ତରୀଣ…
ଶ୍ରୀମନ୍ଦିରରେ ପଞ୍ଚକ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା: ସିଂହଦ୍ୱାରରେ ପ୍ରବେଶ, ୩ ଦ୍ୱାର ଦେଇ ପ୍ରସ୍ଥାନ
ପୁରୀ,୩୦ା୧୦: ପଞ୍ଚକ ଉପଲକ୍ଷେ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ନିମନ୍ତେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି। କେବଳ ସିଂହଦ୍ୱାର ଦେଇ ଭକ୍ତମାନେ ପ୍ରବେଶ କରିପାରିବେ। ଏନେଇ ପୁରୀ ଜିଲାପାଳ ସମୀକ୍ଷା ବୈଠକରେ ନିଷ୍ପତ୍ତି ନେଇଛନ୍ତି। ଭକ୍ତମାନେ ସିଂହଦ୍ୱାରରେ ପ୍ରବେଶ କରିବାକୁ ଥିବାବେଳେ ୩ ଦ୍ୱାର…
ଦାରିଙ୍ଗବାଡ଼ିକୁ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ, କୋହଲା ପାଗରେ ବୁଲି ନେଉଛନ୍ତି ମଜା
ଦାରିଙ୍ଗବାଡ଼ି,୩୦ା୧୦(ଅରୁଣ ସାହୁ): ଆସିଲା ପର୍ଯ୍ୟଟନ ଋତୁ। ଧିରେ ଧିରେ ପାହାନ୍ତିଆରେ ଶୀତ ପଡ଼ିବା ସହ କାକର ପଡୁଛି। ଅନ୍ୟ ଜିଲା ଅପେକ୍ଷା ଦାରିଙ୍ଗବାଡ଼ିକୁ ପ୍ରଥମ ପସନ୍ଦ କରିଥାନ୍ତି ପର୍ଯ୍ୟଟକ। ଏହି କ୍ରମରେ ଏବେ ପର୍ଯ୍ୟଟକ ଦାରିଙ୍ଗବାଡ଼ି ମୁହାଁ ହେଉଛନ୍ତି। ଯଦିଓ ଏବେ…
ଭାଜପା ନେତାଙ୍କୁ ହତ୍ୟା ସହ ମିଳିଲା ବଳାତ୍କାର ଧମକ
ନୂଆଦିଲ୍ଲୀ,୩୦।୧୦: ପୂର୍ବତନ ଏମପି ଏବଂ ଭାଜପା ନେତା ନବନୀତ ରାଣାଙ୍କୁ ପୁଣି ଥରେ ହତ୍ୟା ଏବଂ ଗଣଦୁଷ୍କର୍ମ ଧମକ ମିଳିଛି। ଏଥର, ତାଙ୍କ ଅମରାବତୀ କାର୍ଯ୍ୟାଳୟକୁ ସ୍ପିଡ ପୋଷ୍ଟ ମାଧ୍ୟମରେ ପଠାଯାଇଥିବା ଏକ ଚିଠିରେ ଏହି ଧମକ ଦିଆଯାଇଛି। ରାଜାପେଠ ପୋଲିସ…

