Home

ନକଭିଙ୍କୁ ଚେତାବନୀ ଦେଲା BCCI, ଯେତେଶୀଘ୍ର ପାରୁଛ ଭାରତକୁ ଟ୍ରଫି ଫେରାଅ ନଚେତ…

ନୂଆଦିଲ୍ଲୀ,୨୧।୧୦: ଟିମ ଇଣ୍ଡିଆକୁ ଏସିଆ କପ୍‌ ୨୦୨୫ର ଟ୍ରଫି ହସ୍ତାନ୍ତର ନ କରିବାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ସମ୍ପର୍କରେ ଏକ ନୂଆ ଅପଡେଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ ବିସିସିଆଇ ଏସୀୟ କ୍ରିକେଟ ପରିଷଦ(ଏସିସି) ଅଧ୍ୟକ୍ଷ ମୋହସିନ ନକଭିଙ୍କୁ ଏକ…

ଭାରତକୁ ଧୋକା ଦେଲା ଚାଇନା: ବନ୍ଧୁତାର ହାତ ବଢାଇ….

ନୂଆଦିଲ୍ଲୀ,୨୧।୧୦: ପଡ଼ୋଶୀ ଚାଇନା ଭାରତକୁ ଆଉ ଏକ ଝଟକା ଦେଇଛି। ଆମେରିକାର ହାଇ ଟାରିଫ୍‌ ପରେ ଭାରତ ନିକଟକୁ ଆସୁଥିବା ନୂଆଦିଲ୍ଲୀର ବୈଦ୍ୟୁତିକ ଯାନ ଏବଂ ବ୍ୟାଟେରୀ ଉପରେ ସବସିଡି ବିରୋଧରେ ଚାଇନା ବିଶ୍ୱ ବାଣିଜ୍ୟ ସଂଗଠନରେ ଅଭିଯୋଗ ଦାଖଲ କରିଛି।…

ରିଷଭ ପନ୍ତ ଅଧିନାୟକ, ଗିଲଙ୍କୁ ମିଳିଲାନି ସ୍ଥାନ: ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ,୨୧।୧୦: ଭାରତ ଏ ଅକ୍ଟୋବର ୩୦ରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦୁଇଟି ଚାରିଦିନିଆ ମ୍ୟାଚ ଖେଳିବ। ପ୍ରଥମ ମ୍ୟାଚ ଅକ୍ଟୋବର ୩୦ରୁ ନଭେମ୍ବର ୨ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ମ୍ୟାଚ ୬ ନଭେମ୍ବରରୁ ନଭେମ୍ବର ୯ ପର୍ଯ୍ୟନ୍ତ ଖେଳାଯିବ। କେଏଲ ରାହୁଲ…

ଏହି ଭାରତୀୟ ଟିମର ଅଧିନାୟକ ହେବେ ପନ୍ତ

ନୂଆଦିଲ୍ଲୀ,୨୧।୧୦: ଭାରତୀୟ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଏବଂ ୱିକେଟକିପର ରିଷଭ ପନ୍ତ ଆହତ ହେବା ପରେ ପଡ଼ିଆକୁ ଫେରିବାକୁ ଯାଉଛନ୍ତି। ସେ ଅକ୍ଟୋବର ୩୦ରେ ବେଙ୍ଗାଲୁରୁର BCCI ସେଣ୍ଟର ଅଫ ଏକ୍ସଲେନ୍ସରେ ଭାରତ A ଏବଂ ଦକ୍ଷିଣ ଆଫ୍ରିକା A ମଧ୍ୟରେ ପ୍ରଥମ…

ମାଦଳ ବଜାଇଲେ, ଲୋକଙ୍କ ଦୁଃଖ ଶୁଣିଲେ ମୁଖ୍ୟମନ୍ତ୍ରୀ: ଆଉ ତା’ପରେ…

କେନ୍ଦୁଝର,୨୧।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲାକୁ ତିନି ଦିନିଆ ଗସ୍ତରେ ଆସି ଗତକାଲି ଅପରାହ୍ନରେ ନିଜ ଜନ୍ମ ଗ୍ରାମ ରାଇକଳାରେ ପହଞ୍ଚି ଦୀପାବଳୀ ପାଳନ କରିଛନ୍ତି। ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।…

ପୁଣି ଶ୍ରୀମନ୍ଦିର ଭିତରେ ମୋବାଇଲ ଫୋନ: ଜଣେ ଅଟକ

ପୁରୀ,୨୧।୧୦: ପୁଣି ଶ୍ରୀମନ୍ଦିର ଭିତରକୁ ଯାଇଛି ମୋବାଇଲ ଫୋନ। ଫଟୋ ଉଠାଇବା ସମୟରେ ଜଣେ ଗୁମାସ୍ତାଙ୍କୁ ଅଟକ ରଖାଯାଇଛି। ପ୍ରତିହାରୀ ନିଯୋଗ ସମ୍ମୁଖରେ ଫଟୋ ଉଠାଇ ସେ ଧରାପଡ଼ିଛନ୍ତି। ଗୁମାସ୍ତା ଫୋନ୍‌ରେ ଯାତ୍ରୀଙ୍କ ଫଟୋ ଉଠାଇଥିବା ସୂଚନା ମିଳିଛି।   Dharitri…

କିଏ ସେ ସାନେ ତାକାଇଚି, ଯିଏ ହେଲେ ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ

ଟୋକିଓ,୨୧।୧୦: ଜାପାନ ପାଇଁ ମଙ୍ଗଳବାର ଏକ ଐତିହାସିକ ଦିନ ଥିଲା। ଜାପାନର ଇତିହାସରେ ପ୍ରଥମ ଥର ପାଇଁ ଜଣେ ମହିଳା ପ୍ରଧାନମନ୍ତ୍ରୀ ଅଛନ୍ତି। ଅକ୍ଟୋବର ୨୧ରେ ଜାପାନ ସଂସଦ ସାନାଏ ତାକାଇଚିଙ୍କୁ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ କରି ଇତିହାସ…

ଧୂମଧାମରେ ଶ୍ୟାମାକାଳୀ ପୂଜା: ଭକ୍ତଙ୍କ ଜମୁଛି ଭିଡ଼

କୋରାପୁଟ,୨୧/୧୦(ଅମିତାଭ ବେହେରା ) କୋରାପୁଟ ବେଙ୍ଗଲୀ କମିଟି ପକ୍ଷରୁ ଶ୍ୟାମାକାଳୀ ପୂଜା ସ୍ଥାନୀୟ ରବୀନ୍ଦ୍ର ସାଂସ୍କୃତିକ ପରିଷଦ ମଣ୍ଡପଠାରେ ଆୟୋଜିତ ହୋଇଛି। ଚଳିତ ବର୍ଷ ୨୫ତମ ଭାବେ ଏହି ଶ୍ୟାମାକାଳୀ ପୂଜା କରାଯାଉଥିବାବେଳେ ସୋମବାର ମଧ୍ୟରାତ୍ରିରୁ ମା’ଙ୍କ ପୂଜା ଆରମ୍ଭ ହୋଇଥିଲା।…

ସେକ୍ସ ରାକେଟର ପର୍ଦ୍ଦାଫାସ: ରାଣୀ ମହୁମାଛି ସମେତ ପାଞ୍ଚ ଜଣଙ୍କୁ ମାଡ଼ିବସିଲା ପୋଲିସ

କେନ୍ଦୁଝର,୨୧।୧୦: (ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ଚଢ଼ାଉ କରି ଏକ ତିନି ମହଲା ଘରୁ ଦେହ ବ୍ୟବସାୟ ରେ ଲିପ୍ତ ଅଭିଯୋଗ ରେ ପୋଲିସ ପାଞ୍ଚ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରୁ ରାଣୀ…

ପ୍ରେମିକ ଘର ବାରଣ୍ଡାରେ ଶୋଇଥିଲେ ପ୍ରେମିକା: ନିଆଁ ଲଗାଇଦେଲେ ପରିବାର,ଆଉ ତା’ପରେ..

ପରଜଙ୍ଗ,୨୧/୧୦(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ଅଧୀନ କୁମୁସୀ ପଞ୍ଚାୟତ ବସନ୍ତପଡା ଗ୍ରାମରେ ଗତ ୨ ତାରିଖରୁ ବୋହୂର ସ୍ବୀକୃତି ଦାବିରେ ପ୍ରେମିକ ସୁବ୍ରତ ସାହୁଙ୍କ ଘର ଆଗରେ ଧାରଣାରେ ବସିଥିଲେ ପ୍ରେମିକା। ଏକ ରୋଷେଇ ଘର…

କାହିଁକି ହ୍ବାଇଟ ହାଉସ ଉପରେ ଚାଲିଲା ବୁଲଡୋଜର? ଜଣାପଡିଲା ଅସଲ କାରଣ

ଓ୍ବାଶିଂଟନ,୨୧।୧୦: ବୁଲଡୋଜରର ଶବ୍ଦ ଏବେ ହ୍ବାଇଟ ହାଉସରେ ପ୍ରତିଧ୍ୱନିତ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦ ଅକ୍ଟୋବର, ୨୦୨୫ରେ ହ୍ବାଇଟ ହାଉସର ପୂର୍ବ ୱିଙ୍ଗରେ ବୁଲଡୋଜର ଏବଂ କ୍ରେନ ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲକ୍ଷ୍ୟ ହେଉଛି ହ୍ବାଇଟ ହାଉସରେ…

ଢାବାରେ ଯୁବକଙ୍କ ଗୁଣ୍ଡାରାଜ: ମାଲିକ-କର୍ମଚାରୀଙ୍କୁ ନିର୍ଧୂମ ଛେଚିଲେ

ବାରିପଦା,୨୧/୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ)- ମୟୂରଭଞ୍ଜ ଜିଲା ବାରିପଦା ସହର ଭଞ୍ଜପୁର ଥାନା ଅଧିନ ମୁର୍ଗାବାଡିସ୍ଥିତ ଏକ ଢାବାରେ କିଛି ଦୃବୁର୍ତ୍ତ ଗଣ୍ଡଗୋଳ ଘଟାଇ ଆତଙ୍କରାଜ ସୃଷ୍ଟି କରିଛନ୍ତି। ବନ୍ଧୁକ ମୁନରେ ଭୟଭୀତ କରାଇ ଢାବା ମାଲିକ ଓ କର୍ମଚାରୀଙ୍କୁ ନିସ୍ତୁକ ମାଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?