Home

ଜେମିମାଙ୍କ ଦମ୍‌ଦାର ଶତକ: ଅଷ୍ଟ୍ରେଲିଆକୁ ଧୂଳିଚଟେଇ ବିଶ୍ୱକପ୍‌ ଫାଇନାଲ୍‌ରେ ଭାରତ

ନଭୀ ମୁମ୍ବାଇ,୩୦ା୧୦- ଚଳିତ ମହିଳା ଦିନିକିଆ କ୍ରିକେଟ ବିଶ୍ୱକପ୍‌ରେ ଗୁରୁବାର ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ଭାରତ ଅଷ୍ଟ୍ରେଲିଆକୁ ୫ ଉଇକେଟ୍‌ରେ ପରାସ୍ତ କରିଛି। ଫଳରେ ତୃତୀୟଥର ଭାରତ ଦିନିକିଆ ବିଶ୍ୱକପ୍‌ର ଫାଇନାଲ୍‌କୁ ଯାଇଛି। ଟସ୍‌ ଜିତି ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଫୋଏବେ…

ବଡ଼ ଘୋଷଣା: ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ହେବେ ଭାରତର ୫୩ତମ ସିଜେଆଇ

ନୂଆଦିଲ୍ଲୀ,୩୦ା୧୦(ପି.ଟି.):ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍‌ ସୂର୍ଯ୍ୟକାନ୍ତଙ୍କୁ ଗୁରୁବାର ଭାରତର ୫୩ତମ ପ୍ରଧାନ ବିଚାରପତି (ସିଜେଆଇ) ନିଯୁକ୍ତ କରାଯାଇଛି। ସେ ନଭେମ୍ବର ୨୪ରେ କାର୍ଯ୍ୟଭାର ଗ୍ରହଣ କରିବେ। କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ ନୂଆ ସିଜେଆଇ ନିଯୁକ୍ତି…

ହଠାତ୍‌ ରାଗିଗଲେ ଅମିର ଖାନ୍‌ଙ୍କ ପ୍ରେମିକା: କହିଲେ, ମୋତେ ଛାଡ଼ିଦିଅ….

ବଲିଉଡ ଅଭିନେତା ଅମିର ଖାନଙ୍କ ପ୍ରେମିକା ଗୌରୀ ଆଜିକାଲି ବେଶ ଚର୍ଚ୍ଚାରେ ଅଛନ୍ତି। ଯେବେଠୁ ଆମିର ଗୌରୀଙ୍କ ପ୍ରେମରେ ପଡିଲେଣି ସେବେଠୁ ମିଡିଆ ତାଙ୍କ ପିଛା ଛାଡୁନି। ଗୌରୀ ଯୁଆଡେ ଯାଉଛନ୍ତି ଫଟୋଗ୍ରାଫର୍‌ ବି ତାଙ୍କ ପଛେ ପଛେ ହାଜର। ଏହା…

ଏହି ଦେଶରେ ଚିହ୍ନଟ ହେଲା ବିଶ୍ୱର ପ୍ରଥମ ଧଳା ଜଙ୍ଗଲୀ ବିଲେଇ

ବିଶ୍ୱରେ ପ୍ରଥମଥର ପାଇଁ ଏକ ଧଳା ଜଙ୍ଗଲୀ ବିଲେଇ (Iberian lynx) ସ୍ପେନ୍‌ର ଦକ୍ଷିଣାଞ୍ଚଳସ୍ଥ ଜାଏନ ପାହାଡ଼ରେ ଦେଖିବାକୁ ମିଳିଛି। ବିଲୁପ୍ତପ୍ରାୟ ଏହି ବଣୁଆ ବିରାଡିର ଏପରି ଦୁର୍ଲଭ ରୂପ ସଂରକ୍ଷଣ ପ୍ରୟାସର ଏକ ବଡ଼ ସଫଳତା ଭାବେ ଗଣାଯାଉଛି। ସ୍ପେନୀୟ…

ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବେ କନ୍ଧମାଳ ସୁରକ୍ଷା ଅଭିଯାନ

ଦାରିଙ୍ଗବାଡି, ୩୦।୧୦ (ଅରୁଣ ସାହୁ): କନ୍ଧମାଳ ସୁରକ୍ଷା ଅଭିଯାନ ପକ୍ଷରୁ ୧୨ଦଫା ଦାବି ନେଇ ଶୁକ୍ରବାର କନ୍ଧମାଳ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାପାଇଁ ନିଷ୍ପତି ହୋଇଥିବା ଅଭିଯାନର ଆବାହକ ପ୍ରତାପ ପ୍ରଧାନ ନିଷ୍ପତି ଗ୍ରହଣ କରିଥିବା ଜଣାପଡିଛି। ସେହି ଦାବି…

ବିବାହର ମିଛ ପ୍ରତିଶ୍ରୁତି ଦେଇ ନାବାଳିକାଙ୍କୁ କରିଥିଲେ ଗର୍ଭବତୀ, ମିଳିଲା ଏମିତି ଦଣ୍ଡ

ବରଗଡ଼,୩୦।୧୦(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ପାଇକମାଳ ଥାନା ଅଞ୍ଚଳର ଜଣେ ନାବାଳିକା(୧୬)ଙ୍କୁ ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଗର୍ଭବତୀ କରିବା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ବରଗଡସ୍ଥିତ ପୋକ୍ସୋ କୋର୍ଟର ସତନ୍ତ୍ର ବିଚାରପତି ଏହି ମାମଲାର ଶୁଣାଣି କରି ଅଭିଯୁକ୍ତ…

ଅଶ୍ୱିନ୍‌ ବୈଷ୍ଣବଙ୍କ ବଡ଼ ଘୋଷଣା: ଓଡିଶାରେ ହେବ….

ନୂଆଦିଲ୍ଲୀ/ଭୁବନେଶ୍ୱର,୩୦।୧୦: କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନ୍‌ ବୈଷ୍ଣବ ଗୁରୁବାର ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ୯୨ଟି ରେଳ ଓଭର ବ୍ରିଜ ହେବ। ସମ୍ପୂର୍ଣ୍ଣ ଖର୍ଚ୍ଚ ବହନ କରିବ ରେଳ ବିଭାଗ। ଏଥିପାଇଁ କେନ୍ଦ୍ର ରେଳ ମନ୍ତ୍ରାଳୟର ଅନୁମୋଦନ ମିଳିଛି…

ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ିଦେବେ ରୋହିତ ଶର୍ମା! MI ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୩୦।୧୦: IPL ୨୦୨୬ରେ ଅଭିଷେକ ନାୟାର କୋଲକାତା ନାଇଟ ରାଇଡର୍ସର ମୁଖ୍ୟ କୋଚ ହେବେ। ଅଭିଷେକ ପୂର୍ବରୁ ପାଞ୍ଚ ବର୍ଷ ପାଇଁ କୋଲକାତା ନାଇଟ ରାଇଡର୍ସ ସହିତ ଜଡିତ ଥିଲେ, କିନ୍ତୁ ଏହା ପ୍ରଥମ ଥର ପାଇଁ ସେ IPL ଦଳର…

ଆକାଶରେ ପଡ଼ିଲା ଇନ୍ଦ୍ରଧନୁ: ଅଟକିଗଲେ ବାଟୋଇ

କୋରାପୁଟ,୩୦।୧୦(ଅମିତାଭ ବେହେରା): ଗୁରୁବାର ଅପରାହ୍ନରେ କୋରାପୁଟ ଆକାଶରେ ଇନ୍ଦ୍ରଧନୁ ଦେଖାଯାଇଛି। ଗୁରୁବାର ଅପରାହ୍ନ ୫ଟା ସମୟରେ କୋରାପୁଟ ଭବାନୀନଗରସ୍ଥିତ ପୂର୍ବ ଆକାଶରେ ଏହା ଦେଖିବାକୁ ମିଳିଛି। ଅପରାହ୍ନରେ ହଠାତ ଝିପିଝିପି ବର୍ଷା ପରେ ଏହା ଦେଖିବାକୁ ମିଳିଛି। ଇନ୍ଦ୍ରଧନୁର ସାତରଙ୍ଗ ଦେଖିବାକୁ…

ପାହାଡ଼ରୁ ଖସୁଛି ମାଟି ଅତଡ଼ା: ଯାତାୟାତ ବାଧାପ୍ରାପ୍ତ

ମୋହନା,୩୦/୧୦(ମନ୍ମଥ ମିଶ୍ର): ଘାଟି ରାସ୍ତାରେ ଏବେ ପାହାଡ଼ରୁ ଖସୁଛି ମାଟି ଅତଡ଼ା ଗ୍ରାମବାସୀ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି l ଫଳରେ ୬ ଖଣ୍ଡ ଗାଁକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି l ଗଜପତି ଜିଲା ମୋହନା ବ୍ଲକ ବାଲିବାଡ ଗାଁ ଘାଟି…

Truecallerରୁ ନିଜ ନାମ ହଟାଇବାକୁ ଚାହାନ୍ତି କି? ଜାଣନ୍ତୁ ସବୁଠାରୁ ସହଜ ଉପାୟ…

ନୂଆଦିଲ୍ଲୀ,୩୦।୧୦: Truecaller ଆଜି କଲର୍‌ ଆଇଡି ପାଇଁ ବ୍ୟବହାର ହେଉଥିବା ସବୁଠାରୁ ବଡ଼ ଆପ୍‌। ଭାରତରେ ଏହାକୁ ବହୁଳ ବ୍ୟବହାର କରାଯାଏ। ଅତି କମ୍‌ରେ ୧୦ଜଣଙ୍କ ମଧ୍ୟରୁ ୮ ଲୋକ ଙ୍କ ଫୋନରେ ଟ୍ରୁକଲର ଆପ୍‌ ଅଛି। କହିବାକୁ ଗଲେ ଅନେକ…

ଷ୍ଟୁଡିଓରେ ପିଲାମାନଙ୍କୁ ବନ୍ଧକ ରଖିଥିବା ରୋହିତ ଆର୍ଯ୍ୟ କିଏ? ସାମ୍ନାକୁ ଆସିଲା ଭିଡ଼ିଓ

ମୁମ୍ବାଇ,୩୦।୧୦: ମୁମ୍ବାଇରେ ଜଣେ ବ୍ୟକ୍ତି ଏକ ଅଭିନୟ ଷ୍ଟୁଡିଓରେ କେତେଜଣ ପିଲାଙ୍କୁ ବନ୍ଧକ ରଖିଥିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା। ମାଆବାପା ଝରକା ଦେଇ ଚାହିଁବା ମାତ୍ରେ କିଛି ଭୁଲ ହୋଇଥିବା ଲକ୍ଷ୍ୟ କରିଥିଲେ। ସେମାନେ ପୋଲିସକୁ ସୂଚନା ଦେଇଥିଲେ, ଏବଂ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?