ଓଡ଼ିଶା ଆସିବେ ଜଗା-କାଳିଆ: ଦିଲ୍ଲୀ ଗଲେ ଦୁଇ ଡାକ୍ତର
କଟକ ଅଫିସ,୫।୯: ଓଡ଼ିଶା ଆସିବେ ଜଗା-କାଳିଆ। ଅପରେଶନ ମାଧ୍ୟମରେ ଅଲଗା ହୋଇଥିବା କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ ଦିଲ୍ଲୀ ଏମ୍ସରୁ ସ୍ଥାନାନ୍ତର ହେବେ। ସେମାନଙ୍କୁ ଆଣିବା ଲାଗି ଗୁରୁବାର ଶିଶୁ ରୋଗ ବିଭାଗର ଦୁଇଜଣ ଡାକ୍ତର ଶିବ ଶଙ୍କର ବରିହା ଏବଂ…
ଛାତ୍ର ନିଖୋଜ, ଘରୁ ଟ୍ୟୁସନକୁ ବାହାରି ଫେରି ନାହାନ୍ତି
ଓଡଗାଁ, ୫।୯(ସ୍ବ.ପ୍ର.)-ନୟାଗଡ଼ ଜିଲା ଓଡ଼ଗାଁରୁ ବୁଧବାର ସନ୍ଧ୍ୟାରେ ରାଜେନ୍ଦ୍ର କୁମାର ସାହୁ ନାମକ ଜଣେ ଷଷ୍ଠ ଶ୍ରେଣୀର ଛାତ୍ର ନିଖୋଜ ଅଛନ୍ତି। ସେ ନିକଟସ୍ଥ ଗୋଡ଼ିପାଟଣା ଗ୍ରାମର ନିରଞ୍ଜନ ସାହୁଙ୍କ ପୁଅ ଏବଂ ସ୍ଥାନୀୟ ଆଦର୍ଶ ବିଦ୍ୟାଳୟର ଛାତ୍ର ଅଟନ୍ତି। ରାଜେନ୍ଦ୍ର…
ଏସବୁ ଉପାୟ ଦ୍ୱାରା ଘରୁ ଦୂରେଇ ରୁହନ୍ତିି ଝିଟିପିଟି…
କେତେକଙ୍କ ଘରେ ଝିଟିପିଟି ରହିଥାନ୍ତି। ଏହାଦ୍ୱାରା ଘର ମଇଳା ହୋଇଥାଏ। ତେବେ ଝିଟିପିଟିଙ୍କୁ ଘରୁ ଦୂରେଇ ରଖିବା ପାଇଁ ଗନ୍ଧ କପୂର ଗୋଲିର ବ୍ୟବହାର କଲେ ସୁଫଳ ମିଳିଥାଏ। ଏହାର ଗନ୍ଧରେ ଝିଟିପିଟି ଘରୁ ପଳାଇଥାନ୍ତି। ସେହିପରି ପିଆଜ, ରସୁଣ ଏବଂ…
ନିୟମ ଉଲ୍ଲଂଘନ କଲେ ପୋଲିସ ଦେବେ ୨ ଗୁଣା ଜରିମାନା
ନୂଆଦିଲ୍ଲୀ,୫।୯: ନୂଆ ମୋଟର ଯାନ ନିୟମ ଅନୁଯାୟୀ ଏବେ ସାଧାରଣ ଜନତା ମୋଟା ଅଙ୍କର ଜରିମାନା ଗଣୁଥିବା ଦେଖିବାକୁ ମିଳିଛି। ହେଲେ ବୁଧବାର ଦିଲ୍ଲୀ ଜଏଣ୍ଟ ଟ୍ରାଫିକ୍ ପୋଲିସ କମିଶନର, ମିନୁ ଚୌଧୁରୀ ଏକ ବଡ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ…
ଗୁରୁଦିବସରେ ଗୁରୁଙ୍କୁ ଏମିତି ମନେ ପକାଇଲେ ସଲମାନ
ଆଜି ପବିତ୍ର ଗୁରୁଦିବସ। ଗୁରୁଙ୍କ ବିନା ଜୀବନ ଅନ୍ଧକାରମୟ। ତେଣୁ ଗୁରୁଙ୍କୁ ସମ୍ମାନ ଜଣାଇବା ପାଇଁ ଏହି ଦିନଟି ଗୁରୁତ୍ୱପୂର୍ଣ୍ଣ। ବଲିଉଡ୍ ଅଭିନେତା ସଲମାନ୍ ଖାନ୍ ବି ଏଥିରୁ ବାଦ୍ ପଡ଼ିନାହାନ୍ତି। ସଲମାନଙ୍କ ତାଙ୍କ ଗୁରୁଙ୍କୁ ମନେ ପକାଇ ପିଲାଦିନର ସ୍ମୃତିକୁ…
ଏଲଓସି ନିକଟରେ ପାକ୍ ସେନା
ଶ୍ରୀନଗର,୫।୯: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଯିବା ପରେ ବିଚଳିତ ହୋଇପଡ଼ିଥିବା ପାକିସ୍ତାନ ଭାରତ ବିରୋଧରେ ପ୍ରତ୍ୟକ୍ଷ ଭାବେ କିଛି କରି ପାରୁ ନ ଥିବା ବେଳେ ଏବେ ଆତଙ୍କବାଦୀଙ୍କ ସାହାରା ନେଇଛି। ଗୋଇନ୍ଦା ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ ପାକିସ୍ତାନୀ ସେନା…
ପ୍ରଥମ ଥର ଲାଗି ମୋଦିଙ୍କ ରାଲି ହେବ ଇକୋ ଫ୍ରେଣ୍ଡଲି
ପାନିପଥ,୫।୯: ପ୍ରଥମ ଥର ଲାଗି ହରିୟାଣାର ରୋହତକରେ ଆସନ୍ତା ୮ ତାରିରେ ମୋଦିଙ୍କ ପାଇଁ ଆୟୋଜିତ ହୋଇଥିବା ରାଲି ଇକୋ ଫ୍ରେଣ୍ଡଲି ହେବ ବୋଲି ଜଣାପଡିଛି। ଏଥର ଏହି ରାଲିରେ ପ୍ଲାଷ୍ଟିକ ସ୍ଥାନରେ କପଡାର ଦଳୀୟ ପତାକା ବ୍ୟବହାର କରାଯିବ। ଏହା…
ପରିବାରର ବିପତ୍ତି ସମୟରେ ଚୁଲି ଫୁଙ୍କିବା ଦାୟିତ୍ୱ ୩ ବର୍ଷର ଶିଶୁ କନ୍ୟା ଜ୍ୟୋତି ଉପରେ: ସୋସିଆଲ୍ ମିଡ଼ିଆରେ ଫଟୋ ଭାଇରାଲ
ରାୟପୁର,୫।୯: ଜଣେ ୩ ବର୍ଷର ଶିଶୁ କନ୍ୟା ବସି ଚୁଲି ଫୁଙ୍କୁଥିବା ଫଟୋ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହା ହେଉଛି ଛତିଶଗଡ଼ ଦନ୍ତଓ୍ବାଡ଼ା ଜିଲା କଟେକଲ୍ୟାଣ ଅଞ୍ଚଳରେ ଥିବା ବେଙ୍ଗଲୁର୍ ଗାଁର। ଫଟୋରେ ଶିଶୁ କନ୍ୟା ଜ୍ୟୋତି…
ଗୁରୁ ଦକ୍ଷିଣା ପାଇଁ ନିଜ ଆଙ୍ଗୁଠି କାଟିଥିଲେ ଏକଲବ୍ୟ
ସମଗ୍ର ଦେଶରେ ଗୁରୁବାର ଗୁରୁ ଦିବସ ବହୁ ଧୁମ୍ଧାମ୍ରେ ପାଳନ କରାଯାଇଛି। ସ୍କୁଲ, କଲେଜର ଛାତ୍ରୀଛାତ୍ରମାନେ ଏହି ଉପଲକ୍ଷେ ନିଜ ଗୁରୁଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ସେପ୍ଟେମ୍ବର ୫ ଜନ୍ମଦିନ ଅବସରରେ ପ୍ରତିବର୍ଷ ଗୁରୁ ଦିବସ ପାଳନ…
ଗୁରୁଦିବସ ଅବସରରେ ଶିକ୍ଷକଙ୍କୁ ପୁରସ୍କୃତ କଲେ ରାଷ୍ଟ୍ରପତି: ୪୬ଜଣଙ୍କୁ ରାଷ୍ଟ୍ରୀୟ ସମ୍ମାନ
ନୂଆଦିଲ୍ଲୀ,୫।୯: ଶିକ୍ଷାର ମାନ, ଅଭିନବୀକରଣ ଓ ରୋଚକ କରିଥିବା ଦେଶର ୪୬ ଜଣ ଶିକ୍ଷକଙ୍କୁ ଗୁରୁବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରୀୟ ସମ୍ମାନରେ ସମ୍ମାନୀତ କରିଛନ୍ତି। ଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ଏହି…
ଶୁକ୍ରବାର ଓଡ଼ିଶା ଆସିବେ ଆମିକସ୍ କ୍ୟୁରୀ, ଅନୁଧ୍ୟାନ କରିବେ ପୁରୀ ସ୍ଥିତି
ପୁରୀ ଅଫିସ,୫।୯: ଶୁକ୍ରବାର ଆମିକସ୍ କ୍ୟୁରୀ ଓ ସଲିସିଟର ଜେନେରାଲ ଓଡ଼ିଶା ଆସିବେ। ପୂର୍ବରୁ ୭ ତାରିଖରେ ଆସିବାକୁ ସ୍ଥିର ହୋଇଥିବା ବେଳେ କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଏନେଇ ଗୁରୁବାର ପୁରୀ ଅତିରିକ୍ତ ଜିଲାପାଳ ସୂଚନା ଦେଇଛନ୍ତି। ତେବେ ପୁରୀରେ…
ଲଘୁଚାପ ବର୍ଷାରେ ବେହାଲ ବ୍ରହ୍ମପୁର: ରାସ୍ତାରେ ଲହଡ଼ି ମାରୁଛି ବର୍ଷାଜଳ, ଘରେ ପଶିଲା ନର୍ଦ୍ଦମା ପାଣି
ବ୍ରହ୍ମପୁର ଅଫିସ, ୫।୯-ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଗଞ୍ଜାମ ଜିଲାର ବିଭିନ୍ନ ସ୍ଥାନରେ ବୁଧବାର ବିଳମ୍ବିତ ରାତିରୁ ବର୍ଷା ଲାଗି ରହିଛି। ଭୋରରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି। ଗୋପାଳପୁର ପାଣିପାଗ କେନ୍ଦ୍ର ଇନ୍ଚାର୍ଜ ଉମାଶଙ୍କର ସାହୁଙ୍କ…
Archives


