୩୭୦ ଉଚ୍ଛେଦ ପ୍ରସଙ୍ଗରେ ମୁହଁ ଖୋଲିଲେ ପାକିସ୍ତାନ କ୍ରିକେଟର
ଇସଲମାବାଦ, ୬।୮: ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ୍ ଆଫ୍ରିଦ୍ ଜମ୍ମୁ-କଶ୍ମୀରରୁ ୩୭୦ ଅନୁଚ୍ଛେଦ ଉଠାଇଯିବାକୁ ନେଇ ମୁହଁ ଖୋଲିଛନ୍ତି। ଏନେଇ ସେ ଜାତିସଂଘକୁ କଡା ସମାଲୋଚନା କରିଛନ୍ତି। ଏହି ମାମଲାରେ ଜାତିସଂଘ ଦଖଲ ଦେବା ଉଚିତ। କଶ୍ମୀର ଲୋକଙ୍କୁ ଜାତିସଂଘ ପ୍ରସ୍ତାବ…
ଗୋବରୀ ଶାଖା ନାଳରୁ ମା’,ଝିଅଙ୍କ ମୃତଦେହ ଉଦ୍ଧାର
ମହାକାଳପଡ଼ା, ୬।୮(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ଥାନା ଅଧୀନ ଗଗୁଆ ଗ୍ରାମ ଜେନା ସାହି ନିକଟ ଗୋବରୀ ଶାଖା ନାଳରୁ ମଙ୍ଗଳବାର ସକାଳେ ମା,ଝିଅଙ୍କ ମୃତଦେହ ଉଦ୍ଧାର ହୋଇଛି। ସେମାନେ ହେଲେ ଜେନା ସାହିର ଯଦୁମଣି ଜେନାଙ୍କ ସ୍ତ୍ରୀ…
କଂଗ୍ରେସ କିମ୍କର୍ତ୍ତବ୍ୟମୂଢ଼
ନୂଆଦିଲ୍ଲୀ, ୬।୮: ଅନୁଚ୍ଛେଦ ୩୭୦ର ଉଚ୍ଛେଦ ପରେ କଂଗ୍ରେସ କିମ୍କର୍ତ୍ତବ୍ୟମୂଢ଼ ପାଲଟିଛି। ଏହାର ବିରୋଧରେ ରାଜନୈତିକ ଦଳଙ୍କୁ ଏକାଠି କରିବାକୁ ପ୍ରୟାସ ଜାରି ରଖିଛି। କଂଗ୍ରେସ ପରି ତୃଣମୂଳ, ଜେଡିୟୁ,ଏସ୍ପି ଆଦି ୯ଟି ଦଳ ଏହାକୁ ବିରୋଧ କରୁଛନ୍ତି। ଅପରପକ୍ଷରେ ମାୟାବତୀଙ୍କ…
ପ୍ରତିଶ୍ରୁତି ପାଳନ ନ କରି ପାରିବାରୁ ନିଜକୁ ଦଣ୍ଡ ଦେଲେ ମେୟର: ମହିଳାଙ୍କ ପୋଷାକ ପିନ୍ଧି ବୁଲିଲେ
ମେକ୍ସିକୋ ସିଟି,୬।୮: ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି ପାଳନ ନ କରି ପାରିବାରୁ ଜଣେ ମେୟର ନିଜକୁ ଦଣ୍ଡ ଦେଇଛନ୍ତି। ସେ ସର୍ବସାଧାରଣ ସ୍ଥଳରେ ମହିଳାଙ୍କ ପୋଷାକ ପିନ୍ଧି ବୁଲିଛନ୍ତି। ମେକ୍ସିକୋର ଚିୟାପାସ୍ ସ୍ଥିତ ସୈନ୍ ଏଣ୍ଡ୍ରସ୍ ପ୍ୟୁଟୋ ରିକୋ ସହରର ମେୟର…
ସିକ୍ରେଟ୍ କାଶ୍ମୀର ମିଶନ୍: ବରିଷ୍ଠ ମନ୍ତ୍ରୀଙ୍କୁ ବି ଜଣା ନ ଥିଲା ମୋଦିଙ୍କ ଚାଲ୍
ଶ୍ରୀନଗର, ୬।୮: ଜମ୍ମୁ-କଶ୍ମୀରରେ ୩୭୦ ଧାରା ଉଠିବା ନିଷ୍ପତ୍ତି ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦିଙ୍କ ‘ମିଶନ୍ କଶ୍ମୀର’ ନିଷ୍ପତ୍ତି ଗୁପ୍ତ ଭାବରେ ନିଆଯାଇଥିଲା, ଏପରିକି ବରିଷ୍ଠ ମନ୍ତ୍ରୀ ଏବଂ ଅଧିକାରୀଙ୍କୁ ମଧ୍ୟ ଏନେଇ କୌଣସି ସୂଚନା…
ଅଯୋଧ୍ୟା ମାମଲାର ଶୁଣାଣି ଆରମ୍ଭ: ସିଧାପ୍ରସାରଣ ଆବେଦନ ଖାରଜ; ଶହେ ଦିନରେ ଫଇସଲା ସମ୍ଭାବନା
ନୂଆଦିଲ୍ଲୀ,୬।୮: ଅଯୋଧ୍ୟା ମାମଲାର ଶୁଣାଣି ମଙ୍ଗଳବାରଠାରୁ ସୁପ୍ରିମ୍କୋର୍ଟରେ ଆରମ୍ଭ ହୋଇଛି। ତେବେ ବିଚାର ପ୍ରକିୟାର ସିଧାପ୍ରସାରଣ ପାଇଁ କରାଯାଇଥିବା ଆବେଦନକୁ ସର୍ବୋଚ୍ଚ ନ୍ୟାୟାଳୟ ଖାରଜ କରିଛନ୍ତି। ଗତ ଶୁକ୍ରବାର ଅଦାଲତ ସୂଚନା ଦେଇଥିଲେ ଯେ, ଏହି ମାମଲାର ଶୁଣାଣି ଅଗଷ୍ଟ ୬…
କଶ୍ମୀର ସ୍ଥିତି ସ୍ବାଭାବିକ: ଡୋଭାଲଙ୍କ ରିପୋର୍ଟ
ଶ୍ରୀନଗର,୬।୮: ଜମ୍ମୁ-କଶ୍ମୀରର ସ୍ଥିତି ଅନୁଧ୍ୟାନ କରିବା ପାଇଁ ସେଠାକୁ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ଯାଇଛନ୍ତି। ମଙ୍ଗଳବାର ସେ ରିପୋର୍ଟ ଦେଇଛନ୍ତି ଯେ, ଅନୁଚ୍ଛେଦ-୩୭୦ର ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ କୋଣସି ଅପ୍ରୀତିକର ପରିସ୍ଥିିତି ଘଟି ନାହିଁ। ସ୍ଥିତି ସମ୍ପୂର୍ଣ୍ଣ ଶାନ୍ତ…
‘ମୋଦିଙ୍କୁ ମିଳୁ ଭାରତ ରତ୍ନ’
ନୂଆଦିଲ୍ଲୀ,୬ା୮: ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦କୁ କେନ୍ଦ୍ର ସରକାର ସୋମବାର ଉଚ୍ଛେଦ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏଭଳି ସାହସିକତାର ନିଷ୍ପତ୍ତି ପାଇଁ ତାଙ୍କୁ ଭାରତ ରତ୍ନ ଦିଆଯାଉ ବୋଲି ଦାବି କରିଛନ୍ତି ଭାଜପା…
ପ୍ରବଳ ବର୍ଷା: ଜାତୀୟ ରାଜପଥରେ ବଡ଼ ଫାଟ
ବେଙ୍ଗାଲୁରୁ,୬।୮: ପ୍ରବଳ ବର୍ଷାଯୋଗୁ କର୍ନାଟକର କେତେକ ଜିଲାର ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସ୍ଥାନୀୟ ବେଲଗାବି ଜିଲାର ନିପ୍ପାନି ଠାରେ ଥିବା ଜାତୀୟ ରାଜପଥ-୪ରେ ପ୍ରବଳ ବର୍ଷା ଯୋଗୁ ବଡ଼ ଫାଟ ସୃଷ୍ଟି ହୋଇଛି। ସୁରକ୍ଷା ଦୃଷ୍ଟିରେ ଏହି ଜାତୀୟ ରାଜପଥ…
ଜମ୍ମୁ-କଶ୍ମୀରରେ ଶାନ୍ତିର ବାତାବରଣ: ଡିଜିପି
ଶ୍ରୀନଗର,୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଅନୁଚ୍ଛେଦ-୩୭୦ର ଉଚ୍ଛେଦ କରିବାପରେ ଜମ୍ମୁ-କଶ୍ମୀରରେ ହିଂସାକାଣ୍ଡର ଆଶଙ୍କା କରାଯାଉଥିଲା। ତେବେ ଏଠାରେ ଶାନ୍ତିର ବାତାବରଣ ରହିଥିବା ଡିଜିପି ଦିଲବାଗ୍ ସିଂ ସୂଚନା ମଙ୍ଗଳବାର ଦେଇଛନ୍ତି। ହିଂସାକାଣ୍ଡର ଆଶଙ୍କା କରି ଏହାର ମୁକାବିଲା ପାଇଁ ପୋଲିସକର୍ମୀଙ୍କୁ…
ହିରୋସୀମାର ୭୪ ବର୍ଷ ତଳର ଲୁହ ଭିଜା କାହାଣୀ: ଅଗଷ୍ଟ ୬ ସାଜିଥିଲା ମାନବ ସଭ୍ୟତାର କଳାଦିନ
ଟୋକିଓ/ନୂଆଦିଲ୍ଲୀ, ୬।୮: ଅଗଷ୍ଟ ମାସ ୬ ତାରିଖକୁ ମାନବ ସଭ୍ୟତାର କଳାଦିନ ଭାବେ ବିବେଚନା କରାଯାଏ। ୧୯୪୫ ମସିହାରେ ଏହି ଦିନ ଜାପାନର ହିରୋସୀମା ସହର ଉପରେ ପକାଯାଇଥିଲା ପରମାଣୁ ବୋମା, ନିରୀହ ଜନସାଧାରଣ ଗ୍ରୀଷ୍ମଋତୁର ସାକୁରା ପୁଷ୍ପ ପ୍ରସ୍ଫୁଟିତ ଉଦ୍ୟାନ…
ଇଂରେଜ ଅମଳର କୂଟନୀତି ଉପରେ ଶକ୍ତ ପ୍ରହାର
ପୁରୀ ଅଫିସ, ୬ା୮: ଦୀର୍ଘବର୍ଷ ଧରି ଅନୁଚ୍ଛେଦ ୩୭୦କୁ ନେଇ ଯେଉଁ କଳ୍ପନାଜଳ୍ପନା ଲାଗି ରହିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଜମ୍ମୁ-କଶ୍ମୀରରୁ ଉଚ୍ଛେଦ ହୋଇଛି ଅନୁଚ୍ଛେଦ ୩୭୦। ଏହାକୁ ନେଇ ଦେଶବ୍ୟାପୀ ଖୁସିର ଲହରି ଖେଳି ଯାଇଥିବାବେଳେ ଏ ପ୍ରସଙ୍ଗରେ ମତ…
Archives


