ଟଙ୍କା ପାଇଁ ଆଇଟମ୍ ଗାର୍ଲ ସାଜିଥିଲେ ହେଲେନ୍
ବଲିଉଡ୍ର ସବୁଠାରୁ ଚର୍ଚ୍ଚିତ ଡ୍ୟାନ୍ସର ଥିଲେ ହେଲେନ। ୨୧ ନଭେମ୍ବର ୧୯୩୮ରେ ବର୍ମାରେ ଜନ୍ମିତ ଏହି ଆଙ୍ଗ୍ଲୋ ଇଣ୍ଡିଆନ ଅଭିନେତ୍ରୀ ବଲିଉଡ୍ରେ ନିଜର ପ୍ରଭାବ ବିସ୍ତାର କରି ରଖିଥିଲେ। ବଲିଉଡ୍ରେ ସେ ଆଇଟମ ଗର୍ଲ ଭାବେ ପରିଚିତ ଥିଲେ। ରିଲରେ ନିଜ…
ପିଇଓଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା : ସିବିଆଇ ତଦନ୍ତ ଦାବିରେ ଭାଜପାର ଯାଜପୁର ବନ୍ଦ
ଯାଜପୁର ଅଫିସ,୨୧।୧୦: ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତର ପିଇଓ (ପଞ୍ଚାୟତ ନିିର୍ବାହୀ ଅଧିକାରୀ) ସ୍ମିତାରାଣୀ ବିଶ୍ବାଳଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବିରେ ଭାଜପାର ଜିଲା ବନ୍ଦ ଡାକରା ଦିଆଯାଇଛି। ସୋମବାର ସକାଳ ୬ଟାରୁ ଜିଲାର ବ୍ୟାସନଗର,…
ଉତ୍ତରପ୍ରଦେଶ ଉପନିର୍ବାଚନ: ରାମପୁରରୁ ଧରା ପଡ଼ିଲେ ସମାଜବାଦୀ ପାର୍ଟିର ୭ ନକଲି ଏଜେଣ୍ଟ
ଲକ୍ଷ୍ନୌ,୨୧।୧୦: ଉତ୍ତରପ୍ରଦେଶରେ ୧୧ଟି ବିଧାନସଭା ଆସନ ପାଇଁ ସୋମବାର ମତଦାନ ଜରି ରହିଛି। ରାମପୁର ବିଧାନସଭା ଆସନର ବିଭିନ୍ନ ମତଦାନ କେନ୍ଦ୍ରରୁ ୭ ଜଣ ନକଲି ଏଜେଣ୍ଟ୍ ଧରାପଡ଼ିଛନ୍ତି। ସେମାନେ ସମାଜବାଦୀ ପାର୍ଟି ପାଇଁ କାମ କରୁଥିବା ପଚରାଉଚରା ସମୟରେ ପୋଲିସକୁ…
ଚେକ୍ ବାଉନ୍ସ, ଅଭିଯୁକ୍ତ ଗିରଫ
ଭୁବନେଶ୍ୱର,୨୧ା୧୦(ବ୍ୟୁରୋ) : ଏକ ଚେକ ବାଉନ୍ସ ମାମଲାରେ ଖଣ୍ଡଗିରି ଥାନା ପୋଲିସ ଜଣଙ୍କୁ ଗିରଫ କରିଛି। ସେ ହେଲେ ଜାଗମରା ଅଞ୍ଚଳର କାଶୀ ବିଶ୍ୱନାଥ ମହାପାତ୍ର। ଅଭିଯୁକ୍ତ କାଶୀ ଜରୁରୀ ଆବଶ୍ୟକତା ଥିବା କହି ସ୍ଥାନୀୟ ଅଞ୍ଚଳର ବିଶ୍ୱଭୂଷଣ ମହାରଣାଙ୍କଠାରୁ ୨…
ଏଫ୍ଆଇଆର୍ ପଞ୍ଜୀକୃତ କରି ନ ଥିଲା ଡେରାବିଶ ପୋଲିସ : ୫୦ ହଜାର କ୍ଷତିପୂରଣ ଦେବାକୁ ଗୃହ ବିଭାଗକୁ ନିର୍ଦ୍ଦେଶ
ଭୁବନେଶ୍ୱର,୨୧ା୧୦(ବ୍ୟୁରୋ) : ଅଭିଯୋଗ ପରେ ଏଫ୍ଆଇଆର୍ ପଞ୍ଜୀକରଣ କରି ନ ଥିଲା କେନ୍ଦ୍ରାପଡା ଜିଲା ଡେରାବିଶ ଥାନା ପୋଲିସ। ଏ ସଂକ୍ରାନ୍ତ ପିଟିଶନର ବିଚାର କରି ରାଜ୍ୟ ମାନବିକ ଅଧିକାର କମିଶନ(ଓଏଚ୍ଆରସି) ତତ୍କାଳୀନ ଥାନାଧିକାରୀଙ୍କୁ ଦାୟୀ କରି ତାଙ୍କ ବିରୋଧରେ ଶୃଙ୍ଖଳାଗତ…
ବଳାତ୍କାର ଘଟଣା : ୮ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ
କଟକ ଅଫିସ,୨୧ା୧୦ : ନିଆଳି ଥାନା ଅଞ୍ଚଳରେ ଗତ ଅଗଷ୍ଟ ୮ରେ ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତ ଦିପୁନା ଭୋଇଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଏହି ଘଟଣାକୁ ନେଇ ମାନବାଧିକାର କର୍ମୀ ଜୟନ୍ତ କୁମାର ଦାସ…
ଅଟୋ ପାର୍କିଂ, ଯାତ୍ରୀ ପରିବହନରେ କଟକଣା
ଭୁବନେଶ୍ୱର,୨୧ା୧୦(ବ୍ୟୁରୋ) : ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ପୋଲିସ ଓ ଆରଟିଓ ପକ୍ଷରୁ ଯାଞ୍ଚ କଡ଼ାକଡ଼ି କରାଯାଇ ବଡ଼ଧରଣର ଜରିମାନା ଆଦାୟ କରାଯାଇଥିଲା। ଫଳରେ ରାଜଧାନୀରେ ବିନା କାଗଜପତ୍ରରେ ଗଡୁଥିବା ଅଧା ଅଟୋ ଗାଏବ ହୋଇଯାଇଥିଲା। କିନ୍ତୁ…
ରୋଗୀଙ୍କ ସମ୍ପର୍କୀୟଙ୍କୁ ବାଉନ୍ସରଙ୍କ ଆକ୍ରମଣ
ଭୁବନେଶ୍ୱର,୨୧ା୧୦(ବ୍ୟୁରୋ) : ହସ୍ପିଟାଲ ପରିସରରେ ବାଉନ୍ସରଙ୍କ ଉପତ୍ାତ ଦିନକୁ ଦିନ ବଢ଼ିବାରେ ଲାଗିଛି। ରବିବାର ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଘରୋଇ ହସ୍ପିଟାଲରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ବାଉନ୍ସର ଆକ୍ରମଣ କରିଥିଲେ। ଏହାକୁ ନେଇ ହସ୍ପିଟାଲ ପରିସରରେ ପ୍ରବଳ ଉତ୍ତେଜନା ସୃଷ୍ଟି…
୧୬ ବର୍ଷ ଜେଲ୍ରେ ନାବାଳକ : ମୁଖ୍ୟ ଶାସନ ସଚିବଙ୍କୁ ଏନ୍ଏଚ୍ଆର୍ସିଙ୍କ ସମନ
ଭୁବନେଶ୍ୱର,୨୧ା୧୦(ବ୍ୟୁରେ) : ଏକ ଅପରାଧ ଘଟଣାରେ ଜଣେ ନାବାଳକଙ୍କୁ ୧୬ ବର୍ଷ ଧରି ଜେଲ୍ରେ ରଖାଯିବା ଘଟଣାରେ ଜାତୀୟ ମାନବାଧିକାର କମିଶନ(ଏନ୍ଏଚଆରସି) ମୁଖ୍ୟ ଶାସନ ସଚିବଙ୍କୁ ସମନ ଜାରି କରିଛନ୍ତି। ଆସନ୍ତା ୧୦ ଡିସେମ୍ବର ସୁଦ୍ଧା ମୁଖ୍ୟ ଶାସନ ସଚିବ ଏହି…
ଯନ୍ତାରେ ରହିବା ବର୍ଷେ ପୂରିବ
ଭୁବନେଶ୍ୱର,୨୧ା୧୦ : ସାତକୋଶିଆରେ ବାଘୁଣୀ ‘ସୁନ୍ଦରୀ’ର ଭିବଷ୍ୟତକୁ ନେଇ ନିଶ୍ଚିତ ହୋଇପାରୁନି ବନ ବିଭାଗ। ଗତବର୍ଷ ନଭେମ୍ବର ୫ରୁ ଯନ୍ତାରେ ରହିଛି ବାନ୍ଧବଗଡ଼ର ଏହି ବାଘୁଣୀ। ବର୍ଷେ ବିତିବାକୁ ବସିଲାଣି, କିନ୍ତୁ ସୁନ୍ଦରୀର ଭବିଷ୍ୟତ ଏବେ ବି ଅନ୍ଧାକାରରେ ରହିଛି। କେଉଁଠି…
ସକାରାତ୍ମକ ମାନସିକତା ଓ ସୁସ୍ଥ ହାର୍ଟ
ହୃଦ୍ଜନିତ ରୋଗ ଆଜିକାଲି ଏକ ସାଧାରଣ କଥା ପାଲଟି ଗଲାଣି ବୋଲି କୁହାଯାଇପାରେ। ଅସନ୍ତୁଳିତ ଜୀବନଶୈଳୀ ବ୍ୟତୀତ ବ୍ଲଡପ୍ରେସର, ଡାଇବେଟିସ୍ ଆଦି ସ୍ବାସ୍ଥ୍ୟ ସମସ୍ୟାର ପ୍ରଭାବ ହାର୍ଟ ଉପରେ ପଡ଼ିଥାଏ। ହାର୍ଟକୁ ସୁସ୍ଥ ରଖିବାର ଏକ ସରଳ ତଥା ସହଜ ଉପାୟ…
ବିଜେପୁର ଉପନିର୍ବାଚନ: ୧୧ଟା ସୁଦ୍ଧା ୨୫.୭% ମତଦାନ
ବରଗ ଅଫିସ /ବିଜେପୁର, ୨୧।୧୦(ଡି.ଏନ୍.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ସୋମବାର ମତଦାନ ଚାଲିଛି। ନିର୍ବାଚନ ମଣ୍ଡଳୀର ୨୮୫ ବୁଥ୍ରେ ମତଦାନ ପ୍ରକ୍ରିୟା ଚାଲିଥିବା ବେଳେ ମତଦାନ ହାର ଧୀରେ ଧୀରେ ବଢ଼ିବାରେ ଲାଗିଛି। ସକାଳ ୭ଟାରୁ ମତଦାନ ଆରମ୍ଭ…
Archives


