ବେସରକାରୀ ବିଦ୍ୟାଳୟ ଆଡ଼କୁ ମୁୁହାଁଉଛନ୍ତି ବିଦ୍ୟାର୍ଥୀ
ଡେରାବିଶ, ୧୪ା୬(ସ୍ବ.ପ୍ର.): ଛାତ୍ରୀଛାତ୍ରଙ୍କ ମଧ୍ୟରେ ଶିକ୍ଷାର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ମାଗଣାରେ ବହି, ପୋଷାକ, ଜୋତାଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ଆଦି ଯୋଗାଇ ଦିଆଯାଉଛି। ଏସବୁ...
ସାକି, ସୀତାଙ୍କ ନିଆରା ରଜ ଉତ୍ସବ
ପାରାଦୀପ,୧୪ା୬(ସ୍ବ.ପ୍ର.): ସାକି ପରିଡ଼ା ଓ ସୀତା ମୁର୍ମୁ। ସେମାନଙ୍କ ଏବେର ଠିକଣା ସନ୍ତୋଷୀ ଜରାଶ୍ରମ, ବାଲିଝରା, ଓ୍ବାର୍ଡ ନଂ.୫, ପାରାଦୀପ। ପୂର୍ବର ଠିକଣା ଜଣାନାହିଁ। ଉଭୟଙ୍କ ବୟସ ୮୩ ବର୍ଷ ହୋଇଥିଲେ ମଧ୍ୟ ସରକାରୀ ଭତ୍ତା ମିଳୁ ନ ଥିଲା।...
ବର୍ଷାକୁ ପାଉନି ଭରସା :ବିହନ ବୁଣିବାକୁ ଡରୁଛନ୍ତି ଚାଷୀ
ଜଗତ୍ସିଂହପୁର ଅଫିସ,୧୪ା୬: ବିଗତ ବର୍ଷଗୁଡିକ ତୁଳନାରେ ଚଳିତବର୍ଷ ଅଦ୍ୟାବଧି ଜଗତ୍ସିଂହପୁର ଜିଲାରେ ବର୍ଷା ପରିମାଣ କମିଛି। ଆଗକୁ ମଧ୍ୟ ଆଶାଜନକ ବର୍ଷା ହେବନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିବା ପରେ ଚାଷୀମାନେ ଚିନ୍ତାରେ ପଡିଛନ୍ତି। ଯାହାବି ହେଉ ରଜ...
ରାଜ୍ୟ ପାଳିବ ପ୍ରଥମ ଲୋକକଳା ଦିବସ : ଜିଲା, ରାଜ୍ୟସ୍ତରରେ ଆୟୋଜନ ହେବ ସ୍ବତନ୍ତ୍ର କାର୍ଯ୍ୟକ୍ରମ
ଭୁବନେଶ୍ୱର,୧୪।୬(ବ୍ୟୁରୋ) : ପ୍ରଥମ ଥର ପାଇଁ ଜୁନ୍ ୧୪ରେ ପାଳନ ହେବାକୁ ଯାଉଛି ଲୋକକଳା ଦିବସ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଉଭୟ ରାଜ୍ୟ ଏବଂ ଜିଲାସ୍ତରରେ ଏହି କାର୍ଯ୍ୟକ୍ରମ ମହାସମାରୋହରେ ପାଳନ କରାଯିବ। ଏ...
ଫଲମୂଲ ବିକ୍ରି ଲାଗି ବଜାର ବେବସ୍ତାର ଅଭାବ: ଶୋଷନ୍ର ଶିକାର ହେଉଛନ୍ ଆଦିବାସୀ
ଭବାନୀପାଟଣା,୧୪।୬ (ଡି.ଏନ୍.ଏ.): କଳାହାଣ୍ଡି ଆର ରାୟଗଡ଼ା ସୀମାନାରେ ଥିବାର ନିୟମଗିରି ପରବତ ସିଘେ ୨ଶହରୁ ଅଧ୍କା ଆଦିବାସୀ ଡଙ୍ଗରିଆ ଆର ଝରଣିଆ କଁଧ୍ ପରିବାର ବାସ କରୁଛନ୍। ଭିନେ ଭିନେ ରୁତୁ ସମିଆରେ ଇମାନେ ସପୁରୀ, ଆମ୍, ପଣସ, କଦ୍ଲି,...
ରଜ ପାଇଁ ସଜବାଜ ବଳରାମପ୍ରସାଦ
ବଅଁରପାଳ, ୧୪ା୬(ଡି.ଏନ.ଏ.) – ଗଡଦୁର୍ଗ ଭାବେ ପରିଚିତ ଅନୁଗୋଳ ଜିଲା ବଳରାମପ୍ରସାଦରେ ଧୁମ୍ଧାମରେ ପାଳନ ହେବ ରଜ ପର୍ବ। ବହୁ ପୁରାତନ କାଳରୁ ଏଠାରେ ପାଳନ ହୋଇଆସୁଥିବା ଏହି ମହୋତ୍ସବ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ରଜ ପୂର୍ବରୁ...
ଆଳତୁମା ରଜ ମହୋତ୍ସବ: ହରାଇନି ମହକ, କମିନି ଚମକ
କାମାକ୍ଷାନଗର, ୧୪।୬ – ସରିଛି ସଜବାଜ। ଶୁକ୍ରବାର ପହିଲି ରଜ। ଏହାକୁ ନେଇ ସବୁଠି ଉତ୍ସାହର ମାହୋଲ। ଆମ୍ବତୋଟାରେ ସରିଲାଣି ଦୋଳିବନ୍ଧା। ଖୋଲିଲାଣି ରଜପାନ ଦୋକାନ। ପିଠାପଣା ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି। ଘରେ ଘରେ ଲାଗିଲାଣି ବନ୍ଧୁବାନ୍ଧବଙ୍କ ଭିଡ଼।...
୧.୫୦ କୋଟି ବ୍ୟୟରେ ପିଲି ବନ୍ଧ ବିକାଶ ଯୋଜନା
ଛତ୍ରପୁର,୧୪ା୬(ଡି.ଏନ.ଏ.)- ଛତ୍ରପୁର ଏନଏସି କାର୍ଯ୍ୟାଳୟରେ ଗୁରୁବାର ବିଧାୟକ ସୁବାସ ଚନ୍ଦ୍ର ବେହେରା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଅଧିକାରୀ ଓ କର୍ମଚାରୀଙ୍କ ସହ ଆଲେଚାନା କରିଛନ୍ତି। ଏଣିକି ଉନ୍ନୟନମୂଳକ ସବୁ ଭବିଷ୍ୟତକୁ ଦୃଷ୍ଟିରେ ରଖି ଯୋଜନା ଅନୁଯାୟୀ...
ମହୁଲ ମଞ୍ଜିର ଅଭାବୀ ବିକ୍ରି: ଆଦିବାସୀଙ୍କୁ ମିଳୁନି ଉଚିତ୍ ମୂଲ୍ୟ
ଫିରିଙ୍ଗିଆ,୧୪ା୬- କନ୍ଧମାଳ ଜିଲା ଏକ ଆଦିବାସୀ ଅଧ୍ୟ୍ୟୁଷିତ ଅଞ୍ଚଳ। ଅଧିକାଂଶ ଆଦିବାସୀ ଲୋକେ ଜଙ୍ଗଲଜାତ ପଦାର୍ଥ ଉପରେ ନିର୍ଭର କରି ଜୀବନ ନିର୍ବାହ କରନ୍ତି। ବିଭିନ୍ନ ଋତୁରେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ବଜାରରେ ବିକ୍ରି କରନ୍ତି। ଯେଉଁଥିରୁ କିଛି...
ବର୍ଷା ପବନରେ ବିଦ୍ୟୁତ୍ ସେବା ବ୍ୟାହତ
ଭଞ୍ଜନଗର, ୧୪।୬ (ଡି.ଏନ.ଏ)- ଭଞ୍ଜନଗର ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ପ୍ରବଳ ଝଡ଼ତୋଫାନ ସହ ବର୍ଷା ହୋଇଥିଲା। ଏଥିରେ ଏକାଧିକ ବିଦ୍ୟୁତ୍୍ ଖୁଣ୍ଟ ଭାଙ୍ଗିଯାଇଥିବାରୁ ଭଞ୍ଜନଗର ସହର ଓ ଗ୍ରାମାଞ୍ଚଳରେ ବିଦ୍ୟୁତ୍ ସେବା ବ୍ୟାହତ ହୋଇଥିଲା। ଗୁରୁବାର ପୂର୍ବାହ୍ନରେ ସାଉଥ୍କୋ...
ସାନ ମାଛକାନ୍ଦଣା ଡ୍ୟାମ୍ରେ କମୁଛି ଜଳସ୍ତର: ପୁରୁଣା ସହରରେ ପାଣି ପାଇଁ ହାହାକାର
କେନ୍ଦୁଝର,୧୪ା୬(ସ୍ବ.ପ୍ର.)-କେନ୍ଦୁଝର ପୁରୁଣା ସହରରେ ଦୀର୍ଘଦିନ ହେଲା ଜଳ ସଙ୍କଟ ସମସ୍ୟା ଲାଗି ରହିଛି ା ପାଇପ ଦ୍ୱାରା ଜଳ ଯୋଗାଣ ହୋଇପାରୁ ନାହିଁ ା ଲୋକେ ପାଣି ପାଇଁ ଡହଳବିକଳ ହେଉଛନ୍ତି। ବଡ଼ବଡିଆ ଲୋକେ ବୋରଓ୍ବେଲ ଖୋଳି ନିଜର ଆବଶ୍ୟକତା...
ଏଫଆଇଏଚ୍ ସିରିଜ ଫାଇନାଲ୍ସ,ସେମିଫାଇନାଲ: ଭାରତ ଫେଭରାଇଟ
ଭୁବନେଶ୍ୱର, ୧୪।୬(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ୍ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟର ରୋମାଞ୍ଚକ ସମୟ ଉପନୀତ। ପୁଲ୍ ପର୍ଯ୍ୟାୟ ଓ କ୍ରସ୍ ଓଭର ପରେ ଶୁକ୍ରବାର ହେବାକୁ ଯାଉଛି ପ୍ରତିଯୋଗିତାର ୨ଟି ଯାକ ସେମିଫାଇନାଲ। ପ୍ରଥମ ସେମିଫାଇନାଲରେ ଆମେରିକାକୁ...
Archives


