ବିପିସିଏଲ୍ର ଘରୋଇକରଣ ନେଇ ସରକାରଙ୍କ ଯୋଜନା
ନୂଆଦିଲ୍ଲୀ,୩୦-୯: ଦେଶର ଦ୍ୱିତୀୟ ବୃହତ୍ତ ତୈଳ ବିପଣନ କମ୍ପାନୀ ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ(ବିପିସିଏଲ୍)ର ଘରୋଇକରଣ ନେଇ ସରକାର ଯୋଜନା ରଖିଛନ୍ତି। ଏହି ପ୍ରସ୍ତାବ ଉପରେ ସରକାର ବର୍ତ୍ତମାନ ବିଚାର କରୁଛନ୍ତି। ବିଦେଶୀ ଏବଂ ଘରୋଇ ଫାର୍ମଗୁଡିକୁ ଏହାର ବିକ୍ରି ନେଇ…
‘କଶ୍ମୀରୀଙ୍କୁ ସମର୍ଥନ ଏକ ଜେହାଦ’
ଇସ୍ଲାମାବାଦ,୩୦ା୯(ପି.ଟି.): କଶ୍ମୀର ପ୍ରସଙ୍ଗରେ ବିଶ୍ୱର ସମର୍ଥନ ନ ମିଳିଲେ ନାହିଁ, ପାକିସ୍ତାନ କିନ୍ତୁ ତା’ର ଅଭିଯାନ ଜାରି ରଖିବ। କଶ୍ମୀରୀଙ୍କ ସହ ଛିଡ଼ା ହେବା ଏକ ଜେହାଦ(ଧର୍ମଯୁଦ୍ଧ) ବୋଲି ଆମେରିକାରୁ ଫେରିବା ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ କହିଛନ୍ତି। ସାଧାରଣ…
କଶ୍ମୀରକୁ ଦଖଲ କରିଛି ଭାରତ
ନ୍ୟୁୟର୍କ,୩୦ା୯(ଆଇଏଏନ୍ଏସ୍): ଜାତିସଂଘ ସାଧାରଣ ସଭା (ୟୁଏନ୍ଜିଏ)ରେ କଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ବିରୋଧୀ ଅଭିଯାନରେ ଚାଇନା ଓ ତୁର୍କୀ ସହ ମାଲେସିଆ ଯୋଗଦେଇଛି। କଶ୍ମୀରକୁ ଭାରତ ଆକ୍ରମଣ ଓ ଦଖଲ କରିଛି ବୋଲି ମାଲେସିଆ ପ୍ରଧାନମନ୍ତ୍ରୀ ମାହାଥିର ମହମ୍ମଦ ଅଭିଯୋଗ ଆଣିଛନ୍ତି।…
ପୁଣି ଦବିଲା ଆନନ୍ଦପୁର ବୈତରଣୀ ସେତୁ
ଆନନ୍ଦପୁର,୩୦। ୯(ସ୍ବ.ପ୍ର.)- କେନ୍ଦୁଝର ଜିଲା ଆନନ୍ଦପୁର ବୈତରଣୀ ନଦୀ ସେତୁର ଗୋଟିଏ ପିଲର ଯୋଡେଇ ସ୍ଥାନ ପୁନର୍ବାର ଦବିଯିବା ପରିଲକ୍ଷିତ ହୋଇଛି। ପିଲର ଉପରେ ଥିବା ୨ଟି ସ୍ପାନ୍ର ଜଏଣ୍ଟ ସ୍ଥାନ ଏବେ ପ୍ରାୟ ୨ ଇଞ୍ଚ ଉପର ତଳ ହୋଇ…
ନିଆରା ବ୍ରହ୍ମଚାରୀ ସାଧକ ବିଶ୍ୱମ୍ବର: ‘ସାଧନା କେବେ ବ୍ୟର୍ଥ ଯାଏ ନାହିଁ’
ଭଣ୍ଡାରିପୋଖରୀ, ୩୦।୯-ଛାତ୍ର ଜୀବନରୁ ବେଦ ବେଦାନ୍ତ, ଗୀତା ଭାଗବତର ବୈଜ୍ଞାନିକ କାରଣ ଖୋଜି ବାହାର କରିବା ଲକ୍ଷ୍ୟ ତାଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା। ପିଲାଦିନରୁ ସନ୍ନ୍ୟାସ ମାର୍ଗରେ ଯିବାକୁ ମନ ଥିଲା। ସେଥିଲାଗି ବ୍ରହ୍ମଚାରୀ ଜୀବନ ଆପଣାଇ ସାଧନା ଜାରି…
ଓ୍ବର୍ଲିରୁ ଲଢ଼ିବେ ଆଦିତ୍ୟ
ମୁମ୍ବାଇ,୩୦ା୯: ମହାରାଷ୍ଟ୍ର ବିଧାନସଭା ଲାଗି ଭାଜପା-ଶିବସେନା ମଧ୍ୟରେ ଆସନ ବୁଝାମଣା ଚୂଡାନ୍ତ ହୋଇ ନ ଥିବାବେଳେ ଶିବସେନା ପକ୍ଷରୁ ଟିକେଟ ବଣ୍ଟନ ଆରମ୍ଭ ହୋଇଯାଇଛି। ଦଳର ମୁଖ୍ୟ ଉଦ୍ଧବ ଠାକ୍ରେଙ୍କ ପୁଅ ଆଦିତ୍ୟଙ୍କୁ ମୁମ୍ବାଇର ଓ୍ବର୍ଲି ଆସନରୁ ପ୍ରାର୍ଥୀ କରାଯାଇଛି। ଫଳରେ…
ବିଜେପୁର ଉପନିର୍ବାଚନ : ୧୭,୧୮ରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର
ଭୁବନେଶ୍ୱର,୩୦ା୯(ବ୍ୟୁରୋ): ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ଅକ୍ଟୋବର ୧୭,୧୮ରେ ବିଜେପୁର ଗସ୍ତ କରିବାର ସମ୍ଭାବନା ରହିଛି। ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ପ୍ରଚାର ଶେଷ ଆଡକୁ ବିଜେଡି ସଭାପତିଙ୍କ ଗସ୍ତ ସ୍ଥିର କରାଯାଇଛି। ରବିବାର…
ନେହେରୁଙ୍କ ଉପରେ ବର୍ଷିଲେ ଅମିତ୍ ଶାହ: କଶ୍ମୀର ପାଇଁ ଜାତିସଂଘ ଯିବା ବଡ଼ ଭୁଲ୍
ନୂଆଦିଲ୍ଲୀ,୩୦ା୯(ପି.ଟି.): ୧୯୪୮ରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁ କଶ୍ମୀର ପ୍ରସଙ୍ଗକୁ ନେଇ ଜାତିସଂଘ ଯିବା ହିମାଳୟ ଭଳି ବଡ଼ ଭୁଲ୍ ଥିଲା ବୋଲି ସ୍ବରାଷ୍ଟ୍ରମନ୍ତ୍ରୀ ସମାଲୋଚନା କରିଛନ୍ତି। କଶ୍ମୀର ଉପତ୍ୟକାରେ ଆଉ କଟକଣା ନାହିଁ। ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ…
ସରକାରୀ ହସ୍ପିଟାଲ, ଆର୍ଟିଓରେ ଚଢ଼ାଉ : ୮ ଜିଲାରୁ ଗିରଫ ହେଲେ ଆଉ ୧୬ ଦଲାଲ
ଭୁବନେଶ୍ୱର,୩୦ା୯(ବ୍ୟୁରୋ): ସରକାରୀ ହସ୍ପିଟାଲ ଓ ପରିବହନ କାର୍ଯ୍ୟାଳୟକୁ ଦଲାଲଙ୍କ କବଳରୁ ମୁକ୍ତ କରିବା ପାଇଁ ଆରମ୍ଭ ହୋଇଛି ସ୍ପେଶାଲ ଡ୍ରାଇଭ୍। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ପକ୍ଷରୁ ରାଜ୍ୟର ବିଭିନ୍ନ ଡାକ୍ତରଖାନା, ମେଡିକାଲ କଲେଜ, ରକ୍ତଭଣ୍ଡାର ଓ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍ଟିଓ)ରେ…
କୋହଲି, ସ୍ମିଥଙ୍କ ରେକର୍ଡ ଭାଙ୍ଗିଲେ ନେପାଳ ଅଧିନାୟକ
କାଠମାଣ୍ଡୁ ,୩୦।୯: ନେପାଳ କ୍ରିକେଟ ଦଳର ଅଧିନାୟକ ପାରସ ଖାଡ୍କା ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହାଇଛନ୍ତି। ଶନିବାର ସିଙ୍ଗାପୁର ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ରେ ସେ ଶତକ ଲଗାଇଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ ଟାର୍ଗେଟର ପିଛା କରୁଥିବାବେଳେ ଶତକ ଲଗାଇବାରେ ଖାଡ୍କେ ପ୍ରଥମ ଅଧିନାୟକ।…
୫ ହଜାର ରେଳ ଷ୍ଟେଶନ ଛୁଇଁଲା ମାଗଣା ଓ୍ବାଇଫାଇ ସେବା
ଭୁବନେଶ୍ୱର,୩୦ା୯(ବ୍ୟୁରୋ) : ଭାରତୀୟ ରେଳପଥ ଦେଶର ୫ ହଜାର ଷ୍ଟେଶନରେ ମାଗଣା ଓ୍ବାଇଫାଇ ସେବାକୁ ଉପଲବ୍ଧ କରାଇଛି। ଶନିବାର ଦକ୍ଷିଣ-ପୂର୍ବ ରେଳପଥ ଅନ୍ତର୍ଗତ ପଶ୍ଚିମବଙ୍ଗର ମିଦନାପୁର ରେଳଷ୍ଟେଶନରେ ମାଗଣା ଓ୍ବାଇଫାଇ ବ୍ୟବସ୍ଥା ହେବା ପରେ ଏହା ତାଲିକାର ଶେଷତମ ସ୍ଥାନରେ ରହିଛି।…
ଆର୍ବିଆଇକୁ ୩୦ ହଜାର କୋଟି ଅନ୍ତରୀଣ ଲାଭାଂଶ ମାଗିପାରନ୍ତି ସରକାର
ନୂଆଦିଲ୍ଲୀ,୩୦-୯: ଚଳିତ ଆର୍ଥତ୍କ ବର୍ଷ ଶେଷ ସୁଦ୍ଧା ସରକାର ରିଜର୍ଭ ବ୍ୟାଙ୍କକୁ ୩୦ ହଜାର କୋଟି ଟଙ୍କାର ଅନ୍ତରୀଣ ଲାଭାଂଶ ମାଗି ପାରନ୍ତି। ୨୦୧୯-୨୦ ଆର୍ଥତ୍କ ବର୍ଷରେ ଧାର୍ଯ୍ୟ ହୋଇଥିବା ୩.୩% ବିତ୍ତିୟ ନିୟଣ୍ଟ ଲକ୍ଷ୍ୟ ଆଧାରରେ ଏହି ପୁଞ୍ଜି ସରକାର…
Archives


