Home

ୟୁକୋ ବ୍ୟାଙ୍କରୁ ଚୋରି ଉଦ୍ୟମ ବିଫଳ: ସାଇଣ୍ଟିଫିକ ଟିମ୍‌ର ତଦନ୍ତ ଆରମ୍ଭ

ବଡବିଲ, ୨୮।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲସ୍ଥିତ(ଏସ୍‌ଡିପିଓ) ସବ୍‌ଡିଭିଜନାଲ ପୋଲିସ ଅଫିସରଙ୍କ କାର୍ଯ୍ୟାଳୟ ନିକଟସ୍ଥ ୟୁକୋ ବ୍ୟାଙ୍କରୁ ରବିବାର ରାତିରେ ଦୁର୍ବୃତ୍ତମାନେ ଚୋରି ଉଦ୍ୟମକରି ବିଫଳ ହୋଇଛନ୍ତି। ପ୍ରକାଶ ଯେ, ବ୍ୟାଙ୍କର ପଛପାଖ ଏକ ଝରକା ଗ୍ରିଲକୁ ଗ୍ୟାସ କଟର ସାହାଯ୍ୟରେ କାଟି…

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ଭିଜିଲାନ୍ସ ଜାଲରେ ନିମାପଡ଼ା ନିୟନ୍ତ୍ରିତ ବଜାର କମିଟି ଭାରପ୍ରାପ୍ତ ସମ୍ପାଦକ

ନିମାପଡ଼ା, ୨୮।୧୦(ଡି.ଏନ୍‌.ଏ.): ପୁରୀ ଜିଲା ନିମାପଡ଼ା ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି)ର ଭାରପ୍ରାପ୍ତ ସମ୍ପାଦକ ବିଜୟ କୁମାର ସ୍ବାଇଁଙ୍କ କିଆକଣ୍ଟା ଗ୍ରାମସ୍ଥିତ ଘରେ ଭିଜିଲାନ୍ସ ପକ୍ଷରୁ ସୋମବାର ଚଢ଼ାଇ କରାଯାଇଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସ୍ବାଇଁଙ୍କ ଘର ସମେତ…

ଠିକା ଶ୍ରମିକଙ୍କ ପାଇଁ କେଜରିଓ୍ବାଲଙ୍କ ଉପହାର

ନୂଆଦିଲ୍ଲୀ,୨୮।୧୦: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଗୋଟିଏ ପରେ ଗୋଟିଏ ଉପହାର ଦେଇଚାଲିଛନ୍ତି। ଏବେ ଠିକା ଶ୍ରମିକଙ୍କ ପାରିଶ୍ରମିକ ବୃ୍‌ଦ୍ଧି କରାଯିବ ବୋଲି ସେ ଘୋଷଣା କରିଛନ୍ତି। ଏମାନଙ୍କର ନ୍ୟୁନତମ ପାରିଶ୍ରମିକରେ ବୃଦ୍ଧି କରିବା ଫଳରେ ପାଖାପାଖି ୫୫ଲକ୍ଷ ଠିକା ଶ୍ରମିକ…

ଥାନାକୁ ମିଳିବ ଟଙ୍କା: ୫୮୭ ଥାନା ପାଇଁ ୧୭.୫ କୋଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୮।୧୦(ବ୍ୟୁରୋ): ରାଜ୍ୟର ବିଭିନ୍ନ ଥାନାରେ ଜନସାଧାରଣ କିପରି ସେବା ପାଉଛନ୍ତି ‘ମୋ ସରକାର’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେ ସମ୍ପର୍କରେ ନିୟମିତ ଜନସାଧାରଣଙ୍କ ମତାମତ ନେଉଛନ୍ତି। ଥାନାଗୁଡିକ ଯେପରି ଅଧିକ ଦକ୍ଷତାର ସହ ଜନସାଧାରଣଙ୍କୁ ଉନ୍ନତ ସେବା ଯୋଗାଇ…

ଭାଜପା ସହ ମେଣ୍ଟ ପରେ ବି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲା ଶିବସେନା

ମୁମ୍ବାଇ,୨୮।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ବି ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଚାଲିଛି ଟଣା ଓଟରା। ଶିବସେନା ଏହି ପଦ ପାଇଁ ଅଡି ବସିଥିବା ବେଳେ ଭାଜପା କିନ୍ତୁ ଚୁପ୍‌ ରହିଛି। ଏହାକୁ ଦେଖି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ…

ଭାରତର ପ୍ରତିରକ୍ଷା କ୍ଷମତା ବୃଦ୍ଧି: ସାମିଲ୍‌ ହେଲା ଫ୍ଲୋଟିଂ ଟେଷ୍ଟ୍‌ ରେଞ୍ଜ୍‌

ନୂଆଦିଲ୍ଲୀ,୨୮।୧୦: ଭାରତର ପ୍ରତିରକ୍ଷା ଶକ୍ତି ବୃଦ୍ଧି ପାଇଛି। ଇତିମଧ୍ୟରେ ଭାସମାନ ପରୀକ୍ଷଣ ରେଞ୍ଜ୍‌(ଫ୍ଲୋଟିଂ ଟେଷ୍ଟ୍‌ ରେଞ୍ଜ୍‌) ପ୍ରତିରକ୍ଷା କ୍ଷେତ୍ରରେ ସାମିଲ୍‌ ହୋଇଛି। ଏହାକୁ ଡିଆର୍‌ଡିଓ ଦ୍ୱାରା ନିର୍ମାଣ କରାଯାଇଛି। ଏହା ୧୦ ହଜାର ଟନ୍‌ ଟଜନ ବିଶିଷ୍ଟ ଏକ ଜାହାଜ। ଏହା…

ରାଜ୍ୟ ସ୍ବାସ୍ଥ୍ୟ ପରିବାର ପକ୍ଷରୁ କ୍ଲିନିକ୍‌ରେ ଚଢ଼ାଉ

ଖୋର୍ଦ୍ଧା ଅଫିସ,୨୮।୧୦: ଭୁବନେଶ୍ୱର ଏକାମ୍ର ମାର୍ଗର ସଞ୍ଜିବନୀ ଅଲଟ୍ରାସାଉଣ୍ଡ କ୍ଲିନିକ୍‌ ଉପରେ ସୋମବାର ରାଜ୍ୟ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ଓ ଖୋର୍ଦ୍ଧା ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ପିସି ପିଏନ୍‌ଡିଟି ଆକ୍ଟର ଦୁରୁପଯୋଗ ଅଭିଯୋଗରେ ଏହି ଚଢ଼ାଉ ହୋଇଥିବା…

ମଧ୍ୟାହ୍ନଭୋଜନରେ ଝିଟିପିଟି ପଡ଼ିବା ଘଟଣା : କାର୍ଯ୍ୟାନୁଷ୍ଠାନ ଦାବି କଲା ଭାଜପା

ଭଦ୍ରକ ଅଫିସ,୨୮।୧୦: ଭଦ୍ରକ ବ୍ଲକ କେଦାରପୁର ପ୍ରାଥମିକ ବିଦ୍ୟାଳୟ ମଧ୍ୟାହ୍ନଭୋଜନରେ ଝିଟିପିଟି ପଡ଼ି ପ୍ରାୟ ୫୦ ଛାତ୍ରୀଛାତ୍ର ଅସୁସ୍ଥ ହୋଇଥିଲେ। ଏହି ଘଟଣାକୁ ତିନିଦିନ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ ପଦକ୍ଷେପ ନିଆଯାଇନାହିଁ। ସୋମବାର ଜିଲା ଭାଜପା…

ଅକ୍ଟୋବର ୩୧ରୁ ଜମ୍ମୁ-କଶ୍ମୀର ହେବ କେନ୍ଦ୍ରଶାସିତ ଅଞ୍ଚଳ: ରାଜନାଥ ସିଂଙ୍କୁ ଭେଟିଲେ ୩ ସେନା ମୁଖ୍ୟ

ନୂଆଦିଲ୍ଲୀ,୨୮।୧୦: ଅକ୍ଟୋବର ୩୧ରୁ ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳ ହେବ। ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ସୋମବାର ସେନା ମୁଖ୍ୟ ଜେନେରାଲ ବିପିନ୍‌ ରାଓ୍ବତ୍‌, ନୌସେନା ମୁଖ୍ୟ ଆଡ଼ମିରଲ କରମବୀର ସିଂ ଏବଂ ବାୟୁସେନା ମୁଖ୍ୟ ଆର୍‌.କେ.ଏସ୍‌. ଭଦୌରିୟା ସାକ୍ଷାତ୍‌ କରିଛନ୍ତି।…

ମଙ୍ଗଳବାର କଶ୍ମୀର ଗସ୍ତରେ ଆସିବେ ୨୮ଜଣିଆ ୟୁରୋପିଆନ୍‌ ପ୍ରତିନିଧି ଦଳ: ମୋଦି-ଡୋଭାଲ୍‌ଙ୍କୁ କଲେ ସାକ୍ଷାତ୍‌

ଶ୍ରୀନଗର,୨୮।୧୦: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ମଙ୍ଗଳବାର ସ୍ଥିତି ଅନୁଧ୍ୟାନ ପାଇଁ ୨୮ ଜଣିଆ ୟୁରୋପିଆନ୍‌ ପ୍ରତିନିଧି ଦଳ ଆସିବେ। ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ୍‌ ଡୋଭାଲ୍‌ଙ୍କୁ ସୋମବାର ସାକ୍ଷାତ୍‌…

ଟିକ୍‌ଟକ୍‌ରେ ଶ୍ରୀମନ୍ଦିର ଭିତର ବେଢ଼ାର ଦୃଶ୍ୟ ଭାଇରାଲ

ପୁରୀ ଅଫିସ, ୨୮।୧୦: ଶ୍ରୀମନ୍ଦିର ଭିତର ବେଢ଼ାର ଦୃଶ୍ୟ ପୁଣି ଭାଇରାଲ ହୋଇଛି। ଟିକ୍‌ଟକ୍‌ରେ ଦୁଇଟି ଭିଡିଓକୁ କେହି ସେୟାର କରିବା ପରେ ଏହା ଏବେ ପଦାକୁ ଆସିଛି । ଶ୍ରୀମନ୍ଦିର ଭିତର ଭିଡିଓ ସହ ଆନନ୍ଦ ବଜାରରେ ଅବଢ଼ା ଖାଉଥିବା…

ଘର ସହ ଜଳିଗଲେ ତହସିଲ କର୍ମଚାରୀ

ହାଟଡିହୀ,୨୮।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ସୋସୋ ଥାନା ଅନ୍ତର୍ଗତ ସୁନ୍ଦରାପାଳ ଛକରେ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଗୋଟିଏ ଘର ଜଳିଯିବା ସହିତ ଜଣେ ବ୍ୟକ୍ତି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ହାଟଡିହୀରୁ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଯାଇ ନିଅଁାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri