Home

ମେଦବହୁଳତାରୁ ଦୂରେଇ ରହିବା ପାଇଁ ପିଅନ୍ତୁ ଏଥିରୁ ଗ୍ଲାସେ…

ଫଳ ରସରେ ଅନେକ ପୋଷକ ତତ୍ତ୍ୱ ରହିଛି। ଏହା ମେଦବହୁଳତା ଦୂର କରିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ଅଛି। ସକାଳେ ନିୟମିତ ଗ୍ଲାସେ ଫଳ ରସ ପିଇଲେ ମିଳିଥାଏ ଅନେକ ସୁଫଳ। ସେହିପରି ରାତିରେ ଶୋଇବା ପୂର୍ବରୁ ଅଧା ଗ୍ଲାସେ ଫଳ…

ଖୁସି ରହିବାକୁ ଚାହୁଁଥିଲେ ଖାଆନ୍ତୁ ଫଳ

ଫଳ ଓ ପନିପରିବାକୁ ନିତିଦିନିଆ ଖାଦ୍ୟରେ ସାମିଲ କଲେ ଏହା ଶରୀରକୁ ସୁସ୍ଥ ରଖିଥାଏ ବୋଲି କୁହାଯାଏ। ହେଲେ ଏହା ମନକୁ ମଧ୍ୟ ପ୍ରଫୁଲ୍ଲ ରଖିଥାଏ ବୋଲି ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି। ୟୁନିଭର୍ସିଟି ଅଫ୍‌ ଲଡ୍ସର ନିଲ ଓସେନ…

ନିଦ ହେଉ ନ ଥିଲେ ଆପଣାନ୍ତୁ ଏହିସବୁ ଉପାୟ

ଆଜିକାଲି ନିଦ ନହେବା ଏକ ବଡ ସମସ୍ୟା ରୂପେ ଦେଖାଯାଉଛି। ମାନସିକ ଚାପ, କାର୍ଯ୍ୟ ଭାର, ଦୁଶ୍ଚିନ୍ତା, କୋଳାହଳଯୁକ୍ତ ପରିବେଶ ଆଦି ପାଇଁ ଏଭଳି ସମସ୍ୟା ଉପୁଜୁଥିବା ନାନା ଗବେଷଣାରୁ ଜଣାପଡିଛି। ସାଧାରଣତଃ ୬୫ ବର୍ଷରୁ ଉର୍ଦ୍ଧ୍ୱ, ବୟସ୍କ ବ୍ୟକ୍ତିଙ୍କୁ ଏହି…

ଭାରତୀୟ କ୍ରିକେଟର୍ସଙ୍କ ଅନ୍ଧବିଶ୍ୱାସ:କେମିତି ବାଛନ୍ତି ଜର୍ସି ନଂ ଜାଣନ୍ତୁ

କେବଳ ଭାରତୀୟମାନେ ନୁହେଁ, ଦେଶର କ୍ରିକେଟ ଖେଲାଳିମାନେ ମଧ୍ୟ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇଥାନ୍ତି। ଏହାର ନମୁନା ମଧ୍ୟ ଅନେକ ସମୟରେ ଦେଖିବାକୁ ମିଳେ। କେତେବେଳେ ଖେଳାଳିମାନେ ମ୍ୟାଚ୍‌ ଜିତିବା ପୂର୍ବରୁ ଖାଲି ପାଦରେ ବସିଥାନ୍ତି ତ ଆଉ କିଛି ଖେଳାଳି ମ୍ୟାଚ୍‌…

ସପ୍ତମ ଶ୍ରେଣୀ ଭୂଗୋଳ ପ୍ରଶ୍ନପତ୍ର ଲିକ୍‌ ଘଟଣା: ଲିକ୍‌ ପ୍ରଶ୍ନପତ୍ରରେ ପରୀକ୍ଷା ଦେବେ ଛାତ୍ରୀଛାତ୍ର

ଗୋପ, ୩୧।୧୦(ଡି.ଏନ୍‌.ଏ.)-ଗୋପ ଶିକ୍ଷାବିଭାଗ ଅଞ୍ଚଳରେ ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ୩ଦିନ ବିତିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରି ନାହିଁ। ଏ ସମ୍ପର୍କରେ ଶିକ୍ଷାବିଭାଗ ଅଧିକାରୀମାନେ ନିରବ ରହିବା ଘଟଣା ଅଭିଭାବକଙ୍କ ମହଲରେ ଅସନ୍ତୋଷ ସୃଷ୍ଟି କରିବା ସହ ଶିକ୍ଷା ବିଭାଗ ଉପରୁ…

ଯୌତୁକ ପାଇଁ ବୋହୂଙ୍କୁ ପୋଡ଼ି ହତ୍ୟା ଉଦ୍ୟମ: ସ୍ବାମୀ, ଶାଶୁ କୋର୍ଟ ଚାଲାଣ

କୋରେଇ,୩୧।୧୦(ସ୍ବ.ପ୍ର)- କୋରେଇ ଥାନା ଗୌରପୁର ପଞ୍ଚାୟତର ଜଳନ୍ଦା ଗ୍ରାମରେ ଅଧିକ ଯୌତୁକ ଦାବିକରି ଶାଶୁଘର ଲୋକେ ବୋହୂଙ୍କୁ ନିର୍ଯାତନା ଦେବା ସହ ପୋଡ଼ି ମାରିଦେବାକୁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା (ନଂ.୨୩୭/୧୯) ରୁଜୁ…

ବ୍ରହ୍ମଗିରିରେ ଗାନ୍ଧୀ ସଂକଳ୍ପ ପଦଯାତ୍ରା: ସାମିଲ ହେଲେ ଧର୍ମେନ୍ଦ୍ର ପ୍ରଧାନ

ବ୍ରହ୍ମଗିରି, ୩୧।୧୦(ଡି.ଏନ୍‌.ଏ.): ଅକ୍ଟୋବର ୨ରୁ ଆରମ୍ଭ ହୋଇଥିବା ଗାନ୍ଧୀ ସଂକଳ୍ପ ପଦଯାତ୍ରା ଗୁରୁବାର ବ୍ରହ୍ମଗିରିରେ ଅନୁଷ୍ଟିତ ହୋଇଯାଇଛି। ଏହି ପଦଯାତ୍ରା ବ୍ରହ୍ମଗିରି ବ୍ଲକଛକରୁ ବାହାରି ବ୍ରହ୍ମଗିରି ବସଷ୍ଟାଣ୍ଡରେ ପହଞ୍ଚିଥିଲା। ଏହି ପଦଯାତ୍ରାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବ୍ରହ୍ମଗିରି ବିଧାୟକ ଲଲିତେନ୍ଦୁ ବିଦ୍ୟାଧର…

ରବିରେ ୮୬,୧୩୫ ହେକ୍ଟର ଜମିରେ ଚାଷ ପାଇଁ ଲକ୍ଷ୍ୟ

ସୋନପୁର,୩୧।୧୦(ନି.ପ୍ର.): ୨୦୧୯-୨୦ ରବି ଋତୁରେ କୃଷି ପ୍ରଧାନ ସୁବର୍ଣ୍ଣପୁର ଜିଲାରେ ୮୬,୧୩୫ ହେକ୍ଟର ଜମିରେ ବିଭିନ୍ନ ପ୍ରକାଣ ଖରିଫ ଫସଲ ଚାଷ କରାଯିବାର ଲକ୍ଷ୍ୟ ରଖାଯାଇଛି। ଯାହା ଗତବର୍ଷର ଲକ୍ଷ୍ୟ ହାସଲଠାରୁ ୨,୭୫୮ହେକ୍ଟର ଅଧିକ। ଗୁରୁବାର ଜିଲାପାଳଙ୍କ ସଭାଗୃହରେ ଅନୁଷ୍ଠିତ ଜିଲାସ୍ତରୀୟ…

ମାନସିକତାରେ ପରିବର୍ତ୍ତନ ହେଲେ ଦୁର୍ନୀତି ହଟିବ

ସୋନପୁର,୩୧।୧୦(ନି.ପ୍ର.): ସୁବର୍ଣ୍ଣପୁର ଦୁର୍ନୀତି ନିବାରଣ ଶାଖା ପକ୍ଷରୁ ଜିଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଏକ ଆଲୋଚନାଚକ୍ର ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଡିଆରଡିଏ ସମ୍ମିଳନୀ କକ୍ଷରେ ସଚ୍ଚୋଟତା-ଏକ ଜୀବନ ଶୈଳୀ ଶୀର୍ଷକ ଆଲୋଚନାଚକ୍ରରେ ଜିଲାପାଳ ମୋନିଷା ବାନାର୍ଜୀ ମୁଖ୍ୟ…

କୋଟ୍‌ଲା ଟି୨୦ ବାତିଲ ହେବନାହିଁ: ଗାଙ୍ଗୁଲି

କୋଲକାତା, ୩୧ା୧୦ (ପି.ଟି.)- ରାଜଧାନୀ ଦିଲ୍ଲୀ ବାୟୁମଣ୍ଡଳରମାନ ଖରାପ ଆଡକୁ ଗତି କରିଥିଲେହେଁ ବାଂଲାଦେଶ ବିପକ୍ଷ ଓପନିଂ ଟି୨୦ ମ୍ୟାଚ ଶେଷ ମୁହୂର୍ତ୍ତରେ ବାତିଲ ହେବ ନାହିଁ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସ୍ପଷ୍ଟ କରିଛନ୍ତି। ଅନ୍ୟପକ୍ଷରେ ଭବିଷ୍ୟତରେ…

ମାସାକାଡ୍‌ଜା ଜିମ୍ବାଓ୍ବେ କ୍ରିକେଟ୍‌ର ପ୍ରଥମ ଡିଓସି

ହରାରେ,୩୧।୧୦-ନିକଟରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିସାରିଥିବା ଜିମ୍ବାଓ୍ବେ ବ୍ୟାଟ୍ସମ୍ୟାନ ହାମିଲଟନ ମାସାକାଡ୍‌ଜାଙ୍କୁ ନୂଆ ଭୂମିକାରେ ଦେଖିବାକୁ ମିଳିବ। ତାଙ୍କୁ ଜିମ୍ବାଓ୍ବେର ଡିରେକ୍ଟର ଅଫ୍‌ କ୍ରିକେଟ୍‌ (ଡିଓସି) ଭାବେ ନିଯୁକ୍ତ କରାଯାଇଛି। ଏଥିସହ ଜିମ୍ବାଓ୍ବେର ପ୍ରଥମ ଡିଓସି ହେବାର ସୌଭାଗ୍ୟ ଲାଭ…

ଜିଲା ମୁଖ୍ୟ ଚିକିତ୍ସାଳୟକୁ ଜିଲାପାଳ, ଏସ୍‌ପିଙ୍କ ପରିଦର୍ଶନ

ବାଲେଶ୍ୱର ଅଫିସ, ୩୧।୧୦-ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟର ପ୍ରଶାସନିକ ବ୍ୟବସ୍ଥା ଓ ରୋଗୀଙ୍କ ଚିକିତ୍ସା କିପରି ଭାବେ ଚାଲିଛି ତାହାର ତଦାରଖ କରିବା ପାଇଁ ଗୁରୁବାର ଅପରାହ୍ନରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ ଜିଲା ଆରକ୍ଷୀ ଅଧୀକ୍ଷକ ବି. ଯୁଗଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri