Home

ଗ୍ରାହକ ବେଶରେ ଏସ୍‌ଟିଏଫ୍‌ ଟିମ୍‌ର ଚଢ଼ାଉ: ହାତୀଦାନ୍ତ, କଲରାପତରିଆ ଚମଡ଼ା ଜବତ; ୩ ଗିରଫ

ଭୁବନେଶ୍ୱର,୭।୧୧(ବ୍ୟୁରୋ): କ୍ରାଇମ୍‌ବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍‌ ଭବାନୀପାଟଣାରୁ ଗୁରୁବାର ହାତୀଦାନ୍ତ ଓ କଲରାପତରିଆ ଚମଡ଼ା ବେପାରୀ ଗ୍ୟାଙ୍ଗର ୩ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଡୋଜି ଶବର(୩୧), ଶୁକ୍ରୁ ମାଝି(୧୯), ରବିନ୍ଦ୍ର ସିଂ(୨୦)। ସେମାନଙ୍କଠାରୁ ଗୋଟିଏ ହାତୀ ଦାନ୍ତ ଓ ଏକ…

ଅଯୋଧ୍ୟା ଶୁଣାଣି ପୂର୍ବରୁ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ନୂଆଦିଲ୍ଲୀ,୭।୧୧: ଅଯୋଧ୍ୟା ବିବାଦ ଉପରେ ସୁପ୍ରିମକୋର୍ଟଙ୍କ ଶୁଣାଣି ପୂର୍ବରୁ ଅଯୋଧ୍ୟା ପ୍ରଶାସନ ପକ୍ଷରୁ ଗୁରୁବାର ସହରରେ ହାଇ ଆଲର୍ଟ ଜାରି କରାଯିବା ସହ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଅଯୋଧ୍ୟାର ଭିନ୍ନ ଭିନ୍ନ ସ୍ଥାନରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ଅନ୍ୟପଟେ ପଞ୍ଚ…

ଏମପିଙ୍କ ମନ୍ତବ୍ୟ ପରେ ଗାଈ ନେଇ ସୁନା ଋଣ ପାଇଁ ପହଞ୍ଚିଲେ ଏହି ବ୍ୟକ୍ତି

କୋଲକାତା,୭।୧୧:ପଶ୍ଚିମବଙ୍ଗର ହୁଗୁଳି ଜିଲାରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଭାଜପା ଏମ୍‌ପି ଦିଲୀପ ଘୋଷଙ୍କ ଏକ ମନ୍ତବ୍ୟ ପରେ ହୁଗୁଳିର ଜଣେ ବ୍ୟକ୍ତି ନିଜର ଦୁଇଟି ଗାଈ ଧରି ମନାପୁରମ୍‌ ଫାଇନାନ୍ସ ଲିମିଟେଡର ଏକ ଶାଖା କାର୍ଯ୍ୟଳୟରେ ସୁନା ଋଣ…

ମହିଳାଙ୍କ ପେଟରୁ ବାହାରିଲା ତଉଲିଆ

ଅପରେଶନ ସମୟରେ ଡାକ୍ତର ରୋଗୀଙ୍କ ପେଟରେ କଇଁଛି, ଛୁଞ୍ଚି, ଚାଖୁ ଆଦି ଭୁଲରେ ଛାଡ଼ି ଦେଇଥିବା ଖବର ପୂର୍ବରୁ ପଢ଼ିଛେ। କିନ୍ତୁ ଏଥର ମହିଳାଙ୍କ ପେଟରେ ଡାକ୍ତର ଅପରେଶନ ସମୟରେ ଏକ ଛୋଟ ତଉଲିଆ ରଖି ଦେଇଥିବା ଖବର ସାମ୍ନାକୁ ଆସିଛି।…

ଆତଙ୍କବାଦୀଙ୍କ ହିଟ୍‌ଲିଷ୍ଟରେ ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ

ଶ୍ରୀନଗର,୭।୧୧: ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ ଏବେ ଆତଙ୍କବାଦୀଙ୍କ ଟାର୍ଗେଟରେ ଅଛନ୍ତି। ତାଙ୍କ ଉପରେ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ରହିଛି ବୋଲି ଗୁଇନ୍ଦା ବିଭାଗକୁ ସୂଚନା ମିଳିଛି। ଜମ୍ମୁ କଶ୍ମୀରର ମୁଜାଫରାବାଦରେ ଆତଙ୍କବାଦୀମାନେ ଏହି ପ୍ରସଙ୍ଗରେ ଅକ୍ଟୋବର ୨୯ରେ…

କାର୍ତ୍ତିକ ମାସରେ ସ୍କୁଲରେ ଅଣ୍ଡା ମନା, ଛାତ୍ରୀଛାତ୍ର ଆଣିଲେ ଅଭିଯୋଗ

ଜଗନ୍ନାଥପ୍ରସାଦ,୭।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ପଞ୍ଚୁଭୂତି ଗ୍ରାମର ଉପ୍ରା ବିଦ୍ୟାଳୟରେ ଗତ କିଛିଦିନ ଧରି ଅନିୟମିତତା ନେଇ ଅଭିଯୋଗ ହୋଇଆସୁଥିଲା। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହୋଇଛି। ସ୍କୁଲରେ ନିମ୍ନମାନର ଖାଦ୍ୟ ଯୋଗାଣ, ଛାତ୍ରୀଛାତ୍ର ଅନୁଯାୟୀ…

ରାମ ଜନ୍ମଭୂମି-ବାବରୀ ମସ୍‌ଜିଦ୍‌ ମାମଲା: ନଭେମ୍ବର ୭-୮-୧୩-୧୪-୧୫ ଅବା ୧୬ରେ ଆସିପାରେ ରାୟ

ନୂଆଦିଲ୍ଲୀ,୭।୧୧: ରାମ ଜନ୍ମଭୂମି-ବାବରୀ ମସ୍‌ଜିଦ୍‌ ମାମଲାର ରାୟ କେଉଁ ଦିନ ଆସିବ ସେ ନେଇ ନାନା କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ନଭେମ୍ବର ୭-୮-୧୩-୧୪-୧୫ ଅବା ୧୬ରେ ରାୟ ଆସିପାରେ ବୋଲି ଚର୍ଚ୍ଚା ହେଉଛି। କେତେକ ଏହା ୮ ନଭେମ୍ବରରେ ହୋଇପାରେ…

ହିମାଳୟରେ ପହଞ୍ଚିଲେ ବିରୁଷ୍କା

ଭାରତୀୟ କ୍ରିକେଟ ଦଳ ଏବେ ବାଂଲାଦେଶରେ ବିପକ୍ଷରେ ଟି-୨୦ ସିରିଜ୍‌ ଖେଳୁଛି। ଏହି ସିରିଜରୁ ବିଶ୍ରାମ ନେଇ ଅଧିନାୟକ ବିରାଟ କୋହଲି ସ୍ତ୍ରୀ ଅନୁଷ୍କାଙ୍କ ସହ ଛୁଟି କାଟୁଛନ୍ତି। ପ୍ରତିଦିନ ସୋସିଆଲ ମିଡିଆରେ ଉଭୟଙ୍କ ଫଟୋ ଭାଇରାଲ ହେଉଛି। ଉଭୟ ପ୍ରଥମେ…

ପୁରୁଷୋତ୍ତମପୁରରେ ପ୍ରଥମ ମହିଳା ପୋଲିସ ଅଧିକାରୀ: ଏସ୍‌ଡିପିଓ ଭାବେ ଯୋଗ ଦେଲେ ସୀମା ସ୍ବାଇଁ

ପୁରୁଷୋତ୍ତମପୁର, ୭।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଏସ୍‌ଡିପିଓ ଭାବେ ୨୦୧୫ ବ୍ୟାଚର ଓପିଏସ୍‌ ପାଇଥିବା ଅଫିସର ସୀମା ସ୍ବାଇଁ ଗୁରବାର କାର୍ଯ୍ୟରେ ଯୋଗ ଦେଇଛନ୍ତି । ଟ୍ରେନିଂସାରବା ପରେ ପ୍ରଥମେ ସେ ଏଠାରୁ କାର୍ଯ ଆରମ୍ଭ କରୁଛନ୍ତି। ୧୯୩୬ ମସିହାରେ ପୁରୁଷୋତ୍ତମପୁରରେ…

ଝିଅର ଏହି ନାଁ ଦେଲେ ଅଜିଙ୍କେ ରାହାଣେ

ଭାରତୀୟ ବ୍ୟାଟ୍ସମ୍ୟାନ୍‌ ଅଜିଙ୍କେ ରାହାଣେ ନିକଟରେ ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଗତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ଖେଳୁଥିବାବେଳେ ଅକ୍ଟୋବର ୫ରେ ରାହାଣେ ସ୍ତ୍ରୀ ରାଧିକା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ମ୍ୟାଚ୍‌ ଶେଷ ପରେ ଝିଅକୁ…

ସରକାରଙ୍କ ଅଯଥା ହସ୍ତକ୍ଷେପ ଯୋଗୁ ଉଦ୍ୟୋଗ ବିକାଶର ହେଉଛି ଗତିରୋଧ: ମୋଦି

ଧର୍ମଶାଳା,୭।୧୧: ପୁଞ୍ଜି ନିବେଶ କ୍ଷେତ୍ରରେ ସରକାରଙ୍କ ଅଯଥା ହସ୍ତକ୍ଷେପ ଯୋଗୁ ଉଦ୍ୟୋଗ ବିକାଶର ଗତିରୋଧ ହେଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ହିମାଚଳପ୍ରଦେଶର ଧର୍ମଶାଳାରେ ଆୟୋଜିତ ଗ୍ଲୋବାଲ ନିବେଶକ ସମ୍ମିଳନୀ-୨୦୧୯ରେ ଯୋଗଦେଇ ସେ ଏଭଳି କହିଛନ୍ତି। ସରକାରଙ୍କ ପକ୍ଷରୁ ଉଦ୍ୟୋଗ…

ଓଡ଼ିଶାରେ ବାତ୍ୟାର ପଡିବ ପ୍ରଭାବ

ଭୁବନେଶ୍ୱର,୭।୧୧(ବ୍ୟୁରୋ): ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ସମ୍ଭାବ୍ୟ ବାତ୍ୟା ‘ବୁଲ୍‌ବୁଲ’ର ପ୍ରଭାବ ଓଡ଼ିଶାରେ ପଡିବ ନାହିଁ ବୋଲି ବୁଧବାର ଏସଆରସି ପ୍ରଦୀପ ଜେନା ସୂଚନା ଦେଇଥିଲାବେଳେ ଗୁରୁବାର ସେ ଆଇଏମଡି ଆଧାରରେ ମତ ପରିବର୍ତ୍ତନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri