ଗ୍ୟାସ୍ ଟାଙ୍କି ଫାଟି ସ୍ତ୍ରୀ-ସ୍ବାମୀ ଗୁରୁତର
ଖୋର୍ଦ୍ଧା ଅଫିସ,୨।୧୨: ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକ ନୂଆଗଡ଼ ପଞ୍ଚାୟତ କୃଷ୍ଣପୁର ଗ୍ରାମରେ ରବିବାର ରାତିରେ ଏକ ଅଘଟଣ ଘଟିଛି। ଗ୍ୟାସ ଟାଙ୍କି ଫାଟି ସ୍ତ୍ରୀ – ସ୍ବାମୀ ଗୁରୁତର ହୋଇଛନ୍ତି। ସ୍ବାମୀଙ୍କ ନାମ ତପନ ପ୍ରଧାନ ଏବଂ ସ୍ତ୍ରୀ ଗୀତାଞ୍ଜଳି।…
୫ ଦିନିଆ ଭାରତ ଗସ୍ତରେ ସୁଇଡେନର ରାଜ ଦମ୍ପତ୍ତି
ନୂଆଦିଲ୍ଲୀ,୨।୧୨: ସୁଇଡେନର ରାଜା ଗୁସ୍ତାଫ ଓ ରାଣୀ ସିଲଭିୟା ୫ ଦିନିଆ ଗସ୍ତରେ ସୋମବାର ଭାରତକୁ ଆସିଛନ୍ତି। ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ସୁଇଡେନର ରାଜଦମ୍ପତିଙ୍କୁ ଭେଟି ଭବ୍ୟ ସ୍ବାଗତ ଜଣାଇଛନ୍ତି। ରାଜା ଗୁସ୍ତାଫ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ…
ସ୍ବେଚ୍ଛାକୃତ ଅବସର ନେଲେ ବରିଷ୍ଠ ଆଇଏଏସ୍ ଗଗନ ଧଳ
ଭୁବନେଶ୍ୱର,୨।୧୨(ବ୍ୟୁରୋ): ଓଡ଼ିଶା ବନ ଉନ୍ନୟନ ନିଗମ ଲିଃ(ଓଏଫ୍ଡିସି) ତଥା ବରିଷ୍ଠ ଆଇଏଏସ୍ ଗଗନ ଧଳ ସୋମବାର ନିଜ ପଦବୀରୁ ସ୍ବେଚ୍ଛାକୃତ ଅବସର ନେଇଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଭିଆରଏସ ପାଇଁ ଆବେଦନ କରିଥିଲେ। ଯାହାକୁ ସରକାର ଗ୍ରହଣ କରିଛନ୍ତି। ୧୯୮୫ ବ୍ୟାଚ୍ର…
ଶିକାର କରିବାକୁ ଯାଇ ଜଣେ ଶିକାରୀ ମୃତ
ଦାରିଙ୍ଗବାଡ଼ି,୨।୧୨(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଶିକାର କରିବାକୁ ଯାଇଥିବା ଯୁବକଙ୍କ ଗୁଳିବିଦ୍ଧ ମୃତଦେହକୁ ଦାରିଙ୍ଗବାଡ଼ି ପୋଲିସ ସୋମବାର ଜବତ କରିଛି। ମୃତ ଯୁବକ ବି.ଡକେବାଡ଼ି ଗ୍ରାମର କ୍ରୀଷ୍ଣା ନାୟକ (୨୮) ବୋଲି ଆଇଆଇସି…
୭ କୋଟିର ଦାମିକା ଚେୟାର: ନୋଟ୍ରେ ହୋଇଛି ତିଆରି
ମସ୍କୋ,୨।୧୨: ରୁଷିଆରେ ଏକ ଆର୍ଟ ମ୍ୟୁଜିୟମ୍ରେ ଦାମିକା ଚେୟାର ରହିଛି। ଚେୟାରଟି ଏକ ଲକ୍ଷ ଡଲାର ନୋଟ୍ରେ ନିର୍ମିତ ହୋଇଛି। ଭାରତୀୟ ମୁଦ୍ରାରେ ଏହା ଦାମ ୭କୋଟି ଟଙ୍କା ହେବ ବୋଲି କୁହାଯାଉଛି। ଏହାକୁ ସୁରକ୍ଷିତ ଭାବେ ଅଢ଼େଇ ଇଞ୍ଚ୍ ମୋଟା…
ଅଗ୍ନିଶମ ବିଭାଗର ଡିଜି ଭାବେ ଦାୟିତ୍ୱ ନେଲେ ସୁନୀଲ ରାୟ
କଟକ ଅଫିସ୍,୨।୧୨:ଅଗ୍ନିଶମ ବିଭାଗର ଡିଜି ଭାବେ ସୋମବାର ଦାୟିତ୍ୱ ନେଇଛନ୍ତି ଆପିଏସ୍ ସୁନୀଲ ରାୟ। କଟକ ଅଗ୍ନିଶମ ବିଭାଗ ମୁଖ୍ୟାଳୟକୁ ଆସି ସେ କାର୍ଯ୍ୟଭାର ସମ୍ଭାଳିଛନ୍ତି। ଦାୟିତ୍ୱ ନେବା ପରେ ଡିଜି କହିଛନ୍ତି, ଟ୍ରାନ୍ସପରାନ୍ସି ଏବଂ ଟାଇମ୍ ବାଉଣ୍ଡ ଉପରେ ଗୁରୁତ୍ୱ…
ତେଲେଙ୍ଗାନା ଗଣ ବଳାତ୍କାରକୁ ନେଇ କମ୍ପିଲା ଗୃହ
ନୂଆଦିଲ୍ଲୀ,୨।୧୨: ସଂସଦର ଶୀତ ଅଧିବେଶନ ସମୟରେ ସୋମବାର ତେଲେଙ୍ଗାନା ଗଣ ବଳାତ୍କାରକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। କେବଳ ସେତିକି ନୁହେଁ ଆମ୍ ଆଦମୀ ପାର୍ଟି(ଏଏପି) ଏମ୍ପି ସଞ୍ଜୟ ସିଂ ନିର୍ଭୟା ଗଣ ବଳାତ୍କାର କଥା ମଧ୍ୟ ଉଠାଇଛନ୍ତି। ସେ କହିଛନ୍ତି…
ଜିଲାସ୍ତରୀୟ ଯୁବ ଉତ୍ସବ: ଉଦ୍ଘାଟନ କଲେ ଅତିରିକ୍ତ ଜିଲାପାଳ
ବରଗଡ଼ ଅଫିସ,୨।୧୨: ବରଗଡ଼ ଜିଲା ପ୍ରଶାସନ ତଥା ଜିଲା କ୍ରୀଡ଼ା ବିଭାଗ ପକ୍ଷରୁ ସୋମବାର ଜିଲାସ୍ତରୀୟ ଯୁବ ଉତ୍ସବ ଉଦଘାଟିତ ହୋଇଯାଇଛି। ସ୍ଥାନୀୟ ସୌଖୀନ ରଙ୍ଗମଞ୍ଚରେ ଚାଲିଥିବା ଏହି ଯୁବ ଉତ୍ସବକୁ ଅତିରିକ୍ତ ଜିଲାପାଳ ମିର୍ଦ୍ଧା ଟପ୍ପୋ ଉଦ୍ଘାଟନ କରିଥିଲେ। ଦ୍ବିଦିବସୀୟ…
ହାତୀ ଆକ୍ରମଣରେ ଜଣଙ୍କ ଜୀବନ ଗଲା
ସମ୍ବଲପୁର,୨।୧୨(ବ୍ୟୁରୋ): ସମ୍ବଲପୁର ଜିଲା ବାମରା ବନଖଣ୍ଡ ମହୁଲମୁଣ୍ଡା ଗ୍ରାମରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି । ସେହି ଗ୍ରାମର ସୁନୀଲ ଏକ୍କା (୪୫) ସୋମବାର ଭୋର୍ ସମୟରେ ଘରକୁ ଫେରୁଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ଫଳରେ ହାତୀଟି…
ମୋଦି-ଶାହ ଅନୁପ୍ରବେଶକାରୀ କହିଲେ ଅଧିର ରଞ୍ଜନ: ଲୋକସଭାରେ ହଟ୍ଟଗୋଳ
ନୂଆଦିଲ୍ଲୀ,୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଅନୁପ୍ରବେଶକାରୀ ବୋଲି କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି। ସେମାନେ ଗୁଜରାଟରୁ ଦିଲ୍ଲୀରେ ଅନୁପ୍ରବେଶ କରିଛନ୍ତି। ଏବେ ଦେଶସାରା ଏନ୍ଆର୍ସି ଲାଗୁ କରିବା ଲାଗି ସେମାନେ ଯୋଜନା…
ହାଇଦ୍ରାବାଦର ଗଣବଳାତ୍କାର ମାମଲା: କୋହଲି କହିଲେ, ଅତ୍ୟନ୍ତ ଲଜ୍ଜାଜନକ
ହାଇଦ୍ରାବାଦ,୨।୧୨: ତେଲେଙ୍ଗାନାର ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି। ଏହି ଘଟଣାରେ ଦୋଷୀଙ୍କୁ ଫାଶୀ ଦେବା ପାଇଁ ସାରା ଦେଶରେ ଦାବି ଉଠିଛି। ଏସବୁ ଭିତରେ ଭାରତୀୟ ବିରାଟ କୋହଲିଙ୍କ ସମେତ ସମଗ୍ର କ୍ରୀଡା…
ବାର୍ହା ଶିକାରୀ ଗିରଫ: ମାଂସ ସହିତ ଅନ୍ୟାନ୍ୟ ସାମଗ୍ରୀ ଜବତ
ଛେଣ୍ଡିପଦା,୨।୧୨(ସ୍ବ.ପ୍ର.) : ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ ଜାମୁଣ୍ଡା ବିଟ ବଅଁରଡିହ ଅଞ୍ଚଳରୁ ରବିବାର ରାତିରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ଜଣେ ଶିକାରୀଙ୍କୁ ଗିରଫ କରାଯିବା ସହିତ ତାଙ୍କଠାରୁ ୫ କିଗ୍ରା ମାଂସ, ଶିକାରରେ…

