ଶ୍ରୀକ୍ଷେତ୍ରରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଅବହେଳିତ
ପୁରୀ ଅଫିସ,୧୨।୧୦: ଶ୍ରୀକ୍ଷେତ୍ରର ବିକାଶ ଲାଗି ସରକାର ଗୁରୁତ୍ୱାରୋପ କରୁଛନ୍ତି। ଅନ୍ୟପଟେ ପୁରୀ ସହରରେ ଅବହେଳିତ ହୋଇପଡିଛନ୍ତି ମହାପୁରୁଷ। ଶ୍ରୀକ୍ଷେତ୍ରର ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତି ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। କେଉଁଠି ମୂର୍ତ୍ତି ଭାଙ୍ଗିଗଲାଣି ତ, ଆଉ କେଉଁଠି ପ୍ରତିମୂର୍ତ୍ତିରେ…
ଓଡ଼ିଶାକୁ ୩ କାୟାକଳ୍ପ ପୁରସ୍କାର
ଭୁବନେଶ୍ୱର, ୧୨।୧୦(ବ୍ୟୁରୋ): ଓଡ଼ିଶାକୁ ୩ଟି କାୟାକଳ୍ପ ପୁରସ୍କାର ମିଳିଛି। ଜିଲା ମୁଖ୍ୟ ଚିକିତ୍ସାଳୟ ବର୍ଗରେ ରାୟଗଡ଼ା ପ୍ରଥମ ଓ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଦ୍ୱିତୀୟ ପୁରସ୍କାର ଲାଭ କରିଛି। ସେହିପରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବର୍ଗରେ ସୁବର୍ଣ୍ଣପୁର ଜିଲାର ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର…
ସୁମନ ଯୋଜନା: ଗର୍ଭବତୀଙ୍କ ସମସ୍ତ ଖର୍ଚ୍ଚ ବହନ କରିବେ ସରକାର
ନୂଆଦିଲ୍ଲୀ,୧୨।୧୦: ଗର୍ଭବତୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ପକ୍ଷରୁ ସୁମନ ଯୋଜନା ଆରମ୍ଭ କରାଯାଇଛି। ଏହି ଯୋଜନା ଅନ୍ତର୍ଗତ ଗର୍ଭବତୀଙ୍କ ସମସ୍ତ ଖର୍ଚ୍ଚ ସରକାର ବହନ କରିବେ। ସୁରକ୍ଷିତ ମାତୃତ୍ୱ ଲାଗି ଏହି ଯୋଜନା ଆରମ୍ଭ କରାଯାଇଛି। ସମ୍ପ୍ରତି ଦେଶର…
ବେଆଇନ ଗଚ୍ଛିତ କାଠ ଗୋଦାମରେ ଚଢ଼ାଉ
ଭଦ୍ରକ ଅଫିସ,୧୨।୧୦: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ଇଚ୍ଛାପୁର ଗାଁର ଏକ କାଠ ଗୋଦାମରେ ଶନିବାର ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ବେଳେ ବେଆଇନ ଭାବେ ଗଚ୍ଛିତ ଥିବା ପଟା ଓ ସାଇଜ କାଠକୁ ଜବତ କରାଯାଇଛି।…
ଧାମରା ବନ୍ଦରରେ ଅଘଟଣ: ସର୍ଟଶର୍କିଟରେ ୩ ଆହତ
ଚାନ୍ଦବାଲି,୧୨ା୧୦(ଡି.ଏନ୍.ଏ.): ଭଦ୍ରକ ଜିଲା ଧାମରା ବନ୍ଦର(ଆଦାନୀ)ରେ ଶନିବାର ସକାଳେ ଅଘଟଣ ଘଟିଛି। ବିଦ୍ୟୁତ୍ ସର୍ଟଶର୍କିଟ ଯୋଗୁଁ କମ୍ପାନୀରେ କାମ କରୁଥିବା ୩ କର୍ମଚାରୀ ଗୁରୁତର ହୋଇଛନ୍ତି। ସେମାନେ ହେଲେ ରାଜାରାମ(୨୮), ଜୟୀରାମ(୩୦) ଓ ବୁଲବୁଲ୍ (୨୫)। ସମସ୍ତ ଶ୍ରମିକଙ୍କ ଘର ବିହାର…
ବନ୍ଦ ହେବ ‘କଳା-ହଳଦିଆ’ ପଦ୍ମିନୀ ଟ୍ୟାକ୍ସି
ମୁମ୍ବାଇ,୧୨।୧୦: ‘କଳା-ହଳଦିଆ’ ରଙ୍ଗର ପଦ୍ମିନୀ ଟ୍ୟାକ୍ସି ଏବେ ଆଉ ମୁମ୍ବାଇ ରାସ୍ତାରେ ଦେଖିବାକୁ ମିଳିବ ନାହିଁ। ୨୦୨୦ ସୁଦ୍ଧା ଏହାକୁ ବନ୍ଦ କରି ଦିଆଯିବ ବୋଲି ଜଣାପଡିଛି। ମୁମ୍ବାଇର ଟ୍ୟାକ୍ସିମ୍ୟାନ୍ସ ୟୁନିୟନ ଏମ୍ଏଲ୍ ମାଡ୍ରୋସ୍ର ସୂଚନା ଅନୁଯାୟୀ, ୨୦୦୦ରୁ ‘କଳା-ହଳଦିଆ’ ରଙ୍ଗର…
ଜଙ୍ଗଲରୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଠାବ
ପାଟଣା,୧୨।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କଣ୍ଟିଆପଡା ପଞ୍ଚାୟତ ଜାମୁନାଳିଆ ଗାଁ ନିକଟରେ ଥିବା ସନ୍ନିକଟ ଜଙ୍ଗଲରୁ ଶନିବାର ସକାଳୁ ଜଣେ ବୃଦ୍ଧଙ୍କର ଝୁଲନ୍ତା ମୃତଦେହ ଠାବ ହୋଇଛି। ମୃତକ ଜଣକ ହେଉଛନ୍ତି ଉକ୍ତ ଗାଁର ୮୦ ବର୍ଷୀୟ କୃଷ୍ଣଚନ୍ଦ୍ର ମାହାକୁଡ଼।…
ମାଟି କ୍ୟାରମ୍ ବୋର୍ଡରେ ଖେଳୁଥିବା ପିଲାଙ୍କ ଭିଡ଼ିଓକୁ ସୋସିଆଲ୍ ମିଡ଼ିଆରେ ଭାଇରାଲ କଲେ ଆନନ୍ଦ ମହିନ୍ଦ୍ରା
ନୂଆଦିଲ୍ଲୀ,୧୨।୧୦: ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଟୁଇଟରରେ ଏକ ଫଟୋ ଅପ୍ଲୋଡ୍ କରିଛନ୍ତି। ଏହା ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଫଟୋରେ ୫ ଜଣ ଛୋଟ ପିଲା କାଦୁଆରେ ଲିପା ହୋଇ ତିଆରି ହୋଇଥିବା ଏକ କ୍ୟାରମ୍ ବୋର୍ଡରେ ଖେଳୁଛନ୍ତିି।…
ଜଙ୍ଗଲରୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ଆତ୍ମହତ୍ୟା ସନ୍ଦେହ
ପାଟଣା ,୧୨।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କଣ୍ଟିଆପଡ଼ା ପଞ୍ଚାୟତ ଜାମୁନାଳିଆ ଗ୍ରାମ ନିକଟ ଏକ ଜଙ୍ଗଲରୁ ଶନିବାର ସକାଳେ ଜଣେ ବୃଦ୍ଧଙ୍କର ଝୁଲନ୍ତା ମୃତଦେହ ଠାବ ହୋଇଛି। ସେ ହେଲେ ଉକ୍ତ ଗ୍ରାମର କୃଷ୍ଣଚନ୍ଦ୍ର ମାହାକୁଡ଼(୮୦)। ପ୍ରକାଶ ଯେ, ଶନିବାର…
ସମୁଦ୍ର କୂଳରୁ ମଇଳା ଉଠାଇଲେ ମୋଦି: ସୋସିଆଲ୍ ମିଡ଼ିଆରେ ଭାଇରାଲ
ମାମଲ୍ଲାପୁରମ୍,୧୨।୧୦ ଏବେ ସୋସିଆଲ୍ ମିଡ଼ିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଫଟୋ ଓ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଶନିବାର ମର୍ନିଂ ଓ୍ବାର୍କ ସମୟରେ ତାମିଲନାଡୁର ମାମଲ୍ଲାପୁରମ୍ ସମୁଦ୍ରକୂଳରୁ ସେ ମଇଳା ଉଠାଇଛନ୍ତି। ଏହାର ଫଟୋ ଓ ଭିଡ଼ିଓକୁ ଇତିମଧ୍ୟରେ ବହୁ…
ପୋତି ଦିଆଯାଉଛି ନଦୀ ଅବବାହିକା: ସଙ୍କୁଚିତ ହେଉଛି ଗଙ୍ଗୁଆ, ଝରିଆ ନଦୀ
ପୁରୁଣା ଭୁବନେଶ୍ୱର/ଜଟଣୀ, ୧୨।୧୦ (ଡି.ଏନ.ଏ.): ରାଜଧାନୀରେ ଜନସଂଖ୍ୟା ବଢୁଛି। ସେହି ଅନୁପାତରେ ଆବଶ୍ୟକ ସଂଖ୍ୟକ ଗୃହ ନିର୍ମାଣ ହେଉଛି। ବିଲଡରମାନେ ଗୃହ ପାଇଁ ସରକାରୀ କର୍ମଚାରୀଙ୍କୁ ହାତ କରି ବିଭିନ୍ନ ପ୍ରାକୃତିକ ଜଳଉତ୍ସ ଓ ନଦୀ ଅବବାହିକା ପୋତି ଦେଉଥିବାରୁ ଏହା…
ସ୍ବାମୀ ଓମ୍ ଜୀଙ୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ
କୋଣାର୍କ,୧୨।୧୦(ଡି.ଏନ୍.ଏ.): ଗ୍ଲୋବାଲ ଓ ଭାରତ ହିନ୍ଦୁ ମହାସଭାର ଅଧ୍ୟକ୍ଷ ସ୍ବାମୀ ଓମ୍ ଜୀ ଶୁକ୍ରବାର ବିଶ୍ୱ ପ୍ରସିଦ୍ଧ କୋଣାର୍କର ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ସୂର୍ଯ୍ୟ ହେଉଛନ୍ତି ସକଳ ଶକ୍ତିର ଆଧାର। ତାଙ୍କ ଯୋଗୁ ସଂସାରରେ…
Archives


