ପୁଣି ଚମକିଲେ ଦୀପକ; ୟୁପିକୁ ହରାଇଲା ରାଜସ୍ଥାନ
ଥିରୁଭାନନ୍ତପୂରମ,୧୪।୧୧(ପି.ଟି.)- ଚମତ୍କାର ଫର୍ମରେ ଥିବା ମିଡିଅମ ପେସର ଦୀପକ ଚହରଙ୍କ ଯୋଗୁ ରାଜସ୍ଥାନ ଗୁରୁବାର ଅନୁଷ୍ଠିତ ଚଳିତ ସୟଦ ମୁସ୍ତାକ ଅଲି ଟୁର୍ନାମେଣ୍ଟର ଏକ ମ୍ୟାଚ୍ରେ ଉତ୍ତର ପ୍ରଦେଶ(ୟୁପି)କୁ ହରାଇ ଦେଇଛି। ଗ୍ରୁପ ବି’ର ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରିଥିବା…
ଦିଲ୍ଲୀ କ୍ୟାପିଟାଲ୍ସରେ ଖେଳିବେ ରାହାନେ
ନୂଆଦିଲ୍ଲୀ,୧୪।୧୧- ଭାରତୀୟ ଟେଷ୍ଟ ଦଳର ଉପ ଅଧିନାୟକ ଅଜିଙ୍କ୍ୟ ରାହାନେ ଆଇପିଏଲର ଆଗାମୀ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ଖେଳିବେ। ଅଦଳବଦଳ ପ୍ରକ୍ରିୟାର ଅନ୍ତିମ ଦିନ ରାହାନେଙ୍କ ସମ୍ପର୍କରେ ଦିଲ୍ଲୀ ଫ୍ରାଞ୍ଚାଇଜ ପକ୍ଷରୁ ଗୁରୁବାର ଘୋଷଣା କରାଯାଇଛି। ଦିଲ୍ଲୀ ଦଳରେ ସାମିଲ ହେବାରେ…
ବ୍ୟାପୁଛି ଝାଡ଼ାବାନ୍ତି: ୫ ଦିନରେ ୨୫ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ, ଜଣେ ମୃତ
ସଜନାଗଡ଼, ୧୪।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଜିରିତାଳ ଗ୍ରାମରେ ଝାଡାବାନ୍ତି ବ୍ୟାପିବାରେ ଲାଗିଛି। ୫ ଦିନରେ ୨୫ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଉକ୍ତ ଗ୍ରାମର ବୃଦ୍ଧ ମନୋରଞ୍ଜନ ମହାନ୍ତିଙ୍କର ବୁଧବାର ରାତିରେ ମୃତ୍ୟୁ ହୋଇଥିବା ଜଣାପଡିଛି।…
ଭୂତ ଛଡ଼ାଇବା ନାଁରେ ନାବାଳକଙ୍କୁ ଜୋତାଧୂଆଁ ଦେବା ଘଟଣା: ଗିରଫ ହେଲେ ଗୁଣିଆ ଦମ୍ପତି
ଭୋଗରାଇ, ୧୪।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅଧୀନ ମହାଗବ ଅଞ୍ଚଳର ଜଣେ ରୋଗଗ୍ରସ୍ତ ନାବାଳକଙ୍କୁ ଭୂତ ଲାଗିଥିବା କହି ଗୁଣିଆ ଦମ୍ପତି ଜୋତାପୋଡ଼ି ଧୂଆଁ ଦେବା ଓ ନିର୍ଧୁମ୍ ପିଟିବା ଘଟଣା ଭିଡିଓ ଭାଇରାଲ ହେବା ପରେ ସାଧାରଣରେ…
ବାଲ୍ୟ ବିବାହ ରୋକିଲା ଚାଇଲ୍ଡଲାଇନ
ବସ୍ତା, ୧୪।୧୧(ସ୍ବ.ପ୍ର.)-ବାଲ୍ୟବିବାହ ବନ୍ଦ କରିବା ପାଇଁ ସରକାର ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା ସୃଷ୍ଟି କରୁଥିଲେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ରୋକାଯାଇପାରୁନାହିଁ। ବସ୍ତା ବ୍ଲକ ସିଂଲା ଥାନା କଇନଗରୀ ପଞ୍ଚାୟତରେ ବୁଧବାର ବିଳମ୍ବିତ ରାତିରେ ଏକ ବାଲ୍ୟବିବାହ ଚାଲିଥିବା ବେଳେ ବାଲିଆପାଳ…
ଭୁଲ୍ରେ ବି ପିଅନ୍ତୁନି କଞ୍ଚା କ୍ଷୀର
ପ୍ରତିଦିନ ଗୋଟିଏ ଗ୍ଲାସ କ୍ଷୀର ପିଇବା ପାଇଁ ଡାକ୍ତର ପରାମର୍ଶ ଦେଇଥାନ୍ତି। କ୍ଷୀରରେ ଭରପୂର ମାତ୍ରାରେ କ୍ୟାଲସିୟମ ଓ ପ୍ରୋଟିନ ରହିଛି, ଯାହା ହାଡ଼ର ବିକାଶ କରିବା ସହିତ ଶରୀର ପାଇଁ ବହୁ ଉପକାରୀ ହୋଇଥାଏ। କିନ୍ତୁ ଅନେକ ସମୟରେ ଦେଖା…
ମହିମାନନ୍ଦ ମିଶ୍ରଙ୍କୁ ଜାମିନ: ତଳକୋର୍ଟ ନିର୍ଦ୍ଧାରଣ କରିବେ ଜାମିନ ସର୍ତ୍ତ
କଟକ ଅଫିସ, ୧୪ା୧୧- ପାରାଦୀପ ସିୱେଜ ଶିପିଙ୍ଗ କମ୍ପାନୀ ମ୍ୟାନେଜର ମହେନ୍ଦ୍ର ସ୍ବାଇଁ ହତ୍ୟା ମାମଲାରେ ଗିରଫ ହୋଇ ଜେଲ୍ରେ ଥିବା ଶିଳ୍ପପତି ମହିମାନନ୍ଦ ମିଶ୍ରଙ୍କୁ ହାଇକୋର୍ଟ ଗୁରୁବାର ଜାମିନ ପ୍ରଦାନ କରିଛନ୍ତି। ଏଥିସହ ତଳକୋର୍ଟ ଜାମିନ ସର୍ତ୍ତ ରଖିବେ ବୋଲି…
ଅଜୟ ଦେବଗନଙ୍କ ସହ କାମ କରିବାକୁ ମନା କରିଥିଲେ ପରିଣୀତି, ସାମ୍ନାକୁ ଆସିଲା କାରଣ
ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଭୁଜ: ଦ ପ୍ରାଇଡ୍ ଅଫ୍ ଇଣ୍ଡିଆ’ରେ କାମ କରିବାକୁ ମନା କରିଦେଲେ। ତେବେ ଏହାର କାରଣ ଏବେ ସାମ୍ନାକୁ ଆସିଛି। ଏକ ସୂତ୍ରରୁ ଜଣାପଡ଼ିଛି, ପରିଣୀତି ଅକ୍ଷୟଙ୍କ ଫିଲ୍ମରେ…
ଯେଉଁଠି ବାଦୁଡିଙ୍କୁ କରାଯାଏ ପୂଜା
ଏମିତି ତ ଆପଣ ବାଦୁଡ଼ି ଦେଖିଥିବେ। ବାଦୁଡି ଘରେ ବସିଲେ ତାକୁ ଅଶୁଭ ମନେ କରାଯାଏ କିନ୍ତୁ ବିହାରର ବୈଶାଳୀ ଜିଲାରେ ରାଜାପାକର ପ୍ରଖଣ୍ଡରେ ସରସଇ ଗାଁରେ ନା କେବଳ ବାଦୁଡ଼ିମାନଙ୍କର ପୂଜା ହୁଏ, ସେଠାରେ ଲୋକମାନେ ମଧ୍ୟ ମାନନ୍ତି ଯେ…
ସୋଏବ ଅଖତର ଶେୟାର କଲେ ଦ୍ୱିତୀୟ ପୁଅର ଫଟୋ, ଏମିତି କହିଲେ ହରଭଜନ ସିଂ
ଭାରତ ଏବଂ ପାକିସ୍ତାନ ଖେଳାଳିମାନେ କେବଳ ପଡିଆରେ ନୁହେଁ, ପଡିଆ ବାହାରେ ମଧ୍ୟରେ ପରସ୍ପର ଟିପ୍ପଣୀ ଦେବା ଦେଖାଯାଏ। ଏହା ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି। ପାକିସ୍ତାନ ପୂର୍ବତନ ପେସ୍ ବୋଲର ସୋଏବ୍ ଅଖତର ଦ୍ୱିତୀୟଥର ପିତା ହେବାର ସୌଭାଗ୍ୟ ଲାଭ…
କୁକୁରକୁ ୨୫ ଶହ ଟଙ୍କାରେ ବିକି ପୁଣି ୧୦ ଲକ୍ଷ ଟଙ୍କାରେ କିଣିଥିଲେ ଏହି ଅଭିନେତା
ହଲିଉଡ ସୁପରଷ୍ଟାର ସିଲ୍ୱେଷ୍ଟର ଷ୍ଟେଲାନ୍ ଷ୍ଟାଇଲ୍ ଓ ଆକ୍ସନ୍ ପାଇଁ ପ୍ରସିଦ୍ଧ। ଭାରତରେ ମଧ୍ୟ ତାଙ୍କ ଫ୍ୟାନ୍ମାନଙ୍କ ସଂଖ୍ୟା ଅଧିକ। କିନ୍ତୁ ଏପରି ଏକ ସମୟ ଥିଲା ତାଙ୍କ ପାଖରେ ଘରଭଡା ଦେବାକୁ ମଧ୍ୟ ଟଙ୍କାନଥିଲା। କ୍ୟାରିଅର୍ର ପ୍ରାରମ୍ଭରେ ସେ ଅନେକ…
ଶିଶୁଦିବସ: ନେହେରୁଙ୍କ ସମ୍ପର୍କିତ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଲେ ଛାତ୍ରୀଛାତ୍ର
ବାଲିଗୁଡ଼ା,୧୪।୧୧(ଡି.ଏନ୍.ଏ.): ବିଶିଷ୍ଟ ରାଷ୍ଟ୍ର ନାୟକ ତଥା ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୧୩୦ତମ ଜୟନ୍ତୀ ଅବସରରେ ଶିଶୁଦିବସ ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନରେ ପାଳିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ପ୍ରତ୍ୟୁଷରେ ସମସ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର…
Archives


