Home

ନିର୍ଭୟା ମାମଲାର ଦୋଷୀଙ୍କୁ ଏକାଥରେ ଦିଆଯାଇପାରେ ଫାଶୀ: ଚାଲିଛି ଟ୍ରାଏଲ

ନୂଆଦିଲ୍ଲୀ,୧୩।୧୨: ଦୀର୍ଘ ସାତ ବର୍ଷ ତଳର ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଦୋଷୀଙ୍କୁ ନେଇ ଏବେ ପୁଣିଥରେ ଚର୍ଚ୍ଚା ଯୋର ଧରିଛି। ଏମାନଙ୍କୁ ଖୁବ୍‌ଶୀଘ୍ର ଫାଶୀ ଦିଆଯାଇପାରେ ବୋଲି ଆଲୋଚନା ହେଉଛି। ବିଶେଷ ସୂତ୍ରରୁ ମିଳିଥିବା ଖବର…

ଯୁବକଙ୍କୁ ନିର୍ମମ ହତ୍ୟା

ଢେଙ୍ଗାନାଳ ଅଫିସ୍‌, ୧୩।୧୨: ଢେଙ୍କାନାଳ ଜିଲା ଗୋଣ୍ଡିଆ ବ୍ଲକ ନିହାଲପ୍ରସାଦ ଥାନା ନିତ୍ୟାନନ୍ଦପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେହେରା ନାମକ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ତାଙ୍କ ଆଖି ତାଡି ନିଆଯାଇଥିବାବେଳେ ତାଙ୍କ…

ଉତ୍ତର ଭାରତର ଅଧିକାଂଶ ରାଜ୍ୟରେ ତୁଷାରପାତ: ଦିଲ୍ଲୀ ଏନ୍‌ସିଆର୍‌ରେ ବଦଳିଲା ପାଣିପାଗ

ନୂଆଦିଲ୍ଲୀ,୧୩।୧୨: ଜମ୍ମୁ-କଶ୍ମୀର, ଲଦ୍ଦାଖ ଓ ଉତ୍ତରାଖଣ୍ଡରେ ତୁଷାର ପାତ ହୋଇଥିବା ସୂଚନା ମିଳିଛି। ଏହାସହ ଗୁରୁବାରଠାରୁ ଉତ୍ତର ଭାରତର କିଛି ରାଜ୍ୟରେ ହୋଇଥିବା ବର୍ଷା ମଧ୍ୟ ପାଣିପାଗର ମିଜାଜରେ ପରିବର୍ତ୍ତନ ଆଣିଥିବା ଲକ୍ଷ୍ୟ କରାଯାଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଗୁରୁବାର…

ସ୍ବର୍ଗଦ୍ୱାର ପୁନରୁଦ୍ଧାର ଲାଗି ଉଚ୍ଛେଦ ଜାରି:ମୃତଦେହ ଦାହ ପାଇଁ ପ୍ରତିବନ୍ଧକ ନାହିଁ

ପୁରୀ ଅଫିସ, ୧୩।୧୨:ସ୍ବର୍ଗଦ୍ୱାର ପୁନରୁଦ୍ଧାର ପାଇଁ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ଏଠାରେ ଥିବା ଏକାଧିକ ପୁରୁଣା କୋଠା ଭଙ୍ଗାଯାଉଛି। ଗୁରୁବାର ୩ୟ ଦିନରେ ଚିମିନ, ଆଶ୍ରୟସ୍ଥଳୀ ଆଦି ଉଚ୍ଛେଦ କରାଯାଇଛି। ତେବେ ସ୍ବର୍ଗଦ୍ୱାର ଭଙ୍ଗାଯିବାକୁ ନେଇ ଲୋକେ କୌଣସି ପ୍ରକାର…

ମାହାଙ୍ଗା, ସାଲେପୁର ବିଦ୍ୟୁତ୍‌ ସେବା ସମ୍ପର୍କରେ ମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର, ୧୩।୧୨(ବ୍ୟୁରୋ):ମାହାଙ୍ଗା ଏବଂ ସାଲେପୁର ନିର୍ବାଚନମଣ୍ଡଳୀରେ ନିରବଚ୍ଛିନ୍ନ ବିଦ୍ୟୁତ୍‌ ସେବା ଯୋଗାଣ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ମନ୍ତ୍ରୀ ଜେନାଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ଏହି ବୈଠକରେ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ…

ସମର୍ପଣର ପ୍ରତୀକ ଆହ୍ଲାଦିନୀ

ଯେତିକି ଧର୍ମପ୍ରାଣା, ସେତିକି ପରୋପକାରୀ ଓ ମିଷ୍ଟଭାଷୀ ଥିଲେ ସ୍ବର୍ଗତା ଆହ୍ଲାଦିନୀ ମିଶ୍ର। ନିଜ କର୍ମମୟ ଜୀବନରେ ସମାଜ ପ୍ରତି ଥିଲା ତାଙ୍କର ଅନେକ ଅବଦାନ। ଏକ ରକ୍ଷଣଶୀଳ ବ୍ରାହ୍ମଣ ପରିବାରର ବୋହୂ ଥିଲେ ବି ଘରୁ ଗୋଡ଼ କାଢ଼ି କୁଷ୍ଠରୋଗୀଙ୍କ…

ହରିହର କ୍ୟାନସର ହସ୍ପିଟାଲରେ ଚିତ୍ରଶିଳ୍ପୀ ନାରୁ ମହାରଣା: ରାଜ୍ୟ ସରକାର ଦେଲେ ୫୦ ହଜାର ସହାୟତା

ପୁରୀ ଅଫିସ, ୧୩।୧୨:ଓଡ଼ିଶାର ସୁନାମଧନ୍ୟ ଚିତ୍ରଶିଳ୍ପୀ ନାରାୟଣ ମହାରଣା ଓରଫ ନାରୁ କର୍କଟ ରୋଗରେ ପୀଡ଼ିିତ ହୋଇ କଟକସ୍ଥିତ ହରିହର କ୍ୟାନସର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ନାରୁ ଆର୍ଥତ୍କ ଅନାଟନ ମଧ୍ୟରେ ଚିକିତ୍ସାଳୟ ଶଯ୍ୟାରେ ପଡ଼ିି ଛଟପଟ ହେଉଥିବା ନେଇ ଅକ୍ଟୋବର…

ଦକ୍ଷିଣ ଓଡ଼ିଶାରେ ହେବ ହସ୍ତୀ ଅଭୟାରଣ୍ୟ

ଭୁବନେଶ୍ୱର, ୧୩।୧୨(ବ୍ୟୁରୋ):ରାଜ୍ୟରେ ହାତୀ ଓ ମଣିଷଙ୍କ ମଧ୍ୟରେ ଲଢ଼େଇ ଏବେ ସରକାରଙ୍କ ନିଦ ହଜାଇଛି। ଏଥିରେ କେତେବେଳେ ମଣିଷର ମୃତ୍ୟୁ ହେଉଛି ତ’ ଆଉ କେତେବେଳେ ହାତୀଙ୍କ ପ୍ରାଣ ଯାଉଛି। ତେଣୁ ଏହା ଉପରେ ରୋକ୍‌ ଲଗାଇବାକୁ ଓ ଏହାର ସ୍ଥାୟୀ…

ଦରମା ନେଉ ନାହାନ୍ତି ସିଦ୍ଧୁ

ଚଣ୍ଡିଗଡ଼,୧୩।୧୨: ଭାରତୀୟ ଦଳର ପୂର୍ବତନ କ୍ରିକେଟର ତଥା ଅମ୍ରିତସର ପୂର୍ବ ବିଧାନସଭା ଆସନରୁ ବିଧାୟକ ଥିବା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ପଞ୍ଜାବ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରଠାରୁ ତାଙ୍କ ଦରମା ନେଇ ନ ଥିବା…

ଡିସେମ୍ବର ୧୫ରୁ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା:ଗୋଟିଏ ସ୍ଥାନରେ ଦେଶର ଉତ୍କୃଷ୍ଟ ହସ୍ତଶିଳ୍ପ, ହସ୍ତତନ୍ତ

ଭୁବନେଶ୍ୱର,୧୩ା୧୨(ବ୍ୟୁରୋ) :ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଡିସେମ୍ବର ୧୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଯାଉଛି ଚତୁର୍ଦ୍ଦଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା। ରାଜ୍ୟ ତଥା ରାଜ୍ୟ ବାହାରୁ ୩୫୦ରୁ ଊର୍ଦ୍ଧ୍ୱ କାରିଗର…

୨୪% ଭୁବନେଶ୍ୱରବାସୀ ଜୀବନସାଥୀଙ୍କୁ ବିଶ୍ୱାସଘାତକ ଭାବନ୍ତି

ଭୁବନେଶ୍ୱର,୧୩ା୧୨(ବ୍ୟୁରୋ):ବିବାହିତ ଦମ୍ପତିଙ୍କ ମଧ୍ୟରେ ଅସୁରକ୍ଷିତ ଭାବନା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏପରି କି ନିଜ ଜୀବନସାଥିଙ୍କ ଉପରେ ଲୋକଙ୍କ ଭରସା କମିଯାଉଥିବା ବେଳେ ନିଜ ସନ୍ଦେହ ଦୂରକରିବା ପାଇଁ ସେମାନେ ଯାଞ୍ଚ ଆବଶ୍ୟକ କରୁଛନ୍ତି। ୪୫% ଭାରତୀୟ ନିଜ ଜୀବନସାଥୀଙ୍କ…

ବଜାରରେ ଡିଜାଇନ୍‌ ପାଇନ ଟ୍ରି

ଭୁବନେଶ୍ୱର, ୧୩ା୧୨(ବ୍ୟୁରୋ):ଆରମ୍ଭ ହୋଇଯାଇଛି କ୍ରିସ୍‌ମାସ ପ୍ରସ୍ତୁତି। ବଡ଼ଦିନକୁ ଆଉମାତ୍ର କିଛିଦିନ ବାକି ରହିଥିବାବେଳେ ଚାରିଆଡେ ଉତ୍ସବର ମାହୋଲ ଦେଖିବାକୁ ମିଳିଲାଣି। ସହରର ଛକ, ବଜାରରେ କ୍ରିସ୍‌ମାସ ପାଇଁ ଆକର୍ଷଣୀୟ ସାମଗ୍ରୀକୁ ନେଇ ଖୋଲିଲାଣି ଏକାଧିକ ସିଜିନ ସେଣ୍ଟର। ସେହିପରି ବଡ଼ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?