Home

‘ଗୁଡ୍‌ ନ୍ୟୁଜ’ ଟ୍ରେଲର ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷୀତ ଅପ୍‌ କମିଂ ଫିଲ୍ମ ‘ଗୁଡ୍‌ ନ୍ୟୁଜ’ର ଟ୍ରେଲର ସୋମବାର ରିଲିଜ୍‌ ହୋଇଛି। ୩ମିନିଟ ୨୨ ସେକେଣ୍ଡର ଏହି ଟ୍ରେଲରରେ ଅକ୍ଷୟ ଓ କରୀନାଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଛି। ଟ୍ରେଲର…

ବିଜେଡି, ଏନ୍‌ସିପିକୁ ପ୍ରଶଂସା କଲେ ମୋଦି

ନୂଆଦିଲ୍ଲୀ,୧୮।୧୧: ସୋମବାର ଆରମ୍ଭ ହୋଇଛି ସଂସଦର ଶୀତ କାଳିନ ଅଧିବେଶନ। ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ପାସ୍‌ କରାଯିବାର ଯୋଜନା ରହିଛି। ସେଥି ମଧ୍ୟରେ ଗୋଟିଏ ରହିଛି ନାଗରିକତା ସଂଶୋଧନ ବିଲ୍‌ ୨୦୧୯। ଭାରତୀୟ ଜନତା ପାର୍ଟି(ଭାଜପା) ନେତୃତ୍ୱ କେନ୍ଦ୍ର ସରକାର…

ଏପରି ଦେଶ ଯେଉଁଠି ଅପରାଧୀଙ୍କ ମୂର୍ତ୍ତି କରାଯାଏ ପୂଜା…

ଲୋକେ ଭଗବାନଙ୍କ ମୂର୍ତ୍ତିିକୁ ପୂଜା କରିଥାନ୍ତି। ତେବେ ଲାଟିନ୍‌ ଆମେରିକାର ଭେନଜୁଏଲାରେ ମୃତ୍ୟୁ ଘଟିଥିବା ଦୁର୍ଦ୍ଦାନ୍ତ ଅପରାଧୀଙ୍କ ମୂର୍ତ୍ତି ପୂଜା କରିବା ପରମ୍ପରା ରହିଛି। ସ୍ପେନ୍‌ର ଭାଷାରେ ଏଭଳି ଅପରାଧୀଙ୍କ ପୂଜାକୁ ସେଣ୍ଟୋସ୍‌ ମେଲେଂଡ୍ରୋସ୍‌ କୁହାଯାଇଥାଏ। ଅପରାଧୀଙ୍କ ମୂର୍ତ୍ତିକୁ ଗୋଟିଏ ସ୍ଥାନରେ…

ବିବାହ ପାଇଁ ଏକାଥରକେ ଛୁଟି ମାଗିଲେ ୨୦୦ ପୋଲିସ କର୍ମଚାରୀ, ଜାଣନ୍ତୁ ପୁଣି କ’ଣ ଘଟିଲା

ବର୍ତ୍ତମାନ ବିବାହ ଋତୁ ଆରମ୍ଭ ହୋଇଯାଇଛି। ସରକାରୀ କର୍ମଚାରୀ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାନ୍ତି। ବିବାହ ପାଇଁ କେବଳ ଲକ୍ଷ୍ନୌର ୨୦୦ ପୋଲିସ କର୍ମଚାରୀ ଏକାସଙ୍ଗରେ ଛୁଟି ଆବେଦନ କରିଛନ୍ତି। ଏଥିରେ ପୋଲିସ ବିଭାଗର ୨୪ ଯୋଡ଼ି ବିବାହ କରିବାକୁ ଯାଉଛନ୍ତି।…

ବଦଳିବ ଆଗ୍ରାର ନାମ

ଲକ୍ଷ୍ନୌ,୧୮।୧୧: ଆହ୍ଲାବାଦ, ବନାରସ ଓ ଫୈଜାବାଦ ପରେ ଏବେ ଆଗ୍ରାର ନାମ ପରିବର୍ତ୍ତନ କରିବା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ପ୍ରସ୍ତୁତି ଚଳାଇଛନ୍ତି। ଆଗ୍ରାର ନାମକୁ ପରିବର୍ତ୍ତନ କରାଯାଇ ଏହାକୁ ଅଗ୍ରବନ ନାମରେ ନାମିତ କରାଯିବ ବୋଲି ସୋମବାର…

ଫେସବୁକ୍‌-ଟୁଇଟରକୁ ଟକ୍କର ଦେବାକୁ ଆସିଲା ଡବ୍ଲ୍ୟୁଟି-ସୋସିଆଲ୍‌

ସାନ୍‌ଫ୍ରାନ୍ସିକୋ,୧୮।୧୧: ଫେସବୁକ୍‌ ଓ ଟୁଇଟରକୁ ଟକ୍କର ଦେବାକୁ ଏକ ନୂଆ ସୋସିଆଲ୍‌ ସାଇଟ୍‌ ଆସିଛି। ଏହା ହେଉଛି ଡବ୍ଲ୍ୟୁଟି-ସୋସିଆଲ୍‌। ଫେସବୁକ୍‌-ଟୁଇଟରରେ ନ ଥିବା କେତେକ ନୂଆ ନୂଆ ଫିଚର ଏହି ନୂଆ ସାଇଟ୍‌ରେ ରହିଥିବା କୁହାଯାଉଛି। ଏହାର କାର୍ଯ୍ୟକାରିତା ଫେସବୁକ୍‌-ଟୁଇଟରଠାରୁ କେତେକ…

ପୁଣି ପରଦାକୁ ଫେରୁଛନ୍ତି ଅମିର ଖାଁ

ଅନେକ ଦିନର ବ୍ୟବଧାନ ପରେ ପୁଣି ପରଦାକୁ ଫେରୁଛନ୍ତି ମିଷ୍ଟର ଫରଫେକ୍ଟନିଷ୍ଟ ଅମିର ଖାଁ। ତାଙ୍କ ଆଗାମୀ ଫିଲ୍ମ ‘ଲାଲ ସିଂ ଚଢା’ର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଛି। ପୋଷ୍ଟରରେ ଅମିରଙ୍କ ସରଦାର ଜୀଙ୍କ ରୂପରେ ଦେଖିବାକୁ ମିଳିଛି। ମୁଣ୍ଡରେ ପଗଡି,…

ଦିନ ଦ୍ୱିପ୍ରହରରେ ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କୁ ଗୁଳିକରି ହତ୍ୟା: ୧୧ଲକ୍ଷ ଲୁଟ୍‌ କରି ଅଭିଯୁକ୍ତ ଫେରାର

ଲକ୍ଷ୍ନୌ,୧୮।୧୧: ଉତ୍ତରପ୍ରଦେଶ ଗୋରଖପୁର ଜିଲାର ବେଲିପାର ଅଞ୍ଚଳରେ ଏକ ଲୁଟ୍‌ ଘଟଣା ସାମ୍ନାକୁ ଆସିଛି। ସୋମବାର ଦ୍ୱିପ୍ରହରରେ ବେଲିପାର ଥାନା ନିକଟରେ କିଛି ଦୁର୍ବୃତ୍ତ ବାଇକ୍‌ରେ ଆସି ମହରୋଲି ପେଟ୍ରୋଲ ପମ୍ପର ମ୍ୟାନେଜରଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଏହାପରେ ଟଙ୍କାରେ ଭର୍ତ୍ତି…

ଶହେରୁ ଊର୍ଦ୍ଧ୍ୱ ଦେଶରେ ରହିଛି ଗାନ୍ଧୀଙ୍କ ପ୍ରତିମୂର୍ତ୍ତି

ବଲାଙ୍ଗୀର ଅଫିସ,୧୮।୧୧: ବିଶ୍ୱର ୧୦୨ଟି ଦେଶରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଏକ କିମ୍ବା ତଦୂର୍ଦ୍ଧ୍ୱ ପ୍ରତିମୂର୍ତ୍ତି ରହିଥିବା ସୂଚନା ଅଧିକାର ଆଇନ ଜରିଆରେ ମିଳିଥିବା ତଥ୍ୟରୁ ଜଣାପଡିଛି। ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରହିଥିବା ସମୁଦାୟ ୧୦୨ଦେଶ ମଧ୍ୟରୁ ୮୨ଟି ଦେଶରେ ପୂର୍ଣ୍ଣାବୟବ…

ଅଭିନୟ ଜଗତରେ ଡେବ୍ୟୁ କଲେ ସୁହାନା

ଶେଷରେ ପ୍ରତୀକ୍ଷାର ଅନ୍ତ ଘଟିଛି। ବଲିଉଡ ବାଦଶାହ ଶାହରୁଖ ଖାଁଙ୍କ ଝିଅ ସୁହାନା ଶେଷରେ ଚଳଚ୍ଚିତ୍ର ଜଗତରେ ଏଣ୍ଟ୍ରି ମାରିଛନ୍ତି। ତାଙ୍କ ଡେବ୍ୟୁ ଶର୍ଟ ଫିଲ୍ମ ‘ଦ ଗ୍ରେ ପାର୍ଟ ଅଫ ବ୍ଲୁ’ ଇତିମଧ୍ୟରେ ରିଲିଜ ହୋଇଯାଇଛି। ୧୦ମିନିଟର ଏହି ଫିଲ୍ମରେ…

ଘାଟିରୁ ୫୦ଫୁଟ ତଳକୁ ଖସିଲା ଟ୍ରକ୍‌, ଡ୍ରାଇଭରଙ୍କ ସମେତ ୨ଜଣଙ୍କ ଜୀବନ ଗଲା

ବାରିପଦା ଅଫିସ,୧୮।୧୧: ମୟୂରଭଞ୍ଜ ଜିଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଦ୍ବାରଶୁଣି ଘାଟିରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ମାଲ ବୋଝେଇ ଟ୍ରକଥ(ସିଜି ୦୪ ଏଲଏଲ ୩୪୭୪) ଘାଟିରୁ ୫୦ ଫୁଟ ତଳକୁ ଖସିପଡ଼ିଛି।…

ଧାନ କିଣାବିକାରେ ଟୋକନ ବ୍ୟବସ୍ଥାକୁ ବିରୋଧ, ପ୍ୟାକ୍ସ ଅଫିସରେ ତାଲା ପକାଇଲେ ଚାଷୀ

ବରଗଡ଼ ଅଫିସ,୧୮।୧୧: ବରଗଡ଼ ଜିଲାରେ ଗତ ୧୫ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥର ରାଜ୍ୟ ସରକାର ଧାନ କିଣାବିକାରେ ଟୋକନ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିଛନ୍ତି। ତେବେ ଚାଷୀମାନେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ଦୃଢ଼ ବିରୋଧ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri