ରାଜ୍ୟସଭାରେ ସିଟ୍ ପରିବର୍ତ୍ତନକୁ ନେଇ କ୍ରୋଧିତ ହେଲେ ସଞ୍ଜୟ: ଭେଙ୍କିୟାଙ୍କୁ ଲେଖିଲେ ଚିଠି
ନୂଆଦିଲ୍ଲୀ,୨୦।୧୧: ସଂସଦରେ ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ବୁଧବାର ଅଧିବେଶନର ତୃତୀୟ ଦିନ ହୋଇଥିବା ବେଳେ ଗୃହରେ ଏନ୍ଆରସି, ପ୍ରଦୂଷଣ ଓ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଭଳି ପ୍ରସଙ୍ଗ ଉପରେ ଚର୍ଚ୍ଚା କରାଯାଇଥିଲା। ଏହାରି ଭିତରେ ରାଜ୍ୟସଭା ଚ୍ୟାମ୍ବରରେ ନିଜର ସିଟ୍…
ଯେଉଁ ଗାଁରେ ପ୍ରତି ଘରେ ପାଳନ କରାଯାଏ ସାପ
ଆମ ଭିତରୁ ଅନେକ ଏପରି ଲୋକ ଅଛନ୍ତି ଯେଉଁମାନେ ଜୀବଜନ୍ତୁପାଳନ କରିବାକୁ ପସନ୍ଦ କରିଥାନ୍ତି। କିନ୍ତୁ ଘରେ ସାପ ପାଳନ କରିବା କଥା ଶୁଣିଛନ୍ତି କି? ଏହା ନିହାତି ଭୟଙ୍କର ତଥା ଆଶ୍ଚର୍ଯ୍ୟଜନକ ବିଷୟ। କିନ୍ତୁ କୁକୁର, ବିଲେଇ, ଶୁଆ ଇତ୍ୟାଦି…
ମୋଦିଙ୍କୁ ଭେଟିଲେ ପାଓ୍ବାର: ମହାରାଷ୍ଟ୍ର ରାଜନୀତିରେ ଆଲୋଡ଼ନ
ନୂଆଦିଲ୍ଲୀ,୨୦।୧୧: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଅନିଶ୍ଚତତା ଜାରି ରହିଥିବାବେଳେ ବୁଧବାର ଏନ୍ସିପି ମୁଖ୍ୟ ଶରଦ ପାଓ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ରାଜ୍ୟର ଚାଷୀ ସମସ୍ୟା ନେଇ ଆଲୋଚନା ହୋଇଥିବା କୁହାଯାଉଛି। ତେବେ ଏହାକୁ ନେଇ…
ବାଲ୍ୟବିବାହକୁ ରୋକିବା ପାଇଁ ଆସାମ ସରକାରଙ୍କ ନୂଆ ଯୋଜନା: ବିବାହରେ କନ୍ୟାଙ୍କୁ ଦେବେ ୧ ତୋଳା ସୁନା
ଗୁଆହାଟୀ,୨୦।୧୧: ରାଜ୍ୟରେ ବାଲ୍ୟବିବାହ ରୋକିବା ପାଇଁ ଆସାମ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଅରୁନ୍ଧତୀ ସ୍କିମ୍ରେ ବିବାହ ସମୟରେ କନ୍ୟାଙ୍କୁ ମାଗଣାରେ ୧ ତୋଳା ସୁନା ଦେବେ ସରକାର। ମଙ୍ଗଳବାର ସନ୍ଧ୍ୟାରେ ଗୁଆହାଟୀରେ ବସିଥିବା କ୍ୟାବିନେଟ ବୈଠକରେ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ…
ବେଙ୍ଗାଲୁରୁରେ ପ୍ରତିଦିନ ଘଣ୍ଟେ ପାଇଁ ମିଳିବ ମାଗଣା ଓ୍ବାଇଫାଇ
ବେଙ୍ଗାଲୁରୁ,୨୦।୧୧: କର୍ନାଟକ ଉପନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ବେଙ୍ଗାଲୁରୁରେ ପ୍ରତିଦିନ ଘଣ୍ଟେ ପାଇଁ ମାଗଣା ଓ୍ବାଇଫାଇ ସୁବିଧା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ଏଥିଲାଗି ସରକାରଙ୍କୁ ଶହେ କୋଟି ଟଙ୍କା ନିବେଶ କରିବାକୁ ପଡ଼ିବ। ସହରରେ ୪ ହଜାର ଓ୍ବାଇଫାଇ ସ୍ପଟ୍…
ଦେଶବ୍ୟାପି ଏନ୍ଆର୍ସିକୁ ନେଇ ଶାହ-ମମତା ମୁହାଁମୁହିଁ
ନୂଆଦିଲ୍ଲୀ,୨୦।୧୧: ଦେଶବ୍ୟାପି ଏନ୍ଆର୍ସି ଲାଗୁହେବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବୁଧବାର ରାଜ୍ୟସଭାରେ ପ୍ରଶ୍ନକାଳରେ ନିଜର ଉତ୍ତର ରଖିଛନ୍ତି। ଧର୍ମ ବର୍ଣ୍ଣ ନିର୍ବିଶେଷରେ ସଭିଏଁ ଏନ୍ଆର୍ସି ଅନ୍ତର୍ଭୁକ୍ତ ହେବେ ବୋଲି ଶାହ କହିଛନ୍ତି। ଭାରତ ସବୁ ଧର୍ମର ଲୋକଙ୍କୁ ଏଥିରେ…
ରାଷ୍ଟ୍ରପତି ହେବାପରେ ପ୍ରଥମ ବିଦେଶ ଗସ୍ତରେ ଭାରତ ଆସିବେ ଗୋଟବାୟା ରାଜପାକ୍ସେ
କଲମ୍ବୋ,୨୦।୧୧: ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ଗୋଟବାୟା ରାଜପାକ୍ସେ ତାଙ୍କର ପ୍ରଥମ ବିଦେଶ ଗସ୍ତରେ ଭାରତକୁ ଆସିବେ ବୋଲି ଜଣାପଡିଛି। ଭାରତର ବର୍ହିିର୍ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ଶ୍ରୀଲଙ୍କା ଗସ୍ତ ସମୟରେ ଏଭଳି ନିଷ୍ପତି ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ରାଜପାକ୍ସେ…
କୋଚ୍ ପଦ ଛାଡିଲେ ମାରାଡୋନା
ବୁଏନ୍ସ ଆରିଜ୍,୨୦।୧୧ (ଏଏଫ୍ପି)- ଆର୍ଜେଣ୍ଟିନା କିମ୍ବଦନ୍ତୀ ଫୁଟବଲର ଡିଏଗୋ ମାରାଡୋନା ଆର୍ଜେଣ୍ଟିନାର ସୁପରଲିଗା ଦଳ ଜିମ୍ନାସିଆ କୋଚ୍ ପଦରୁ ଇସ୍ତଫା ଦେଇଛନ୍ତି। ନିଯୁକ୍ତ ହେବାର ୩ ମାସ ମଧ୍ୟରେ ସେ କୋଚ୍ ପଦ ଛାଡିଛନ୍ତି ବୋଲି କ୍ଲବ ଦରଫରୁ ଘୋଷଣା କରାଯାଇଛି।…
କାହିଁକି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ, ଭିଡିଓ ଶେୟାର କରି କହିଲେ ନୁଶରତ୍
କୋଲକାତା, ୨୦।୧୧: ଟିଏମସି ଏମପି ତଥା ଅଭିନେତ୍ରୀ ନୁସରତ ଜାହାଁ ଆସିୟୁରୁ ଡିସଚାର୍ଜ ହୋଇଛନ୍ତି। ରବିବାର ରାତିରେ ସେ ନିଃଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେବାରୁ ତାଙ୍କୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ…
କୋରିଆ ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ: ଶ୍ରୀକାନ୍ତ, ସମୀରଙ୍କ ଅଗ୍ରଗତି; ସୌରଭ ଆଉଟ୍
ଗ୍ବାଙ୍ଗଜୁ,୨୦।୧୧(ପି.ଟି.): କୋରିଆର ଗ୍ବାଙ୍ଗଜୁଠାରେ ଚାଲିଥିବା କୋରିଆ ମାଷ୍ଟର୍ସ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟରେ ଭାରତୀୟ ଖେଳାଳିମାନେ ଦମ୍ଦାର ଆରମ୍ଭ କରିଛନ୍ତି। ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ତରକା ଖେଳାଳି କିଡାମ୍ବୀ ଶ୍ରୀକାନ୍ତ ଓ ସମୀର ବର୍ମା ଅଗ୍ରଗତି କରି ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ବୁଧବାର…
ବିବାହରେ ଟମାଟୋକୁ ଗହଣା କରି ପିନ୍ଧିଲେ ପାକିସ୍ତାନୀ କନ୍ୟା
ପାକିସ୍ତାନରେ ଦିନକୁ ଦିନ ଆର୍ଥତ୍କ ମାନ୍ଦାବସ୍ଥା ଏପରି ବିଗିଡ଼ି ଚାଲିଛି ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଫଟୋରୁ ବାରି ହୋଇପଡୁଛି। ପାକିସ୍ତାନରେ ମହିଳାମାନେ ସୁନାଗହଣା ବଦଳରେ ଟମାଟୋ ପିନ୍ଧୁଛନ୍ତି। ଏମିତିରେ ବି ପାକିସ୍ତାନରେ ଟମାଟୋ କେଜି ୪୦୦ ଟଙ୍କାରୁ…
ସଲମାନ, ଶାହରୁଖଙ୍କୁ ପଛରେ ପକାଇଲେ ପ୍ରିୟଙ୍କା ଚୋପ୍ରା
ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ କିଏ ଅବା ନଜାଣେ। ବଲିଉଡ୍ରେ ସେ ହେଉଛନ୍ତି ଅନ୍ୟତମ ସଫଳ ନାୟିକା। ତାଙ୍କ ଲୋକପ୍ରିୟତା କେବଳ ଦେଶ ଭିତରେ ସୀମିତ ହୋଇ ରହିନାହିଁ। ବିଦେଶରେ ବି ସେ ଖୁବ ଚର୍ଚ୍ଚିତ। ସେ ବଲିଉଡ ସହିତ ହଲିଉଡ…
Archives


