Home

ଅଳ୍ପସଂଖ୍ୟକଙ୍କ ଉପରେ ଅତ୍ୟାଚାର କରୁଛି ଚାଇନା: ଆମେରିକା

ଓ୍ବାଶିଂଟନ,୨୭।୧୧: ଚାଇନାରେ ଅଳ୍ପସଂଖ୍ୟକଙ୍କ ଉପରେ ଅତ୍ୟାଚାର କରାଯାଉଛି। ଏନେଇ ଆମେରିକା ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇଛି। ଆମେରିକା ବହିର୍ବ୍ୟାପାର ବିଭାଗ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଚାଇନାରେ ମାନବାଧିକାରର ଉଲ୍ଲଂଘନ ହେଉଥିବା ଏଥିରେ ଦର୍ଶାଯାଇଛି। ଚାଇନାର ଶିନ୍‌ଜିୟାଙ୍ଗ୍‌ ପ୍ରଦେଶରେ ଅଳ୍ପସଂଖ୍ୟକ…

ସଂଖ୍ୟାକୁ ଦେଖିଲେ ଲାଗେ ଡର …

ପୃଥିବୀର ବିଭିନ୍ନ ଲୋକଙ୍କଠାରେ ନାନା ପ୍ରକାର ସମସ୍ୟା ଦେଖାଦେଇଥାଏ। ସେଥିମଧ୍ୟରୁ ଗୋଟିଏ ସମସ୍ୟା ହେଉଛି ସଂଖ୍ୟାକୁ ଦେଖିଲେ ଡର ଲାଗିବା। ଏହାକୁ ଡାକ୍ତରୀ ଭାଷାରେ ଆରିଥ୍‌ମୋଫୋବିଆ କୁହାଯାଇଥାଏ। କେତେକ ଏହାକୁ ନ୍ୟୁମେରୋଫୋବିଆ ମଧ୍ୟ କୁହନ୍ତି। ଏଭଳି ସମସ୍ୟା ଥିବା ଲୋକ ଅବା…

ଏସବୁ ଖାଦ୍ୟ ଆର୍ଥରାଇଟିସ୍‌ରୁ ରଖେ ଦୂରେଇ…

ପରିବର୍ତ୍ତିିତ ଜୀବନ ଶୈଳୀ ଏବଂ ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ଆଣ୍ଠୁଗଣ୍ଠି ବିନ୍ଧା ସମସ୍ୟା ଦେଖାଦେଇଥାଏ। ଏହାକୁ ଡାକ୍ତରମାନେ ଆର୍ଥରାଇଟିସ୍‌ କୁହାଯାଇଥାଏ। ଏହି ସମସ୍ୟାରେ ଗଣ୍ଠି ସ୍ଥାନରେ ଥିବା କୋମଳ ଲିଗାମେଣ୍ଟ୍‌ ଏବଂ କାର୍ଟିଲଜି ଟାଣ ହୋଇଯାଇଥାଏ। ଫଳରେ ଚାଲବୁଲ୍‌ କରିବା…

ପ୍ରେମିକଙ୍କ ବିବାହ ଅନ୍ୟତ୍ର ଠିକ ହେବାକୁ ନେଇ ପ୍ରେମିକାଙ୍କ ଷଡଯନ୍ତ୍ର: ଘର ନିକଟକୁ ଡାକି କଲେ ଏସିଡ୍‍ ମାଡ

କଟକ ଅଫିସ,୨୭।୧୧- ଜଗତପୁର ଥାନା ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ପ୍ରେମରେ ବିଫଳ ହେବା ପରେ ପ୍ରେମିକା ପ୍ରତିଶୋଧ ପରାୟଣ ହୋଇ ପ୍ରେମିକଙ୍କ ମୁହଁରେ ଏସିଡ୍‌ ପକାଇଛନ୍ତି । ଏଥିରେ ଯୁବକଜଣଙ୍କ ଗୁରୁତର ଆହତ…

ପିଆଜ ମାଳ ପିନ୍ଧି ବିଧାନସଭାରେ ପହଞ୍ଚିଲେ ବିଧାୟକ

ପାଟନା,୨୭।୧୧: ବିହାରରେ ଜଣେ ବିଧାୟକ ପିଆଜ ମାଳ ପିନ୍ଧି ବିଧାନସଭାରେ ପହଞ୍ଚିଛନ୍ତି। ଏହାକୁ ନେଇ ଏବେ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ବୁଧବାର ଆର୍‌ଜେଡି ବିଧାୟକ ଶିବଚନ୍ଦ୍ର ରାମ ଏଭଳି କରିଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ପିଆଜ ଦାମ ବୃଦ୍ଧି…

ପଦାଧିକାରୀ ହେଲେ ହେଁ ଜୀବନଯାପନ ସାଧାରଣ: ପନିପରିବା ଚାଷ କରନ୍ତି ଛେଣ୍ଡିପଦା ବିଡିଓ

ଛେଣ୍ଡିପଦା,୨୭।୧୧(ସ୍ବ.ପ୍ର.): ଅଧିକାରୀମାନେ ପଦପଦବୀ ମଣ୍ଡନ କରିବା ପରେ ସେମାନଙ୍କର ପ୍ରାୟ ଅଧିକାଂଶ କାର୍ଯ୍ୟ ଅର୍ଡର୍ଲିମାନେ କରିଥାନ୍ତି। ଯେମିତିକି ବଜାରରୁ ପରିବା ଆଣିବା, ଗ୍ରୋସରି ଆଣିବା, ବଗିଚାରେ ପାଣି ଦେବା, ଫୁଲଗଛ ଲଗାଇବା, ବଗିଚାର ଯତ୍ନ ନେବା ଇତ୍ୟାଦି। ହେଲେ ଏହିଭଳି ଅର୍ଡର…

ସାବଧାନ! ଏମିତି ମାଛ, ଯାହାକୁ ଖାଇଲେ ଚାଲିଯିବ ଜୀବନ

ସାଧାରଣତଃ ମାଛ ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି। ମାତ୍ର ବିଶ୍ୱରେ ଏମିତି ଏକ ମାଛ ଅଛି, ଯାହାକୁ ଖାଇଲେ ଜୀବନ ଚାଲିଯିବ। ତେଣୁ ଏଥିପ୍ରତି ସାବଧାନ ରହିବା ଜରୁରୀ। ଏପରି ବିଷାକ୍ତ ମାଛର ନାଁ ହେଉଛି ପଫର। ଏଥିରେ ସାଇନାଇଡ୍‌ଠାରୁ…

ଠିକ୍‌ ସମୟରେ ଉଚିତ ଜବାବ ଦେବି: ଫଡନବିସ୍‌

ମୁମ୍ବାଇ,୨୭।୧୧: ନାଟକୀୟ ଢଙ୍ଗରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ହେବାର ୩ ଦିନ ୮ ଘଣ୍ଟା ପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି ଦେବେନ୍ଦ୍ର ଫଡନବିସ୍‌। ଇସ୍ତଫା ଦେବା ପରେ ସେ ନିଜ ମନର କଥା କହିଛନ୍ତି। ଅଜିତ ପାଓ୍ବାରଙ୍କ ସହ ମିଶି ସରକାର…

ପ୍ରିୟଙ୍କା ଚୋପ୍ରାଙ୍କ ଘରକୁ ଆସିଲା ନୂଆ ମେମ୍ବର

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କ ଚୋପ୍ରା ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌। ନିକ୍‌ ଜୋନାସ୍‌ଙ୍କୁ ବିବାହ ପରେ ଉଭୟ ପ୍ରଥମ ବିବାହ ବାର୍ଷୀକି ପାଳନ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ପ୍ରିୟଙ୍କାଙ୍କ ଘରକୁ ଏକ ନୂଆ ମେମ୍ବର ଆସିଛି। ଯାହା ସହ ସେ…

ଏହି ରେଷ୍ଟୁରାଣ୍ଟରେ ୮ ଜଣ ଡିନର କରି ଭରିଲେ ୪୪ ଲକ୍ଷ ଟଙ୍କାର ବିଲ୍‌

ଆଜିକାଲି ସୋସିଆଲ ମିଡିଆରେ ବିଭିନ୍ନ ରେଷ୍ଟୁରାଣ୍ଟ ଚର୍ଚ୍ଚାରେ ରହୁଛି। କେଉଁଠି ଚା’ କପ୍‌ର ଦାମ୍‌ ଆକାଶଛୁଆଁ ତ ଆଉ କେଉଁଠି ଦୁଇଟି କଦଳୀର ଦାମ୍‌ ୧ ହଜାର ଟଙ୍କା। କିନ୍ତୁ ଆଜି ଏମିତି ଏକ ରେଷ୍ଟୁରାଣ୍ଟର ମିଲ୍‌ର ଦାମ୍‌ ବିଷୟରେ କହିବୁ,…

ନିର୍ବାଚନ ନ ଲଢ଼ି ମୁଖ୍ୟମନ୍ତ୍ରୀ: ରାବ୍ରୀ ଦେବୀ-ମୋଦିଙ୍କ ସମକ୍ଷକ ହେବେ ଉଦ୍ଧବ

ମୁମ୍ବାଇ,୨୭।୧୧: ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେ ଗୁରୁବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ସେ ଏହା ପୂର୍ବରୁ କୌଣସି ନିର୍ବାଚନ ଲଢ଼ି ନାହାଁନ୍ତି। ତେବେ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କୁ ୬ ମାସ ମଧ୍ୟରେ ବିଧାନସଭା ଅବା ବିଧାନ ପରିଷଦ…

ତାମିଲ ଫିଲ୍ମ ଅଭିନେତା ବାଲା ସିଂଙ୍କ ପରଲୋକ

ଚେନ୍ନାଇ,୨୭।୧୧: ତାମିଲ ଫିଲ୍ମ ଅଭିନେତା ବାଲା ସିଂ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କ ୬୭ ବର୍ଷ ବୟସ ହୋଇଥିଲା। ଗତ କିଛିଦିନ ହେବ ଜ୍ୱରରେ ପୀଡିତ ହୋଇ ଚେନ୍ନାଇର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବାଲାଙ୍କ ପରଲୋକରେ ତାମିଲ ଫିଲ୍ମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri