ବିଶ୍ୱର ସବୁଠୁ ଡେଙ୍ଗା କ୍ରିକେଟର୍ ବୋଲିଂ କରିବେ ସ୍ପିନ୍
ଖୁବ୍ଶୀଘ୍ର ବିଶ୍ୱର ସବୁଠୁ ଡେଙ୍ଗା କ୍ରିକେଟରଙ୍କୁ ପଡିଆରେ ଦେଖିବାକୁ ମିଳିବ। ମହମ୍ମଦ ମୁଦସାର ନାମକ ଜଣେ ପାକିସ୍ତାନ କ୍ରିକେଟରଙ୍କୁ ପାକିସ୍ତାନ ସୁପର୍ ଲିଗ୍ରେ ଖେଳୁଥିବାର ଦେଖିବାକୁ ମିଳିବ। ୨୧ ବର୍ଷୀୟ ମହମ୍ମଦଙ୍କ ଉଚ୍ଚତା ୭ ଫୁଟ ୫ ଇଞ୍ଚ ବୋଲି ଜଣାପଡିଛି।…
ଧାମରାରେ ଲାଗିଲା ପଶ୍ଚିମବଙ୍ଗର ୩୭ ବୋଟ୍
ଚାନ୍ଦବାଲି,୮ା୧୧(ଡି.ଏନ.ଏ.)-ଭଦ୍ରକ ଜିଲା ଧାମରା ବନ୍ଦରଠାରୁ ଅନତି ଦୂରରେ ବଙ୍ଗୋପସାଗରରେ ଗଭୀର ସମୁଦ୍ରରେ କେତେକ ମାଛଧରା ବୋଟ୍ ଫସି ରହିବାର ଜଣାଯାଇଛି। ସେମାନଙ୍କ ମଧ୍ୟରୁ ଶୁକ୍ରବାର ଅପରାହ୍ନ ସୁଦ୍ଧା ଧାମରାରେ ମୋଟ ୩୭ଟି ବୋଟ୍ ଆସି ପହଞ୍ଚିଥିବାବେଳେ ଆହୁରି କେତେକ ବୋଟ୍ ସମୁଦ୍ରରେ…
ଇସ୍ତଫା ଦେଲେ ଫଡନବିଶ
ମୁମ୍ବାଇ,୮।୧୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ ଶୁକ୍ରବାର ଅପରାହ୍ନରେ ରାଜ୍ୟପାଳ ଭଗତ ସିଂ କୋଶୟାରୀଙ୍କୁ ତାଙ୍କର ଇସ୍ତଫା ପତ୍ର ପଦାନ କରିଛନ୍ତି। ରାଜ୍ୟପାଳ ମଧ୍ୟ ତାଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ଗୋଟିଏ ପଟେ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଭାରତୀୟ ଜନତା…
ମନ୍ତ୍ରୀପରିଷଦ ବୈଠକ: ଅତିରିକ୍ତ ଚିଠା ବଜେଟକୁ ଅନୁମୋଦନ
ଭୁବନେଶ୍ୱର,୮।୧୧(ବ୍ୟୁରୋ): ଆସନ୍ତା ୧୩ ତାରିଖରେ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନରେ ଅତିରିକ୍ତ ବଜେଟ୍ ଆଗତ ଦେବ। ଏହି ବଜେଟ ଆଗତ ହେବା ପୂର୍ବରୁ ଶନିବାର ରାଜ୍ୟ ମନ୍ତ୍ରୀପରିଷଦ ବୈଠକରେ ଚିଠା ବଜେଟ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।…
ବୋରଓ୍ବେଲରେ ଖସିପଡୁଥିବା ଶିଶୁଙ୍କୁ ଉଦ୍ଧାର କରିବା ପାଇଁ ସ୍ବତନ୍ତ୍ର ମେଶିନ ତିଆରି କଲେ ଯୁବକ
ମଦୁରାଇ,୮।୧୧: ବୋରଓ୍ବେଲରେ ଖସିପଡୁଥିବା ଶିଶୁଙ୍କୁ ଉଦ୍ଧାର କରିବା ପାଇଁ ତାମିଲନାଡୁ ମଦୁରାଇ ସହରରେ ରହୁଥିବା ଜଣେ ବ୍ୟକ୍ତି ଭିନ୍ନ ଧରଣର ମେଶିନ ଆବିଷ୍କାର କରିଛନ୍ତି। ଅବଦୁଲ ରଜାକ ନାମକ ଏହି ବ୍ୟକ୍ତି ଜଣକ କହିଛନ୍ତି ବାରମ୍ବାର ବୋରଓ୍ବେଲରେ ଶିଶୁ ଖସିପଡିବା ଘଟଣା…
ଶନିବାର ମଧ୍ୟରାତ୍ରିରେ ସ୍ଥଳଭାଗ ଛୁଇଁବ ବାତ୍ୟା ବୁଲ୍ବୁଲ: ପ୍ରସ୍ତୁତି ନେଇ କ୍ୟାବିନେଟ୍ ସଚିବଙ୍କ ସହ ଏସ୍ଆର୍ସିଙ୍କ ଆଲୋଚନା
ଭୁବନେଶ୍ୱର,୮।୧୧(ବ୍ୟୁରୋ): ସାମୁଦ୍ରିକ ଝଡ଼ ‘ବୁଲବୁଲ୍’ ଉଗ୍ରରୂପ ଧାରଣକରି ଉତ୍ତର ଦିଗକୁ ଗତିକରୁଛି। ଘଣ୍ଟାପ୍ରତି ଏହାର ବେଗ ୧୩ କିମି ରହିଛି। ଦକ୍ଷିଣ-ଦକ୍ଷିଣ ପୂର୍ବ ପାରାଦୀପଠାରୁ ୩୧୦ କିମି ଏବଂ ପଶ୍ଚିମବଙ୍ଗର ଦକ୍ଷିଣ ଦକ୍ଷିଣ ପଶ୍ଚିମ ସାଗର ଦୀପଠାରୁ ୪୫୦ କିମି ଦୂରରେ…
କୋଇଲା ରୟାଲିଟି ବୃଦ୍ଧିକୁ ପୁଣି ଏଡ଼ାଇଗଲେ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର,୮।୧୧(ବ୍ୟୁରୋ): ରାଜ୍ୟ ସରକାର କୋଇଲା ରୟାଲିଟି ବୃଦ୍ଧି ପାଇବା ନେଇ ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରୁଛନ୍ତି। ମାତ୍ର କେନ୍ଦ୍ର ସରକାର ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନାହାନ୍ତି। ଶୁକ୍ରବାର ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର କୋଇଲା ମନ୍ତ୍ରୀ…
ଗୁଳି ଓ ଏସିଡ୍ ମାଡ଼ କରି ସୁନା ଦୋକାନରୁ ଲୁଟ୍ ଉଦ୍ୟମ: ୩ଜଣଙ୍କୁ ଛେଚି ପୋଲିସର ଜିମା ଦେଲେ ଲୋକେ
ବାରିପଦା ଅଫିସ,୮।୧୧- ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ମାଣତ୍ରୀ ରୋଡ଼ ସ୍ଥିତ ବିଶ୍ୱକର୍ମା ସୁନା ଦୋକାନରୁ ଶୁକ୍ରବାର ଲୁଟ ଉଦ୍ୟମ ହୋଇଛି। ତେବେ ସ୍ଥାନୀୟ ଲୋକେ ୩ ଲୁଟେରାଙ୍କୁ ଧରିବା ସହ ନିର୍ଧୁମ ଛେଚି ପୋଲିସର ଜିମା ଦେଇଥିବା ଜଣାପଡ଼ିଛି।…
ମହିଳା ତହସିଲଦାରଙ୍କୁ ଜୀବନ୍ତ ପୋଡିବା ପରେ ଭୟଭୀତ ଅନ୍ୟ କର୍ମଚାରୀ: କାର୍ଯ୍ୟାଳୟରେ ଟାଣିଲେ ଲକ୍ଷ୍ମଣ ରେଖା
ହାଇଦ୍ରାବାଦ,୮।୧୧: ଆନ୍ଧ୍ରପ୍ରଦେଶର କୁରନୁଲ ସ୍ଥିତ ଏକ ଗାଁରେ ତହସିଲଦାରଙ୍କ ମଧ୍ୟରେ ପଶିଛି ଛନକା। ଏମାନେ କାର୍ଯ୍ୟାଳୟରେ ଲକ୍ଷ୍ମଣ ରେଖା ଟାଣି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି। ଆଉ ଏହି ରେଖାକୁ ପାର୍ କରିବାକୁ କାହାକୁ ଅନୁମତି ଦିଆଯାଇ ନାହିଁ। ଯଦି କାହାକୁ…
ଅଯୋଧ୍ୟା ଶୁଣାଣି ପୂର୍ବରୁ ହାଇ ଆଲର୍ଟରେ ଉତ୍ତରପ୍ରଦେଶ: ଖୋଲାରେ ପେଟ୍ରୋଲ, ଏସିଡ୍ ବିକ୍ରି ଉପରେ ଲାଗିଲା କଟକଣା
ନୂଆଦିଲ୍ଲୀ,୮।୧୧: ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ପୂର୍ବରୁ ଉତ୍ତରପ୍ରଦେଶ ସରକାର ହାଇ ଆଲର୍ଟରେ ଅଛନ୍ତି। ଏଥିପାଇଁ ଗାଜିଆବାଦ ପ୍ରଶାସନ ଖୋଲାରେ ବିକ୍ରି କରାଯାଉଥିବା ପେଟ୍ରୋଲ, ଏସିଡ୍ ଓ ଜ୍ୱଳନଶୀଳ ପଦାର୍ଥ ଉପରେ କଟକଣା ଲଗାଇଛନ୍ତି। ଏହି ନିୟମକୁ ଯିଏ ପାଳନ…
ଗାନ୍ଧୀ ପରିବାର ନିକଟରୁ ଏସ୍ପିଜି ସୁରକ୍ଷା ଛଡ଼ାଇ ନେଇ ପାରନ୍ତି ମୋଦି ସରକାର
ନୂଆଦିଲ୍ଲୀ,୮।୧୧: କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସୁରକ୍ଷାକୁ ସମୀକ୍ଷା କରାଯାଇ ଏମାନଙ୍କ ନିକଟରେ ଥିବା ସ୍ପେଶାଲ ପ୍ରୋଟେକ୍ସନ୍ ଗ୍ରୁପ(ଏସ୍ପିଜି) ସୁରକ୍ଷାକୁ ଉଠାଇ ନିଆଯିବ ବୋଲି ସୂଚନା ମିଳିଛି।…
ପ୍ରଥମ ସ୍ତ୍ରୀ ଅମ୍ରିତାଙ୍କ ପ୍ରଶଂସାରେ ସୈଫ୍
ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ତାଙ୍କର ପ୍ରଥମ ସ୍ତ୍ରୀ ଅମ୍ରିତାଙ୍କ ପ୍ରଶଂସାରେ ଲାଗିପଡ଼ିଛନ୍ତି। ସେ ହିଁ ତାଙ୍କୁ କାମ କରିବାର ଶୈଳୀ ଶିଖାଇଛନ୍ତି। ନିଜ କାମକୁ କିପରି ଗମ୍ଭୀରତାର ସହ ନେବ ତାହା ହିଁ ଅମ୍ରିତା ବତାଇ ଦେଇଛନ୍ତି। ନିକଟରେ ଏକ…
Archives


