Home

ହାଡ଼ ମଜଭୁତ କରେ ଛତୁ

ମଶରୁମ୍‌ ବା ଛତୁ କେବଳ ଖାଇବା ପାଇଁ ସ୍ବାଦିଷ୍ଟ ତାହା ନୁହେଁ ଏହାର ଅନେକ ଗୁଣ ରହିଛି ଯାହା ସ୍ବାସ୍ଥ୍ୟ ପକ୍ଷେ ଉପକାରୀ ହୋଇଥାଏ। ଆୟୁର୍ବେଦରେ ମଶରୁମ୍‌କୁ ଔଷଧ ଭାବରେ ବ୍ୟବହାର କରାଯାଏ। ଆସନ୍ତୁ ଜାଣିବା ପୋଷକ ତତ୍ତ୍ୱରେ ଭରପୂର ମଶରୁମ୍‌କୁ…

ହାର୍ଟଆଟାକ୍‌ର ପୂର୍ବ ସୂଚନା…

ଅନେକ ରୋଗୀଙ୍କ କ୍ଷେତ୍ରରେ ହାର୍ଟ ଫେଲ୍ୟୁର୍‌ ବା ହାର୍ଟ ଆଟାକ୍‌ ସମସ୍ୟା ଦୃଷ୍ଟି ଗୋଚର ହୋଇଥାଏ। ଏହାର ଅର୍ଥ ହେଉଛି ସମ୍ପୃକ୍ତ ରୋଗୀଙ୍କର ହାର୍ଟ ସାଧାରଣ ଭାବରେ କାର୍ଯ୍ୟ ସମ୍ପାଦନ କରିବାରେ ଅକ୍ଷମ। ହାର୍ଟ ସାଧାରଣ ଭାବରେ ରକ୍ତ ପମ୍ପି ପ୍ରକିୟାକୁ…

ମହିଳାଙ୍କ ପାଇଁ ମହୌଷଧି କସୁରୀ ମେଥି

ମହିଳାଙ୍କ ନିକଟରେ ରକ୍ତହୀନତା ବା ଏନିମିଆ ଓ ଗର୍ଭଧାରଣ ସମୟରେ ହରମୋନରେ ଅସନ୍ତୁଳନ ଭଳି ଅନେକ ସମସ୍ୟା ଦେଖାଦେଇଥାଏ। ହେଲେ କସୁରୀ ମେଥି ମହିଳାଙ୍କ ଶରୀରରେ ଦେଖାଯାଉଥିବା ଛୋଟମୋଟ ସମସ୍ୟାକୁ କିପରି ଠିକ୍‌ କରିପାରିବ ସେ ସମ୍ପର୍କରେ ଜାଣି ରଖିବା। -ସନ୍ତାନ…

ମହାପ୍ରଭୁଙ୍କ ପାଇଁ ଆସିଲା ପୋଢୁଆଁ ଭାର

ପୁରୀ ଅଫିସ, ୧୯ା୧୧: ବୁଧବାର ପ୍ରଥମାଷ୍ଟମୀ। ପୋଢୁଆଁ ହେବେ ମହାପ୍ରଭୁ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଅନ୍ୟପକ୍ଷେ ମଙ୍ଗଳବାର ସନ୍ଧ୍ୟାରେ ନିଆଳି ମାଧବ ମନ୍ଦିରରୁ ଆସିଛି ପୋଢୁଆଁ ଭାର। ତେବେ ଏହାକୁ ନେଇ ଏବେ ଦ୍ୱିମତ ପ୍ରକାଶ…

ଅବ୍ୟବସ୍ଥା ଦେଇ ଗତି କରୁଛି ବାରିପଦା ଜଗନ୍ନାଥ ମନ୍ଦିର: ଡିସେମ୍ବର ପହିଲାରୁ ସମୂହ ଇସ୍ତଫା ଦେବେ ସେବାୟତ

ବାରିପଦା ଅଫିସ,୧୯ା୧୧- ବାରିପଦା ସ୍ଥିତ ଜଗନ୍ନାଥ ମନ୍ଦିରର ସ୍ବାତନ୍ତ୍ର୍ୟ ରହିଛି। ଦେବୋତ୍ତର ବିଭାଗ ଦ୍ୱାରା ଏହା ପରିଚାଳିତ ହେଉଥିବା ବେଳେ ସବୁବେଳେ ବିଭିନ୍ନ ଅବ୍ୟବସ୍ଥା ଦେଇ ଗତି କରୁଛି। ଏ ନେଇ ସେବାୟତମାନେ ଅନେକ ଥର ଆନ୍ଦୋଳନ କରିଥିଲେ ମଧ୍ୟ ସରକାର…

ଯେଉଁଠି ରାତିରେ ଟଏଲେଟ୍‌ ଯିବା ଅପରାଧ

ଟଏଲେଟ୍‌ ଯିବା ସେଠାରେ ଏକ ଅପରାଧ। ସ୍ବିଜରଲାଣ୍ଡର ଏହି ଅଜବ ନିୟମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ। ତେବେ ଏହା ସେଠାକାର ସ୍ବୀକୃତିପ୍ରାପ୍ତ ନିୟମ ବା ପରମ୍ପରା ହୋଇ ନ ଥିବା ବେଳେ ନିର୍ଦ୍ଦିଷ୍ଟ କେତେକ ଅଞ୍ଚଳରେ ଏହା ପ୍ରଚଳିତ ହୋଇଥାଏ। ତେବେ…

ଭାରତ ସହ ପୁଣି ଡାକସେବା ଆରମ୍ଭ କରିବ ପାକିସ୍ତାନ

ଇସ୍‌ଲାମାବାଦ,୧୯।୧୧: ଭାରତ ସହ ପାକିସ୍ତାନ ପୁଣି ଥରେ ଡାକସେବା ଆରମ୍ଭ କରିବାକୁ ଯାଉଛି। ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଯିବା ପରେ ବିଚଳିତ ହୋଇପଡ଼ିଥିବା ପାକିସ୍ତାନ ଦୁଇ ଦେଶ ମଧ୍ୟରେ ଡାକସେବାକୁ ବନ୍ଦ କରିଦେଇଥିଲା। ଦୀର୍ଘ ୩ମାସ ପରେ ଏହି ସେବାକୁ ପୁଣି…

କବାଡି ଖେଳୁଛନ୍ତି ରିଚା

ରିଚା ଚଢ଼ା ଆଗାମୀ ଫିଲ୍ମ ‘ପଙ୍ଗା’ର ଶୁଟିଂ ପାଇଁ ପ୍ରସ୍ତୁତି ବି ଆରମ୍ଭ କରିଦେଇଛନ୍ତି। ଏହି ଫିଲ୍ମକୁ ଅଶ୍ୱିନୀ ଆୟର୍‌ ତିୱାରୀ ନିର୍ଦ୍ଦେଶନା ଦେଉଛନ୍ତି। ରୁଚା ଫିଲ୍ମରେ କଙ୍ଗନା ରାଣାୱତଙ୍କ ସହ ଦେଖାଦେବେ। ଫିଲ୍ମରେ ରିଚା କବାଡ଼ି ଖେଳୁଥିବାର ନଜର୍‌ ଆସିବେ…

ଅଭିନନ୍ଦନଙ୍କ ଗେମ୍‌କୁ ‘ବେଷ୍ଟ ଗେମ’ ପାଇଁ ଚୟନ କଲା ଗୁଗଲ

ନୂଆଦିଲ୍ଲୀ,୧୯।୧୧: ଭାରତୀୟ ବାୟୁ ସେନାର ଭିଡିଓ ଗେମ୍‌ Indian Air Force: A Cut Aboveକୁ ‘ବେଷ୍ଟ ଗେମ-୨୦୧୯’ର ‘ୟୁଜର୍ସ ଚଏସ୍‌ ଗେମ୍‌’ କ୍ୟାଟେଗୋରୀରେ ଚୟନ କରିଛି ଗୁଗଲ। ଭାରତୀୟ ବାୟୁସେନା ନିଜର ପ୍ରଥମ ଭିଡିଓ ଗେମ୍‌ର ଏହି ସଫତଳାକୁ ନେଇ…

ଆଫଗାନିସ୍ତାନର ଏୟାର ଷ୍ଟ୍ରାଇକ୍‌ରେ ୧୪ ତାଲିବାନ ଆତଙ୍କବାଦୀ ମୃତ

କାବୁଲ,୧୯।୧୧: ଆଫଗାନିସ୍ତାନର କୁନ୍ଦୁଜ ଅଞ୍ଚଳରେ ଲୁଚି ରହିଥିବା ତାଲିବାନ ଆତଙ୍କବାଦୀ ସଂଗଠନ ବିରୋଧରେ ଯବାନଙ୍କୁ ଏକ ବଡ଼ ସଫଳତା ମିଳିଛି। କୁନ୍ଦୁଜର ଆର୍ଚି ଜିଲାରେ ତାଲିବାନର ଏକ ଠିକଣା ଉପରେ ସୋମବାର ବିଳମ୍ବିତ ରାତିରେ ଆଫଗାନିସ୍ତାନ ବାୟୁ ସେନା ପକ୍ଷରୁ ଏୟାର…

ରାନୁଙ୍କ ଟ୍ରୋଲର୍‌ଙ୍କୁ ପ୍ରଶଂସକଙ୍କ ଜବାବ: ତାଙ୍କୁ ଯାହା କୁହାଯାଉଛି, ସେ ତାହା କରୁଛନ୍ତି

ବମ୍ବେ: ରାଣାଘାଟ ଷ୍ଟେଶନରେ ଗୀତ ଗାଉଥିବା ଜଣେ ସାଧାରଣ ମହିଳାରୁ ଇଣ୍ଟରନେଟ୍‌ ସେନ୍‌ଶେସନ୍‌ ପାଲଟଥିବା ରାନୁ ମଣ୍ଡଳ ବିଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ। ପ୍ରଥମେ ସଙ୍ଗୀତ ଆଉ ଏବେ ମେକ୍‌ଓଭରକୁ ନେଇ ରାନୁଙ୍କୁ ଟ୍ରୋଲ କରାଯାଉଛି। ହେଲେ କିଛି ପ୍ରଶଂସକ ଏହାକୁ…

କମଲ ହାସନଙ୍କୁ ଡକ୍ଟରେଟ୍‌ ଉପାଧି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୧୧(ବ୍ୟୁରୋ): ଅଭିନେତା କମଲ ହାସନଙ୍କୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡକ୍ଟରେଟ ଉପାଧି ପ୍ରଦାନ କରିଛନ୍ତି। ଚଳଚ୍ଚିତ୍ର କ୍ଷେତ୍ରରେ ଗତ ଛଅ ଦଶନ୍ଧି ଧରି ଉଲ୍ଲେଖନୀୟ ଅବଦାନକୁ ଲକ୍ଷ୍ୟରେ ରଖି ଏକ ଘରୋଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ଉପାଧି ପ୍ରଦାନ କରାଯାଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri