Home

କମେଡି କିଙ୍ଗ୍‌ କପିଲଙ୍କ ଝିଅର ଫଟୋ ଭାଇରାଲ

ମୁମ୍ବାଇ: ନିଜ କମେଡିରେ ସମସ୍ତଙ୍କୁ ହସାଇ ହସାଇ ବେଦମ୍‌ କରୁଥିବା ଲୋକପ୍ରିୟ କମେଡି କିଙ୍ଗ୍‌ କପିଲ ଶର୍ମା ଏବେ ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି। ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍‌ ରହୁଥିବା କପିଲଙ୍କ ଆଉ ଏକ ଫଟୋ ଏବେ ଭାଇରାଲ ହୋଇଛି।…

ଅଷ୍ଟ୍ରେଲିଆ ଜଙ୍ଗଲ ନିଆଁର ଧୂଆଁରେ ସମଗ୍ର ବିଶ୍ୱ ହେବ ପ୍ରଭାବିତ

ଓ୍ବାଶିଂଟନ୍‌: ଅଷ୍ଟ୍ରେଲିଆ ଜଙ୍ଗଲ ନିଆଁରୁ ବାହାରିଥିବା ଧୂଆଁ ସମଗ୍ର ପୃଥିବୀର ୪୦ ହଜାର ୭୫ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିବା ସମ୍ଭାବନା ରହିଛି। ଏବେସୁଦ୍ଧା ଅଧା ଅଂଶରେ ବ୍ୟାପି ସାରିଲାଣି। ନାସା ବୈଜ୍ଞାନିକ ସାଟେଲାଇଟ୍‌ ମାଧ୍ୟମରେ ଏହାକୁ ଟ୍ରାକ୍‌ କରିଛନ୍ତି। ଏହି ଧୂଆଁ…

‘ଗଙ୍ଗୁବାଇ କାଠିୟାୱାଡି’ର ଫାଷ୍ଟ ଲୁକ୍‌ ରିଲିଜ୍‌

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀ ଓ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଅପ୍‌ କମିଂ ଫିଲ୍ମ ‘ଗଙ୍ଗୁବାଈ କାଠିୟାୱାଡି’ର ଫାଷ୍ଟ ଲୁକ୍‌ ବୁଧବାର ରିଲଜ୍‌ ହୋଇଛି। ଏହି ଫିଲ୍ମର ୨ଟି ପୋଷ୍ଟର ରିଲିଜ୍‌ ହୋଇଥିବା…

ବସ୍‌ ଚଳାଇଲେ ମହିଳା ଆଇଏଏସ୍‌ ଅଫିସର

ବେଙ୍ଗାଲୁରୁ,୧୫।୧: ଜଣେ ମହିଳା ଆଇଏଏସ୍‌ ଅଫିସର ରାସ୍ତାରେ ଭଲବୋ ବସ୍‌ ଚଳାଇଥିବା ଦେଖିବାକୁ ମିଳିଛି। ପ୍ରଥମେ ଏହା ସମସ୍ତଙ୍କୁ ଚକିତ କରିଦେଇଥିବା ବେଳେ ପରେ ପ୍ରେରଣା ପାଲଟିଯାଇଥିଲେ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ। ସୂଚନାଯୋଗ୍ୟ, ବେଙ୍ଗାଲୁରୁର ମେଟ୍ରୋପଲିଟାନ ଟ୍ରାନ୍ସପୋର୍ଟ କର୍ପୋରେଶନ୍‌…

ଏନ୍‌କାଉଣ୍ଟରରେ କୁଖ୍ୟାତ ହିଜବୁଲ ମୁଜାହିଦ୍ଦିନ ଜିଲା କମାଣ୍ଡର ନିହତ

ଡୋଡା,୧୫।୧: ଜମ୍ମୁ-କଶ୍ମୀରରେ ଭାରତୀୟ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଡୋଡାରେ ହୋଇଥିବା ଏନ୍‌କାଉଣ୍ଟରରେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର ଜିଲା କମାଣ୍ଡର ହାରୁନ ହାଫଜ ନିହତ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ବୁଧବାର ଡୋଡାରେ ଆତଙ୍କବାଦୀ ଲୁଚିରହିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ…

ମକରରେ ମାଟିଆବୁଢ଼ୀଙ୍କ ପୂଜାର୍ଚ୍ଚନା: ପୂର୍ବପୁରୁଷରୁ ରହିଆସିଛି ପରମ୍ପରା

କେନ୍ଦୁଝର,୧୫।୧(ସ୍ବ.ପ୍ର.): ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ୧୫ ନମ୍ବର ଓ୍ବାର୍ଡ କେନ୍ଦୁପୋଶିରେ ମକରସଂକ୍ରାନ୍ତି ଅବସରରେ ବୁଧବାର ଗ୍ରାମର ଇଷ୍ଟଦେବୀ ମାଟିଆବୁଢ଼ୀଙ୍କ ପୂଜାର୍ଚ୍ଚନା କରାଯାଇଛି। ଏହି ପରମ୍ପରା ପୂର୍ବପୁରୁଷରୁ ଚାଲି ଆସୁଛି ବୋଲି ସ୍ଥାନୀୟ ଲୋକେ କୁହନ୍ତି। ଗ୍ରାମର ଯେକୌଣସି ଶୁଭକାର୍ଯ୍ୟ…

୨୨ରେ ନିର୍ଭୟା-ଦୋଷୀଙ୍କୁ ହେବନି ଫାଶୀ !

ନୂଆଦିଲ୍ଲୀ,୧୫।୧: ନିର୍ଭୟା ମାମଲାର ୪ ଦୋଷୀ ଅକ୍ଷୟ ଠାକୁର, ପଓ୍ବନ ଗୁପ୍ତା, ବିନୟ ଶର୍ମା ଓ ମୁକେଶ ସିଂଙ୍କୁ ଜାନୁୟାରୀ ୨୨ରେ ଫାଶୀ ହୋଇ ନ ପାରେ। ଦିଲ୍ଲୀ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ କୁହାଯାଇଛି ଯେ, ଏତେ ଶୀଘ୍ର ଫାଶୀ ଦେବା…

ସାକ୍ଷୀଗୋପାଳ ମନ୍ଦିରରେ ଠାକୁରଙ୍କୁ ଲାଗିହେଲା ମକର ଚାଉଳ

ସାକ୍ଷୀଗୋପାଳ,୧୫।୧: ବର୍ଷକୁ ଥରେ ମକର ସଂକ୍ରାନ୍ତିରେ ସାକ୍ଷୀଗୋପାଳ ଠାକୁରଙ୍କୁ ମକର ଚାଉଳ ଭୋଗ ଲାଗି ହୋଇଛି। ଅପରାହ୍ନରେ ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ପୌଷମାସରେ ବାପଘରକୁ ଯାଇଥିବା ମହାଲକ୍ଷ୍ମୀ ମଙ୍ଗଳବାର ମାସାନ୍ତ ରାତିରେ ମନ୍ଦିରକୁ ଫେରିଛନ୍ତି । ମହାଲକ୍ଷ୍ମୀ ବାପଘରୁ…

ମୋତେ ତରବାରୀ ଦିଅନ୍ତୁ, ସ୍ତ୍ରୀଙ୍କୁ ଯୁଦ୍ଧରେ ପରାସ୍ତ କରି ଛାଡପତ୍ର ନେବି

ଆମେରିକାର ଏକ କୋର୍ଟ ରୁମ୍‌ରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ବ୍ୟକ୍ତି ସ୍ତ୍ରୀଙ୍କୁ ଛାଡପତ୍ର ଦେବା ପୂର୍ବରୁ ଏକ ଅଜବ ସର୍ତ୍ତ ରଖିଛନ୍ତି। ଛାଡପତ୍ର ପୂର୍ବରୁ ସେ ତାଙ୍କୁ ଯୁଦ୍ଧରେ ପରାସ୍ତ କରିବାକୁ ଚାହିଁଛନ୍ତି। ଡେଭିଡ ଅଷ୍ଟ୍ରମ୍‌…

ମକର ସଂକ୍ରାନ୍ତି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର,୧୫।୧(ବ୍ୟୁରୋ): ବୁଧବାର ପବିତ୍ର ମକର ସଂକ୍ରାନ୍ତି। ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ପବିତ୍ର ମକର ସଂକ୍ରାନ୍ତି ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଆନନ୍ଦ ଉଲ୍ଲାସର ପର୍ବ…

ବ୍ୟାସକବିଙ୍କୁ ମନେ ପକାଇଲେ ଛାତ୍ରୀଛାତ୍ର

ଭୁବନେଶ୍ୱର,୧୫।୧(ବ୍ୟୁରୋ): ଓଡ଼ିଆ ମାଟିର ଆଦ୍ୟ କଥାକାର ତଥା ବ୍ୟାସକବି ଫକୀରମୋହନଙ୍କ ଜୟନ୍ତୀ ପୋଖରୀପୁଟ ଡିଏଭି ସ୍କୁଲରେ ପାଳିତ ହୋଇଯାଇଛି। ଆଞ୍ଚଳିକ ନିର୍ଦ୍ଦେଶାଳୟର ସହ ନିର୍ଦ୍ଦେଶିକା ତଥା ସ୍କୁଲର ଅଧ୍ୟକ୍ଷା ସୁଜାତାଙ୍କ ଅଧ୍ୟକ୍ଷତାରେ ଓଡ଼ିଆ ବିଭାଗର ମୁଖ୍ୟ ଶୁଭ୍ରାଂଶୁ ମୋହନ ଦାଶ ପ୍ରଦୀପ…

ବେଡ୍‌ ଲାଇଟ୍‌ ବି ବଢ଼ାଏ ମହିଳାଙ୍କଠାରେ ମେଦବହୁଳତା…

କେତେକ ଶୋଇଲାବେଳେ ବେଡ୍‌ ଲାଇଟ୍‌ ଲଗାଇଥାନ୍ତି । ଅଧିକ ଆଲୋକରେ ଶୋଇବାକୁ ଭଲ ପାଉଥିବା ଲୋକେ ଏପରି କରିନ୍ତି। ତେବେ ବେଡ୍‌ଲାଇଟ୍‌ ଜଳାଇ ଶୋଇବା ଦ୍ୱାରା ମେଦବହୁଳତା ବଢିଥାଏ ବୋଲି ଲଣ୍ଡନର ଇନ୍‌ଷ୍ଟିଚ୍ୟୁଟ ଅଫ୍‌ କ୍ୟାନ୍‌ସର ରିସର୍ଚ୍ଚରେ ହୋଇଥିବା ଏକ ଗବେଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?