୪ ଜିଲା ପରିଷଦ ଆସନରେ ଉପନିର୍ବାଚନ: ୨୯ରେ ଜାରି ହେବ ନୋଟିସ
ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ରାଜ୍ୟର ୪ ଜିଲା ପରିଷଦ ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଛତ୍ରପୁର, ଦାନଗଦି, ପଟ୍ଟାଙ୍ଗୀ ଏବଂ ଦଶରଥପୁର ପାଇଁ ଏହି ଉପନିର୍ବାଚନ ହେବ। ସେହିପରି ୧୭ ସରପଞ୍ଚ, ୨୧ ସମିତିସଭ୍ୟ, ୩୦୩ ଓ୍ବାର୍ଡମେମ୍ବର ପାଇଁ ମଧ୍ୟ ଉପନିର୍ବାଚନ କରାଯିବ। ନଭେମ୍ବର…
ଛାତରୁ ପଡ଼ି ଆଇଆଇଟି ଛାତ୍ରଙ୍କ ମୃତ୍ୟୁ
ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ଭୁବନେଶ୍ୱର ଆଇଆଇଟି ପରିସରରେ ମଙ୍ଗଳବାର ଛାତରୁ ପଡ଼ି ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି। ସେ ହେଲେ ମହାରାଷ୍ଟ୍ରର ଚିରାଗ ଜୈନ୍। ଚିରାଗଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ଚେତୁନି ପାକିସ୍ତାନ ପୁଣି କଲା ଅସ୍ତ୍ରବିରତି ଉଲ୍ଲଂଘନ
ଜମ୍ମୁ,୨୨।୧୦: ଭାରତ ପକ୍ଷରୁ ପିଓକେରେ ନିକଟରେ କରାଯାଇଥିବା ମିନି ସର୍ଜିକାଲ ଷ୍ଟ୍ରାଇକ ପରେ ବି ଚେତୁନି ପାକିସ୍ତାନ। ମଙ୍ଗଳବାର ମେନ୍ଧରର ବାଲାକୋଟ ସେକ୍ଟରରେ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଭାରତ ମଧ୍ୟ ଏହାର କଡା ଜବାବ ଦେଇଛି। ଏବେ ଦୁଇ…
ଆଲିଆ-ରଣବୀର କପୁରଙ୍କ ଫେକ୍ ବିବାହ କାର୍ଡ ସୋସିଆଲ୍ ମିଡ଼ିଆରେ ଭାଇରାଲ
ମୁମ୍ବାଇ,୨୨।୧୦: ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଫେକ୍ ବିବାହ କାର୍ଡ ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି କାର୍ଡରେ ବିବାହ ୨୦୨୦ ଜାନୁୟାରୀ ୨୨ରେ ହେଉଥିବା ଲେଖାଯାଇଛି। ବିବାହ ରାଜସ୍ଥାନର ଯୋଧପୁର ସ୍ଥିତ ଉମେଦ ଭବନ ପ୍ୟାଲେସ୍…
ଟ୍ରମ୍ପ ପାଳିବେ ଦୀପାବଳି
ଓ୍ବାଶିଂଟନ,୨୨।୧୦: ଆସନ୍ତା ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସରେ ଦୀପାବଳି ପାଳନ କରିବେ ବୋଲି ଜଣାପଡିଛି। ଭାରତରେ ପାଳନ କରାଯାଉଥିବା ଦୀପାବଳି ଉତ୍ସବର ୩ ଦିନ ପୂର୍ବରୁ ସେ ଏହି ଉତ୍ସବ ପାଳନ କରିବେ। ଏହାକୁ ନେଇ ଟ୍ରମ୍ପ…
ବିଶ୍ୱକପ୍ ପରେ ପ୍ରଥମଥର ପାଇଁ ଭାରତୀୟ ଡେସିଂ ରୁମ୍ରେ ପହଞ୍ଚିଲେ ଧୋନୀ
ରାଞ୍ଚି,୨୨।୧୦: ବିଶ୍ୱକପ୍ ପରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ପ୍ରଥମଥର ପାଇଁ ଭାରତୀୟ ଦଳର ଡ୍ରେସିଂ ରୁମରେ ଦେଖିବାକୁ ମିଳିଛି। ରାଞ୍ଚି ଟେଷ୍ଟର ଚତୁର୍ଥ ଦିବସରେ ଧୋନୀ ଡ୍ରେସିଂ ରୁମ୍ରେ ଝାଡଖଣ୍ଡ ବୋଲର୍ ତଥା ଦକ୍ଷିଣ…
ସୋସିଆଲ୍ ମିଡ଼ିଆର ଦୂରୁପଯୋଗ ସମ୍ପର୍କିତ ୮ ମାମଲା ସୁପ୍ରିମ୍କୋର୍ଟ ସ୍ଥାନାନ୍ତର: ୨୦୨୦ ସୁଦ୍ଧା ଆସିବ ଆଇନ
ନୂଆଦିଲ୍ଲୀ,୨୨।୧୦: ସୋସିଆଲ୍ ମିଡ଼ିଆର ଦୂରୁପଯୋଗ ସମ୍ପର୍କିରେ ହାଇକୋର୍ଟରେ ଦାଖଲ ହୋଇଥିବା ୮ ମାମଲାକୁ ସୁପ୍ରିମ୍କୋର୍ଟକୁ ସ୍ଥାନାନ୍ତର କରାଯାଇଛି। ଏଣିକି ଏହାର ଶୁଣାଣି ସର୍ବୋଚ୍ଚ ଆଦାଲତରେ କରାଯିବ। ଏନେଇ ମଙ୍ଗଳବାର ସୁପ୍ରିମ୍କୋର୍ଟରେ ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳ କହିଲେ ଯେ, ସମ୍ପର୍କିତ ସୋସିଆଲ୍…
ଉତ୍ତରପ୍ରଦେଶରେ ଚାଲିଛି ଜଙ୍ଗଲ ଆଇନ: ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ,୨୨।୧୦: ଉତ୍ତରପ୍ରଦେଶରେ ଜଙ୍ଗଲ ଆଇନ ଚାଲିଛି ବୋଲି ମଙ୍ଗଳବାର ସୁପ୍ରିମ୍କୋର୍ଟ ଏକ ମାମଲାର ଶୁଣାଣି ସମୟରେ ବିରକ୍ତ ହୋଇ କହିଛନ୍ତି। ରାଜ୍ୟ ପ୍ରଶାସନ ପାଖରେ କୌଣସି ମାମଲା ସମ୍ପର୍କରେ ଆଇନଗତ ତଥ୍ୟ ନ ଥିବା ସର୍ବୋଚ୍ଚ ଅଦାଲତ କହିଛନ୍ତି। ଯଦି ରାଜ୍ୟରେ…
ବାହା ହେବେ ହାର୍ଦ୍ଦିକ ପାଣ୍ଡ୍ୟା
ଭାରତୀୟ କ୍ରିକେଟ ଦଳର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଖୁବ୍ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଜଣାପଡିଛି। ସେ ଅଭିନେତ୍ରୀ ନତାଶା ଷ୍ଟାନକୋବିଚଙ୍କୁ ବିବାହ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। କେବଳ ଏତିକି ନୁହେଁ, ସେ କୁଆଡେ ନତାଶାଙ୍କୁ ନିଜ…
ଜିନ୍ସ ଓ କେପ୍ରି ପିନ୍ଧିଲେ ମିଳିବନି ଡ୍ରାଇଭିଂ ଲାଇସେନ୍ସ
ଚେନ୍ନାଇ୨୨।୧୦: ଦେଶରେ ସେପ୍ଟେମ୍ବର ପହିଲାରୁ ନୂଆ ମୋଟରଯାନ ଲାଗୁ ହେବା ପରେ ଲୋକେ ସଚେତନ ହୋଇ ଉଠିଛନ୍ତି। ଆରଟିଓ ଅଫିସରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ମହିଳାଙ୍କଠାରୁ ଆରମ୍ଭ କରି ଯୁବତୀ ଏବଂ ବୟସ୍କ ବ୍ୟକ୍ତିଙ୍କ ଲମ୍ବାଧାଡ଼ି ଦେଖିବାକୁ ମିଳୁଛି। ହେଲେ ଲାଇସେନ୍ସ…
ଆଖିରୁ ଲୁହ ଗଡ଼ାଇ ଟ୍ରୋଲ୍ ହେଲେ ନେହା କକ୍କର
ମୁମ୍ବାଇ: ବଲିଉଡ୍ ସିଙ୍ଗର୍ ନେହା କକ୍କର ଏବେ ଚର୍ଚ୍ଚାରେ ଅଛନ୍ତି। ଛୋଟ ପରଦାରେ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିବା ଗୀତ ଭିତ୍ତିକ ରିଆଲିଟି ଶୋ’ ‘ଇଣ୍ଡିଆନ ଆଇଡଲ’ର ସିଜନ ୧୧ ଅଡିଶନ୍ ଚାଲିଛି। ନେହା ଏହି ଶୋ’କୁ ହୋଷ୍ଟ କରୁଥିବାବେଳେ ଷ୍ଟେଜ…
ବ୍ୟାଙ୍କ ମ୍ୟାନେଜରଙ୍କୁ ଘରେ ବନ୍ଦକରି ସର୍ବସ୍ବ ଲୁଟିନେଲେ ଲୁଟେରା
ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର ଓ ଏହାର ଉପକଣ୍ଠ ଅଞ୍ଚଳରେ ଡକାୟତ ଗ୍ୟାଙ୍ଗ ସକ୍ରିୟ ହୋଇଉଠିଛନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପୁରୁଣା ଭୁବନେଶ୍ୱର ସାମନ୍ତରାପୁର ଦିବ୍ୟବିହାର ଅଞ୍ଚଳରେ। ସୋମବାର ବିଳମ୍ବିତ ରାତିରେ ଦିବ୍ୟବିହାର ଅଞ୍ଚଳର ଜଣେ ବ୍ୟାଙ୍କ ମ୍ୟାନେଜର…
Archives


