ପେସା ପୂଜା, ନିଶା କ୍ରିକେଟ୍
ପେଟ ପୋଷେ ପରିଶ୍ରମ। ଭିନ୍ନ ଭିନ୍ନ ପରିଶ୍ରମକୁ ନେଇ ମଣିଷ ଏହାର ନଁା ଦେଇଛି ବୃତ୍ତି। କୁଟୁମ୍ବ ପୋଷିବା ପାଇଁ ମଣିଷ ବାଧ୍ୟରେ ଏକ ବୃତ୍ତିରେ ବାନ୍ଧି ହୋଇ ରହେ। ସହରରେ ବୃତ୍ତିକୁ ଆବୋରି ବଞ୍ଚୁଥିବା ମଣିଷମାନଙ୍କ କାହାଣୀକୁ ନେଇ ଏହି…
ମୁଖ୍ୟମନ୍ତ୍ରୀଙ୍କୁ ଭଦ୍ରକବାସୀଙ୍କ ଶୁଭେଚ୍ଛା
ଭୁବନେଶ୍ୱର, ୮।୧(ବ୍ୟୁରୋ):ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ସହ ଏହାର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଏକାଧିକ ଯୋଜନା ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ସ୍ଥାନୀୟ ଅଞ୍ଚଳରେ ସ୍ବାଗତ କରାଯାଇଛି। ମୋ ସରକାର କାର୍ଯ୍ୟକ୍ରମ ଅଧୀନରେ…
୫-ଟି ଆଧାରରେ ତ୍ୱରାନ୍ବିତ ହେବ ସୂଚନା, ଲୋକସମ୍ପର୍କ ବିଭାଗ କାର୍ଯ୍ୟାବଳୀ: ଡିଜିଟାଇଜ୍ ହେବ ଫଟୋ, ଚଳଚ୍ଚିତ୍ର
ଭୁବନେଶ୍ୱର, ୮।୧(ବ୍ୟୁରୋ):ସୂଚନା ଓ ଲୋକସମ୍ପର୍କ ବିଭାଗର କାର୍ଯ୍ୟାବଳୀକୁ ୫-ଟି ଆଧାରରେ ତ୍ୱରାନ୍ବିତ କରାଯିବ। ଏହା ଦ୍ୱାରା ବିଭାଗ ଆଗାମୀ ଦିନରେ ଲୋକପ୍ରିୟତା ହାସଲ କରିବ। ତେଣୁ ପ୍ରତ୍ୟେକ କାର୍ଯ୍ୟରେ ୫-ଟିର ପ୍ରୟୋଗ ପାଇଁ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ…
ଇରାନର ଆକ୍ରମଣ ପରେ ମଧ୍ୟ ବାଗଦାଦ୍ ଉପରେ ଉଡ଼ି ବୁଲୁଥିଲା ଯୁଦ୍ଧ ବିମାନ
ତେହେରାନ୍,୮।୧: ଇରାକରେ ଥିବା ଆମେରିକା ଏୟାରବେସ୍ ଉପରେ ଇରାନ ବୁଧବାର ଆକ୍ରମଣ କରିଛି। ଇରାକ ପକ୍ଷରୁ ୧୨ରୁ ଅଧିକ କ୍ଷେପଣାସ୍ତ୍ର ଇରାକସ୍ଥିତ ଅଲ୍ ଅସଦ ଏବଂ ଇରବିଲ୍ ଏୟାର ବେସ୍ ଉପରେ ମାଡ଼ କରାଯାଇଛି। ତେବେ ଏହା ପରେ ମଧ୍ୟ କେତେକ…
ମଝି ଆକାଶରେ ୟୁକ୍ରେନ୍ର ବୋଇଙ୍ଗ୍ ବିମାନ ଦୁର୍ଘଟଣା ଗ୍ରସ୍ତ: ୧୮୦ ଯାତ୍ରୀ କରୁଥିଲେ ଯାତ୍ରା
ତେହେରାନ୍,୮।୧: ଆମେରିକା ଇରାନ୍ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାବେଳେ ତେହେରାନ୍ ନିକଟରେ ମଝି ଆକାଶରେ ୭୯୦୦ ଫୁଟ ଉପରେ ୟୁକ୍ରେନ୍ର ଏକ ଯାତ୍ରୀବାହୀ ବୋଇଙ୍ଗ୍-୭୩୭ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ତେହେରାନ୍ର ଇମାମ୍ ଖୁମୈନି ବିମାନ ବନ୍ଦର ନିକଟରେ ଏହି ଦୁର୍ଘଟଣା…
୩୪ ବର୍ଷରେ କ୍ରିକେଟର ଜାହିର ଖାଁଙ୍କ ସ୍ତ୍ରୀ ସାଗରିକା: ରଶ୍ ଫିଲ୍ମର କିସିଂ ସିନ୍ ଯୋଗୁ ରାତାରାତି ପାଲଟିଥିଲେ ଷ୍ଟାର…
ମୁମ୍ବାଇ,୮।୧: ବଲିଉଡ୍ର ସୁନ୍ଦରୀ ଅଭିନେତ୍ରୀ ତଥା କ୍ରିକେଟର ଜାହିର ଖାଁଙ୍କ ସ୍ତ୍ରୀ ସାଗରିକା ଘାଟଗେ ବୁଧବାର ୩୪ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୬ ଜାନୁୟାରୀ ୮ରେ କୋହ୍ଲାପୁରଠାରେ ଜନ୍ମଗ୍ରହଣ କରିଥିଲେ। ବଲିଉଡ୍ରେ ସେ ଅନେକ ଫିଲ୍ମରେ ନିଜ ଅଭିନୟ ଦକ୍ଷତା…
୭.୫ ଡିଗ୍ରୀରେ ଦାରିଙ୍ଗବାଡ଼ି
ଭୁବନେଶ୍ୱର, ୮।୧(ବ୍ୟୁରୋ): ବର୍ଷା କମିଯିବା ପରେ ଶୀତ ପୁଣି ଫେରିଛି। ମଙ୍ଗଳବାର ଦାରିଙ୍ଗବାଡ଼ିରେ ସର୍ବନିମ୍ନ ୭.୫ ଡିଗ୍ରୀ ତାପମାତ୍ରା ରହିଥିବାବେଳେ ଟିଟିଲାଗଡ଼ରେ ୭.୬, ଅନୁଗୋଳ ୮, ଫୁଲବାଣୀ ୮.୫, ସୋନପୁର ୯ ଓ କେନ୍ଦୁଝର ୯.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।…
ଭକ୍ତଙ୍କୁ ବଣ୍ଟାଯାଉନି ମାଗଣା ମହାପ୍ରସାଦ
ପୁରୀ ଅଫିସ, ୮।୧: ମହାପ୍ରଭୁଙ୍କ ଶ୍ରୀମହାପ୍ରସାଦ କଣିକାଏ ପାଇଲେ ଜୀବ ମୁକ୍ତିଲାଭ କରେ ବୋଲି ବିଶ୍ୱାସ ରହିଛି। ସେଥିପାଇଁ ଠାକୁରଙ୍କ ନିକଟରେ ମହାପ୍ରସାଦ ଲାଗି ହେବା ପରେ ଭକ୍ତମାନେ ଏହାକୁ ପାଇବା ପାଇଁ ଚାହିଁ ରହିଥାନ୍ତି। କିନ୍ତୁ ପ୍ରତ୍ୟେକ ଭକ୍ତ ମହାପ୍ରସାଦ…
ଆମେରିକା ଏୟାର ବେସ୍ ଉପରେ ଆକ୍ରମଣ କଲା ଇରାନ
ଓ୍ବାଶିଂଟନ, ୮।୧: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଇରାନ ଇରାକରେ ଥିବା ଆମେରିକା ଏୟାର ବେସ୍ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି। ଇରାକର ଅଲ୍ ଅସଦ ଏବଂ ଇରବିଲ୍ ଏୟାର ବେସ୍ ଉପରେ ୨୨ ବାଲାଷ୍ଟିକ୍ ମିଜାଇଲ୍…
ଭାରତ ବନ୍ଦ ଡାକରା: ଟ୍ରେନ ସେବା ପ୍ରଭାବିତ
ଭଦ୍ରକ ଅଫିସ, ୮।୧: ୧୨ ଦଫା ଦାବି ନେଇ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ପକ୍ଷରୁ ବୁଧବାର ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ସକାଳୁ ଏହି ବନ୍ଦ ପ୍ରଭାବ ଭଦ୍ରକରେ ଦେଖିବାକୁ ମିଳିଛି। ଭଦ୍ରକ-ପଲାସା ଡ଼ିଏମୟୁ ଟ୍ରେନକୁ ଷ୍ଟେଶନରେ ଆନ୍ଦୋଳନକାରୀ…
ମୃତ୍ୟୁ ଦଣ୍ଡାଦେଶକୁ ନେଇ ବିତର୍କ ଜାରି
ନୂଆଦିଲ୍ଲୀ,୮ା୧(ପି.ଟି.): ନିର୍ଭୟା ମାମଲାରେ ଦିଲ୍ଲୀର ଏକ କୋର୍ଟ ୪ ଦୋଷୀଙ୍କ ବିରୋଧରେ ମୃତ୍ୟୁ ଓ୍ବାରେଣ୍ଟ ଜାରି କରିବା ପରେ ଫାଶୀ ଦଣ୍ଡାଦେଶ ଅପରାଧ ହ୍ରାସରେ ସହାୟକ ହେବ ନା ନାହିଁ ତାକୁ ନେଇ ବିତର୍କ ଆରମ୍ଭ ହୋଇଛି। କେତେକେ ଏହାକୁ ସ୍ବାଗତ…
ଜେଏନ୍ୟୁ ବିକ୍ଷୋଭରେ ଦୀପିକା
ନୂଆଦିଲ୍ଲୀ,୮ା୧: ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ ମଙ୍ଗଳବାର ରାତିରେ ଜେଏନ୍ୟୁ କ୍ୟାମ୍ପସ୍ରେ ପହଞ୍ଚି ଆହତ ଛାତ୍ରୀଛାତ୍ରଙ୍କୁ ଭେଟିଥିଲେ। ରବିବାର ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ଉପରେ ଦୁର୍ବୃତ୍ତମାନେ ମୁହଁରେ କପଡ଼ା ବାନ୍ଧି ଆକ୍ରମଣ କରାଯିବାରୁ ୩୯ ଜଣ ଆହତ ହୋଇଥିଲେ। ଏହା ପରେ ବିଶ୍ୱବିଦ୍ୟାଳୟରେ…
Archives


