Home

ଏହି ମନ୍ଦିରରେ ପାଳନ ହୁଏ ‘ନେକେଡ୍‌ ଫେଷ୍ଟିଭାଲ’

ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପରମ୍ପରା ଦେଖିବାକୁ ମିଳେ। ଜାପାନରେ ଏକ ଅଜବ ପରମ୍ପରା ଦେଖିବାକୁ ମିଳିଛି। ପ୍ରତିବର୍ଷ ଫେବୃୟାରୀ ମାସର ଦ୍ୱିତୀୟ ଶନିବାର ଦିନ ହଡ୍‌କା ମସ୍ତୁରୀ ନାମକ ଏକ ଉତ୍ସବ ପାଳନ କରାଯାଏ। ଏହାକୁ ‘ନେକେଡ୍‌ ଫେଷ୍ଟିଭାଲ୍‌’ ମଧ୍ୟ…

କରୋନା ଭାଇରସ: ମୃତ୍ୟୁ ସଂଖ୍ୟା ଛୁଇଁଲା ୧,୮୬୮

ବେଜିଂ,୧୮।୨: କରୋନା ଭାଇରସ ଚାଇନାରେ ମହାମାରୀର ରୂପ ନେଇଥିବା ବେଳେ ପ୍ରତିଦିନ ଏଠାରେ ଶହ ଶହ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ଅନେକ ଲୋକଙ୍କ ମୃତ୍ୟୁ ଘଟୁଛି। ଏବେସୁଦ୍ଧା ସେଠାରେ କରୋନା ଭାଇରସରେ ସଂକ୍ରମିତ ହୋଇ ୧,୮୬୮ଜଣଙ୍କ ମୃତ୍ୟୁ ହୋଇଥିବା…

ଏହି ଫଟୋ ପାଇଁ ପୁରସ୍କାର ଜିତିଲେ ସଚିନ ତେନ୍ଦୁଲକର

ବର୍ଲିନ,୧୮।୨: ଲରିୟସ୍‌ ବିଶ୍ୱ ସ୍ପୋର୍ଟସ ପୁରସ୍କାର ଘୋଷଣା କରାଯାଇଛି। ରେସର୍‌ ଲୁଇସ୍‌ ହାମିଲଟନ୍‌ ଏବଂ ଫୁଟବଲର୍‌ ଲିଓନେଲ ମେସି ସଂଯୁକ୍ତ ଭାବେ ବିଶ୍ୱ ସ୍ପୋର୍ଟସ ମ୍ୟାନ୍‌ ଅଫ୍‌ ଦ ଇୟର୍‌ ପୁରସ୍କାର ଜିଣିଛନ୍ତି। ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ସ୍ପୋର୍ଟିଙ୍ଗ୍‌ ମୋମେଣ୍ଟସ୍‌ ୨୦୦୦-୨୦୨୦…

ମଦ୍ୟପାନ କରି କିକ୍‌ ମାରିଲେ ଷ୍ଟାର୍ଟ ହେବନି ବାଇକ

ପ୍ରୟାଗରାଜ, ୧୮।୨: ମଦ୍ୟପାନ କରି ରାସ୍ତାରେ ଗାଡ଼ି ଚଳାଇବା ଯୋଗୁ ବହୁ ଦୁର୍ଘଟଣା ଘଟିଥାଏ। ତେବେ ଉତ୍ତରପ୍ରଦେଶର ମୋତିଲାଲ ନେହେରୁ ପ୍ରାଦ୍ୟୋଗିକ ସଂସ୍ଥାନର ୧୩ ଜଣ ଛାତ୍ରୀଛାତ୍ର ଏକ ନିଆରା ହାଇବ୍ରିଡ୍‌ ଇଲେକ୍ଟ୍ରିକ୍‌ ବାଇକ ତିଆରି କରିଛନ୍ତି। ମଦ୍ୟପାନ କରି ନିଶାସକ୍ତ…

ପରିବାରର ସହଯୋଗ ନ ମିଳିବାରୁ ପୋଲିସ ଷ୍ଟେଶନରେ ବିବାହ କଲେ ପ୍ରେମୀ ଯୁଗଳ

ଲକ୍ଷ୍ନୌ,୧୮।୨: ଉତ୍ତର ପ୍ରଦେଶ ଲକ୍ଷ୍ନୌର ପ୍ରେମୀ ଯୁଗଳ ମନିଷ ଓ କିରଣଙ୍କୁ ପରିବାର ଲୋକଙ୍କ ସହଯୋଗ ନ ମିଳିବାରୁ ସେମାନେ ପୋଲିସର ସହାୟତା ନେଇଥିଲେ। ଏହାପରେ ଲକ୍ଷ୍ନୌର ମହିଳା ଥାନାରେ ପୋଲିସ ଉପସ୍ଥିତିରେ ସୋମବାର ସେମାନଙ୍କର ବିବାହ ହୋଇଥିବା ଜଣାପଡିଛି। ବିଶେଷ…

ଟ୍ରମ୍ପ୍‌ଙ୍କ ବ୍ୟୟ ବହୁଳ ଭାରତ ଗସ୍ତ: ସ୍ବାଗତ କରିବେ ଲକ୍ଷେ ଲୋକ; ୭ କିମି ରୋଡ ଶୋରେ ଖର୍ଚ୍ଚ ହେବ କୋଟି କୋଟି ଟଙ୍କା

ଅହମଦାବାଦ୍‌,୧୮।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫେବୃୟାରୀ ୨୪ରେ ଭାରତ ଗସ୍ତରେ ଆସୁଛନ୍ତି। ଏହି ବ୍ୟୟ ବହୁଳ ଗସ୍ତରେ ଆସି ସେ ଅହମଦାବାଦ୍‌ର ମୋଟେରା ଷ୍ଟାଡିୟମ୍‌ରେ ନମସ୍ତେ ଟ୍ରମ୍ପ୍‌ କାର୍ଯ୍ୟକ୍ରମରେ ଯୋଗଦେବେ। ଅହମଦାବାଦ ବିମାନ ବନ୍ଦରରୁ ୭କିମିର ଏକ ରୋଡ୍‌ ଶୋରେ…

ଇମ୍ରାନ ଖାନ୍‌ଙ୍କୁ ପ୍ରଥମ ସ୍ତ୍ରୀଙ୍କ ପ୍ରଶ୍ନ, ତୁମେ କେମିତି କଳା ଯାଦୁ କରୁଛ

ଇସଲାମାବାଦ୍‌,୧୮।୨: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍‌ଙ୍କ ଅତୀତ ତାଙ୍କ ପିଛା ଛାଡୁନି। ଏଥର ସେ ନିଜ ପ୍ରଥମ ସ୍ତ୍ରୀ ଜେମିମା ଗୋଲ୍ଡସ୍ମିଥ୍‌ଙ୍କ ରୋଷର ଶିକାର ହୋଇଛନ୍ତି। ଜେମିମା ଏକ ପୋଷ୍ଟର ଟୁଇଟ୍‌ କରି ଇମ୍ରାନଙ୍କ ଉପରେ ବର୍ଷିଛନ୍ତି। ଏହି ପୋଷ୍ଟରରେ ଇମ୍ରାନ…

ଆଶ୍ଚର୍ଯ୍ୟ ଯେତିକି ରୋଚକ ସେତିକି: ରାସ୍ତା କଡରେ ବୁଲୁଥିବା ଏକ କୁକୁରକୁ ନିଆଯିବ ସୁଇଜରଲାଣ୍ଡ

କେରଳର ମୁନ୍ନାରରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ରାସ୍ତା କଡରେ ବୁଲୁଥିବା ଏକ କୁକୁରକୁ ସୁଇଜରଲାଣ୍ଡ ପଠାଯିବାର ବ୍ୟବସ୍ଥା କରାଯାଇଛି। କଥାଟା ଯେତିକି ଆଶ୍ଚର୍ଯ୍ୟ ସେତିକି ରୋଚକ ମଧ୍ୟ। ଜନି ଏବଂ ଏଲେନ ନାମକ ଦୁଇ ସୁଇଜରଲାଣ୍ଡ ପର୍ଯ୍ୟଟକ କେରଳ…

ତାପସ ପାଲଙ୍କ ପରଲୋକ

କୋଲକାତା,୧୮।୨: ବଙ୍ଗାଳୀ ଫିଲ୍ମ ଅଭିନେତା ତଥା ତୃଣମୂଳ କଂଗ୍ରେସର ପୂର୍ବତନ ଏମ୍‌ପି ତାପସ ପାଲଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଛି। ପୁଅଙ୍କ ଘରକୁ ସେ…

କଶ୍ମୀର ଗସ୍ତରେ ଆସିଥିବା ବ୍ରିଟିଶ୍‌ ଏମ୍‌ପିଙ୍କୁ ଦିଲ୍ଲୀରୁ ଫେରାଇଦିଆଗଲା

ନୂଆଦିଲ୍ଲୀ,୧୮ା୨: ଏକ ବ୍ରିଟିଶ ପ୍ରତିନିଧି ଦଳର ନେତୃତ୍ୱ ନେଇ କଶ୍ମୀର ଗସ୍ତରେ ଆସିଥିବା ଲେବର ପାର୍ଟି ଏମ୍‌ପି ଡେବି ଆବ୍ରାହାମ୍ସଙ୍କୁ ଭାରତରେ ପ୍ରବେଶ ପାଇଁ ଅନୁମତି ଦିଆଯାଇନାହିଁ। ତାଙ୍କର ଇ-ଭିଜା ରଦ୍ଦ ହୋଇଥିବା ସରକାର କହିଛନ୍ତି। ତେବେ ସେ ଦିଲ୍ଲୀରେ ପହଞ୍ଚତ୍ବା…

୩ ମଧ୍ୟସ୍ଥଙ୍କ ନାମ ଘୋଷଣା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮ା୨ (ପି.ଟି.): ଶାହିନବାଗ୍‌ରେ ରାସ୍ତା ଅବରୋଧ ସହ ବିକ୍ଷୋଭ କରାଯିବାକୁ ସୁପ୍ରିମକୋର୍ଟ ବିରୋଧ କରିଛନ୍ତି। ଗଣତନ୍ତ୍ରରେ ନାଗରିକମାନେ ବିକ୍ଷୋଭ କରିବା ମୌଳିକ ଅଧିକାର ହୋଇଥିଲେ ହେଁ ରାସ୍ତା ଅବରୋଧ କରି ଜନସାଧାରଣଙ୍କୁ ଅସୁବିଧାରେ ପକାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ଦୁଇଜଣିଆ…

‘ମହିଳାଙ୍କୁ ଅସମ୍ମାନିତ କରିଛି ଭାଜପା ସରକାର’

ନୂଆଦିଲ୍ଲୀ,୧୮ା୨(ପି.ଟି.)-କମାଣ୍ଡ ପଦବୀ କିମ୍ବା ସ୍ଥାୟୀ କମିଶନ ପାଇଁ ମହିଳା ସେନା ଅଧିକାରୀମାନେ ଯୋଗ୍ୟ ନୁହନ୍ତି ବୋଲି ସୁପ୍ରିମକୋର୍ଟରେ ଯୁକ୍ତି ଦର୍ଶାଇ ଭାଜପା ସରକାର ଦେଶର ମହିଳାମାନଙ୍କ ମର୍ଯ୍ୟାଦାହାନି କରିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି। ସର୍ବୋଚ୍ଚ ଅଦାଲତଙ୍କ ଐତିହାସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?