Home

ମୋଦି-ଟ୍ରମ୍ପ୍‌ଙ୍କ ମେଗା ଶୋ: ବଲିଉଡ୍‌ ଷ୍ଟାରଙ୍କୁ ନିମନ୍ତ୍ରଣ

ଅହମଦାବାଦ୍‌, ୧୮।୨: ଗୁଜରାଟ ଅହମଦାବାଦ୍‌ର ମୋଟେରା ଷ୍ଟାଡିୟମ୍‌ରେ ଫେବୃୟାରୀ ୨୪ରେ ହେବାକୁ ଥିବା ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ଙ୍କ ମେଗା ଶୋ ସମସ୍ତେ ଟ୍ରମ୍ପ୍‌ରେ ଯୋଗଦେବା ପାଇଁ ବଲିଉଡ୍‌ ଷ୍ଟାରଙ୍କୁ ନିମନ୍ତ୍ରଣ କରାଯାଇଛି। ଏଥିରେ ବିଗ୍‌…

ଆଦିତ୍ୟଙ୍କ ସହ ବିବାହକୁ ନେଇ ଏମିତି କହିଲେ ନେହା

ବଲିଉଡ୍‌ ସିଙ୍ଗର ନେହା କକ୍କର ଏବଂ ଆଦିତ୍ୟ ନାରାୟଣଙ୍କ ମଧ୍ୟରେ ବିବାହର ଚର୍ଚ୍ଚା ଥମିବାର ନାଁ ନେଉନି। ଚର୍ଚ୍ଚା ହେଉଥିଲା ଯେ ଭାଲେଣ୍ଟାଇନ୍ସ ଡେ’ରେ ସେମାନେ ବାହା ହେବେ। ତେବେ ସେମାନଙ୍କ ବାହାଘର ସରିଯାଇଛି। ଆଉ ଏହାର ଫଟୋ ଓ ଭିଡିଓ…

ପୋଷା ଘୋଡ଼ା ସହିତ ବିମାନରେ ଯାତ୍ରା କଲେ ମହିଳା

ଓ୍ବାଶିଂଟନ,୧୮।୨: ଆମେରିକାରେ ଜଣେ ମହିଳା ନିଜ ପୋଷା ଘୋଡ଼ା ସହିତ ବିମାନରେ ଯାତ୍ରା କରିଛନ୍ତି। ସ୍ଥାନୀୟ ମିସିଗାନରେ ବାସ କରୁଥିବା ରୋନିକା ଫ୍ରୋଇସେ ନିଜ ଘୋଡ଼ା ଫ୍ରେକଲ୍‌ ବଟ୍‌ ଫେଡ୍‌ ସହିତ ବିମାନରେ ପ୍ରଥମ ଶ୍ରେଣୀରେ ଯାତ୍ରା କରିଛନ୍ତି। ଏବେ ଏହାକୁ…

ଭାରତୀୟ କବାଡ଼ି ଦଳର ପାକିସ୍ତାନ ଗସ୍ତ ଉପରେ ତଦନ୍ତ ହେବ

ଅମ୍ରିତସର/ନୂଆଦିଲ୍ଲୀ,୧୮।୨- ପାକିସ୍ତାନରେ ଅନୁଷ୍ଠିତ ସର୍କଲ କବାଡ଼ି ବିଶ୍ୱକପ୍‌ରେ ସ୍ବୀକୃତି ପାଇ ନ ଥିବା ଭାରତୀୟ ଦଳ ଅଂଶଗ୍ରହଣ କରିଥିଲା। ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କ୍ରୀଡ଼ା ମନ୍ତ୍ରୀ କିରନ ରିଜିଜୁ। ଅନ୍ୟପକ୍ଷରେ ଅନ୍ତର୍ଜାତୀୟ କବାଡ଼ି ଫେଡେରେଶନ (ଆଇକେଏଫ୍‌) ଦ୍ୱାରା ଅନଅଫିସିଆଲ ଘୋଷିତ…

ଗୁରୁପ୍ରିୟା ସେତୁ ଉଦ୍‌ଘାଟନର ଦେଢ଼ବର୍ଷ ନ ପୂରୁଣୁ ଚାଲିଲା ମରାମତି କାର୍ଯ୍ୟ

ଚିତ୍ରକୋଣ୍ଡା, ୧୮।୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ତଥା ବିଚ୍ଛିନ୍ନାଞ୍ଚଳର ୯ଟି ପଞ୍ଚାୟତର ୧୫୧ ଖଣ୍ଡ ଗ୍ରାମର ଧିବାସୀ ଜଳବନ୍ଦୀ ଭିତରେ ରହିଥିଲେ। ସରକାର ଗୁରୁପ୍ରିୟା ସେତୁ ନିର୍ମାଣ କରିଥିଲେ। ତେବେ ଏହା ଉଦ୍‌ଘାଟନ ହେବାର ଦେଢ଼ ବର୍ଷ ନ ପୂରୁଣୁୁ…

ପ୍ରଶାନ୍ତ କିଶୋର ଆରମ୍ଭ କରିବେ ‘ବାତ୍‌ ବିହାର କି’ କାର୍ଯ୍ୟକ୍ରମ

ପାଟନା,୧୮।୨: ଦିଲ୍ଲୀରେ ଅରବିନ୍ଦ କେଜରିଓ୍ବାଙ୍କ ନେତୃତ୍ୱାଧିନ ଆମ ଆଦମୀ ପାର୍ଟି(ଏଏପି)ର ବିପୁଳ ବିଜୟ ପରେ ଶ୍ରେୟ ନେଇଛନ୍ତି ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର। ମଙ୍ଗଳବାର ବିହାରର ପାଟନାରେ ସେ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରିଛନ୍ତି। ଏହି ସମ୍ମିଳନୀରେ ପ୍ରଶାନ୍ତ…

ଇଟା ଭାଟିରୁ ନିଆଁ ଛିଟିକି ଅଗ୍ନିକାଣ୍ଡ: ଭାଇ-ଭଉଣୀ ଗୁରୁତର

ମାଲକାନଗିରି,୧୮।୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଗୌଡ଼ଗୁଡ଼ା ଗାଁରେ ମଙ୍ଗଳବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ନିଆଁ ଲାଗି ୮ ବର୍ଷର ଭାଇ ଓ ୨ ବର୍ଷର ଭଉଣୀ ଗୁରୁତର ହୋଇଛନ୍ତି। ସେମାନଙ୍କ ପରିଚୟ ମିଳିପରିନାହିଁ। ପ୍ରକାଶ ଯେ, ସକାଳେ ଭାଇ-ଭଉଣୀ ଘରେ…

ଅଜବ ପରମ୍ପରା: ଯେଉଁଠି ଭୂତ ବେଶ ଧାରଣ କରନ୍ତି ଲୋକେ

ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ପରମ୍ପରା ଦେଖିବାକୁ ମିଳିଥାଏ। ସେହିପରି ମେକ୍ସିକୋରେ ପ୍ରତିବର୍ଷ ଏକ ନିଆରା ପର୍ବ ପାଳିତ ହୋଇଥାଏ। ଏହି ପର୍ବର ନାମ ‘ଡେ ଅଫ୍‌ ଦି ଡେଡ୍‌’। ଏହି ଅବସରରେ ଲୋକମାନେ ଭୂତ ଏବଂ କଙ୍କାଳପରି ଦେଖାଯାଉଥିବା ପୋଷାକ…

ଆମେରିକାରେ ନ ଥିବେ ଡୋନାଲ୍ଡ ଟ୍ରମ୍ପଙ୍କ ଏମିତି ପ୍ରଶଂସକ!

ହାଇଦ୍ରାବାଦ୍‌,୧୮।୨: ଫେବୃୟାରୀ ୨୪ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ଅହମଦାବାଦ ଯିବେ। ତାଙ୍କୁ ସ୍ବାଗତ କରିବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଟ୍ରମ୍ପଙ୍କୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି।…

ନୁହେଁ ମୁଁ ପରମାତ୍ମା ଅବା ଧର୍ମରାଜ; ମାର୍ଚ୍ଚ ୩ରେ ବି ହେବନି ଫାଶୀ: ନିର୍ଭୟା ଦୋଷୀଙ୍କ ଆଇନଜୀବୀ ଏ.ପି. ସିଂ

ନୂଆଦିଲ୍ଲୀ,୧୮।୨: ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବା ଲାଗି ସୋମବାର ଡେଥ୍‌ ଓ୍ବାରେଣ୍ଟ ଜାରି ହୋଇଛି। ଗତ ୪୧ ଦିନ ମଧ୍ୟରେ ତୃତୀୟ ଥର ପାଇଁ ଏଭଳି ଓ୍ବାରେଣ୍ଟ୍‌ ଜାରି ହୋଇଛି। ତେବେ ଏହାକୁ ନେଇ ଦୋଷୀଙ୍କ ଆଇନଜୀବୀ ଏ.ପି. ସିଂ କହିଛନ୍ତି…

ପ୍ରଥମ ଭାରତୀୟ ଭାବେ କୋହଲି କଲେ ଏମିତି କାରନାମା: ପ୍ରିୟଙ୍କାଙ୍କୁ ପଛରେ ପକାଇଲେ

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି କ୍ରିକେଟର ଏକ ବିସ୍ମୟ ଭାବେ ଉଭା ହୋଇଛନ୍ତି। ୨୦୦୮ରେ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିବା ପରଠାରୁ କୋହଲି ଗୋଟିଏ ପରେ ଗୋଟିଏ କୀର୍ତ୍ତିମାନ ହାସଲ କରି…

୫୦ ଦିନରେ କରୋନା: ୯୦ ହଜାର କୋଟି ଖର୍ଚ୍ଚ କଲାଣି ଚାଇନା; ୭୬ କୋଟିରୁ ଅଧିକ ଲୋକ ଘରେ ବନ୍ଦ !

ବେଜିଂ,୧୮।୨: ଇତିମଧ୍ୟରେ ଚାଇନାରେ ଦେଖାଦେଇଥିବା କରୋନା ଭୁତାଣୁ ସଂକ୍ରମଣକୁ ୫୦ ଦିନ ବିତିଛି। ୨୦୧୯ ଡିସେମ୍ବର ୩୧ରେ ପ୍ରଥମ କରୋନା ସଂକ୍ରମଣ ଘଟଣା ଘଟିଥିଲା। କରୋନା ଏବେ ପୃଥିବୀର ୨୯ରୁ ଅଧିକ ଦେଶରେ ପହଞ୍ଚିସାରିଛି। ଚାଇନାରୁ ସେଠାକୁ ଯାଇଥିବା ସଂକ୍ରମିତ ଲୋକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?